ଫିଲ୍ମ ‘ଆନିମଲ୍’କୁ ନେଇ ହାଇଦ୍ରାବାଦରେ ଏହା ଏକ ପ୍ରି-ରିଲିଜ୍ ଇଭେଣ୍ଟ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଶ୍ରମ ଓ ରୋଜଗାର ମନ୍ତ୍ରୀ ମଲ୍ଲା ରେଡ୍ଡୀ ମଧ୍ୟ ସାମିଲ ହୋଇଥିଲେ। ଏଠି ମଲ୍ଲା ରେଡ୍ଡୀ ଭାରତ ଉପରେ ତେଲୁଗୁ ଶାସନ ସହ ଜଡିତ ମତ ଦେଇ ବିବାଦକୁ ଆସିଛନ୍ତି।
ଶିକ୍ଷାଗତ ଭିତ୍ତିଭୂମିରେ ପରିବର୍ତ୍ତନ ଆଣି ଚାଇନାର କେତେକ ବିଦ୍ୟାଳୟ କିଛି ନୂଆ ତରିକା ଆପଣେଇଛନ୍ତି। କ୍ଲାସ୍ ରୁମ୍ରେ ପଡିଥିବା ଡେସ୍କଗୁଡିକୁ ଏକ ଫୋଲ୍ଡେବଲ୍ ମେକାନିଜିମ୍ ସହିତ ତିଆରି କରାଯାଇଛି, ଯାହା ଦୁଇଟି କାମ କରିପାରିବ। କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ପିଲାମାନଙ୍କୁ ଶୋଇବାକୁ ଅନୁମତି ଦିଆଯାଇଛି।
ବିଦେଶୀ ଟନେଲ୍ ଏକ୍ସପର୍ଟ କ୍ରିସ୍ କୁପରଙ୍କ ବଡ଼ ସୂଚନା... ଆମେ ଏବେ ଖୋଳା ଜାରି ରଖିଛୁ, ଆଉ କିଛି ମିଟର ବାକି ଅଛି’
‘ଟାଇଗର ୩’ କାଟ୍ରିନା କୈଫ୍ଙ୍କ ଏକ ଫାଇଟ୍ ସିନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଏହି ସିନ୍ରେ ସେ ନିଜ ଦେହକୁ ଟାୱେଲ୍ରେ ଢାଙ୍କି ଫାଇଟ୍ କରିବା ଦେଖାଯାଏ। ଏହି ସିନ୍କୁ ଦେଖି ତାଙ୍କ ସ୍ୱାମୀ ଭିକି କୌଶଲ ତାଙ୍କ କାନରେ ଏମିତି କିଛି କହିଥିଲେ। ଜାଣନ୍ତୁ ସେ କ’ଣ କହିଥିଲେ।
ବାରମ୍ବାର ଅସଫଳ ହେବା ପରେ ମଧ୍ୟ ସେ ହାର୍ ମାନି ନଥିଲେ । ଲଗାତାର କାମ ସହ ପାଠପଢ଼ା ଜାରି ରଖିଥିଲେ ।
ଉତ୍ତରକାଶୀ ଟନେଲରେ ୧୭ ଦିନରେ ରେସ୍କ୍ୟୁ ଅପରେସନ...ହାତରେ ଖୋଳା ଚାଲିଛି ଟନେଲ...ଏବେ ସୁଦ୍ଧା ଖୋଳା ସରିଲାଣି ପ୍ରାୟ ୫୨ ମିଟର....
ଏକ ସନ୍ତାନ ଜନ୍ମ ପାଇଁ ଗୋଟିଏ ପୁରୁଷ ଆଉ ଜଣେ ମହିଳାଙ୍କ ସମ୍ପର୍କ ଆବଶ୍ୟକ। କିନ୍ତୁ ଦୁଇ ଜଣ ପୁରୁଷ କିମ୍ବା ଦୁଇ ଜଣ ମହିଳା ଏକତ୍ର ଏକ ସନ୍ତାନ ଜନ୍ମ କରିବା ଅସମ୍ଭବ। ଏହା ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ଏମିତି ହେବା ସମ୍ଭବ ହୋଇଛି। ଆପଣ ହୁଏତ ଏହାକୁ ବିଶ୍ୱାସ କରି ନ ପାରନ୍ତି, କିନ୍ତୁ କଥାଟି ସତ।
ନୂଆ ବର୍ଷରୁ ମହଙ୍ଗା ହେବ କାର । ବିଭିନ୍ନ ନାମୀଦାମୀ କାର ନିର୍ମାତା ନିଜର କାରର ଦାମ ବଢ଼ାଇବାକୁ ଯୋଜନା କରୁଛନ୍ତି । ବଢ଼ୁଥିବା ମୁଦ୍ରାସ୍ପୀତି ପାଇଁ କାରର ଦାମ ବଢ଼ାଇବାକୁ ବିଚାର କରାଯାଉଛି । ଏହା ସହ କଞ୍ଚାମାଲର ମୂଲ୍ୟ ବୃଦ୍ଧି ମଧ୍ୟ ଅନେକାଂଶରେ ଦାୟୀ ।
ବୃଦ୍ଧାବସ୍ଥାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ପ୍ରେମ ହୋଇଛି। ୮୦ ବର୍ଷର ଆଇମା’ ତାଙ୍କଠାରୁ ୨୩ ବର୍ଷ ସାନ ୫୭ ବର୍ଷର ଜଣେ ବ୍ୟକ୍ତିଙ୍କୁ ହୃଦୟ ଦେଇବସିଛନ୍ତି। ପୁରୁଷ ଜଣଙ୍କ ଭୂମିହୀନ ଥିବାରୁ ପରିବାର ଲୋକେ ଖେଳିଲେ ଏମିତି ଗେମ୍।
ଆଜି ଭାରତ ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଣ୍ଟି । ଗତ ଦୁଇଟି ମ୍ୟାଚ ଜିତି ସିରିଜରେ ଆଗୁଆ ରହିଛି । ଆଜିର ମ୍ୟାଚ ଜିତି ସିରିଜ ପରାଜୟ ବରଣର ବିପଦକୁ ଟାଳିବାକୁ ପ୍ରୟାସ କରିବ କଙ୍ଗାରୁ ବାହିନୀ ।
ଏହି ନିଷିଦ୍ଧ ପଦ୍ଧତି ଉତ୍ତରକାଶୀ ଅପରେସନ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ କି? ଯାହା ଅତ୍ୟାଧୁନିକ ଅଗର୍ ମେସିନ କରିପାରିଲାନି, ତାହା ଏହି ୨ ଡଜନ୍ ରାଟ୍-ହୋଲ୍ ମାଇନର୍ କରିଦେଖାଇବେ ତ ?
ଉଦ୍ଧାର ପାଇଁ ପାହାଡ଼ ଉପରୁ ଭର୍ଟିକାଲ୍ ଡ୍ରିଲିଂ ଓ ହରାଇଜଣ୍ଟାଲ୍ ଡ୍ରିଲିଂ ଆଗେଇ ଚାଲିଛି, ୨ ଦିନରେ ମିଳିପାରେ କିଛି ଭଲ ଖବର...ତେବେ ରାଟ୍-ହୋଲ୍ ମାଇନିଂ ଉପରେ ଏବେ ସମସ୍ତଙ୍କ ନଜର……
ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛ, ତେବେ ଫୁଲକୋବି ଖାଇବା ଜରୁରୀ। ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ। ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ। ଜାଣନ୍ତୁ ଅନ୍ୟାନ୍ୟ ଲାଭ।
ମାଟିର ଦୀପ ପ୍ରଜ୍ଜ୍ୱଳନ ସହ ଏହି ଅବସରରେ ଚିତାକର୍ଷକ ଆତସବାଜି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଉତ୍ସବରେ ସାମିଲ ହୋଇଛନ୍ତି ।
NDRFଠାରୁ ଆରମ୍ଭ କରି ବିଭନ୍ନ ଉଦ୍ଧାରକାରୀ ଟିମ୍ ଏହି କାମରେ ଲାଗି ପଡ଼ିଛନ୍ତି । ଏମିତିକି କେନ୍ଦ୍ର ତଥା ରାଜ୍ୟ ସରକାର ବି ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉଛନ୍ତି ।
୨୦୨୨ରେ ପ୍ରଥମ ଥର ପାଇଁ ଆଇପିଏଲ୍କୁ ଆସିଥିଲା ଗୁଜରାଟ ଟାଇଟନ୍ସ। ପ୍ରଥମ ସିଜିନ୍ରୁ ହିଁ ଗୁଜରାଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା।
ଟନେଲ୍ ଅପରେସନରେ ପୁଣି ଜାଗିଲା ଆଶା । ପାହାଡ଼ ଉପରୁ ଭର୍ଟିକାଲ୍ ଡ୍ରିଲିଂ ଜାରି ।
DRDO ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। DRDO ଏକ ନୂଆ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରୋଜେକ୍ଟ ଆଡମିନି ଆସିଷ୍ଟାଣ୍ଟ ଏବଂ ପ୍ରୋଜେକ୍ଟ ଷ୍ଟୋର୍ ଅଫିସର ପଦବୀ ପୂରଣ ହେବ।
'କାନ୍ତାରା: ଏ ଲିଜେଣ୍ଡ'ର ସିକ୍ୱେଲ୍ ଲାଇନ୍ରେ ଅଛି। ନିକଟରେ ଫିଲ୍ମର ଏକ ଝଲକ ସାମ୍ନାକୁ ଆସିଛି ଏବଂ ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ସ୍ୱତନ୍ତ୍ର ହେବ ବୋଲି ଅନୁମାନ କରାଯାଉଛି। କୁହାଯାଉଛି ଫିଲ୍ମ କେଜିଏଫ ଏବଂ ବାହୁବଲୀ ଭଳି ଫିଲ୍ମକୁ କଡ଼ା ଟକ୍କର ଦେଇପାରେ।
ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି ।
ତିରୁମାଳା ମନ୍ଦିରରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନା କରିବା ସହ ମଙ୍ଗଳ ମନାସିଛନ୍ତି ପ୍ରଧାନମନ୍ତ୍ରୀ ।
୨୦୧୪, ଆଜିର ଦିନରେ .. ସ୍ତବ୍ଧ ହୋଇ ଯାଇଥିଲା ସମ୍ପୂର୍ଣ୍ଣ କ୍ରିକେଟ୍ ଜଗତ । ବିଚଳିତ ହୋଇ ଯାଇଥିଲେ ସମସ୍ତେ ।
ପ୍ରଶଂସକମାନେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଆନିମଲ୍' ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଚରିତ୍ର ଏବଂ ଏହାର ଟାଇଟଲ୍କୁ ନେଇ ଅନେକ କୌତୁହଳ ରହିଛି। ଏହାରି ଭିତରେ ଏହାର ଟାଇଟଲ୍କୁ ନେଇ ରଣବୀର କପୁର ଏମିତି କହିଛନ୍ତି।
ବିଶ୍ବକପ ପରାଜୟର ବଦଲା ନେଉଛି ଟିମ୍ ଇଣ୍ଡିଆର ୟଙ୍ଗ ବ୍ରିଗେଡ୍ । ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ଦଳ ।
ଟନେଲ୍ ଭିତରେ ୧୬ ଦିନ । ଗତ ୧୬ ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦେଶର ୪୧ ଶ୍ରମିକ ।