ଅମିତାଭଙ୍କ ଏହି ପୋଷ୍ଟରେ କିଛି ନକରାତ୍ମକ କମେଣ୍ଟ ମଧ୍ୟ ରହିଥିବା ଦେଖାଯାଇଛି ।
'କିସି କା ଭାଇ କିସି କୀ ଜାନ' ଏକ ବଡ ଷ୍ଟାର୍କାଷ୍ଟକୁ ନେଇ ତିଆରି ହୋଇଥିବା ବେଳେ ଏହାର ପ୍ରମୋସନକୁ ଦେଖିଲେ ଏହା ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଥିଲା। ଚଳଚ୍ଚିତ୍ରଟି କିନ୍ତୁ ଆଶାନୁସାରେ ବକ୍ସ ଅଫିସରେ ସେମିତି କିଛି କରିପାରିନି।
ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ପ୍ରଥମେ ମାଡ଼ ମାରିବା ପରେ ଘଟଣା ଉଗ୍ରରୂପ ଧାରଣ କରୁଛି । ଅନ୍ୟ ମହିଳା ଜଣକ ମଧ୍ୟ ମହିଳାଙ୍କୁ ପ୍ରବଳ ମାଡ଼ ମାରୁଛନ୍ତି ।
ମନୋଜ ମୋଦୀଙ୍କୁ ମୁକେଶ ଅମ୍ବାନୀ ଏକ ବଡ଼ କୋଠା ଉପହାର ଦେଇଛନ୍ତି । ଯାହାକି ୨୨ ମହଲା ବିଶିଷ୍ଟ ହୋଇଥିବାବେଳେ ୧.୭ଲକ୍ଷ ବର୍ଗଫୁଟ ଏରିଆରେ ରହିଥିବା କୁହାଯାଉଛି ।
ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାର ଗର୍ଭ ପରୀକ୍ଷା କରି ମହିଳାଙ୍କୁ ଅପମାନିତ କରିଥିବା କହିଛି କଂଗ୍ରେସ ।
ଅପଲୋଡ୍ କରିବାର କେଇ କ୍ଷଣ ପରେ ଶହ ଶହ କମେଣ୍ଟ ଆସିବା ସହ ବିରାଟ ଓ ଅନୁଷ୍କାଙ୍କ ଲଭ୍ କେମେଷ୍ଟ୍ରିଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅନେକ ୟୁଜର ଉଭୟଙ୍କୁ ରାଜା ରାଣୀ ବୋଲି ସମ୍ବୋଧିତ କରିଛନ୍ତି।
ଜଣେ ରିପୋର୍ଟର ଏହି ଭିଡିଓକୁ ଟ୍ୱିଟରରେ ଅପଲୋଡ୍ କରିଛନ୍ତି। ଯେଉଁଥିରେ ଟ୍ରମ୍ପ ପିଜାକୁ ଖାଇବା ପରେ ମୋର ଅବଶିଷ୍ଟ ପିଜାକୁ କିଏ ଖାଇବ ବୋଲି ପଚାରୁଛନ୍ତି।
ସମସ୍ତ ପଦବୀ ପାଇଁ ଏପ୍ରିଲ ୧୯ ତାରିଖରୁ ଆବେଦନ ଆରମ୍ଭ ହୋଇସାରିଛି । ତେଣୁ ଏବେଠୁ ଆପଣ ଆବେଦନ କରିପାରିବେ ।
ମିକି ତାଙ୍କ ପ୍ରାରମ୍ଭିକ ସମୟରେ ରୋଜଗାର କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ମିକି ପ୍ରଥମେ ଟୋକିଓର ଏକ ବିୟୁଟି ପାର୍ଲରରେ ହେୟାର ଡ୍ରେସର ଭାବେ କାମ କରୁଥିଲେ।
କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚରେ ମଧ୍ୟ ଦଳର ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ସିଏସକେ ୨୦ ଓଭରରେ ୨୩୫ ରନ୍ ସଂଗ୍ରହ କରିଥିଲା ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସମାନ ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୧୦ ଟଙ୍କା ହୋଇଛି।
ମହିଳାଙ୍କ ସହିତ ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ଭିଡିଓ ଚାଟ ଭାଇରାଲ୍ ହେଉଛି । ଯେଉଁଥିରେ କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ଜଣେ ମହିଳାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି ।
ବିନା ମୂଲ୍ୟରେ ବ୍ଲୁ ଟିକ୍ ମିଳିବ । ହେଲେ କେଉଁ କେଉଁ ବ୍ୟକ୍ତିଙ୍କୁ ମିଳିପାରିବ...ଜାଣନ୍ତୁ...
ପ୍ରତି ବର୍ଷ ୨୪ ଏପ୍ରିଲ୍କୁ ‘ଜାତୀୟ ପଞ୍ଚାୟତି ରାଜ ଦିବସ’ ଭାବେ ପାଳନ କରାଯାଏ। ପଞ୍ଚାୟତ ଓ ଗ୍ରାମସଭା ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ଲକ୍ଷ। ତେବେ କିପରି ଓ କେଉଁ ପରିସ୍ଥିତିରେ ଆରମ୍ଭ ହେଲା ପଞ୍ଚାୟତି ରାଜ ଦିବସ ଆସନ୍ତୁ ସେ ବିଷୟରେ ନଜର ପକେଇବା।
ହେଲିକପ୍ଟର ବାହାରେ ସେଲ୍ଫି ନେବାବେଳେ ଅଧିକାରୀଙ୍କ ଜୀବନ ଚାଲିଗଲା ।
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
୫୦ ବର୍ଷରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର । କିମଦନ୍ତୀଙ୍କ ବାର୍ଥ ଡେରେ ବିଶ୍ୱର କୋଣ ଅନୁକୋଣରୁ ଛୁଟିଲା ଶୁଭେଚ୍ଛାର ସୁଅ ।
ସଚିନ ତେନ୍ଦୁଲକର ୨୪ ବର୍ଷର କ୍ୟାରିଅରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି, ଯାହାକୁ ଭାଙ୍ଗିବା କଷ୍ଟକର। ଯେବେ ବି ସେ ପଡ଼ିଆକୁ ଆସୁଥିଲେ, ଏକ ରେକର୍ଡ ସୃଷ୍ଟି କରୁଥିଲେ। ତାଙ୍କର ଏହି ଚମତ୍କାର ହେତୁ ତାଙ୍କୁ 'ଗଡ୍ ଅଫ୍ କ୍ରିକେଟ୍' ବୋଲି କୁହାଯାଏ। ତାଙ୍କର ଅନେକ ରେକର୍ଡ ମଧ୍ୟରୁ ଆସନ୍ତୁ ୧୦ଟି ବଡ ରେକର୍ଡ ଉପରେ ନଜର ପକେଇବା।
ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ଉଦୟର କେମିତି ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ଚିତା ପ୍ରୋଜେକ୍ଟ ଅଧୀନରେ ୨ଟି ପର୍ଯ୍ୟାୟରେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଅଣାଯାଇ କୁନୋରେ ଛଡ଼ାଯାଇଥିଲା ।
ୱାରିସ ପଞ୍ଜାବ ଦେ ପ୍ରତିଷ୍ଠାତା ତଥା ଅଭିନେତା ଦୀପ ସିଦ୍ଧୁଙ୍କ ଦେହାନ୍ତ ପରେ, ଦୁବାଇରେ ଟ୍ରକ୍ ଚଳାଉଥିବା ଅମ୍ରିତପାଲ ସିଂ ଭାରତ ଫେରି ନିଜକୁ ସେହି ସଂଗଠନର ମୁଖ୍ୟ ବୋଲି ଘୋଷଣା କରିଥିଲା । ଭିଣ୍ଡ୍ରନୱାଲେ ଭଳି ବେଶପୋଷାକ ପିନ୍ଧି ନିଜକୁ ଭିଣ୍ଡ୍ରନୱାଲେ 2.0 ବୋଲି ପ୍ରଚାର କରୁଥିଲା ।
ଏହାର ଦୈର୍ଘ୍ୟ ପ୍ରାୟ ୩ କିଲୋମିଟର ରହିଛି । ଯାହାର ନାଁ ‘ଫିଲିଙ୍ଗ୍ସଡଲଷ୍ଟନଲେନ ଟନେଲ’ ବୋଲି ରଖାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଲୋଭାସ୍ତକନ୍ ପାହାଡ଼କୁ କଟାଯାଇ ଏହି ଟନେଲ୍କୁ ନିର୍ମାଣ କରାଯାଇଛି ।
ବିଜୟର ଆଶା ରଖିଥିଲା ମୁମ୍ବାଇ ହେଲେ, ଯାହାକୁ ଧୂଳିସାତ୍ କରିଦେଇଥିଲେ ଅର୍ଶଦୀପ।
BARC ୪୦୦୦ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ଷ୍ଟାଇପେଣ୍ଡ୍ରୀ ଟ୍ରେନି, ବୈଷୟିକ ଅଧିକାରୀ/ସି, ବୈଜ୍ଞାନିକ ସହାୟକ/ବି ଏବଂ ଟେକ୍ନିସିଆନ/ବିଏ ପଦବୀ ପାଇଁ ନିଯୁକ୍ତି ମିଳିବ।
ପ୍ରଥମ ଦିନ ରିଲିଜ୍ ପରେ ମାତ୍ର ୧୫କୋଟି ଟଙ୍କା ହିଁ ଆୟ କରିପାରିଲା ‘କିସି କା ଭାଇ, କିସି କା ଜାନ୍’। ଜାଣନ୍ତୁ ଏହି ଫିଲ୍ମ ନଚାଲିବା ପଛର କାରଣ କ’ଣ?
ଅଭିନୟ ଛଡା ସଲମାନ ଖାନଙ୍କୁ ତାଙ୍କ ଉଦାରତା ପାଇଁ ସମସ୍ତେ ଜାଣନ୍ତି। ଏବେ ସେ ତାଙ୍କ ଲକୀ ବ୍ରେସ୍ଲେଟ୍ ମଧ୍ୟ ଦେଇଦେଇଛନ୍ତି। ଏହା ଏବେ ଆମୀର ଖାନ୍ଙ୍କ ହାତରେ ଦେଖିବାକୁ ମିଳେ। ଏହା ଦେଖି ଚିନ୍ତାରେ ପ୍ରଶଂସକ।