• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

_People Praise Specially-abled Man Selling Noodles On A Street Cart
ସକ୍ଷମ ଭିନ୍ନକ୍ଷମ: ହାତ ନାହିଁ, ଚାଓମିନ୍‌ ବିକ୍ରି କରି ପରିବାର ପୋଷୁଛନ୍ତି ଯୁବକ

ଭିନ୍ନକ୍ଷମ ହୋଇ ବି ସକ୍ଷମ । ହାତ ନଥାଇ ମଧ୍ୟ ପେଟ ପାଇଁ ଖଟିବାରେ ପଛାଇନାହାଁନ୍ତି । ନିଜ କଳ, ବଳ ଓ କୌଶଳ ମାଧ୍ୟମରେ ଅସମ୍ଭବକୁ ବି ସମ୍ଭବ କରିଦେଖାଇଛନ୍ତି ଏହି ଯୁବକ ।

Imran Khan
‘ସତ୍ତାରେ ଥିବା ସମୟରେ ବିପଜ୍ଜନକ ନଥିଲି, ଏବେ ଅଧିକ ବିପଜ୍ଜନକ ହୋଇଯିବି’

ଏବେ ବିପଜ୍ଜନକ ହୋଇଯିବେ କି ଇମ୍ରାନ୍‌ ଖାନ୍ ? ନିଜେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ।

IMD Predicts Normal Monsoon This Year
ଏଥର ସ୍ୱାଭାବିକ ମୌସୁମୀ: ଉତ୍ତର ଓ କେନ୍ଦ୍ର ଭାରତରେ ହୋଇପାରେ ଅଧିକ ବର୍ଷା

ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ୱାଭାବିକ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ହେବାର ଆକଳନ କରାଯାଇଛି।

rail
ରେଳଧାରଣାରେ ଶୋଇ ମୋବାଇଲରେ କଥା ହେଉଥିଲେ ଯୁବତୀ : ଉପରେ ମାଡ଼ିଗଲା ଲୌହଦାନବ . ଆଉ ତା’ପରେ

ମୋବାଇଲ ପାଇଁ ଜୀବନକୁ ବିପଦରେ ପକାଉଛନ୍ତି ଯୁବପିଢ଼ି । ସବୁବେଳେ ମୋବାଇଲ ବ୍ୟବହାର କରିବାରେ ବ୍ୟସ୍ତ ।

ramesh bhai
ଦିନେ ମାସକୁ ୮୦ ଟଙ୍କା ମଜୁରୀ ପାଇଁ ଗାଈ ଚରାଉଥିଲେ, ଏବେ ବାର୍ଷିକ ୩ କୋଟି ରୋଜଗାର କରୁଛନ୍ତି ରମେଶ

ଗୁଜରାଟ ରାଜକୋଟର ୪୩ ବର୍ଷିୟ ରମେଶ ଭାଇ । କେବେ ସ୍କୁଲ ମାଟି ମାଡ଼ି ନାହାନ୍ତି । ତାଙ୍କ ପରିବାରର ସମସ୍ତେ ଲୋକ ମଧ୍ୟ ଅଶିକ୍ଷିତ । ଦିନ ଥିଲା ତାଙ୍କୁ ନିଜର ୧୦ ଏକର ଜମି ବିକ୍ରି କରିବାକୁ ପଡିଲା

‘Apun likhega nahi’: West Bengal student writes ‘Pushpa’ movie dialogue in 10th exam, goes viral
ପରୀକ୍ଷା ଖାତାରେ ପୁଷ୍ପା ନିଶା: ଛାତ୍ର ଲେଖିଲେ ‘ଆପୁନ୍ ଲିଖେଗା ନେହି’

ପରୀକ୍ଷା ଖାତାରେ ପୁଷ୍ପା ନିଶା । ଦଶମ ଶ୍ରେଣୀ ଛାତ୍ର ଉତ୍ତର ସିଟ୍‌ରେ ଲେଖିଛନ୍ତି ‘ଆପୁନ୍ ଲିଖେଗା ନାହି’ । ଦେଖନ୍ତୁ ଏହି ଫଟୋ...

Fire Breaks Out At Chemical Factory In Andhra Pradesh
ବିଳମ୍ବିତ ରାତିରେ ଔଷଧ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୬ ଜଣ

ବିଳମ୍ବିତ ରାତିରେ ଔଷଧ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ହୋଇ ୬ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳରେ ଏକ  ଔଷଧ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି।

 KGF 2
ଧମାଲ୍ କରୁଛି ଦେଶର ସବୁଠୁ ବଡ଼ ଫିଲ୍ମ KGF2; ନର୍ଥରୁ ସାଉଥ୍ ସବୁ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ଼

ରିଲିଜ୍ ହୋଇଛି ଦଶନ୍ଧି ବଡ଼ ସିନେମା କେଜିଏଫ୍ ୨ । ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି । ପୁଣି ଥରେ ବଡ଼ ପରଦାରେ ଧମାଲ କରୁଛନ୍ତି ୟଶ୍ ।

How a calorie can measured and what is it
କ୍ୟାଲୋରୀ କ’ଣ, କେଉଁ ବ୍ୟକ୍ତିଙ୍କୁ କେତେ କ୍ୟାଲୋରୀ ଦରକାର

ଆଜିକାଲି ସଚେତନ ଲୋକେ କ୍ୟାଲୋରୀକୁ ନେଇ ବହୁତ ବ୍ୟସ୍ତ। ତେବେ ଏହି କ୍ୟାଲୋରୀ କ’ଣ? ଜଣେ ବ୍ୟକ୍ତି ଦିନକୁ କେତେ କ୍ୟାଲୋରୀ ଆବଶ୍ୟକ କରେ ଆସନ୍ତୁ ଜାଣିବା।

Water come out from tree
ଏମିତି ଗଛ, ଯେଉଁଥିରୁ ବାହାରୁଛି ପାନୀୟ ଜଳ

ଗଛରୁ ବାହାରୁଛି ପାଣି। ଯେଉଁଠି ହାଣ ସେଠାରୁ ବାହାରୁଛି ଜଳର ସ୍ରୋତ। ଏଥିରୁ ବାହାରୁଥିବା ଜଳ ସଂପୂର୍ଣ୍ଣ ପରିଷ୍କାର ଏବଂ ପାନୀୟଯୋଗ୍ୟ ମଧ୍ୟ।

Saaisha India Foundation – Charitable Organisation
'ସାଇଶା': ଏକ ନୂତନ ଆଶା

କ୍ୟାନ୍ସର୍‌କୁ ଅଧିକ ସ୍ପ୍ରେଡ୍ ହେବାକୁ ନ ଦେବା ପାଇଁ ବ୍ରେଷ୍ଟ୍ କ୍ୟାନ୍ସର ଭୋଗୁଥିବା ବହୁ ମହିଳାଙ୍କର ମାଷ୍ଟେକ୍ଟୋମି ଆବଶ୍ୟକ ପଡ଼ିଥାଏ। ପ୍ରଥମତଃ ରୋଗ ଓ ଅସ୍ତ୍ରୋପଚାରଜନୀତ ଶାରୀରିକ ଯନ୍ତ୍ରଣା, ତା' ଉପରେ ପୁଣି ସୌନ୍ଦର୍ଯ୍ୟର ପରିମାପକ ଭାବେ ପରିଗଣିତ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହରାଇବାର ଦୁଃଖ ମହିଳାମାନଙ୍କୁ ମାନସିକ ଅବସାଦର ଶିକାର କରାଇଥାଏ।

NASA spots biggest ever commit heading towards earth
ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ବିଶାଳ ଧୂମକେତୁ

ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଧୂମକେତୁର। ଘଣ୍ଟା ପ୍ରତି ବେଗ ରହିଛି ୩୫,୪୦୫ କିଲୋମିଟର। ଏହାର ଓଜନ ୫୦୦ ଟ୍ରିଲିୟନ ଟନ୍‌। ମାନବ ଜାତି ପାଇଁ ବିପଦ ଅଛି କି?

Daily Horoscope 14 April 2022
Daily Horoscope 14 April 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା ଏପ୍ରିଲ ମାସ, ୧୪ ତାରିଖ, ଗୁରୁବାର, ମେଷ ୧ ଦିନ, ଚୈତ୍ୟ ମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ପୂର୍ବ ଫାଲଗୁନ ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Ranbir Kapoor, Alia Bhatt Wedding Day
ଆଜି ରଣବୀର-ଆଲିଆଙ୍କ ବିବାହ

ଆଜି ବଲିଉଡ୍‌ରେ ବହୁ ପ୍ରତୀକ୍ଷିତ ବାହାଘର । ବିବାହ ବନ୍ଧନରେ ବାନ୍ଧି ହେବେ, ବି ଟାଉନର ହଟ୍ କପଲ ଆଲିଆ-ରଣବୀର ।

KGF Chapter 2 movie
ରିଲିଜ୍ ହେଲା KGF 2; ରାତି ୩ ଟାରେ ବି ହଲ୍‌ ଗଲେ ଦର୍ଶକ

ରିଲିଜ୍ ହୋଇଛି କେଜିଏଫ୍ ୨ । ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି । ପୁଣି ଥରେ ବଡ଼ ପରଦାରେ ଧମାଲ କରୁଛନ୍ତି ୟଶ୍ ।

Gold Bukey
ରଣବୀର-ଆଲିଆଙ୍କୁ ବିବାହର ବଡ଼ ଉପହାର, ସୁନାର ବୁକେ ! ଦେଖନ୍ତୁ ଭିଡିଓ

ଏବେ ସୁଦ୍ଧା ରଣବୀର-ଆଲିଆଙ୍କ ବିବାହକୁ ନେଇ ତାଙ୍କ ପରିବାର ମଧ୍ୟ କୌଣସି ପ୍ରକାର ବୟାନ ଦେଇ ନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଢ଼େର ଚର୍ଚ୍ଚା ।

Beast
'ବିଷ୍ଟ' କ୍ରେଜ୍‌; ଫିଲ୍ମ ଦେଖିବାକୁ ମାଗଣା ଟିକେଟ୍‌ ସାଙ୍ଗକୁ ଛୁଟି ଦେଲା ଅଫିସ୍

ସାଉଥ ସିନେମାର ସୁପରଷ୍ଟାର ଥାଲାପାଥୀ ବିଜୟ ଏବଂ ପୂଜା ହେଗଡେଙ୍କ ବହୁଚର୍ଚ୍ଚିତ ଫିଲ୍ମ 'ବିଷ୍ଟ' ସିନେମାରେ ମୁକ୍ତିଲାଭ କରିଛି। ଚେନ୍ନାଇର ଏକ ଆଇଟି କମ୍ପାନୀ ‘ବିଷ୍ଟ’ ଫିଲ୍ମ ଦେଖିବା ପାଇଁ ନିଜ କର୍ମଚାରୀଙ୍କୁ ଛୁଟି ଦେଇଛି ଏବଂ ସେମାନଙ୍କୁ ଫିଲ୍ମର ଟିକେଟ ମଧ୍ୟ ମାଗଣା ଦିଆଯାଇଛି।

BSPHCL Recruitment 2022: Apply for 185 Jr Accounts Clerk & other posts
ଚାକିରି ସୁଯୋଗ : ରହିଛି ୧୮୫ଟି ପଦବୀ

BSPHCL ଜୁନିଅର କ୍ଲର୍କ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ କରିବାକୁ ଆହ୍ୱାନ୍ କରିଛି। ଯୋଗ୍ୟ ପ୍ରାର୍ଥୀମାନେ bsphcl.co.in ରେ BSPHCL ର ଅଫିସିଆଲ୍ ସାଇଟ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୨ ଏପ୍ରିଲ ୧୮ ପର୍ଯ୍ୟନ୍ତ ରହିଛି। ଏହି ନିଯୁକ୍ତିରେ ୧୮୫ ଟି ପଦ ପୂରଣ ହେବ।

Dog Reunites With Its Owner
୫ ବର୍ଷ ହେବ ନିଖୋଜ କୁକୁର ସହ ମାଲିକର ପ୍ରଥମ ଦେଖା : ସୋସିଆଲ ମିଡିଆରେ ଭାଇରାଲ ହେଲା ଭାବପ୍ରବଣ ଦୃଶ୍ୟ

ପୋଷା କୁକୁର ଯଦି ମାଲିକଠାରୁ ଅଲଗା ହୋଇଯାଏ, ତା’ହାଲେ କ’ଣ ହୁଏ? ଆପଣ କେବେ ଏମିତି ସେପରି ଦୃଶ୍ୟ ଦେଖିଛନ୍ତି କି? ସୋସିଆଲ୍‌ ମିଡିଆରେ ଏବେ ଏମିତି ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ୫ ବର୍ଷ ଧରି ଅଲଗା ଥିବା ଏକ କୁକୁର ତା’ ମାଲିକକୁ ଭେଟୁଥିବାର ଦୃଶ୍ୟ...

Zomato Delivery Boy
ଶିକ୍ଷକରୁ Zomato ଡେଲିଭରି ବୟ ! ତାପରେ ହଠାତ୍‌ ସୋସିଆଲ ମିଡିଆ ସେନ୍‌ସେସନ୍‌, ପାଇଲେ ବଡ଼ ଉପହାର

ଆପଣ ତ ଜାଣନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି ଅନଲାଇନ୍‌ ଅର୍ଡରର ଡିମାଣ୍ଡ । କାରଣ ଲୋକଙ୍କୁ ଏହା ବେଶ ସୁହାଉଛି । ଯେତେବେଳେ ମନ ହେଲା, ମୋବାଇଲ କାଢ଼ିଲେ ଆଉ ଆପ୍‌କୁ ଯାଇ ଅର୍ଡର ଦେଲେ, ମାତ୍ର କିଛି ସମୟ ମଧ୍ୟରେ ଖାଇବା ଆସି ପହଞ୍ଚିଯାଏ ଆପଣଙ୍କ ପାଖରେ ।

How to prepare whey protein in home
ଛେନା ପାଣିର ଏହି ପୋଷକ ଗୁଣଗୁଡ଼ିକ ଜାଣନ୍ତୁ

ଛେନା ପାଣିକୁ ବିଭିନ୍ନ ପ୍ରକ୍ରିୟାକରଣ କରି ଏହାର ଜଳୀୟ ଅଂଶ ନିର୍ଗତ କଲା ପରେ ଏହାକୁ ହ୍ୱେ ପ୍ରୋଟିନ୍ ପାଉଡର୍ ଭାବେ ବ୍ୟବହାର କରାଯାଏ। ବଜାରରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବିଭିନ୍ନ କମ୍ପାନୀ ଦ୍ୱାରା ଏହି ପ୍ରୋଟିନ୍ ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ତେବେ ଆମେ ଆଜି ଜାଣିବା ଏହି ପ୍ରୋଟିନ୍‌କୁ ଆମେ ଘରେ କିପରି ବ୍ୟବହାର କରିପାରିବା।

Neetu Kapoor when recall about her wedding told how Rish Kapoor fainted before the  horse ride
ରଣବୀର-ଆଲିଆଙ୍କ ବିବାହ ଭିତରେ ଆସନ୍ତୁ ଜାଣିବା କିପରି ଥିଲା ଋଷି-ନୀତିଙ୍କ ବିବାହ

ଏବେ ରଣବୀର କପୁର ଆଲିଆ ଭଟ୍ଟଙ୍କ ହାତ ଧରି ସବୁଦିନ ପାଇଁ ନିଜର କରିବାକୁ ଯାଉଛନ୍ତି। ତେବେ ଏହାରି ଭିତରେ ଆସନ୍ତୁ ଜାଣିବା ନୀତୁ କପୁରଙ୍କ ହାତ ଧରି ସବୁଦିନ ପାଇଁ ନିଜର କରିଥିବା ଋଷି କପୁରଙ୍କ ବିବାହକୁ ନେଇ କିଛି ଅଜଣା କଥା।

Dinesh Karthik With His Wife Dipika Pallikal
କ୍ରୀଡା ମୈଦାନରେ ପତି-ପତ୍ନୀ ଯୋଡ଼ି, ଦୀନେଶ-ଦୀପିକାଙ୍କୁ ନେଇ ବେଶ୍‌ ଚର୍ଚ୍ଚା

ଆଇପିଏଲ୍‌ର ଚଳିତ ସିଜନରେ ଖେଳୁଥିବା ଦୀନେଶ କାର୍ତ୍ତିକ ଓ ତାଙ୍କ ପତ୍ନୀ ଦୀପିକା ପାଲ୍ଲିକଲଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା।  ଫିନିସର ଭାବେ ଆରସିବି ପାଇଁ ମ୍ୟାଚ୍‌ ଜିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ଦୀନେଶ। ସେପଟେ ବିଶ୍ୱ Squash ମହିଳା ରାଙ୍କିଂରେ ଟପ୍ ଟେନ୍‌ରେ ରହି ରେକର୍ଡ ଭାଙ୍ଗିଛନ୍ତି ଦୀପିକା। 

kidnap
ସ୍କୁଲ ସାମ୍ନାରୁ ସର୍ବସମ୍ମୁଖରେ ଛାତ୍ରୀଙ୍କୁ ଅପହରଣ : ପିଛା କରୁଥିବା ବଡ଼ବାପା ଆହତ

ସବୁକିଛି ବଡ଼ବାପାଙ୍କ ଆଖି ସାମ୍ନାରେ ଘଟିଥିଲା, ଯାହା ସେ ସ୍ୱପ୍ନରେ କେବେ କଳ୍ପନା କରିନଥିଲେ ।

Putin Close Ally Viktor Medvedchuk Deatined
ୟୁକ୍ରେନ କବ୍‌ଜାରେ ପୁଟିନଙ୍କ ଘନିଷ୍ଠ ବନ୍ଧୁ, ମୁକ୍ତି ବଦଳରେ ଏମିତି ଦାବି ରଖିଲେ ଜେଲେନସ୍କି

ୟୁକ୍ରେନ-ଋଷ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିରୋଧୀ ନେତା ଭିକ୍ଟର ମେଡ୍‌ଭେଡ୍‌ଚୁକ୍‌ (Viktor Medvedchuk)ଙ୍କୁ ୟୁକ୍ରେନ ହେପାଜତକୁ ନେଇଥିବା ଦାବି କରିଛି। ଏନେଇ ୟୁକ୍ରେନ ଗୁଇନ୍ଦା ଏଜେନ୍ସି SBU ପକ୍ଷରୁ କିଛି ଫଟୋ ଜାରି କରାଯାଇଛି।