୬୮ଟି ଆସନ ବିଶିଷ୍ଟ ବିଧାନସଭା ଲାଗି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ ।
୫ ବର୍ଷର ଶିଶୁ ହାତରେ ବିମାନର ଷ୍ଟେରିଂ । ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏମିତି ଅନେକ ପୁଅ ଅଛନ୍ତି ଯେଉଁମାନେ ମନର କଥାକୁ ଠିକ ଭାବେ ପ୍ରକାଶ କରିପାରି ନ ଥାନ୍ତି। ବିଶେଷ କରି ସାମ୍ନାରେ ଯଦି ଝିଅଟିଏ ଥାଏ ତେବେ ତ କଥା ସରିଲା। ମନର କଥା ତ ଛାଡ ଦରକାରୀ କଥା ବି କହି କହିପାରନ୍ତି ନାହିଁ। ଏମିତି ଲାଜକୁଳା ପୁଅଙ୍କ ପାଇଁ କିଛି ଟିପ୍ସ।
ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପାଇଁ ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।
ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି BCCI । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।
ଯେତେବେଳେ ଇଚ୍ଛା କରିବେ ସେତେବେଳେ ମିଳିବ ଇଡଲି । ଦିନ ରାତି ମିଳିବ ସେବା ।
ପିଲାର ସବୁ ଦାୟିତ୍ୱ ବାପା-ମା’ଙ୍କର। ଖାଇବା, ପିନ୍ଧିବାଠାରୁ ଆରମ୍ଭ କରି କିପରି ଶରୀର ସୁସ୍ଥ ରହିବ ସେ କଥା ପରିବାର ଲୋକେ ହିଁ ବୁଝିଥାନ୍ତି । ଏସବୁ ସହିତ ଅଭିଭାବକ ମାନସିକ ସୁସ୍ଥତାକୁ ବି ଗୁରୁତ୍ୱ ଦେବା ଉଚିତ।
ସବୁଦିନ ପାଇଁ ହୃଦୟରେ ରହିବ ଜୁମ୍ । ଆଜି ତାକୁ ଶେଷ ସମ୍ମାନ ପ୍ରଦାନ କରାଯାଇଛି ।
ଜଣେ ମହିଳାଙ୍କ ଆଖିରୁ ଡାକ୍ତର ଗୋଟିଏ ନୁହେଁ ଦୁଇଟି ନୁହେଁ ଏକାବେଳେ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରିଛନ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
୨୦୦୯ରେ ଧାମନଗର ଆସନରୁ ବିଜେଡିର ପ୍ରାର୍ଥୀ ହୋଇଥିଲେ ।
ଯନ୍ତ୍ରଣା ସମୟରେ ଭାଇ ସାହା ହେବନି ତ ଆଉ କିଏ ହେବ । ସୋସିଆଲ ମିଡିଆରେ ଏପରି ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ୍ ହେଉଛି, ଯାହା ଦେଖି ଲୋକଙ୍କ ଆଖିରେ ଲୁହ ଆସିଯାଉଛି ।
୨୦ରେ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ସମ୍ଭାବନା ଥିବାବେଳେ କ୍ରମଶଃ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା ଆକଳନ କରାଯାଇଛି।
ଯେତେ ହଟହଟା ହେଲେ ବି ପ୍ରକୃତି ଛାଡ଼ୁନି ପାକିସ୍ତାନ। ଭାରତ ସହ କଣ୍ଟା ବାଡରେ ଲୁଗା ପକାଇ କଳି କରିବାର ଆଭିମୁଖ୍ୟ ପୁଣି ଥରେ ପଦାରେ ପଡ଼ିଛି। ତେବେ ପାକିସ୍ତାନର ଏହି ଭାରତ ବିରୋଧୀ ପଦକ୍ଷେପକୁ ଭଣ୍ଡୁର କରି ଦେଇଛନ୍ତି ବିଏସଏଫ ଯବାନ।
କଂଗ୍ରେସ ସଭାପତି ପାଇଁ ନିର୍ବାଚନ ଲଢ଼ୁଥିବା ଭେଟେରାନ୍ ଶଶି ଥରୁରଙ୍କୁ ବିଭିନ୍ନ ପିସିସିରୁ ମିଳୁନି ସମର୍ଥନ। ଏନେଇ ଖୋଲାଖୋଲି ନିଜେ କହିଛନ୍ତି ଖୋଦ୍ ଶଶି। ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ମଲ୍ଲିକାର୍ଜୁନ ଖାଡଗେଙ୍କୁ ନିମନ୍ତ୍ରଣ କରୁଛନ୍ତି।
କେରଳରେ ନୂଆ ଟ୍ରାଫିକ ନିୟମ ଅନୁସାରେ, ଯଦି କୌଣସି ଡ୍ରାଇଭର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ନ୍ତି କିମ୍ବା ମଦ୍ୟପାନ କରି ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅର୍ଥନୀତି ସଜାଡ଼ିବା ବଦଳରେ ଭାରତ ସହ ବ୍ରିଟେନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) କୁ ବିରୋଧ କରିଛନ୍ତି ଭାରତୀୟ ବଂଶଦ୍ଭୋବ ସୁଏଲା ବ୍ରାଭରମ୍ୟାନ୍(Suella Braverman) ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୮୫୦ ଟଙ୍କା ରହିଛି ।
କଞ୍ଜର୍ଭେଟିଭ୍ ପାର୍ଟିରେ ବି ଲିଜଙ୍କୁ ବିରୋଧ ବଢ଼ୁଛି । ଜନମତ ସର୍ଭେରେ ଟ୍ରସଙ୍କୁ ମାତ୍ର ୧୬ ପ୍ରତିଶତ ଭୋଟ୍ ମିଳିଛି ।
ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ପାଇଁ ଆସିଛି ଖୁସି ଖବର। ୟକ୍ରେନରେ ଭାରତର ପ୍ରାୟ ୨୦୦୦ରୁ ଅଧିକ ପିଲା ମେଡିକାଲ ପଢୁଥିଲେ। କୋର୍ସ ସାରିବା ପାଇଁ ଭାରତର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଦେଶର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ।
ଆମେରିକାରେ ଉତ୍ତରୀ ପ୍ରାନ୍ତ କେରୋଲିନାର ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଗୁରୁବାର ଆଖିବୁଜା ଗୁଳିଚାଳନା ହୋଇଛି। ଏଥିରେ ପୋଲିସ ଅଫିସରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। କେରୋଲିନା
ବିଳମ୍ବିତ ରାତି ପ୍ରାୟ ୩ଟା ୨୦ରେ ବିମାନଟି ଦିଲ୍ଲୀ ଏୟାରପୋର୍ଟରେ ଳ୍ୟାଣ୍ଡ୍ କରିଥିଲା। ଏହାପରେ ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ବିମାନକୁ ଯାଞ୍ଚ କରାଯାଇଥିଲା।
ଏମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ମାଛ ବିକାଳି ମାତ୍ର କିଛି ଘଣ୍ଟା ମଧ୍ୟରେ ସାଜିଛନ୍ତି ଲକ୍ଷପତି । ଯେତେବେଳେ ତାଙ୍କ ଘର ନିଲାମ ହେବାକୁ ବସିଥିଲା, ବ୍ୟାଙ୍କରୁ ନୋଟିସ ବି ଆସିଥିଲା ।
ବହୁ ପୂର୍ବରୁ ଏହା ଆସିଥିଲେ ମଧ୍ୟ କେବଳ ଲକ୍ଡାଉନ-ସଟ୍ଡାଉନ୍ ବେଳେ ହିଁ ଏହା ବେଶ୍ ପ୍ରଚାରିତ ହେଲା । ଲୋକେ ଅଧିକରୁ ଅଧିକ ଏହାକୁ ବ୍ୟବହାର କଲେ ।
ବାଥ୍ରୁମ୍ ଭିତରେ କମ୍ଭୀର ଥିବା ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ । ଏହାର ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।