/odishatv-khabar/media/post_attachments/uploadimage/library/16_9/16_9_0/BCCI_1704382042.jpg)
BCCI
ଓସିଏରେ ପୁଣି ବୟସ ଜାଲିଆତି ଅଭିଯୋଗ । ରଣଜୀ ଦଳର ସ୍ଥାନ ପାଇଥିବା ସୁମିତ ଶର୍ମାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ବିସିସିଆଇ । ପୂର୍ବରୁ ବିଭିନ୍ନ ସମୟରେ ଦେଇଥିବା ବୟସ ପ୍ରମାଣପତ୍ର ଓ ବର୍ତ୍ତମାନ ରଣଜୀ ଦଳ ପାଇଁ ଦେଇଥିବା ବୟସ ପ୍ରମାଣପତ୍ରରେ ତାଳମେଳ ରହୁନ ଥିବାରୁ ଧରାପଡି ଯାଇଥିଲେ ସୁମିତ ।
Advertisment
ସେପଟେ ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ସାଙ୍କୁ ସ୍ଥାନ ମିଳିଛି । ଆସନ୍ତାକାଲିଠାରୁ ଓଡିଶା ଦଳ ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି ।
ବୟସ ଜାଲିଆତି: ଓଡ଼ିଶା କ୍ରିକେଟର ବିଦା । ଓଡ଼ିଶା କ୍ରିକେଟରଙ୍କୁ ନେଇ ପୁଣି ଆସିଲା ବୟସ ଜାଲିଆତି ଅଭିଯୋଗ । ଜାଲିଆତି ଜଣାପଡ଼ିବା ପରେ ରଣଜୀ ଦଳରୁ ଓଡ଼ିଶା ଖେଳାଳି ବିଦା#OCA#Cricket#BCCIpic.twitter.com/e06rBI0GEr
— ଓଟିଭି (@otvkhabar) January 4, 2024
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)