ଆରମ୍ଭରୁ ବିଜେପି ଟ୍ରେଣ୍ଡରେ ଆଗୁଆ ରହିଛି । ଦିନ ୧୧.୩୦ ସୁଦ୍ଧା ବିଜେପି ୧୧୨ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ସିଟ୍ରେ ଆଗୁଆ ରହିଛି ।
ଗୋଟିଏପଟେ ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ନିର୍ବାଚନ ଫଳାଫଳକୁ ନେଇ ଖାଲି ସାଧାରଣଜନତା ନୁହଁନ୍ତି, ରାଜନେତା ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।
ଅନ୍ୟପଟେ କଂଗ୍ରେସ ୭୧ଟି ଆସନରେ ଆଗୁଆ ରହିଛି । ଦଳକୁ ୪୩ଟି ଆସନର ଘାଟା ହେଉଥିବା ଦେଖାଯାଉଛି ।
ବିଆରଏସ୍ ୪୧ ସିଟ୍ରେ ଆଗୁଆ ରହିଛି । ଅନ୍ୟପଟେ ଛତିଶଗଡ଼ରେ ବିଜେପି ୩୫ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୫୩ ସିଟ୍ରେ ଆଗୁଆ ରହିଛି ।
ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କି.ମି. ରହିବ ।
୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ଏଥର ମଧ୍ୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ କହୁଛି ।
ଏକଜିଟ୍ ପୋଲ୍ ଅନୁସାରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ହାସଲ କରିବାର ପୂର୍ବାନୁମାନ କରାଯାଇଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଜିତିପାରେ ବୋଲି କୁହାଯାଉଛି ।
ଯେତେବେଳେ ଜଣେ ନିଜ ପରିବାର ଛାଡି ଘର ବାହାରେ ରୁହେ ସେତେବେଳେ ବାପା-ମା’ଙ୍କ ସ୍ନେହ, ମା’ ହାତ ରନ୍ଧା ଖାଇବା, ଭଉଣୀର ଭଲ ପାଇବା, ସାଙ୍ଗମାନଙ୍କର ଥଟ୍ଟା-ମଜ୍ଜା ସବୁ ମନେପଡିବା ଏକ ସ୍ୱାଭାବିକ କଥା। ତେବେ ଏଥିରୁ କିପରି ମୁକୁଳିବେ ସେଥିପାଇଁ ୬ଟି ଟିପ୍ସ।
ସମାଜ ତଥା ବିକାଶର ପ୍ରତ୍ୟେକ ସ୍ତରରେ ଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୩ ଡିସେମ୍ବରରେ ‘ବିଶ୍ୱ ଭିନ୍ନକ୍ଷମ ଦିବସ’ ପାଳନ କରାଯାଏ। ଏହା ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ମଧ୍ୟ ଜଣାଶୁଣା। ଏହି ଅବସରରେ ଆସନ୍ତୁ ଜାଣିନେବା ସେମାନେ ଉପଭୋଗ କରୁଥିବା ୬ଟି ଅଧିକାର ବିଷୟରେ।
୫ ବର୍ଷର ଭଲ ପାଇବାକୁ କେଇ ମିନିଟ୍ରେ ଶେଷ କରିଦେଲା ପ୍ରେମିକ । ଯାହାକୁ ବାହା ହେବା ପାଇଁ ସ୍ୱପ୍ନ ଦେଖାଇଥିଲା ତାକୁ ହିଁ ଜୀବନରୁ ମାରିଦେଲା । ହ୍ୱାଟ୍ସଆପ୍ ଷ୍ଟୋରୀ ଧରାପକାଇଦେଲା ପ୍ରେମିକକୁ ।
ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ପଠାଯିବା ଆରମ୍ଭ ହୋଇଯାଇଛି। ଏହାରି ଭିତରେ କାର୍ଡର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ନିମନ୍ତ୍ରଣ ପତ୍ରର ଲଫାପା ଭିତରେ ଏକ ଚିଠି ମଧ୍ୟ ଅଛି। ଏଥିରେ କ’ଣ ଲେଖାଯାଇଛି ଜାଣିବା ପାଇଁ ପଢନ୍ତୁ।
AAI କାର୍ଗୋ ଲଜିଷ୍ଟିକ୍ସ ଏବଂ ଆଲିଏଡ୍ ସର୍ଭିସେସ୍ କମ୍ପାନୀ ଲିମିଟେଡ୍ (AAICLAS) ସାରା ଭାରତରେ ସିକ୍ୟୁରିଟି ସ୍କ୍ରିନର୍ (ଫ୍ରେଶର୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପୋଷ୍ଟଗୁଡିକରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ସିନେମାକୁ ଭଲ ପାଉଥିବା ପ୍ରତିଟି ଦର୍ଶକଙ୍କ ପାଇଁ ସବୁଠୁ ବେଷ୍ଟ ଫିଲ୍ମ । ଆପଣ ଦେଖିକି ଆଶ୍ଚର୍ଯ୍ୟ ହେଇଯିବେ କି ବର୍ତ୍ତମାନ ସମୟରେ ବଲିଉଡ୍ ଅଭିନେତା ମାନେ ଏତେ ଭଲ ଅଭିନୟ କେମିତି କରିପାରିବେ ?
NMCର ଅଫିସିଆଲ୍ ଲୋଗୋରେ ଲାଗିଲା ହିନ୍ଦୁ ଦେବତାଙ୍କ କଲର୍ ଫଟୋ...
ବର୍ତ୍ତମାନ ରଣବୀର କପୁରଙ୍କ ଏହି ଫିଲ୍ମର ଲକ୍ଷ୍ୟ ହେଉଛି ଶାହରୁଖ ଖାନଙ୍କ ଦୁଇଟି ବ୍ଲକ୍ବଷ୍ଟର ଫିଲ୍ମ ‘ପଠାନ’ ଏବଂ ‘ଜବାନ’ ଉପରେ। ଏଭଳି ପରିସ୍ଥିତିରେ ‘ଆନିମଲ୍’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଫିଲ୍ମ ‘ଗଦର ୨’, ‘ଜେଲର’, ‘ଟାଇଗର ୩’ ସମେତ ଚଳିତ ବର୍ଷର ବହୁ ଆୟକାରୀ ଚଳଚ୍ଚିତ୍ରର ପ୍ରଥମ ଦିନର ରେକର୍ଡ ଭାଙ୍ଗିଛି।
କାମ ବ୍ୟସ୍ତତାରେ କେବେ କେବେ ଅଫିସରୁ ଫେରିବା ଡେରି ହୋଇ ଯାଏ । କିଛି ଲୋକ କାମ ପୁରା କରି ଘରକୁ ଫେରିବା ପସନ୍ଦ କରନ୍ତି । କାମ ଏତେ ଥାଏ ଯେ, ବେଳେ ବେଳେ ଡ୍ୟୁଟି କେତେବେଳେ ସରିଯାଇଥାଏ, ତାହା ମଧ୍ୟ ଜଣା ପଡ଼େନି ।
ବର୍ତ୍ତମାନ ଟନେଲ୍ ଭିତରେ ଶ୍ରମିକମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଟନେଲ ଭିତରେ ଫସି ରହିଥିବା ଜଣେ ଶ୍ରମିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।
ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ର ଟ୍ରେଲର୍ ରିଲିଜ୍ ହୋଇଛି। ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତରେ ଏହାର ଭିୟୁ ବଢିବାରେ ଲାଗିଛି। ପ୍ରଶଂସକମାନେ ଏହାକୁ ଏକ ମାଷ୍ଟରପିସ୍ ବୋଲି କହୁଛନ୍ତି।
ବିଶ୍ୱରେ ଦିନକୁ ଦିନ ଘାତକ ହେଉଛି ପ୍ରଦୂଷଣ । ଦେଶରେ ବି ପ୍ରଦୂଷଣ ମାତ୍ରା ଚିନ୍ତାଜନକ ରହିଛି । ଭାରତରେ କେବଳ ବାୟୁ ପ୍ରଦୂଷଣ ଯୋଗୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି ।
କୋଟାରେ ବଢ଼ି ଚାଲିଛି ଛାତ୍ର ଆତ୍ମହତ୍ୟା। ପରୀକ୍ଷା, ପ୍ରେମ କି ପ୍ରେସର .. କଣ ଏହାର କାରଣ .. ସ୍ୱପ୍ନ ଦେଖିବା ଆଗରୁ ହିଁ ସାରି ଦେଉଛନ୍ତି ଜୀବନ .. ଦାୟୀ କିଏ .. ?
ଘର କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା । ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । କାରଣ ଘରର କର୍ତ୍ତା ମରି ସାରିଥିଲେ । ସ୍ତ୍ରୀଙ୍କ ମୁଣ୍ତରୁ ସିନ୍ଦୁର ଲିଭି ସାରିଥିଲା, ଚୁଡ଼ି ଭାଙ୍ଗି ସାରିଥିଲା ।
ମଧୁମେହ - ରକ୍ତଚାପର ଚିକିତ୍ସା ଭଲ କରିବାକୁ ଅଦ୍ଭୁତ ଉପାୟ। ତେବେ ଏହା କ’ଣ କେବଳ ଅନ୍ଧବିଶ୍ୱାସ ନା ଏହା ପଛରେ କିଛି ବିଜ୍ଞାନ ରହିଛି? ଆସନ୍ତୁ ଜାଣିବା…
ଆଜିର ଯୁବ ପିଢିଙ୍କ ପାଇଁ କମ୍ପ୍ୟୁଟର ବିଷୟରେ ଜ୍ଞାନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ କମ୍ପ୍ୟୁଟର ବିଷୟରେ ମୌଳିକ ଜ୍ଞାନ ବିନା ଜଣେ ଯେତେ ସାକ୍ଷର ହେଲେ ମଧ୍ୟ ଜୀବନରେ କିଛି ବି କରିପାରିବେ ନାହିଁ। ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଛୋଟରୁ ବଡ କ୍ଷେତ୍ର ପର୍ଯ୍ୟନ୍ତ କମ୍ପ୍ୟୁଟରର ବ୍ୟବହାର କରୁଛି।
୧୭ ଦିନର ଅପେକ୍ଷା ପରେ ମିଳିଛି ମୁକ୍ତି । ୨୮ ନଭେମ୍ବରରେ ଉଦ୍ଧାର ହୋଇଛନ୍ତି ଟନେଲରେ ଫସିଥିବା ୪୧ ଶ୍ରମିକ । ଏହି ଉଦ୍ଧାର କାର୍ଯ୍ୟରେ ଅତି କମରେ ୬୫୨ଜଣ ସରକାରୀ କର୍ମଚାରୀ ନିୟୋଜିତ ଥିଲେ ।
ଆମ ପରିବେଶ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି, ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ସ୍ୱଚ୍ଛ କରିବା ସମସ୍ତଙ୍କ ଦାୟିତ୍ୱ। ତେବେ ଆସନ୍ତୁ ଏମିତି ୪ଟି ସହଜ ଉପାୟ ଜାଣିନେବା ଯାହାକୁ ନିଜ ହିସାବରେ ଗ୍ରହଣ କରି ପରିବେଶକୁ ସ୍ୱଚ୍ଛ ରଖିବାକୁ ଚେଷ୍ଟା କରିବା।