ଅନନ୍ତନାଗରେ ଅପରେସନରେ ବେଳେ ଆହତ ହୋଇଥିଲା ହୀରୋ ଜୁମ୍ ।
କୌଣସି କାମ ଏ ଦୁନିଆରେ ଅସମ୍ଭବ ନୁହେଁ। କୌଣସି ଲକ୍ଷ୍ୟ ମଣିଷ ପାଇଁ ଅପହଞ୍ଚ ନୁହେଁ। ଆଜିର ପିଅନଟି କାଲି ଅଫିସର ବି ହୋଇପାରେ। ଏଥିପାଇଁ କେବଳ ଲୋଡା କଠୋର ନିଷ୍ଠା ଆଉ ଦୃଢ ମନବଳ। ଏହି କଥାକୁ ସତ୍ୟ ପ୍ରମାଣିତ କରି ଦେଖାଇଛନ୍ତି କମଲ କିଶୋର ମଣ୍ଡଳ।
ଏହି କାର୍ ସହର ଠାରୁ କମ୍ ଉଚ୍ଚତାରେ ଉଡ଼ିବ ଓ ଏଥିରୁ ଅଙ୍ଗାରକାମ୍ଲ ଗ୍ୟାସ୍ ନିର୍ଗତ ହେବନାହିଁ।
କୋଭିଡ କଟକଣା ହଟିଛି। କିନ୍ତୁ ବଦଳିନି କୋଭିଡ ସମୟର ସେଇ ଜୀବନଶୈଳୀ। ବିଶେଷକରି କୋଭିଡ କଟକଣା ପିଲାଙ୍କ ଜୀବନକୁ ବେଶି ପ୍ରଭାବିତ କରିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦ ରହିବା ଯୋଗୁ ପିଲାମାନେ ଅନଲାଇନରେ ପଢିବାକୁ ବାଧ୍ୟ ହୋଇଥିଲେ। ଦୁଇବର୍ଷର ଏଇ ଅନଲାଇନ ପାଠପଢା ପିଲାଙ୍କର ୧୦ ବର୍ଷର ଅଭ୍ୟାସକୁ ବଦଳେଇ ଦେଇଛି।
ସୁରକ୍ଷିତ ସ୍ଥାନକୁ ଯିବା ସମୟରେ ବସ୍ରେ ଲାଗିଲା ନିଆଁ । ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ନିଜ ଦେଶରେ ହଜାରେ ସମସ୍ୟା। ତାକୁ ସୁଧାରିବା ପାଇଁ ନାକେଦମ ହେଉଛି । ତଥାପି ପାକିସ୍ତାନ ନେତାଙ୍କ ମୁଣ୍ଡରୁ କାଶ୍ମୀର ନିଶା ଉତୁରୁନି । ଅନ୍ତର୍ଜାତିକ ସ୍ତରରେ କାଶ୍ମୀର ପ୍ରସଙ୍ଗ ବାରମ୍ବାର ଉଠାଇ ଅପଦସ୍ତ ହେବା ପରେ ବି ପାକ୍ ନେତାଙ୍କ ଅଭ୍ୟାସ ବଦଳୁନି । ନିକଟରେ ଜାତିଂସଘ ମହାସଭାରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇ ମୁହଁତୋଡ ଜାବବ ପାଇଛି।
ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ବ୍ୟାନ୍ କରିବାକୁ ନେଇ ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ।
ଆତଙ୍କବାଦ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡିଲେଣି ପାକିସ୍ତାନବାସୀ। ଭାରତରେ ଆତଙ୍କବାଦକୁ ସମର୍ଥନ ଦେଉଥିବା ପାକିସ୍ତାକୁ ଏବେ ନିଜ ଦେଶରେ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ପାକିସ୍ତାନର ପଖ୍ତୁନଖ୍ୱାବ ରାଜ୍ୟର ସ୍ୱାତ ଜିଲ୍ଲାରେ ଆତଙ୍କବାଦକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।
ସିଧା ଚୁଟି ଦେଖିବାକୁ ସୁନ୍ଦର ଲାଗେ, ଷ୍ଟାଇଲିଷ୍ଟ ବି ଲାଗେ । ହେଲେ ସବୁବେଳେ ଚୁଟି ଷ୍ଟ୍ରେଟ୍ନିଂ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ତା ଛଡ଼ା ଏହାର ସାଇଡ୍ ଇଫେକ୍ଟ ବି ରହିଛି। ତେବେ ଘରେ ବସି କେମିତି ପାଇବେ ସିନ୍ଦ ଆଉ ସୁନ୍ଦର ଚୁଟି ? ଜାଣନ୍ତୁ ୮ଟି ଉପାୟ।
ଯଦି ଆପଣ କେବେ ପଡ଼ିଆରେ ଲାଇଭ୍ ଫୁଟ୍ବଲ ମ୍ୟାଚ୍ ଦେଖିଥିବେ ତେବେ ଏହି ସବୁ କଥା ଆପଣ ନିଜେ ଅନୁଭବ କରିଥିବେ ।
ବଲିଉଡ୍ର ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କୁ ନେଇ ରହିଛି ଅନେକ ରୋଚକ କଥା। ସେ ୪ଟି ବିବାହ କରିବା ସହିତ ଧର୍ମ ପରିବର୍ତ୍ତନ ଭଳି ଅନେକ ଅଜଣା କଥା ତାଙ୍କ ସହ ଜଡିତ ରହିଛି। ଆଜି ତାଙ୍କ ପୁଣ୍ୟତିଥିରେ ଆସନ୍ତୁ ଏ ବିଷୟରେ ଜାଣିନେବା।
ଆଜି ବଲିଉଡର ପ୍ରସିଦ୍ଧ ଅଭିନେତା ଅଶୋକ କୁମାରଙ୍କ ଜନ୍ମଦିନ। ଏହି ନାଁରେ ପରିଚିତ ଥିବା ଅଶୋକଙ୍କ ପ୍ରକୃତ ନାଁ କିନ୍ତୁ ଥିଲା ଅଲଗା। ଆପଣ ଜାଣିଛନ୍ତି କି? ପଢନ୍ତୁ ଆଉ ତାଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା।
ଆଧାର କାର୍ଡ ଅପ୍ଡେଟ୍ରେ ଅନେକ ଅସୁବିଧା ହୋଇଥାଏ । ଜାଣନ୍ତୁ ଏହାର ସରଳ ସୂତ୍ର।
ସମ୍ପତ୍ତି ଲାଭ ଆଶାରେ ଦୁଇ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା । ନରବଳି ପରେ ମାଂସ ରାନ୍ଧି ଖାଇଛନ୍ତି ଅନ୍ଧବିଶ୍ୱାସୀ ଦଂପତ୍ତି ।
କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍ ଚର୍ଚ୍ଚାରେ ରହିଥିଲେ ।
ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ।
ବିପର୍ଯ୍ୟୟ ପରେ ଆପଣାଇଲେ ବିକଳ୍ପ ରାସ୍ତା, ଆକ୍ରମଣକୁ ନିନ୍ଦା କଲେ ଜାତିସଂଘ ମହାସଚିବ
ସର୍ବସମ୍ମୁଖରେ ଜୁନିୟର ଗଳାରେ ମଙ୍ଗଳସୂତ୍ର ବାନ୍ଧିଥିବା ନାବାଳକ ଗିରଫ ।
ଶୋଭା ପାଉଛି ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି,ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ୨ କିଲୋମିଟରର ରୋପ୍ ୱେ
SDM ସ୍ୱାତୀ ଶୁକ୍ଳା ହାରଦୋଇର ଏକ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତର ନିଜ ଚେୟାରରୁ ଉଠି ଛିଡା ହେଲେନି କି ତାଙ୍କୁ ବସିବା ପାଇଁ ନିଜ ଚେୟାର ବି ଅଫର କଲେନି। ଏହି ଘଟଣାରେ ଦେଖି ଖୁବ ରାଗି ଯାଇଥିଲେ ଶୁକ୍ଳା ଯାହାର ଭିଡିଓ ଟୁଇଟରରେ ଭାଇରାଲ ହୋଇଛି।
ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ସାଜିଦ ଖାନ୍ଙ୍କୁ ଶୋ’ରୁ ବାହାର କରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।
ଦୀପାବଳି ପୂର୍ବରୁ ରେଳବାଇ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର
ଡାକ୍ତରଙ୍କୁ ଭଗବାନ୍ ଭାବି ଭରସା କରିଥିଲେ, ହେଲେ ସେ ଆଖି ତାଡ଼ି ନେଇଗଲେ । ଏବେ ହାତରେ କାଚ ଗୁଲି ଧରି ଘରୁ ଡାକ୍ତରଖାନା, ଆଉ ସେଠାରୁ ଥାନା ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି ବୃଦ୍ଧ ।
ପିଲାଙ୍କ ଭବିଷ୍ୟତ ପାଇଁ ସର୍ବଦା ଚିନ୍ତିତ ରହିଥାନ୍ତି ବାପାମାଆ । ପିଲାଙ୍କ ସ୍ୱପ୍ନ ସାକାର କରିବାରେ ବାପାମାଆ ପାରୁପର୍ଯ୍ୟନ୍ତ ସାହାଯ୍ୟ ମଧ୍ୟ କରନ୍ତି । ତେବେ ଏପରି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାପା ଜଣକ ଝିଅର ପରୀକ୍ଷା ପାଇଁ ନିଜେ ମଧ୍ୟ ଜ୍ଞାନ ଆହରଣ କରି ଝିଅକୁ ପଢ଼ାଉଛନ୍ତି ।