ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର । ଚନ୍ଦ୍ର – ବୃଷ ଦିବା ୦୧.୧୩ ଗତେ ମିଥୁନ ,ତିଥି – ୪ର୍ଥୀ ଦିବା ୦୮.୨୫ ଗତେ ୫ମୀ,ଘାତ ଚନ୍ଦ୍ର – ବିଛା ଦିବା ୦୧.୧୩ ଗତେ କନ୍ୟା,ଘାତ ବାର – ମିଥୁନ,ପୁଷ୍କର ଦୋଷ – ନାସ୍ତି
Also Read
ଶୁଭ ସମୟ:
- ପ୍ରାତଃ ୦୫.୨୬ ରୁ ୦୭.୦୧
- ଦିବା ୧୦.୨୯ ରୁ ୦୧.୦୦
- ଦିବା ୦୪.୨୯ ରୁ ୦୫.୧୩
- ସନ୍ଧ୍ୟା ୦୬.୪୯ ରୁ ୦୯.୦୫
- ରାତ୍ରି ୧୧.୪୪ ରୁ ୦୨.୨୩
ଅଧିକ ପଢ଼ନ୍ତୁ: ଘର ଆଗରେ ବଗିଚାଟିଏ କରିବାକୁ ଚାହୁଁଛନ୍ତି କି…ପଢ଼ନ୍ତୁ ଏହି ବାସ୍ତୁ ନିୟମ
ଅଶୁଭ ସମୟ:
- ଋାହୁକାଳ – ପ୍ରାତଃ ୦୭.୦୧ ରୁ ୦୮.୩୫
- କାଳବେଳା – ପ୍ରାତଃ ୦୭.୦୧ ରୁ ୦୮.୩୫
- ବାରବେଳା – ଦିବା ୦୨.୫୪ ରୁ ୦୪.୨୯
- କାଳରାତ୍ରି – ରାତ୍ରି ୧୦.୧୯ ରୁ ୧୧.୪୪