• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

parenting father should teach his son these 6 values in early age
Parenting Tips: ପୁଅକୁ ବଡ ମଣିଷ କରିବାକୁ ହେଲେ ଶିଖାନ୍ତୁ ଏହି ୬ଟି କଥା; ପିଲା କେବେ ବି ହାରିବ ନାହିଁ

ପ୍ରତ୍ୟେକ ବାପାମାଆ ନିଜ ପୁଅ ପାଇଁ ଅଧିକ ଚିନ୍ତିତ ଥାଆନ୍ତି। ଯଦି ଆପଣ ନିଜ ପୁଅକୁ ପିଲାଦିନରୁ କିଛି କଥା ଏବଂ ମୂଲ୍ୟବୋଧ ଶିଖାଇବେ, ତେବେ ସେ ବଡ ହୋଇ ଲୋକଙ୍କଠାରୁ ସମ୍ମାନ ପାଇବ ଏବଂ ଅନ୍ୟମାନଙ୍କ ଭାବନାକୁ ମଧ୍ୟ ସମ୍ମାନ ଦେବ। ଆସନ୍ତୁ ସେମିତି କିଛି କଥା ଉପରେ ନଜର ପକେଇବା।

new Parliament building
ନୂଆ ସଂସଦ ଭବନରେ ଉଡ଼ିଲା ତ୍ରିରଙ୍ଗା, ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

ନୂଆ ସଂସଦ ଭବନ ଗଜଦ୍ୱାରରେ ପତାକା ଉତ୍ତୋଳନ..କାଲିଠୁ ଆରମ୍ଭ ହେଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ..୫ ଦିନ ଧରି ଚାଲିବ ସ୍ୱତନ୍ତ୍ର ଅଧିବେଶନ

Lord vishwakarma the creator of four great cities
Vishvakarma Jayanti 2023: ଭଗବାନ ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ ୪ ମହାନ ନଗରୀ

କୁହାଯାଏ ଯେ ହିନ୍ଦୁ ଦେବତା ବ୍ରହ୍ମାଙ୍କ ପୁତ୍ର ବିଶ୍ୱକର୍ମା ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ। ବିଶ୍ୱକର୍ମାଙ୍କୁ ମଧ୍ୟ ଦେବତାମାନଙ୍କ ପ୍ରାସାଦର ସ୍ଥପତି ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ତାଙ୍କ ନିର୍ମିତ କେତେକ ମହାନ ନଗରୀ।

PM Modi to launch Viswakarma Yojana today
ଆଜି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ ମୋଦି, ମିଳିବ ଏହିସବୁ ସୁବିଧା...

ଆଜି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

Various activities organised across India to celebrate birthday of PM Modi who turns 73
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ସେ ନିଜକୁ ପରିଚତ କରିଛନ୍ତି।

Vishvakarma Jayanti 2023
Vishvakarma Jayanti 2023: ବିଶ୍ୱକର୍ମା କିଏ, ଏ ସୃଷ୍ଟି ପାଇଁ ତାଙ୍କର କି ଅବଦାନ ଅଛି; ଏହାକୁ ନେଇ ୮ଟି ରୋଚକ କଥା

ଆଜି ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ। ଦେବତାଙ୍କ ଶିଳ୍ପୀ, ସଂସାରର ପ୍ରଥମ ଇଂଜିନିୟର, ବାସ୍ତୁଦେବଙ୍କ ସନ୍ତାନ ଭଗବାନ ବିଶ୍ୱକର୍ମା ବାସ୍ତୁଶାସ୍ତ୍ରର ପ୍ରଚଣ୍ଡ ବିଦ୍ୱାନ ଥିଲେ। ଏ ସୃଷ୍ଟି ପାଇଁ ତାଙ୍କର ରହିଛି ଅନେକ ଅବଦାନ। ତେବେ ଆସନ୍ତୁ ଜାଣିବା ଏ ବିଶାଳ ସୃଷ୍ଟି ପାଇଁ ସେ କ’ଣ କରିଛନ୍ତି?

Supreme Court
'ମିଛ ତଥ୍ୟ ପାଇଁ ସାମ୍ବାଦିକଙ୍କ ବିରୋଧରେ ହୋଇପାରିବନି କାର୍ଯ୍ୟାନୁଷ୍ଠାନ'

ରିପୋର୍ଟ ମିଥ୍ୟା କିମ୍ବା ସତ୍ୟ ହୋଇପାରେ । ତେବେ ଏହା ସଂପୂର୍ଣ୍ଣ ସ୍ୱାଧିନ ମତବ୍ୟକ୍ତ କରିବାର ଅଧିକାର ବୋଲି କହିଛନ୍ତି କୋର୍ଟ ।

adhar card update
କରିନାହାନ୍ତି କି ଆପଣଙ୍କ ଆଧାର ଅପ୍‌ଡେଟ୍‌ ? ବଢ଼ିଲା ସଂଶୋଧନ ସମୟ ସୀମା

ବିନାମୂଲ୍ୟରେ ଆଧାର କାର୍ଡ ଅପ୍‌ଡେଟ୍‌ କରିବାକୁ ପୂର୍ବରୁ ଜୁନ୍‌ ୧୪ ତାରିଖ ଯାଏଁ ସମୟ ସୀମା ଦେଇଥିଲେ ସରକାର । ପରେ ଏହାକୁ ସେପ୍ଟେମ୍ବର ୧୪ ଯାଏଁ ବୃଦ୍ଧି କରାଯାଇଥିଲା ।

Terrorist
ଆତଙ୍କବାଦୀଙ୍କୁ କଭର୍‌ ଫାୟର୍‌ ଦେଉଛି ପାକ୍‌ ସେନା: ଭାରତୀୟ ସେନା

ପାକିସ୍ତାନ ସେନାର ପକ୍ଷରୁ ଗୁଳି ମାଡ଼ କରି ଏଥିରେ ହସ୍ତକ୍ଷେପ କରୁଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

Having these problems at home can lead to high blood pressure Know the remedy
Vastu Tips: ଘରେ ଏହିସବୁ ସମସ୍ୟା ଥିଲେ ଉଚ୍ଚ ରକ୍ତଚାପ ରୋଗ ହୋଇଥାଏ; ଜାଣନ୍ତୁ ପ୍ରତିକାର

ଗୃହରେ ଅଗ୍ନେୟ କୋଣ ବା ଦକ୍ଷିଣ-ପୂର୍ବ କୋଣରେ କୌଣସି ଦୋଷତୃଟି ସୃଷ୍ଟି ହେଲେ ଗୃହର ଅଗ୍ନି-ତତ୍ତ୍ୱ ଅସନ୍ତୁଳିତ ହୋଇଥାଏ। ଫଳରେ ଏହାର ପ୍ରଭାବ ଗୃହବାସୀଙ୍କ ପାଚନତନ୍ତ୍ର ଉପରେ ସିଧାସଳଖ ପ୍ରଭାବ ପକାଏ। ଗୃହବାସୀ ଉଚ୍ଚରକ୍ତଚାପର ମଧ୍ୟ ଶିକାର ହେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ବାସ୍ତୁରେ ପ୍ରତିକାର।

Couple Kisses On Bike
ପ୍ରେମରେ ପାଗଳ ପ୍ରେମୀଯୁଗଳ; ଚଳନ୍ତା ବାଇକରେ ପ୍ରେମିକାକୁ ବୁଲି ପଡ଼ି କିସ୍‌ କରୁଥିଲେ, ଫାଇନ୍‌ ଗଣିଲେ

ମୁଣ୍ତରେ ହେଲମେଟ୍‌ ନାହିଁ କି ଗାଡ଼ି ଚଳାଇଲା ବେଳେ ଆଗକୁ ଦେଖୁ ବି ନାହାନ୍ତି । ଆଖି ପଲକ ପଡ଼ିଲେ ଦୁର୍ଘଟଣା ଘଟିବ । ପ୍ରେମ ନିଶା ଏତେ ଯେ ଚଳନ୍ତା ବାଇକ୍‌ରେ ବୁଲି ପଡ଼ି ପ୍ରେମିକାକୁ କିସ୍‌ ଦେଉଥିଲେ, ମୋଟା ଅଙ୍କର ଫାଇନ୍‌ ଗଣିଲେ ।

Jackie shroff reveals son tiger shroff get upset
ଟାଇଗରଙ୍କୁ ନେଇ ଏମିତି କହିଲେ ଜ୍ୟାକି ଶ୍ରଫ୍‌, କହିଲେ ସେ କାହିଁକି ଘରେ ଦୁଃଖରେ ରହେ…

ପୁଅ ଟାଇଗର ଶ୍ରଫଙ୍କ କ୍ୟାରିୟର ବିଷୟରେ ଜ୍ୟାକି ଶ୍ରଫ୍‌ ଖୋଲାଖୋଲି ଭାବେ କହିଛନ୍ତି। ଯେତେବେଳେ ତାଙ୍କ ପୁଅ ଟାଇଗରଙ୍କ କୌଣସି ଫିଲ୍ମ ବକ୍ସ ଅଫିସରେ ସଫଳ ପାଏନି ତାଙ୍କୁ କିପରି ଲାଗେ ସେ କହିଛନ୍ତି।

when deepika padukone kisses shah rukh khan ranveer singh reacts
ଦୀପିକା ଶାହରୁଖଙ୍କୁ ଚୁମ୍ବନ ଦେବା ଦେଖି ଏମିତି ପ୍ରତିକ୍ରିୟା ଦେଲେ ରଣବୀର, କହିଲେ…

‘ଜବାନ’ର ସଫଳତା ଇଭେଣ୍ଟରେ ଦୀପିକା ପାଦୁକୋନ କିଙ୍ଗ୍‌ ଖାନଙ୍କ ସହ ଜବାନ ଗୀତରେ ନାଚିଥିଲେ ଏବଂ ତାଙ୍କ ଗାଲରେ ଚୁମ୍ବନ ମଧ୍ୟ ଦେଇଥିଲେ। ଏହା ପରେ ଦୀପିକା ପାଦୁକୋନଙ୍କ ସ୍ୱାମୀ ରଣବୀର ସିଂହଙ୍କ ପ୍ରତିକ୍ରିୟା ଆସିଥିଲା ଯେଉଁଥିରେ ସେ ପ୍ରେମ ଆଉ ଭଲପାଇବାର କେଇ ଧାଡ଼ି ଲେଖିଛନ୍ତି।

7 best organic fertilizer for rose plants to blooms and optimal healthy growth
ଗୋଲାପ ମୂଳରେ ଦିଅନ୍ତୁ ଏହି ୭ଟି ଜିନିଷ; ଫୁଲରେ ଭର୍ତ୍ତି ହେବ ଗଛ...

ଆପଣଙ୍କ ବଗିଚାରେ କିମ୍ବା ବାଲକୋନୀରେ ଯଦି ଗୋଲାପ ଅଛି ତେବେ ଧ୍ୟାନ ଦିଅନ୍ତୁ। ଏହା ଏପରି ଏକ ଗଛ ଯାହା ବିଶେଷ ଯତ୍ନର ଆବଶ୍ୟକ କରେ ଏବଂ ଏହାର ମାଟିକୁ କିଛି ଦିନ ଅନ୍ତରରେ ପୁଷ୍ଟିକର ଜିନିଷରେ ଭରିବାକୁ ପଡେ। ତେବେ ଆସନ୍ତୁ ଏହି ଗଛଗୁଡ଼ିକୁ ସୁସ୍ଥ ରଖିବା ସହ ଫୁଲରେ ପରିପୂର୍ଣ୍ଣ କରିବା ପାଇଁ ଗୋଲାପର ମୂଳରେ କେଉଁ ଜିନିଷ ଦେବେ ଜାଣିନେବା।

Two Terrorists Killed In Baramulla Encounter In Jammu And Kashmir
ଲୁଚି ରହିଥିଲେ ଆତଙ୍କବାଦୀ, ଖୋଜି ଖୋଜି ଏନ୍‌କାଉଣ୍ଟର କଲେ ସୁରକ୍ଷାକର୍ମୀ

ଜମ୍ମୁ ଓ କାଶ୍ମୀରର ବାରାମୂଳା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆଉ ଜଣେ ଆତଙ୍କବାଦୀ ନିହତ। ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇସାରିଲେଣି।

reduces cholesterol quickly in sitting at home
Health Tips: ଆପଣାନ୍ତୁ ଏହି କୌଶଳ, ଘରେ ବସି କମାନ୍ତୁ କୋଲେଷ୍ଟ୍ରଲ

ଆପଣ ଜାଣନ୍ତି କି ଗୋଟିଏ ଜାଗାରେ ବସି ବସି ମଧ୍ୟ କୋଲେଷ୍ଟ୍ରଲ ହ୍ରାସ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଦୌଡକୁଦ କରିବାକୁ ପଡିବ ନାହିଁ। ଏଥିପାଇଁ ଆପଣକୁ ଯୋଗର ଏକ କୌଶଳକୁ ଆପଣେଇବାକୁ ପଡିବ।

importance of ozone layer and how it protect to human
World Ozone Day 2023: ଜୀବ ଜଗତକୁ ଏମିତି ରକ୍ଷା କରୁଛି ଓଜୋନ୍ ଲେୟର

ଓଜୋନ୍ ଲେୟର ବିଷୟରେ ପ୍ରାୟ ସମସ୍ତେ ଶୁଣିଥିବେ, କିନ୍ତୁ ଏହା କ’ଣ ଏବଂ ଏହି ଦିବସ କାହିଁକି ପାଳନ କରାଯାଏ ଆପଣ ଜାଣନ୍ତି କି? ବାସ୍ତବରେ, ଓଜୋନ ସ୍ତରକୁ ରକ୍ଷାକରିବା ପାଇଁ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୬ ସେପ୍ଟେମ୍ବରରେ 'ବିଶ୍ୱ ଓଜୋନ ଦିବସ' ପାଳନ କରାଯାଏ।

TV Channels
୧୪ ନ୍ୟୁଜ୍ ଆଙ୍କରଙ୍କୁ ବ୍ୟାନ୍ କଲା ବିରୋଧୀ ମେଣ୍ଟ 'INDIA'

ବିରୋଧୀ ଇଣ୍ଡିଆ ମେଣ୍ଟ ଦ୍ବାରା ଗଣମାଧ୍ୟମର କଣ୍ଠରୋଧ ପ୍ରୟାସକୁ ନିନ୍ଦା । ତେଜିଲା ରାଜନୀତି । ଲିଷ୍ଟ ଜାରି କରି ଦେଶର ୧୪ ଜଣ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବର୍ଜନ ଲାଗି ଇଣ୍ଡିଆ ମେଣ୍ଟର ନିଷ୍ପତ୍ତିକୁ ବିଜେପି ଏମର୍ଜେନ୍ସି ସହ ତୁଳନା କରିଛି ।

Pradhan Mantri Viswakarma Yojana
ଭୋଟ୍ ପୂର୍ବରୁ ଟାର୍ଗେଟରେ ପଛୁଆ ବର୍ଗ; ବିଶ୍ୱକର୍ମା ଜୟନ୍ତୀରେ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ

ଭୋଟ୍ ପୂର୍ବରୁ ପିଏମ୍ ବିଶ୍ୱକର୍ମା ଯୋଜନା ନାଁରେ ପଛୁଆ ବର୍ଗ ଭୋଟ୍ ନେବାକୁ କେନ୍ଦ୍ରର ଉଦ୍ୟମକୁ ନେଇ ଚର୍ଚ୍ଚା । ଦିନକ ପରେ ଅର୍ଥାତ ବିଶ୍ୱକର୍ମା ଜୟନ୍ତୀରେ ଦେଶବ୍ୟାପୀ ଲାଗି ହେବାକୁ ଯାଉଛି ଏଇ ଯୋଜନା । ଏଥିପାଇଁ ବିସ୍ତୃତ ଗାଇଡଲାଇନ୍ ବି ଆସିଛି ।

Lots of assistant jobs in reserve bank of india
RBIରେ ପୂରଣ ହେବ ୪୫୦ଟି ପଦବୀ; ଦରମା ୪୭,୮୪୯ ଟଙ୍କା

RBIରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। RBI ବର୍ତ୍ତମାନ ଆସିଷ୍ଟାଣ୍ଟ’ ପଦ ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରୁଛି। ଆବେଦନ ପ୍ରକ୍ରିୟା ଚାଲିଛି। ଯେଉଁମାନେ ଇଚ୍ଛୁକ ବିନା ବିଳମ୍ବରେ ତୁରନ୍ତ ଆବେଦନ କରିବା ଦରକାର।

Virat Kohli
ବିରାଟଙ୍କ ଏ କି ରୂପ ! ଡେଇଁ ଡେଇଁ ଆସିଲେ, ଦର୍ଶକ ଦେଖି ହସିଲେ..

ବିରାଟ କୋହଲି..କେବଳ ନାଁ ହିଁ ସବୁ କିଛି । କ୍ରିକେଟର ଜଗତର କିଙ୍ଗ ହେଉଛନ୍ତି ବିରାଟ । ହେଲେ ନିଜକୁ କେବେ ହେଲେ ବଡ଼ ଖେଳାଳି ବୋଲି ଭାବି ଅହଂକାର ଦେଖାନ୍ତି ନାହିଁ ବିରାଟ ।

Kerala High Court
କୋର୍ଟଙ୍କ ବଡ଼ ରାୟ : ଏଣିକି ପିଲାଙ୍କୁ ମାଆ ଦେବେ ଘର ତିଆରି ଖାଦ୍ୟ

ସ୍ୱିଗି କି ଜୋମାଟୋ ନୁହେଁ...ଘରେ ତିଆରି ହେଉଥିବା ସ୍ୱାଦିଷ୍ଟ ଖାଦ୍ୟ ପିଲାଙ୍କୁ ଦେବେ ମାଆ । ଅନଲାଇନ୍‌ କି ଅଫ୍‌ ଲାଇନ୍‌ରେ ବି ଅର୍ଡର କରିବାକୁ ମନା କଲେ କୋର୍ଟ । ଜାଣନ୍ତୁ ଏମିତି ରାୟ କାହିଁକି ଦେଇଛନ୍ତି କୋର୍ଟ

Naseeruddin Shah says south films are more original than bollywood
ବଲିଉଡ୍‌କୁ ନେଇ ବିବାଦୀୟ ମତ; ଦେଶରେ ଉଗ୍ର ଦେଶପ୍ରେମୀ ଫିଲ୍ମ ତିଆରି ହେଉଛି : ନାସିରୁଦ୍ଦିନ ଶାହା

ନାସିରୁଦ୍ଦିନ ଶାହା ତାଙ୍କ ଅଭିନୟ ଅପେକ୍ଷା ବିବାଦୀୟ ମତ ଦେଇ ପ୍ରାୟ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ଥରେ ସେ ଏମିତି କିଛି କହିଛନ୍ତି ଯାହାକୁ ନେଇ ଅନେକ ଲୋକ ତାଙ୍କୁ ଟ୍ରୋଲ କରୁଛନ୍ତି। ସବୁଠାରୁ ବଡ କଥା ହେଉଛି ନାସିରୁଦ୍ଦିନ ଶାହା ନିଜେ ବଲିଉଡର ଏକ ଅଂଶ ହୋଇ ବି ବଲିଉଡ୍ ଫିଲ୍ମ ବିରୁଦ୍ଧରେ କହିଥାନ୍ତି।

Pakistani actor ali zafar reaction after watching shah rukh khan jawan
Jawan: 'ଜବାନ' ଦେଖିସାରିବା ପରେ ଏମିତି କହିଲେ ପାକିସ୍ତାନ ଅଭିନେତା

'ଜବାନ' ଦେଖିସାରିବା ପରେ ଜଣେ ପାକିସ୍ତାନୀ ଷ୍ଟାର୍ ଶାହରୁଖ ଖାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଟ୍ୱିଟ୍‌ କରିଛନ୍ତି। ସେ କିଛି ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ଟ୍ୱିଟ୍‌ରେ ଯାହା ଲେଖିଛନ୍ତି ତାହା ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

Viswakarma Scheme
ଶ୍ରମିକଙ୍କ ପାଇଁ କେନ୍ଦ୍ରର ବଡ଼ ଉପହାର ! ୧୭ରୁ ଲାଗୁ ହେବ ବିଶ୍ୱକର୍ମା ଯୋଜନା

ପୁରୀରେ କେନ୍ଦ୍ରମନ୍ତ୍ରୀ ଏମ୍‌. ମହେନ୍ଦ୍ର ଭାଇ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏହି ଯୋଜନା ମାଧ୍ୟମରେ କେବଳ ଓଡ଼ିଶାରୁ ୧ ଲକ୍ଷ କାରିଗର ଉପକୃତ ହେବା ନେଇ ଆକଳନ କରାଯାଇଛି ।