ଆମେରିକା ଏହାକୁ ହାଲୁକା ଭାବେ ନେଇ ପାରିବ ନାହିଁ ବୋଲି କହିଥିଲେ ବର୍ଣ୍ଣସ।
ଋଷର ସମରସଜ୍ଜାକୁ ଦେଖି ଲାଗୁଥିଲା କିଭ୍ର ପତନ ଅବସମ୍ଭାବୀ।
କେତେ ମରିଛନ୍ତି ହିସାବ ନାହିଁ ! କୁହାଯାଉଛି ଯେ ପାଶ୍ମିମ କାବୁଲର ଦାସ୍ତ-ଏ-ବାର୍ଚ୍ଚି ଅଞ୍ଚଳରେ ଥିବା ଏକ ସ୍କୁଲରେ ପ୍ରଥମେ ବିସ୍ଫୋରଣ ଘଟିଥିଲା । ପରେ ଆଉ ଦୁଇଟି ବସ୍ଫୋରଣ ଘଟିଥିଲା ।
ପୁଷ୍ପା: ଦି ରାଇଜ୍, କେଜିଏଫ୍: ୨ ଓ ଆର୍ଆର୍ଆର୍ ଭଳି ଚଳଚ୍ଚିତ୍ର ଅତୁଳନୀୟ ସଫଳତା ପାଇଛି। ଏହି ସମସ୍ତ ଚଳଚ୍ଚିତ୍ରରେ ହୀରୋଗିରିକୁ ଜମେଇକି ପ୍ରଦର୍ଶନ କରାଯାଇଛି ଏବଂ ସାଉଥ୍ ସିନେମା କ୍ରମାଗତ ଭାବରେ ଏମିତି କରୁଛି। ଏହାକୁ ନେଇ କ’ଣ କୁହନ୍ତି ସଞ୍ଜୟ ଦତ୍ତ...
‘ଜୟେଶଭାଇ ଜୋରଦାର୍’ ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର୍ରୁ ଲାଗୁଛି ଯେ ରଣବୀର ସିଂହ ପୁଣି ଥରେ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବେ। ଫିଲ୍ମର ଟ୍ରେଲର୍ ରିଲିଜ୍ ହେଉ ହେଉ ଏହା ଏବେ ଦର୍ଶକଙ୍କ ମଧ୍ୟରେ ଛାଇଗଲାଣି।
ନାଗକୁ ମାରିଦେଲା ବାପା । ପୁଅକୁ ମାରି ପ୍ରତିଶୋଧ ନେଲା ନାଗୁଣୀ । ମଧ୍ୟପ୍ରଦେଶର ସେହୋର ଜିଲ୍ଲା ଜୋଶିପୁର ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା ।
ପୁଣିଥରେ ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସୋମବାର ଦିଲ୍ଲୀରେ ୫୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଦିଲ୍ଲୀରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି।
ୟୁକ୍ରେନ ଗସ୍ତରେ ଯିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନଙ୍କ ୟୁକ୍ରେନ୍ ଗସ୍ତ ନଥିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି ।
ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳର ସାମ୍ପ୍ରଦାୟିକ ହିଂସା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଚାକିରିଆଙ୍କ ପାଇଁ ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। EPFOର ମାସିକ ବେତନ ସୀମାକୁ ୧୫,୦୦୦ ଟଙ୍କାରୁ ବୃଦ୍ଧି କରି ୨୧,୦୦୦ ଟଙ୍କା କରିବା ଲାଗି ପ୍ରସ୍ତାବ ଦିଆଯାଇଛି।
ଏସ୍ବିଆଇରୁ ଗାୟବ ହେଲା ୧୧ କୋଟି ଟଙ୍କାର କଏନ୍ । ରାଜସ୍ଥାନର ମେହେନ୍ଦୀପୁର ବାଲାଜୀରେ ଥିବା ଏକ ଷ୍ଟେଟ ବ୍ୟାଙ୍କରୁ ୧୧ କୋଟି ଟଙ୍କା ଗାୟବ ହୋଇଛି ।
ଥରିଲା ଇଣ୍ଡୋନେସିଆ। ମଙ୍ଗଳବାର ସକାଳୁ ସକାଳୁ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର ଝଟ୍କା ଏତେ ଜୋର ଥିଲା ଯେ ଭୟଭୀତ ହୋଇ ଲୋକମାନେ ଘର ବାହାରକୁ ଚାଲି ଆସିଥିଲେ।
ବାହାଘର ପାଇଁ ଗରୀବ ଝିଅଙ୍କୁ ମିଳିବ ୧ ଲକ୍ଷ ଟଙ୍କା । ଗରିବ ଝିଅଙ୍କ ବିବାହ ପାଇଁ ସହାୟତା ରାଶିକୁ ୫୧ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସିଏମ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୧୯ ତାରିଖ, ମଙ୍ଗଳବାର, ମେଷ ୬ ଦିନ,ବୈଶାଖମାସ, କୃଷ୍ଣପକ୍ଷ, ତୃତୀୟାତିଥି, ଅନୁରାଧା ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
NDA ବା ନ୍ୟାସ୍ନାଲ୍ ଡିଫେନ୍ସ ଏକାଡେମୀର ଇତିହାସରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ। ଚଳିତ ବର୍ଷ ଜୁନ୍ ମାସରେ ପ୍ରଥମ ଥର ପାଇଁ ଏକାଡେମୀ ସ୍ୱାଗତ କରିବାକୁ ଯାଉଛି ତା'ର ମହିଳା କ୍ୟାଡେଟ୍ମାନଙ୍କୁ। ଅଧିକ ଜାଣିବା ପାଇଁ ପଢନ୍ତୁ…
ନିଜର ଉଦ୍ୟମ ଏବଂ ଧୈର୍ଯ୍ୟ ବଳରେ ନାରୀ ସବୁଥିରେ ସଫଳତା ପାଇଥାଏ। ସେ ପରିବାରର ଗର୍ବ ବନିଥାଏ, ସମାଜର ମାର୍ଗଦର୍ଶକ ବି ହୋଇଥାଏ। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁନୀତା ଦାସଗୁପ୍ତା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।
ଜଣେ ବ୍ୟକ୍ତି କୁମ୍ଭାର ଚକରେ ଏକ ମାଟି ପାତ୍ର ତିଆରି କରୁଥିବା ବେଳେ ଏକ ବିଲେଇ ଧ୍ୟାନର ସହ ଏହାକୁ ଦେଖୁଛି। ଲାଗୁଛି ଯେପରି ସେ ଏହି କାମରେ ବହୁତ ଆଗ୍ରହ ଦେଖାଉଛି, ସେ ଏହାକୁ ଶିଖୁଛି।
ଜେନେରାଲ ମନୋଜ ମୁକୁନ୍ଦ ନରଭାଣେଙ୍କ ଠାରୁ ଦାୟିତ୍ୱ ନେବେ ମନୋଜ ପାଣ୍ଡେ ।
ଫିଲ୍ମଟିକୁ ନିଖୁଣତାର ସହ ପ୍ରସ୍ତୁତ କରାଯାଇଛି ବୋଲି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି । ଫିଲ୍ମଟି ବକ୍ ଅଫିସ୍ରେ ଖବୁ ଧମାଲ କରିଛି ।
ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। BSFରେ ରହିଛି ଚାକିରି। ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ମୋଟ ୯୦ଟି ପଦବୀରେ କରାଯିବ।
ୟଶଙ୍କ ସହ ଶ୍ରୀନଧି ଶେଟ୍ଟୀ, ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ପ୍ରକାଶ ରାଜଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ଏହି ଫିଲ୍ମ ରବିବାର ହିନ୍ଦୀ ବ୍ୟତୀତ ଅନ୍ୟ ଭାଷାରେ ମଧ୍ୟ ଖୁବ୍ ଧୁମ୍ ମଚାଇଛି ।
ପୁଣି ବଢ଼ୁଛି କରୋନା ସଂକ୍ରମଣ ସଂଖ୍ୟା । ଉତ୍ତରପ୍ରଦେଶରେ କରୋନା ବଢ଼ିବା ହେତୁ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗାଜିଆବାଦ୍, ମେରଠ,ବୁଲନ୍ଦସହର,ବାଘପତ୍ ସମେତ ଲକ୍ଷ୍ନୌରେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ।
ପ୍ରେକ୍ଷାଳୟରେ ଭଲ ଚାଲୁନି 'ବିଷ୍ଟ୍'। ନିର୍ମାତା ଏହାକୁ ନେଇ ହୋଇଛନ୍ତି ନିରାଶ। OTTରେ ରିଲିଜ୍ କରିବାକୁ ନେଇଛନ୍ତି ନିଷ୍ପତ୍ତି। ତେବେ କେବେ ହେବ OTT ରିଲିଜ୍ ଆସନ୍ତୁ ଜାଣିବା।
ଅଭିଯୋଗ ଅନୁଯାୟୀ, ଜଣେ କୁନି ପୁଅର ସ୍ୱାସ୍ଥ୍ୟ ଖରାପ ହେବାରୁ ଏହି ହସ୍ପିଟାଲରେ ଚିକିତ୍ସା ପାଇଁ ଶିଶୁୱାର୍ଡରେ ଭର୍ତ୍ତି କରାଯାଇଥିଲା । ଆଉ ୪ ଦିନର ଚିକିତ୍ସା ପରେ ତାର ମୃତ୍ୟୁ ହୋଇଥିଲା