• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

PM Narendra Modi shares his childhood memories during Swachhata Abhiyan
ଝାଡୁ ଧରି ଅଳିଆ ସଫା କଲେ ମୋଦି

ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ କରାଯାଇଛି। ସ୍ୱଚ୍ଛତା କର୍ମୀ ଅଙ୍କିତ ବାଇୟାନପୁରିଆଙ୍କ ସହିତ ସଫେଇ ଅଭିଯାନରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ।

Nagabhushana Kannada Actor
ଦମ୍ପତିଙ୍କୁ ଧକ୍କା ଦେଲା କନ୍ନଡ଼ ଅଭିନେତା ନାଗଭୂଷଣଙ୍କ କାର୍‌; ସ୍ତ୍ରୀ ମୃତ

କନ୍ନଡ ଫିଲ୍ମ ଷ୍ଟାର ନାଗଭୂଷଣଙ୍କ ନାମରେ ଅଭିଯୋଗ । ଏକ ଦମ୍ପତିଙ୍କ କାରକୁ ନାଗାଭୂଷଣଙ୍କ ଗାଡି ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇ ମୃତ୍ୟୁ ସହ ଲଢେଇ କରୁଛନ୍ତି ।

handicapped person playing drum with artificial limbs
Viral Video: ବାପା ହେବା ସହଜ ନୁହେଁ; ଏହି ଭିଡିଓ ଆପଣଙ୍କ ଆଖିକୁ କରିଦେବ ଛଳଛଳ

ପିଲାଙ୍କୁ ପାଳିବା କେତେ ଯେ କଷ୍ଟ ଏହା ସବୁ ବାପା-ମା’ ବୁଝନ୍ତି। ତେବେ ବାପା ହେବା କେତେ କଷ୍ଟ ତାହା କେବଳ ଜଣେ ବାପା ହିଁ ବୁଝିପାରନ୍ତି। ନିଜ ପିଲା ପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଏହି ଭିଡିଓ ଏହାର ଜ୍ୱଳନ୍ତ ପ୍ରମାଣ। ଦେଖନ୍ତୁ…

vivek agnihotri accused shahrukh khan jawan sunny deol gadar 2
ଶାହରୁଖଙ୍କ ଆଗରେ ହାର୍ ମାନିଲେ ବିବେକ ଅଗ୍ନିହୋତ୍ରୀ; ଅନୁରୋଧ କରି କହିଲେ ଏମିତି

ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ 'ଦ ଭ୍ୟାକ୍ସିନ୍ ୱାର୍' ସଂଗ୍ରହକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିର୍ଦ୍ଦେଶକ କହିଛନ୍ତି ଯେ ଯେହେତୁ ଲୋକମାନେ 'ଗଦର ୨' ଏବଂ 'ଜବାନ' ଦେଖିବା ପାଇଁ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ତେଣୁ ଆମର ଫିଲ୍ମ ଦେଖିବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ।

Shooting Gold Medal
Asian Games: ସୁଟିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲା ଭାରତ ।

how to find that your partner respect you or not
Relationships: ୫ଟି ପ‍ଏଣ୍ଟରେ ଜାଣନ୍ତୁ ଆପଣଙ୍କ ପାର୍ଟନର୍ ଆପଣଙ୍କୁ ସମ୍ମାନ କରେ ନା ନାହିଁ…

ସମ୍ପର୍କକୁ ବଞ୍ଚେଇ ରଖିବା ପାଇଁ, ଯେତିକି ପ୍ରେମ ଏବଂ ବିଶ୍ୱାସର ଆବଶ୍ୟକତା ହୋଇଥାଏ ପରସ୍ପରକୁ ସମ୍ମାନ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏମିତି କିଛି ସଙ୍କେତ ଅଛି ଯାହା ଦ୍ୱାରା ଆପଣଙ୍କ ସାଥୀ ଆପଣଙ୍କୁ କେତେ ସମ୍ମାନ କରନ୍ତି ତାହା ଆପଣ ସହଜେ ଜାଣିପାରିବେ।

ADITYA-L1
ଆଗେଇ ଚାଲିଛି ଭାରତର ସୂର୍ଯ୍ୟ ମିଶନ,ପୃଥିବୀର ମାଧ୍ୟାକର୍ଷଣ ବଳୟରୁ ବାହାରିବାରେ ସଫଳ ହେଲା ଆଦିତ୍ୟ-L1

ଏଣିକି ଏହା ଉପରେ ପୃଥିବୀର ଚୁମ୍ବକୀୟ ଶକ୍ତି ପ୍ରଭାବ ପଡ଼ିବ ନାହିଁ..ପୃଥିବୀଠୁ ୯ ଲକ୍ଷ ୨୦ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ

Swachhata Hi Seva
ଆଜି ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ

୧ ଘଣ୍ଟା ସାମୂହିକ ଶ୍ରମଦାନ କରିବେ ସାଧାରଣ ଜନତା..ସର୍ବସାଧାରଣ ସ୍ଥାନରେ ଚାଲିବ ସଫେଇ କାର୍ଯ୍ୟକ୍ରମ

thyroid disorders in women how to control it
Health Tips: ସାଂଘାତିକ ହୋଇପାରେ ଥାଇରଏଡ୍ ସମସ୍ୟା, ଜାଣନ୍ତୁ କିପରି ମିଳିବ ମୁକ୍ତି...

ଆଜିକାଲି ମହିଳାମାନଙ୍କ କ୍ଷେତ୍ରରେ ଥାଇରଏଡ୍ ସମସ୍ୟା ଏକ ସାଧାରଣ ହୋଇଗଲାଣି। ଏହା ଯେ କେତେ ସାଂଘାତିକ ତାହା କେବଳ ଜଣେ ପିଡୀତ ହିଁ କହିପାରେ। ତେବେ ଆସନ୍ତୁ ଜାଣିବା କେତେକ ସରଳ ଉପାୟ, ଯାହାକୁ ଆପଣେଇ ଆମେ ଏହି ସମସ୍ୟାକୁ ଦୂରେଇ ଦେଇ ପାରିବା।

Indian Army
ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁରାଣ ପଢ଼ିବେ ସେନା ଅଧିକାରୀ

ଆରମ୍ଭ ହେଉଛି ପ୍ରୋଜେକ୍ଟ ଉଦଭବ । ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁରାଣ ପଢ଼ିବେ ସେନା ଅଧିକାରୀ ।

Vande Bharat Express
ଏଣିକି ୪୫ ମିନିଟ୍‌ ନୁହେଁ, ମାତ୍ର ୧୪ ମିନିଟ୍‌ରେ ସଫା ହୋଇ ଗଡ଼ିବ ଟ୍ରେନ୍‌

ଅକ୍ଟୋବର ୧ ରୁ ଏହି ନୂଆ ନିୟମ ଲାଗୁ କରାଯିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଦିଲ୍ଲୀ କଣ୍ଟ୍‌ ଷ୍ଟେସନ୍‌ରେ ଏହାର ଶୁଭାରମ୍ଭ ହେବ ।

viral videos
ଟ୍ରାକ୍‌ରେ ରିଲ୍ସ କରୁଥିଲେ ନାବାଳକ; ଧକ୍କା ଦେଲା ଟ୍ରେନ୍‌, ଦେଖନ୍ତୁ LIVE ଦୃଶ୍ୟ

ରେଲୱେ ଟ୍ରାକ୍‌ରେ ଇନଷ୍ଟାଗ୍ରାମ ରିଲ୍‌ କରୁଥିବାବେଳେ ଜଣେ ନାବାଳକରୁ ଟ୍ରେନ୍‌ ଧକ୍କା ଦେଇଛି । ନାବାଳକଙ୍କୁ ଟ୍ରେନ୍‌ ଧକ୍କା ଦେବା ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

Delhi bhogal umrao singh jewelers showroom theft of rs 25 crore mastermind lokesh shriwas crime horo
ଲୁଟି ନେଇଥିଲେ ୨୫ କୋଟିର ଗହଣା; ୫ ହଜାର ନମ୍ବରରୁ କେମିତି ଧରିଲା ପୋଲିସ ? ଜାଣନ୍ତୁ

ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରାୟ ୫ହଜାର ମୋବାଇଲ୍‌ ନମ୍ବରରୁ ସେମାନଙ୍କ ନମ୍ବର ଖୋଜିଥିଲା । ତା’ପରେ ସେମାନଙ୍କ ନମ୍ବର ଖୋଜିବା ସହ ତା’କୁ ଟ୍ରାକ୍‌ କରି ସେମାନଙ୍କ ନିକଟରେ ପହଞ୍ଚିଥିଲା ।

RBI
ବଢ଼ିଲା ୨ ହଜାର ଟଙ୍କିଆ ନୋଟ୍‌ର ବଦଳ ଅବଧି, ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କଲେ RBI

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା । ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ ବି କରାଯାଇଥିଲା ।

Asian Games 2023
ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ଏସିଆନ୍ ଗେମ୍ସର ସ୍କ୍ୱାଶ୍‌ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ମାତ୍‌ ଦେଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି।

IAF
୧୫୬ଟି ’ପ୍ରଚଣ୍ଡ ହେଲିକପ୍ଟର’ କିଣିବ ଭାରତୀୟ ବାୟୁସେନା

ଏହି ହେଲିକପ୍ଟରଗୁଡ଼ିକ ଦୁନିଆର ସବୁଠାରୁ ଖରାପ ପାଣିପାଗସ୍ଥିତିରେ ଏହାକୁ ପରୀକ୍ଷା କରାଯାଇଛି । ସଫଳ ପରୀକ୍ଷଣ ପରେ ଭାରତୀୟ ବାୟୁସେନା ଓ ଭାରତୀୟ ସେନା ଗତ ୧୫ ମାସ ମଧ୍ୟରେ ୧୫ଟି ହେଲିକପ୍ଟରକୁ ଆଣିସାରିଛନ୍ତି ।

stenographer job in the government of india
ssc ବାହାର କଲା ଷ୍ଟେନୋଗ୍ରାଫର୍ ପଦବୀ; ଦ୍ୱାଦଶ ପାଶ୍ ହୋଇଥିଲେ କରନ୍ତୁ ଆବେଦନ

ଭାରତ ସରକାରରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଯଦି ଆପଣଙ୍କର ବିଜ୍ଞପ୍ତିରେ ଦିଆଯାଇଥିବା ପ୍ରଯୁଜ୍ୟ ଯୋଗ୍ୟତା ଅଛି, ତେବେ ଆପଣ କର୍ମଚାରୀ ଚୟନ ଆୟୋଗ(ssc)ର ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Rohan Bopanna
Asian Games: ୪୩ ବର୍ଷ ପରେ ଇତିହାସ ରଚିଲେ ରୋହନ-ରୁତୁଜା ଯୋଡ଼ି

୧୯ତମ ଏସିଆନ୍ ଗେମ୍ସରେ ଏହା ହେଉଛି ଭାରତର ନବମ ସ୍ୱର୍ଣ୍ଣ। ଏହି ଗୋଲ୍ଡ ମେଡାଲ ସହ ଭାରତର ମୋଟ୍ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏହି ପଦକ ମଧ୍ୟରେ ୯ଟି ଗୋଲ୍ଡ, ୧୩ଟି ସିଲଭର୍ ଓ ୧୩ଟି ବ୍ରୋଞ୍ଜ୍‌ ମେଡାଲ ରହିଛି । ଏସିଆନ୍ ଗେମ୍ସର ସପ୍ତମ ଦିନରେ ଏହା ଥିଲା ଭାରତର ପ୍ରଥମ ସ୍ୱର୍ଣ୍ଣ।

Anushka Sharma second pregnancy virat kohli become second time father
ଆଉ ଥରେ ଗର୍ଭବତୀ ହେଲେ ଅନୁଷ୍କା ଶର୍ମା! ପୁଣି ବାପା ହେବେ ବିରାଟ!

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବ୍ ଶୀଘ୍ର ଦ୍ୱିତୀୟ ଶିଶୁର ପିତାମାତା ହେବାକୁ ଯାଉଛନ୍ତି। ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ଖୁବ ଶୀଘ୍ର ଘରେ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

Prabhas salaar clashes with shahrukh khan dunki
ଶାହରୁଖ ଖାନଙ୍କ ବିଜୟ ରଥକୁ ରୋକିବା ପାଇଁ ସାଉଥ୍‌ରୁ ଆସୁଛି ଜବରଦସ୍ତ ଫିଲ୍ମ

ଚଳିତ ବର୍ଷ ଶାହରୁଖ ଖାନଙ୍କ 'ପଠାନ' ଏବଂ 'ଜବାନ' ଆଗରେ କୌଣସି ସାଉଥ୍‌ ସୁପରଷ୍ଟାରଙ୍କ ଚଳଚ୍ଚିତ୍ର ଉଠିପାରି ନାହିଁ। ଏହାରି ଭିତରେ କିନ୍ତୁ ଶାହରୁଖଙ୍କ ବିଜୟ ରଥକୁ ରୋକିବା ପାଇଁ ସାଉଥ ସିନେମା ଏହାର ସୁପରଷ୍ଟାରକୁ ମଇଦାନକୁ ଛାଡିବାକୁ ପ୍ରସ୍ତୁତ ହେଉଛି।

Farmer Takes An Audi To Sell Vegetables At Roadside Market
Viral Video: ଅଡି କାର୍‌ରେ ଆସି ରାସ୍ତାକଡ଼ରେ ଶାଗ ବିକ୍ରି କରୁଛନ୍ତି ଏହି ଚାଷୀ...

ଅଡି କାର୍‌ରେ ଆସି ପରିବା ବିକ୍ରି କରୁଛନ୍ତି ଚାଷୀ। ଏମିତି ଜଣେ ଚାଷୀଙ୍କୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା। ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି।

S Jaishankar
ହରଦୀପ ନିଜ୍ଜର ହତ୍ୟା ମାମଲା, ପ୍ରମାଣ ଦେବା ପାଇଁ କାନାଡାକୁ ଆହ୍ୱାନ କଲେ ଏସ୍. ଜୟଶଙ୍କର

ପୂର୍ବରୁ ଆମର ଅନେକ ପ୍ରତ୍ୟର୍ପଣ ଅନୁରୋଧ କାନାଡା ପ୍ରତ୍ୟାଖ୍ୟାନ କରିଛି । ହରଦୀପ ନିଜ୍ଜର ହତ୍ୟା ଓ କାନାଡାର ଅଭିଯୋଗକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।

Roshibina Devi
ମଣିପୁରରୁ ହାଙ୍ଗଝୌକୁ ସଂଘର୍ଷପୂର୍ଣ୍ଣ ଯାତ୍ରା.. ଉଶୁରେ ଭାରତ ପାଇଁ ପଦକ ଜିତିଛନ୍ତି ରୋଶିବିନା

କୁକି ଓ ମୈତେଇ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷକୁ ନେଇ ଅଶାନ୍ତ ମଣିପୁର । ଆଉ ସେଇ ମଣିପୁର ବିଷ୍ଣୁପୁର ଜିଲ୍ଲାରୁ ସଂଘର୍ଷ କରି ଆଗକୁ ଆସନ୍ତି ଜଣେ ଏମିତି ମହିଳା ଯିଏ ଭାରତକୁ ଏକ ଅଣପାରମ୍ପରିକ ଭାରତୀୟ କ୍ରୀଡ଼ାରେ ସଫଳତାର ସିଡି ଚଢ଼ାନ୍ତି ।

Ambulance
ଅପରେସନ୍‌ ହାର୍ଟ, କିଡନୀ, ଲିଭର...୫ ଜଣଙ୍କୁ ଜୀବନ ଦେଇ ଚାଲିଗଲେ କେ.କ୍ରିଷ୍ଣା

ଦୁର୍ଘଟଣାରେ ଚାଲିଗଲା ଜୀବନ । ଡାକ୍ତର କହିଲେ ଦାନ କରିଦିଅ ସବୁ ଅଙ୍ଗପ୍ରତ୍ୟଙ୍ଗ...ରାଜି ହେଲେ ପରିବାର ଲୋକ । ସାମିଲ ହେଲେ ମୁଖ୍ୟମନ୍ତ୍ରୀ..ଯୋଗାଇ ଦେଲେ ଦୁଇ ହେଲିକପ୍ଟର, କରିଦେଲେ ଗ୍ରୀନ କରିଡର । ସାଏଁ ସାଏଁ ମାଡିଚାଲିଥିଲା ଗାଡ଼ି, ବଞ୍ଚିଗଲା ୫ ଜଣଙ୍କ ଜୀବନ

2000 Notes
ସାବଧାନ ! କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍‌

ଧ୍ୟାନ ଦିଅନ୍ତୁ ଆପଣ...କାଲିଠୁ ଆଉ କେଉଁଠି ବି ଚଳିବନି ୨ ହଜାର ଟଙ୍କିଆ ନୋଟ୍‌ । ବ୍ୟାଙ୍କରେ ଫେରସ୍ତ କରିବାର ସମୟ ଥିଲା ସେପ୍ଟମ୍ବର ୩୦