Advertisment

ଜୀବନ ନେଉଛି କୋଲୋରେକ୍ଟାଲ କ୍ୟାନସର: ଜାଣନ୍ତୁ, ଏହାର ପ୍ରାଥମିକ ଲକ୍ଷଣ ଓ ଚିକିତ୍ସା ପଦ୍ଧତି...

ଆମେରିକାରେ ପ୍ରତି ୩ ଜଣଙ୍କ ମଧ୍ୟରେ ଜଣେ କ୍ୟାନସର ରୋଗୀ କୋଲୋରେକ୍ଟାଲ କ୍ୟାନସରରେ ମୃତ୍ୟୁବରଣ କରିଥାନ୍ତି। ଏହାକୁ ଲାର୍ଜ ଇଣ୍ଟେଷ୍ଟାଇନ୍ କ୍ୟାନସର ମଧ୍ୟ କୁହାଯାଏ।ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ବାର୍ଦ୍ଧକ୍ୟ ଏହି ରୋଗର ମୁଖ୍ୟ କାରଣ ବୋଲି କୁହାଯାଏ।

author-image
Rajalaxmi Sahoo
Colorectal Cancer

Colorectal Cancer

ଅବହେଳା ଯୋଗୁ ହିଁ ରୋଗଟିଏ ସାଧାରଣ ଅବସ୍ଥାରୁ ଗୁରୁତର ହୋଇଥାଏ। ଆମ ଭିତରୁ ଅନେକ ଏପରି ଅଛନ୍ତି ଯେଉଁମାନେ କି ରୋଗ ଗୁରୁତର ନହେଲା ପର୍ଯ୍ୟନ୍ତ ଡାକ୍ତରୀ ପରାମର୍ଶ କରନ୍ତି ନାହିଁ। ତେଣୁ ନିଜକୁ ସୁସ୍ଥ ରଖିବାକୁ ହେଲେ ଆମକୁ  ସ୍ୱାସ୍ଥ୍ୟ ସଚେତନ ହେବାକୁ ପଡ଼ିବ। ଆମେରିକାରେ ପ୍ରତି ୩ ଜଣଙ୍କ ମଧ୍ୟରେ ଜଣେ କ୍ୟାନସର ରୋଗୀ କୋଲୋରେକ୍ଟାଲ କ୍ୟାନସରରେ ମୃତ୍ୟୁବରଣ କରିଥାନ୍ତି। ଏହାକୁ ଲାର୍ଜ ଇଣ୍ଟେଷ୍ଟାଇନ୍ କ୍ୟାନସର ମଧ୍ୟ କୁହାଯାଏ। ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ବାର୍ଦ୍ଧକ୍ୟ ଏହି ରୋଗର ମୁଖ୍ୟ କାରଣ ବୋଲି କୁହାଯାଏ। 

Advertisment

କୋଲୋରେକ୍ଟାଲ କ୍ୟାନସରର ପ୍ରାଥମିକ ଲକ୍ଷଣ କ’ଣ ? କ’ଣ ଏହାର ଚିକିତ୍ସା ପଦ୍ଧତି ? ଭାରତବର୍ଷରେ ଏହା କେତେ ବହୁଳ ? ଏହି କ୍ୟାନସରର ରିସ୍କ ଫ୍ୟାକ୍ଟର ସବୁ କ’ଣ ? କେଉଁ ବୟସର ଲୋକଙ୍କୁ ଏହା ହୋଇଥାଏ ? କୋଲୋରେକ୍ଟାଲ କ୍ୟାନସର ଚିହ୍ନଟ ହେବା ପରେ ଜଣେ ଲୋକ କେତେ ବର୍ଷ ବଞ୍ଚିପାରିବ ? ଔଷଧ ଦ୍ୱାରା ଏହା ଭଲ ହୋଇପାରିବ କି ? କେଉଁ ଷ୍ଟେଜରେ ଅପରେସନ ଦରକାର ପଡ଼େ ? ଅପରେସନ ପରେ କଣ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ? ଏଭଳି କ୍ୟାନସର ନହେବା ପାଇଁ କ’ଣ ସବୁ ପଦକ୍ଷେପ ନେବେ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ଭିଡିଓ...

Colorectal Cancer Doctor Doctor
Advertisment
Advertisment