ଓଡ଼ିଶା ସମେତ ସବୁ ରାଜ୍ୟକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା
ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ, ଏହି ମାମଲାରେ ଭୁଲ୍ ସୂଚନା ଓ ଅପପ୍ରଚାର କରାଯାଉଛି। ଏହି ମାମଲାରେ ପୋଲିସ୍ FIR ରୁଜୁ କରି ଅଭିଯୁକ୍ତ ଛାତ୍ରୀଙ୍କୁ ଗିରଫ କରିଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ କେମିତି ପଥର ଫଟାଇ ଗୋଟିଏ ସ୍ଥାନରୁ ଭାରି ଜୋରରେ ପାଣି ବାହାରୁଛି । ଆଉ ଏ ଦୃଶ୍ୟକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି ।
ଭିଡିଓ ଦେଖିଲେ ଆପଣଙ୍କ ଆଖିରୁ ଆପେ ଲୁହ ଗଡ଼ି ଆସିବ । ଆପଣ ବି କହିବେ ଆଜି ବି ଆମ ସମାଜରେ ଏମିତି ବି ବିତୁଛି ଲୋକଙ୍କ ଜୀବନ ।
ପଚରାଉଚରା ବେଳେ ଭିଡିଓ ଭାଇରାଲ୍ କରିଥିବା ଛାତ୍ରୀ ଜଣକ କହିଛନ୍ତି ଯେ, ସେ ଦୀର୍ଘ ଦିନ ଧରି ଛାତ୍ରୀଙ୍କ ଭିଡିଓ କରୁଥିଲେ ଓ ଏହିସବୁ ଭିଡିଓକୁ ସେ ସିମ୍ଲାରେ ରହୁଥିବା ଯୁବକଙ୍କ ପାଖକୁ ପଠାଉଥିଲେ।
ହାତ ଓ ବେକ ବନ୍ଧାଯାଇଥିବା ଏବଂ ହାତଗୋଡ଼ ଭାଙ୍ଗିଥିବା ଅଭିଯୋଗ । ରୁଷ ଯୁଦ୍ଧ ଅପରାଧ କରିଥିବା ଅଭିଯୋଗ ଆଣିଲେ ୟୁକ୍ରେନ ରାଷ୍ଟ୍ରପତି ।
ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ବ୍ୟବହୃତ ଖଣ୍ଡା, ଢାଲ ଆଦି ଉପକରଣ ଏହି ଦିନ ପୂଜା କରାଯାଇଥାଏ। ତେବେ ଓଡିଶାରେ ଦଶହରା କେବେ ଠାରୁ ପାଳନ ହେଲା ଓ ଏହାକୁ ପ୍ରଥମେ କିଏ କରେଇଲେ ଜାଣିବା ପାଇଁ ପଢନ୍ତୁ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଶକ୍ତିପୀଠ ରହିଛି। ଦଶହରା ଚାଲିଆସିଲେ ଏହିସବୁ ଶକ୍ତିପୀଠ ହୋଇଉଠେ ଚଳଚଞ୍ଚଳ। ବିଭିନ୍ନ ପୂଜା ବିଧିରେ କରାଯାଏ ମା’ଙ୍କ ପୂଜା। ତେବେ ଆସନ୍ତୁ ଜାଣିନେବା କେଉଁ ସବୁ ଶକ୍ତିପୀଠରେ କିପରି ଭାବେ ପାଳନ ହୁଏ ଦଶହରା।
ସାରା ଭାରତରେ ଦୁର୍ଗାପୂଜାକୁ ପବିତ୍ର ମନରେ ପାଳନ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ବେଶ୍ୟାଳୟ ଅଗଣାର ମାଟି ବିନା ତିଆରି ହୋଇପାରେନା ମା’ଙ୍କ ମୂର୍ତ୍ତି। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।
ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଗଲା ୮ ଚିତା । ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଛାଡ଼ିଲେ ଆଫ୍ରିକୀୟ ଚିତାବାଘ ।
ଏଥର ନବରାତ୍ର ପୂଜା ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ପୂଜା ଶେଷ ହେବ ଅକ୍ଟୋବର ୪ ତାରିଖରେ। ୫ ତାରିଖ ବିଜୟାଦଶମୀ । ଚଳିତବର୍ଷ ମହାଷ୍ଟମୀ ପୂଜା ଅକ୍ଟୋବର ୩ ତାରିଖରେ ପଡ଼ୁଛି । ତେବେ ଏହି ଶାରଦୀୟ ନବରାତ୍ର ପୂଜାର ବିଶେଷ ମହତ୍ୱ ରହିଛି। ଏହି ୯ଦିନରେ ମା’ଙ୍କୁ ୯ଟି ରୂପରେ ପୂଜା କରାଯାଏ । ତେବେ ଏହି ୯ ଦିନ କେଉଁ ଦେବୀଙ୍କୁ କେଉଁ ରଙ୍ଗରେ ପୂଜା କରାଯାଏ ତାହାର ସ୍ୱତନ୍ତ୍ର ବିଧି ରହିଛି।
ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟକ୍ତିତ୍ୱ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରେମର ସହର ଆଗ୍ରା। ଏଠି ଅମର ପ୍ରେମର କାହାଣୀ ଶୁଣାଏ ତାଜ ମହଲ। ଯମୁନା ନଦୀ କୁହେ ସେ ପ୍ରେମ କେତେ ପବିତ୍ର, କେତେ ଶାଶ୍ୱତ। ଏ କାହାଣୀ ସାରା ବିଶ୍ୱ ଜାଣେ । ସେଥିପାଇଁ ତ ଜୀବନସାଥୀକୁ ସବୁଦିନ ପାଇଁ ନିଜର କରିବା ଲାଗି ଏହି ସହରକୁ ବାଛିଥିଲେ ଏହି ଦମ୍ପତି । ସୁଦୂର ମେକ୍ସିକୋରୁ ଉଡ଼ି ଆସିଥିଲେ ଆଗ୍ରା ସହରକୁ ବିବାହ କରିବା ପାଇଁ। ଆଜି ଉଭୟେ ହିନ୍ଦୁ ରୀତି, ନୀତି ଆଉ ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ଏହି ଦମ୍ପତି ହେଲେ କ୍ଲାଉଦିଆ ଏବଂ ସେରାମିକୋ।
ସେମାନେ କାହିଁକି ଫିଲ୍ମର ବିଷୟବସ୍ତୁ ପ୍ରତି ଧ୍ୟାନ ଦେବେ? ଗୋଟିଏ ପାନ ମସଲା ବିଜ୍ଞାପନ କରିଦେଲେ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ କୋଟି କୋଟି ଟଙ୍କା ଆସିଯାଉଛି। ଏମିତି କହି ଶାହରୁଖ-ଅକ୍ଷୟ-ଅଜୟଙ୍କୁ ଟାର୍ଗେଟ୍ କଲେ ପ୍ରକାଶ ଝା।
ଆଉ ଦିନକ ପରେ ଅର୍ଥାତ୍ ୧୯ ତାରିଖ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। । ପାର୍ଲାମେଣ୍ଟ କମ୍ପ୍ଲେକ୍ସର ୱେଷ୍ଟମିନିଷ୍ଟର ହଲରେ ଥିବା ରାଣୀ ଏଲିଜାବେଥଙ୍କ ଶେଷ ଦର୍ଶନ ପାଇଁ ଭିଡି ଜମିଛି। ବହୁ ବହୁ ବଡ ବଡ ନେତୃତ୍ୱ ମହାରାଣୀଙ୍କ ଦର୍ଶନ ପାଇଁ ଆମନ୍ତ୍ରିତ ହୋଇ ଆସୁଛନ୍ତି। ହେଲେ ଏହି ଦର୍ଶନ ପାଇଁ ଚୀକୁ ଆମନ୍ତ୍ରଣ କରାଯାଇ ନାହିଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ବହୁ ମୂଲ୍ୟବାନ ଉପହାର ଆଜି ନିଲାମ ହେଉଛି। ଏହି ଉପହାର ମଧ୍ୟରେ ରହିଛି ଦେଶ ବିଦେଶରୁ ମିଳିଥିବା ଦାମୀ ଉପହାର, ଖେଳାଳୀମାନେ ପାଇଥିବା ଉପହାର, ରାଜନେତାଙ୍କ ସହ ଅନ୍ୟମାନେ ବିଭିନ୍ନ କ୍ଷେତ୍ରରେ ଦେଇଥିବା ବିଭିନ୍ନ ଉପହାରସବୁ।
ସିନ୍ଥିରେ ସିନ୍ଦୂର ଲଗାଇ, ମଥାରେ ଓଢଣା ଟାଣି ଥାନାରେ ପହଞ୍ଚିଲେ ହିନ୍ଦୁ ବୋହୂ ସାଜିଥିବା ମୁସ୍ଲିମ ଯୁବତୀ। ପୋଲିସକୁ ମାଗିଥିଲେ ସୁରକ୍ଷା। ଏହି ମହିଳା ଜଣକ ଦିନେ ଥିଲେ ଇକରା । ଆଜି ହୋଇଛନ୍ତି ଇଶିକା। ଧର୍ମ ପରିବର୍ତ୍ତନ କରି ସେ ମୁସ୍ଲିମରୁ ହୋଇଛନ୍ତି ହିନ୍ଦୁ। ସନାତନ ଧର୍ମକୁ ସ୍ୱୀକାର କରି ନେଇଛନ୍ତି। ସ୍ୱାମୀ ରାହୁଲ ଓ ତାଙ୍କ ପରିବାର ସହ ସେ ଭଲରେ ଅଛନ୍ତି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୦୦୦ ରହିଛି।
ଆଜି ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ। ଦେବତାଙ୍କ ଶିଳ୍ପୀ, ସଂସାରର ପ୍ରଥମ ଇଂଜିନିୟର, ବାସ୍ତୁଦେବଙ୍କ ସନ୍ତାନ ଭଗବାନ ବିଶ୍ୱକର୍ମା ବାସ୍ତୁଶାସ୍ତ୍ରର ପ୍ରଚଣ୍ଡ ବିଦ୍ୱାନ ଥିଲେ। ଏ ସୃଷ୍ଟି ପାଇଁ ତାଙ୍କର ରହିଛି ଅନେକ ଅବଦାନ। ତେବେ ଆସନ୍ତୁ ଜାଣିବା ଏ ବିଶାଳ ସୃଷ୍ଟି ପାଇଁ ସେ କ’ଣ କରିଛନ୍ତି?
ଋଷ୍ ରାଷ୍ଟ୍ରପତି ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସମ୍ପର୍କରେ ଜାଣିଥିଲେ ମଧ୍ୟ ସେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ। ପୁଟିନ୍ ଜାଣିଥିଲେ ଯେ, ଶନିବାର ମୋଦିଙ୍କ ଜନ୍ମଦିନ। ହେଲେ ସେ ସାକ୍ଷାତ ବେଳେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ।
ରାଜାରାଜୁଡ଼ା ଅମଳରେ ମୃଗୟାରେ ଯାଉଥିଲା ଚିତା
ଆଜାଦୀ କା ଅମୃତ ମହୋତ୍ସବ ବେଳେ ଚିତା ପୁଣି ଫେରିଥିବା ମୋଦି କହିଛନ୍ତି ।
ନିର୍ବାଚନ ହେଲେ କି ଉଦ୍ଦେଶ୍ୟ ପୂରଣ ହେବ ଦଳର ?
ଆଠ ଅଙ୍କ ସହ ମୋଦିଙ୍କର କ’ଣ ସମ୍ପର୍କ ରହିଛି ?