ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ଇମ୍ରାନ୍ ଖାନ୍ଙ୍କୁ କଟାକ୍ଷ କରିଛନ୍ତି ।
ଛୁଆ ପ୍ରତି ମା’ର ବାତ୍ସଲ୍ୟ ମମତା । ନିଜ ସନ୍ତାନ ପିଠିରେ ଲେଖିଲେ ଠିକଣା । ରୁଷିଆ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନରୁ ସାମ୍ନାକୁ ଆସିଛି ଏହି ହୃଦୟସ୍ପର୍ଶୀ ଭିଡିଓ ।
ଆଜିକାଲି ଅନେକ ମହିଳା ବ୍ୟବସାୟ ଜଗତରେ ଚମତ୍କାର କାମ କରୁଛନ୍ତି। ଏହି ମହିଳାମାନେ କେବଳ କମ୍ପାନୀକୁ ନିୟନ୍ତ୍ରଣ କରୁନାହାଁନ୍ତି, ବରଂ ସେମାନେ ହଜାର ହଜାର କର୍ମଚାରୀଙ୍କୁ ମଧ୍ୟ ଆଗକୁ ନେଉଛନ୍ତି। ଏହି ମହିଳା ଉଦ୍ୟୋଗୀମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅଙ୍କିତା ଗାବା।
ଆଜି ୨୦୨୨ ମସିହା, ଅପ୍ରେଲ, ୯ ତାରିଖ, ଶନିବାର, ମୀନ, ୨୬ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା । ଅନାସ୍ଥା ଭୋଟର ସାମନା କରିବେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ।
ଆସନ୍ତାକାଲିଠାରୁ ସବୁ ପ୍ରାପ୍ତବୟସ୍କଙ୍କୁ ମିଳିବ କରୋନାର ପ୍ରିକସନ୍ ଡୋଜ୍ ବା ବୁଷ୍ଟର୍ ଡୋଜ୍ ।
ଆମେ ଭୁଲି ଯାଉଛୁ ଯେ ମାଟି ହେଉଛି ପୃଥିବୀର ସବୁଠାରୁ ଜୀବନ୍ତ ଜିନିଷ। ଏହା ଆମ ଜୀବନର ସମସ୍ତ ଜିନିଷର ଆଧାର। ମାଟି ସମୃଦ୍ଧ ହେଲେ ଉଦ୍ଭିଦ ବଢିବ ଓ ବାୟୁ ଶୁଦ୍ଧି ହୋଇଯିବ।
ହଲିଉଡ ଆକ୍ଟର ଓ୍ୱିଲ୍ ସ୍ମିଥଙ୍କୁ ଓସ୍କାର ପୁରସ୍କାର ଉତ୍ସବରେ ସାମିଲ ହେବାକୁ ଲାଗିଲା ବ୍ୟାନ୍ । ଏହି ପୁରସ୍କାର ଉତ୍ସବରେ ୧୦ ବର୍ଷ ପର୍ଯ୍ୟନ୍ତ ସାମିଲ ହୋଇପାରିବେନି ହଲିଉଡ ଷ୍ଟାର ଓ୍ୱିଲ୍ ସ୍ମିଥ୍ ।
ଭାରତର ବିଦେଶ ନୀତି ସ୍ବତନ୍ତ୍ର ଏବଂ କେହି ଆଖି ଦେଖାଇ ପାରିବେ ନାହିଁ।
ଏପଟେ ଇମ୍ରାନଙ୍କ ଆସନ ଟଳମଳ ସେପଟେ ହାଫିଜ୍ ବିରୋଧରେ କୋର୍ଟଙ୍କ ଦଣ୍ଡାଦେଶକୁ ନାନା ଚର୍ଚ୍ଚା
ଏମିତି ନିଜ ସାଥୀର ଦେହ ଖରାପ ହୋଇଗଲେ ସେମାନଙ୍କ ପାଖ ଛାଡ଼ି ଯିବାକୁ ଟିକିଏ ବି ଇଚ୍ଛା କରନ୍ତିନି ପଶୁ । ଯାହାର ଜ୍ୱଳନ୍ତ ଉଦାହରଣ ଏହି ଭିଡ଼ିଓ ।
ଲେମ୍ବୁର ମୂଲ୍ୟ ବୃଦ୍ଧି ହେବା ଦେଖି ଟ୍ୱିଟରରେ ଜନମତ ସୃଷ୍ଟି ହୋଇଛି। କିଛି ଲୋକ ମେମ୍ ଶେୟାର କରୁଥିବାବେଳେ, କେତେକ ଏମିତି ଥଟ୍ଟାମଜ୍ଜା ପୋଷ୍ଟ୍ କରିଛନ୍ତି ଯାହା ଆପଣଙ୍କୁ ହସାଇବାକୁ ବାଧ୍ୟ କରିବ। କେହି କେହି ମଜ୍ଜାରେ କହିଛନ୍ତି ଯେ, କିଛି ଦିନ ପରେ ଲେମ୍ବୁ ସୁନା ଦୋକାନରେ ବିକ୍ରି ହେବ।
ଇମ୍ରାନଙ୍କ ନିଜ ଦଳର ଦୁଇ ଡର୍ଜନ୍ରୁ ଅଧିକ ସାଂସଦ ମଧ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବା ଆଶଙ୍କା କରାଯାଉଛି । ତେବେ ନିଶ୍ଚିତ ପରାଜୟ ଜାଣିବା ସତ୍ତ୍ୱେ ଇମ୍ରାନ୍ ଯଦି ଇସ୍ତଫା ନଦିଅନ୍ତି, ତେବେ ସେ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବାରେ ପ୍ରଥମ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ।
ଘରୋଇ ଟିକାକରଣ କେନ୍ଦ୍ରରେ ଏହି ପ୍ରିକସନାରୀ ଡୋଜ୍ ଟିକା ମାଗଣାରେ ଉପଲବ୍ଧ ହେବ ନାହିଁ । ଏଥିପାଇଁ ଦେୟ ପୈଠ କରିବାକୁ ପଡ଼ିବ । ବିଶ୍ୱସ୍ତରରେ କରୋନାର ନୂଆ XE ଭ୍ୟାରିଆଣ୍ଟ୍ ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ବୁଚା ନରସଂହାର ପରେ ଏବେ ରୁଷ ଉପରେ ଚାରିଆଡ଼ୁ ଚାପ ପଡ଼ୁଛି । ସାଧାରଣ ଲୋକଙ୍କ ମୃତ୍ୟୁୟର ଚିତ୍ର ସାମ୍ନାକୁ ଆସିବା ପରେ ଉଦବେଗ ବଢ଼ିଛି ।
ଚୁକ୍ତିନାମା ଆଧାରରେ କଣ୍ଟ୍ରାକ୍ଟ ମେଡିକାଲ ପ୍ରାକ୍ଟିସନର (ସିଏମ୍ପି) ପଦବୀ ପାଇଁ କେନ୍ଦ୍ରୀୟ ରେଳବାଇ ଆହ୍ୱାନ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଜୁନ୍ ୧୭, ୨୦୨୨ ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ।
ସାଉଥ୍ ଇଣ୍ଡଷ୍ଟ୍ରୀର ତାରକାମାନେ ଗୋଟେ ପରେ ଗୋଟେ ବଲିଉଡ୍ ମୁହାଁ ହେଉଥିବା ଦେଖାଯାଏ। ଏବେ ମହେଶ ବାବୁଙ୍କୁ ନେଇ ଏମିତି କିଛି ଚର୍ଚ୍ଚା ହେଉଛି। ତେବେ ସେ ଏହାକୁ ନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
କିଭ୍ ଦଖଲରେ ବିଫଳ ହେବା ପରେ ଋଷ ଫୋକସରେ ପୂର୍ବ ୟୁକ୍ରେନ୍ । କିଭ୍ ଉପକଣ୍ଠରୁ ସୈନ୍ୟ ପ୍ରତ୍ୟାହାର କରି, ପୂର୍ବ ୟୁକ୍ରେନରେ ସେନା ଠୁଳ କରୁଛି ଋଷ ।
ଶ୍ରୀଲଙ୍କାରେ ଲୋକଙ୍କ ବିରୋଧ ଓ ପ୍ରତିବାଦ ଜାରି ରହିଛି। ଗଳିକନ୍ଦିରେ ଦେଖିବାକୁ ମିଳୁଛି ପ୍ରତିବାଦର ସ୍ୱର। ରାଷ୍ଟ୍ରପତି ଭବନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁଠି ଶୁଭୁଛି ପ୍ରତିବାଦର ସ୍ୱର।
ଗୋଟିଏପଟେ ଶ୍ରୀଲଙ୍କାରେ ଅର୍ଥନୀତି ଅତ୍ୟନ୍ତ ଖରାପ ହୋଇ ଥିବାବେଳେ ଏବେ ରାଜନୈତିକ ଅସ୍ଥିରତା ଶ୍ରୀଲଙ୍କାକୁ ଅଣନିଶ୍ୱାସୀ କଲାଣି। ସବୁ କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେବା ପରେ ବିରୋଧୀ ଦଳଙ୍କୁ ସରକାରରେ ସାମିଲ୍ ହେବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆହ୍ୱାନ ଦେଇଛନ୍ତି।
ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଆଲିଆ ଭଟ୍ଟ ଓ ରଣବୀର କପୁର। ବିବାହ ପାଇଁ ଅଧିକାଂଶ କ୍ଷେତ୍ରରେ ସମାସ୍କନ୍ଧ ପାତ୍ର ଖୋଜାଯାଏ। ପ୍ରାୟତଃ ସମ୍ପତ୍ତିର ପରିମାଣକୁ ଦେଖାଯାଏ। ତେବେ ଆଲିଆ ଓ ରଣବୀରଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ଅଛି ଓ କିଏ ଅଧିକ ଧନୀ ଆସନ୍ତୁ ଜାଣିବା।
ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ବଳ କଷାକଷି ଚାଲିଥିବା ବେଳେ, ଭାରତୀୟ ସୀମାବର୍ତ୍ତୀ ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ଉପରେ ଆଖି ପକାଇଛି ଡ୍ରାଗନ୍ । ଭାରତର ବିଦ୍ୟୁତ ସରବରାହ ବ୍ୟବସ୍ଥା ଭିତରେ ବାରମ୍ବାର ପଶିବାକୁ ଉଦ୍ୟମ କରୁଛନ୍ତି ଚୀନ୍ ପ୍ରାୟୋଜିତ ହ୍ୟାକର୍
ଆଶାରାମଙ୍କ ଆଶ୍ରମରେ ଥିବା ଏକ କାର୍ରୁ ନାବାଳିକାର ଶବ ମିଳିଛି। ନାବାଳିକାର ବୟସ ୧୩-୧୪ ବର୍ଷ ହେବ ବୋଲି କୁହାଯାଉଛି। ଆଶ୍ରମରୁ ଶବ ମିଳିବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।
ବିଶ୍ୱକୁ କରୋନା ମହାମାରୀ ଭଳି ମହାବିପତ୍ତି ଦେଇଥିବା ଚୀନ୍, ପ୍ରାଥମିକ ପର୍ଯ୍ୟାୟ ସଂକ୍ରମଣ ରୋକିବାରେ ସଫଳ ହୋଇଥିଲା । ମାତ୍ର ଏବେ ସାରା ବିଶ୍ୱ ଏକପ୍ରକାର ଆଶ୍ୱସ୍ତ ହୋଇଥିବା ବେଳେ, ଚୀନରେ କିନ୍ତୁ ପୁଣି ଥରେ ଉଗ୍ର ରୂପ ଧାରଣ କରିଛି ମହାମାରୀ । ବିଶେଷତଃ ସାଂଘାଇର ସ୍ଥିତି ସଂଗୀନ । ସାଂଘାଇ ସହରରରେ ସଂର୍ପୂଣ୍ଣ ଲକଡାଉନକୁ ନେଇ ବିପର୍ଯ୍ୟସ୍ତ ହୋଇପଡିଛି ଜନଜୀବନ । ସେହିପରି ଲକଠାଉନ ଯୋଗୁଁ ଚୀନ ଅର୍ଥନୀତି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବଢିଯାଇଛି ।