• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର । ଚନ୍ଦ୍ର – ବୃଷ ଦିବା ୦୧.୧୩ ଗତେ ମିଥୁନ ,ତିଥି – ୪ର୍ଥୀ ଦିବା ୦୮.୨୫ ଗତେ ୫ମୀ,ଘାତ ଚନ୍ଦ୍ର – ବିଛା ଦିବା ୦୧.୧୩ ଗତେ କନ୍ୟା,ଘାତ ବାର – ମିଥୁନ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

  • ପ୍ରାତଃ ୦୫.୨୬ ରୁ ୦୭.୦୧
  • ଦିବା ୧୦.୨୯ ରୁ ୦୧.୦୦
  • ଦିବା ୦୪.୨୯ ରୁ ୦୫.୧୩
  • ସନ୍ଧ୍ୟା ୦୬.୪୯ ରୁ ୦୯.୦୫
  • ରାତ୍ରି ୧୧.୪୪ ରୁ ୦୨.୨୩

ଅଧିକ ପଢ଼ନ୍ତୁ: ଘର ଆଗରେ ବଗିଚାଟିଏ କରିବାକୁ ଚାହୁଁଛନ୍ତି କି…ପଢ଼ନ୍ତୁ ଏହି ବାସ୍ତୁ ନିୟମ

ଅଶୁଭ ସମୟ:

  • ଋାହୁକାଳ – ପ୍ରାତଃ ୦୭.୦୧ ରୁ ୦୮.୩୫
  • କାଳବେଳା – ପ୍ରାତଃ ୦୭.୦୧ ରୁ ୦୮.୩୫
  • ବାରବେଳା – ଦିବା ୦୨.୫୪ ରୁ ୦୪.୨୯
  • କାଳରାତ୍ରି – ରାତ୍ରି ୧୦.୧୯ ରୁ ୧୧.୪୪