କାନ୍ଥ ଖୋଳି ମନ୍ଦିର ଭିତରକୁ ଚୋରି କରିବାକୁ ପଶିଥିଲେ ଓ ଏଥିରେ ସଫଳ ମଧ୍ୟ ହୋଇଥିଲେ। ହେଲେ ବାହାରକୁ ବାହାରି ପାରିଲେ ନାହିଁ। ଯେଉଁ ଗାତ ନିଜ ପାଇଁ ଖୋଳି ଥିଲେ ସେହି ଗାତରେ ହିଁ ନିଜେ ଫଶିଗଲେ।
ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ନୂଆଦିଲ୍ଲୀର ଲାଲକିଲ୍ଲାରେ ଯୋଗ ଉତ୍ସବ ଆୟୋଜିତ ହୋଇଛି ।
ଗୋଟିଏପଟେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଗତ କିଛିଦିନ ହେବ CNG ଦାମ୍ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି ଦିଲ୍ଲୀରେ CNG ଦାମ୍ ପ୍ରତି କିଲୋକୁ ୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ଏବେ ସିଏନ୍ଜି ପ୍ରତି କିଲୋକୁ ୬୯ ଟଙ୍କା ୧୧ ପଇସା ହୋଇଛି।
RRR ଫିଲ୍ମରେ କାମ କରିଥିବା ବ୍ୟକ୍ତିଙ୍କୁ ଗୋଲ୍ଡ କଏନ୍ ବାଣ୍ଟିଲେ ରାମଚରଣ ।
ଆଜି ୨୦୨୨ ମସିହା, ଅପ୍ରେଲ, ୭ ତାରିଖ, ଗୁରୁବାର, ମୀନ, ୨୪ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଜ୍ୟ ବିଜେପି ସାଂସଦ ବ୍ରେକ୍ଫାଷ୍ଟ କରିବେ। ରାଜ୍ୟର ସବୁ ବିଜେପି ସାଂସଦଙ୍କୁ ବ୍ରେକ୍ଫାଷ୍ଟ ପାଇଁ ପ୍ରଧାନମନ୍ତ୍ରୀ ଡାକିଥିବା ସୂଚନା ମିଳିଛି।
ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ୍)ର ପ୍ରଥମ ସେସନ୍ ଏବଂ ଦ୍ୱିତୀୟ ସେସନ୍ ପାଇଁ ପୁଣି ତାରିଖ ବଦଳିଛି ।
ସାରା ଦୁନିଆରେ ଏୟାରଲାଇନ୍ରେ ଯେଉଁ କେବିନ୍ କ୍ରୁ ଥାଆନ୍ତି, ଯେଉଁମାନଙ୍କୁ ଫ୍ଲାଇଟ୍ ଆଟେନ୍ଡାଣ୍ଟ୍ ମଧ୍ୟ କୁହାଯାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥାନ୍ତି। ଏମିତି ମଧ୍ୟ ଅନେକ ଏୟାରଲାଇନ୍ସ ଅଛି ଯାହା ଏହି କାମ ପାଇଁ ପୁରୁଷମାନଙ୍କୁ ରଖେ ହିଁ ନାହିଁ। ତେବେ ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା।
ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ମଧ୍ୟରେ ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି। ବର୍ତ୍ତମାନ ପୁଟିନ ସହ ଜଡିତ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ବିଗତ କିଛି ବର୍ଷ ମଧ୍ୟରେ ଭ୍ଲାଦିମିର ପୁଟିନ ଏବଂ ତାଙ୍କ ନୀତିକୁ ବିରୋଧ କରୁଥିବା ଲୋକମାନେ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଛନ୍ତି।
ମୁମ୍ବାଇରେ ଭାରତର ପ୍ରଥମ XE ଭାରିଏଣ୍ଟ୍ ଆକ୍ରାନ୍ତ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ମୁମ୍ବାଇ ମ୍ୟୁନିସ୍ପାଲ୍ କର୍ପୋରେସନ୍ ପକ୍ଷରୁ ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ଦିଆଯାଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କିନ୍ତୁ ଏହାକୁ ଅସ୍ୱୀକାର କରିଛି।
ଶ୍ରୀଲଙ୍କାରେ ବିଭିନ୍ନ ସାମଗ୍ରୀର ଦରଦାମ ଦେଖିବା ଯଦି, ଏବେ ଚା କପ୍ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା ।
କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ତାଇଓ୍ୱାନ୍ ଏକ ସ୍ୱାଧୀନ ଗଣତାନ୍ତ୍ରିକ ଦେଶ ହୋଇଥିବା ବେଳେ ଏହା ମୂଳ ଚୀନ୍ ଭୁଖଣ୍ଡର ବୋଲି ଦାବି କରୁଛି ବେଜିଂ । ଖାସ୍ କରି ସାଇ-ଇଙ୍ଗ-ୱେଙ୍ଗ ୨୦୧୬ରେ ତାଇଓ୍ୱାନ୍ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଚୀନ୍ ଚାପ ବଢାଇ ଚାଲିଛି ।
ସାରା ବିଶ୍ୱ ତାଙ୍କୁ ଜଣେ ବିଚକ୍ଷଣ ରାଜନେତା ଭାବେ ସମ୍ମାନ ବି ଦେଇଆସୁଥିଲା । ତେବେ ୟୁକ୍ରେନ ଆକ୍ରମଣ ତାଙ୍କୁ ଜଣେ କ୍ରୁର ମଣିଷ ଭାବେ ଚିତ୍ରିତ କରିଛି ।
ଆଜି ଏ ନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି, ୟୁକ୍ରେନ୍ ସରକାର ତୃତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷା KROK-ଓ୍ୱାନ୍କୁ ସ୍ଥଗିତ ରଖିଛନ୍ତି ।
ଖୁବ୍ ଶୀଘ୍ର ରିଲିଜ୍ ହେବ କେଜିଏଫ୍ ୨। କହିବ ସୁନା ଖଣିର ସତ ଘଟଣା। କେତେ ଭୟଙ୍କର ଥିଲା ସେହି ଦୃଶ୍ୟ ପରଦାରେ ଗୋଟି ଗୋଟି ଦିଶିବ। ଜାଣିବା ପାଇଁ ପଢନ୍ତୁ ପୂରା ଘଟଣା।
ଏପ୍ରିଲ୍ ମାସରେ ରିଲିଜ୍ ହେବାକୁ ଥିବା ଭାରତୀୟ ଫିଲ୍ମ ଓ ୱେବ୍ ସିରିଜ୍ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ ଥିବା ୧୦ଟି ଭାରତୀୟ ଫିଲ୍ମକୁ ଆଇଏମ୍ଡିବି ତାଲିକାଭୁକ୍ତ କରିଛି। ଏଥର ମଧ୍ୟ ସାଉଥ୍ ଇଣ୍ଡଷ୍ଟ୍ରିର କଣ୍ଟେଣ୍ଟ୍ ମୌକା ମାରି ନେଇଛି।
ଟ୍ୱିଟରରେ ଆପଣ ଏଡିଟ୍ ବଟନ୍ ଚାହାନ୍ତି କି? ଟେସଲା ସିଇଓ ଏଲନ୍ ମସ୍କଙ୍କ ଜନମତ ସର୍ଭେକୁ ନେଇ ଏବେ ଉତ୍କଣ୍ଠା ଦେଖାଦେଇଛି ।
ଫୁଡ୍ ଡେଲିଭରି ଆପ୍ ଜୋମାଟୋ(Zomato) ଓ ସ୍ୱିଗି(Swiggy) ଡାଉନ୍। ଅନ୍ଲାଇନ୍ ଫୁଡ୍ ଅର୍ଡର କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି।
ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।
ପ୍ରକାଶ ପାଇଲା ଫୋବର୍ସ ଧନୀ ତାଲିକା ୨୦୨୨ । ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ୧୦ମ ସ୍ଥାନର୍ ରହିଥିବା ବେଳେ ଭିତ୍ତିଭୂମି ଟାଇକୁନ ଗୌତମ ଆଦାନୀ ଓ ତାଙ୍କ ପରିବାର ୧୧ତମ ସ୍ଥାନରେ ରହିଛନ୍ତି।
ଆଇଏଏସ୍ ରାମ ପ୍ରକାଶ ଟ୍ୱିଟରେ ନିଜର ସଂଘର୍ଷ ତଥା ସଫଳତାର କାହାଣୀ ବଖାଣିଛନ୍ତି । ଉତ୍ତରପ୍ରଦେଶ ମିର୍ଜାପୁରର ଏକ ଛୋଟ ଗାଁରେ ତାଙ୍କ ଘର
‘KGF2’କୁ ଟକ୍କର ଦେବାକୁ କାହାର ରହିଛି ହିମତ୍ ! ବଡ଼ ବଡ଼ ସିନେମା, ନିର୍ଦ୍ଦେଶକ, ପ୍ରଯୋଜନା ସଂସ୍ଥା KGF ପାଇଁ ନିଜ ଫିଲ୍ମ ରିଲିଜକୁ ଘୁଞ୍ଚାଇ ଦେଇଛନ୍ତି। ‘KGF2’ ସାମ୍ନାରେ ଆଉ ଏକ ତାମିଲ ଫିଲ୍ମ ରିଲିଜ ହେବ ଯାହା ‘KGF2’କୁ କଡ଼ା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି।
ଆମେରିକାରେ ପ୍ରତି ୩ ଜଣଙ୍କ ମଧ୍ୟରେ ଜଣେ କ୍ୟାନସର ରୋଗୀ କୋଲୋରେକ୍ଟାଲ କ୍ୟାନସରରେ ମୃତ୍ୟୁବରଣ କରିଥାନ୍ତି। ଏହାକୁ ଲାର୍ଜ ଇଣ୍ଟେଷ୍ଟାଇନ୍ କ୍ୟାନସର ମଧ୍ୟ କୁହାଯାଏ।ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ବାର୍ଦ୍ଧକ୍ୟ ଏହି ରୋଗର ମୁଖ୍ୟ କାରଣ ବୋଲି କୁହାଯାଏ।
କରୋନା ସଂକ୍ରମଣ ଚାଇନାର ଦୈନିକ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।