• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

India Cricket Team
ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍‌

T-20 ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ସିରିଜ ଖେଳିବ ଭାରତ ।

Akhilesh Yadav
ଜୋରଦାର ରାଲି ବାହାର କରିଥିଲେ ଅଖିଳେଶ, ଭଣ୍ଡୁର କରିଦେଲା ୟୁପି ପୋଲିସ

ଅଖିଲେଶଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରିଥିଲେ ।

Amarinder Singh
ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ମିଶାଇଲେ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ

କିଛି ଦିନ ପୂର୍ବରୁ ସେ ନିଜେ ଗଢ଼ିଥିବା ପଞ୍ଜାବ ଲୋକ କଂଗ୍ରେସ ଦଳକୁ ବିଜେପି ସହ ମିଶାଇ ଦେଇଛନ୍ତି ।

CM punjab Bhagwant Mann
ମୁଖ୍ୟମନ୍ତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ଘଟଣାକୁ ନେଇ ବିରୋଧୀ ତାତିଲେ, କହିଲେ ମାନ୍‌ ନିଶାରେ ଥିଲେ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜର୍ମାନର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯାଇଥିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି। ଏହାକୁ ନେଇ ଆପ ସରକାର ଏବଂ ଆପ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କୁ ବିମାନରୁ ଓହ୍ଳାଇ ଦିଆଗଲା ବୋଲି ଅଭିଯୋଗ ଆଣିଛି ବିରୋଧୀ।

 South Africa Says to Give Back their Diamond
କୋହିନୂର ପରେ ଏବେ କୁଲିନାନ ହୀରା ଫେରାଇବାକୁ ବ୍ରିଟେନ ଉପରେ ପଡ଼ିଲା ଚାପ

ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଏବେ ବଢୁଛି ହୀରା ଫେରାଇବାର ଦାବି। କୋହିନୂର ହୀରା ଫେରାଇବା ପାଇଁ ଭାରତ ଦାବି କରୁଥିବାବେଳେ ଏହି ତାଲିକାରେ ଏବେ ଆହୁରି ଅନେକ ଦେଶର ନାଁ ଯୋଡ଼ି ହୋଇଯାଇଛି। ଏବେ ଦକ୍ଷିଣ ଆଫ୍ରିକା ବି ଦାବି କରିଛି  ତା‘ର ହୀରାକୁ ଫେରାଇବା ପାଇଁ।

viral video from UP
ମହଙ୍ଗା ପଡ଼ିଲା କମେଣ୍ଟ ମରା; ଚପଲରେ ସେକି ଦେଇଗଲେ ଯୁବତୀ

ଯୁବତୀଙ୍କୁ କମେଣ୍ଟ ମାରିବା ଏକ ଅଭ୍ୟାସ ଥିଲା। ହେଲେ ସବୁଦିନ ସମାନ ଯାଏ ନାହିଁ।  ସେଦିନ  କମେଣ୍ଟ ମାରିବା ଏମିତି ମହଙ୍ଗା ପଡ଼ିବ ବୋଲି ସେ କେବେ ବି ଭାବି ନ ଥିଲେ । ଯୁବତୀ ଜଣକ କିଛି ସହଯୋଗୀଙ୍କ ସହ ମିଶି ଏମିତ ଧୂଲେଇ କଲେ ଯେ ଯୁବକଙ୍କ ମଦ ନିଶା ତ ଉତୁରିଗଲା। କମେଣ୍ଟ ମାରିବା ନିଶା ବି ଉତୁରି ଯାଇଥିବ।  ଯୁବତୀ ଜଣକ ୨୧ ସେକେଣ୍ଡରେ ୪୫ ଚପଲ ମାଡ ନାଦି ଦେଲେ ରସିକିଆ ଯୁବକଙ୍କୁ।

Japan Typhoon Nanmadol
ଉପକୂଳ ଛୁଇଁଲା ଭୟଙ୍କର ସାମୁଦ୍ରିକ ଝଡ଼, ଲକ୍ଷ ଲକ୍ଷ ଲୋକ ସ୍ଥାନାନ୍ତରିତ

ଏଭଳି ଭୟଙ୍କର ଝଡ଼ ହେବା ନେଇ ଆକଳନ କରିଥିଲା  ଜାପାନ ପାଣିପାଗ ବିଭାଗ।

Yati Narsinghanand booked
ମଦ୍ରାସା ଉଡ଼ାଇ ଦେବାକୁ ନରସିଂହାନନ୍ଦଙ୍କ ଧମକ

ୟାତି ନରସିଂହାନନ୍ଦ ସରସ୍ୱତୀ ଆହୁରି କହିଛନ୍ତି, ମଦ୍ରାସା ଭଳି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମୟୁ)କୁ ମଧ୍ୟ ଉଡ଼ାଇ ଦିଆଯିବା ଦରକାର।

King Charles meet president Draupadi Murmu
ମହରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ଦର୍ଶନ ପୂର୍ବରୁ କିଙ୍ଗ ଚାର୍ଲସଙ୍କୁ ଭେଟିଲେ ରାଷ୍ଟ୍ରପତି ମୁର୍ମୁ

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଆଜି ଶେଷ ବିଦାୟ। ଆଜି ମହାରାଣୀଙ୍କ ସମ୍ପନ୍ନ ହେବ ଶେଷକୃତ୍ୟ । ମହାରାଣୀଙ୍କ ଅନ୍ତିମ ସଂସ୍କାର କାମରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଅଭିମୁଖେ ଯାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ୨ ଦିନିଆ ସରକାରୀ ଗସ୍ତରେ ଯାଇ ଶନିବାର ଲଣ୍ଡନରେ ପହଞ୍ଚିଛନ୍ତି।

gold price today
Today Gold Price - 19th Sept : ଜାଣନ୍ତୁ ଟ୍ୱିନ୍‌ ସିଟିରେ କେତେ ଅଛି ସୁନାର ଦାମ୍

ଶନିବାର ତୁଳନାରେ ସୋମବାର ରୂପା ଦରରେ କୌଣସି ପରିବର୍ତ୍ତନ ହୋଇନି ।

US President Joe Biden
ବାଇଡେନ କହିଲେ-ଚୀନ ଆକ୍ରମଣ କଲେ ତାଇବାନକୁ ସୁରକ୍ଷା ଦେବ ଆମେରିକା

ଦିନକୁ ଦିନ ବିଗୁଡୁଛି ଚୀନ-ତାଇବାନ ସ୍ଥିତି। ଦୁଇ ଦେଶ ମଧ୍ୟରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଯେମିତି ନିଆଁ ଲଗାଇ ଦେଇଛି। ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଚୀନ ତାଇବାନ ଉପରେ ଆକ୍ରମଣ କରେ ତେବେ ଆମେରିକା ସେନା ତାଇବାନକୁ ସୁରକ୍ଷା ଯୋଗାଇବେ।

Kerala Auto Driver Wins Rs 25 Crore In Lottery
ଚମକିଲା ଅଟୋ ଡ୍ରାଇଭରଙ୍କ ଭାଗ୍ୟ: ୫୦୦ ଟଙ୍କାର ଲଟେରୀ ଟିକେଟ୍‌ କିଣି ଜିତିଲେ ୨୫ କୋଟି

ମାତ୍ର ୫ଶହ ଟଙ୍କାର ଲଟେରୀ ଟିକେଟ୍‌ କିଣି କୋଟିପତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ୫ ଶହ ଟଙ୍କାର ଲଟେରୀ ଟିକେଟ୍‌ ଏବେ ଅଟୋରିକ୍ସା ଚାଳକ ଅନୁପଙ୍କ ଭାଗ୍ୟ ବଦଳାଇ ଦେଇଛି।

 Queen Elizabeth II Funeral
ଆଜି ମହାରାଣୀ ଏଲିଜାବେଥ୍ ନେବେ ଶେଷ ବିଦାୟ

ଆଜି ବ୍ରିଟେନ୍‌ର ଦିବଙ୍ଗତ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ରାଜକୀୟ ପରମ୍ପରା ହେବ। ଲଣ୍ଡନର ୱେଷ୍ଟମିନ୍‌ଷ୍ଟର ହଲ୍‌ରେ ରଖାଯାଇଥିବା ମହାରାଣୀଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବାକୁ ଜନତାଙ୍କ ଲମ୍ବା ଲାଇନ୍ ଲାଗିଛି। 

Police officer unique mantra to spread helmet awareness
ମନ୍ତ୍ର ପଢି ପିନ୍ଧେଇ ଦେଲେ ହେଲମେଟ୍; ହାତ ଯୋଡି ଦେଲେ ଏମିତି ଧମକ

ଦି’ଚକିଆ ଯାନ ଚାଳକଙ୍କ ପାଇଁ ହେଲ୍‌ମେଟ୍ ବାଧ୍ୟତାମୂଳକ ହୋଇଥିଲେ ବି ଅନେକ ଏହାକୁ ମାନୁ ନଥିବା ଦେଖାଯାଏ। ଜଣେ ଏମିତି ଅମାନିଆକୁ ପୋଲିସ ଧରି ନିଆରା ମନ୍ତ୍ର ପଢି ତାଙ୍କୁ ହେଲ୍‌ମେଟ୍ ପିନ୍ଧେଇଦେବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ହେଉଛି ଭାଇରାଲ୍। ଦେଖନ୍ତୁ…

First flying bike xturismo launched in usa
ବଜାରକୁ ଆସିଗଲା ଉଡନ୍ତା ବାଇକ୍; ଜାଣନ୍ତୁ କେତେ ରହିଛି ଦାମ

ଏବେ ଆପଣଙ୍କ ସ୍ୱପ୍ନ ସତ ହେଇଛି। ବାଇକ୍‌ରେ ବସି ଆପଣ ଏବେ ଆକାଶରେ ଉଡିପାରିବେ। ଆପଣଙ୍କ ମନ ଜାଣି କମ୍ପାନୀ ବାହାର କରିଛି ଉଡନ୍ତା ବାଇକ୍। ଯଦି ଏହାକୁ କିଣିବାକୁ ଯୋଜନା କରୁଛନ୍ତି ତେବେ ଜାଣି ନିଅନ୍ତୁ ଏହାର ମୂଲ୍ୟ।

Cinema Halls
୩ ଦଶନ୍ଧି ପରେ କାଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍

ଆଜି ପୁଲୱାମା ଓ ସୋପିଆନ୍‌ରେ ୨ଟି ସିନେମାହଲ୍‌ର ଉଦ୍‌ଘାଟନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ୨ଟି ସିନେମାହଲ୍ ୧୦୦ ସିଟ୍ ବିଶିଷ୍ଟ ଏବଂ ଏହାକୁ ସରକାର ପରିଚାଳନା କରିବେ ।

Queen Elizabeth II
ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ରୁଷ୍‌କୁ ହୋଇନି ନିମନ୍ତ୍ରଣ

ବକିଂହାମ୍ ପ୍ୟାଲେସ୍ ପକ୍ଷରୁ ପ୍ରାୟ ୫ଶହ ବିଦେଶୀ ଅତିଥିଙ୍କୁ ଶେଷକୃତ୍ୟରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି।

Team India New Jersey
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ନୂଆ ଜର୍ସିରେ ଓହ୍ଲାଇବ ଟିମ୍‌ ଇଣ୍ତିଆ

ବିସିସିଆଇ ପକ୍ଷରୁ ପୋଷ୍ଟ ହେଲା ଭାରତୀୟ ଦଳ ନୂଆ ଜର୍ସି ।

 Big boss 16 national award winning prakruti mishra
'ବିଗ୍ ବସ୍ ୧୬'ରେ ନଜର ଆସିବେ ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର

ଖୁବ ଶୀଘ୍ର ସଲମାନ ଖାନଙ୍କ ସୋ ‘ବିଗ୍ ବସ୍ ୧୬’ ଆରମ୍ଭ ହେବାକୁ ଯାଉଛି। ବିଗ୍‌ ବସ୍‌ ଘରେ ଦେଖିବାକୁ ମିଳିବ ଚର୍ଚ୍ଚିତ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ।

Special story
ଗାଧୁଆ ଭିଡିଓ ଭାଇରାଲ୍ କରି ଗିରଫ ହେଲେ ଛାତ୍ରୀ

ଭିଡିଓ ଭାଇରାଲ୍ କରି ଗିରଫ ହେଲେ ଛାତ୍ରୀ ।

Earthquake
ଥରିଲା ତାଇୱାନ୍‌; ଭୁଶୁଡି ପଡ଼ିଲା ବଡ଼ ବଡ଼ ଅଟ୍ଟାଳିକା

ତାଇୱାନ୍‌ର କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।

Special story
ସ୍ତ୍ରୀର ଶବ ଶହ ୫୦୦ କିମି ଟ୍ରେନ୍‌ ଯାତ୍ରା : ଟେର୍‌ ପାଇଲେନି ସହଯାତ୍ରୀ

ଟ୍ରେନ୍‌ ଭିତରେ ଚାଲିଗଲା ଜୀବନ, ହେଲେ କେହି ଜାଣି ପାରିଲେନି ।

Hindi movie stars will come in south films
ବଲିଉଡ୍‌ରେ ଚାଲିଛି ବୟକଟ୍ ଟ୍ରେଣ୍ଡ୍‌; ହିନ୍ଦୀ ତାରକା ଏବେ ସାଉଥ୍ ମୁହାଁ

ବଲିଉଡ୍‌ରେ ବୟକଟ୍ ଟ୍ରେଣ୍ଡ୍‌ ଯୋଗୁଁ ଫ୍ଲପ୍ ହେଉଛି ସବୁ ଫିଲ୍ମ। ଏହାରି ଭିତରେ ବ୍ଲକ୍‌ ବ୍ଲଷ୍ଟର୍‌ର ସବୁ ରେକର୍ଡ ଭାଙ୍ଗୁଛି ସାଉଥ୍ ଫିଲ୍ମ। ଏନେଇ ବଲିଉଡ୍‌ ତାରକା ଏବେ ସାଉଥ୍ ମୁହାଁ ହେଉଛନ୍ତି। ଦେଖନ୍ତୁ କେଉଁମାନେ ଅଛନ୍ତି ଏହି ତାଲିକାରେ।

Special story
PMAY ନେଇ କେନ୍ଦ୍ର କଠୋର : ଧାର୍ଯ୍ୟ ସମୟରେ ଘର ନହେଲେ ଲାଗିବ ଜରିମାନା

ଓଡ଼ିଶା ସମେତ ସବୁ ରାଜ୍ୟକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା

Special story
କାହା ନେତୃତ୍ୱରେ ଏକଜୁଟ ହୋଇପାରିବ କଂଗ୍ରେସ ଦଳ ?

ଅଶୋକ ଗେହଲଟଙ୍କୁ ସଭାପତି କରିବା ସପକ୍ଷରେ ସୋନିଆ

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result