ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ଏକ ମିଶନରେ ଥିଲା । ଏହି ଡ୍ରୋନରେ ୧୭ କିଲୋଗ୍ରାମ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା ।
ରବୀନା ଟଣ୍ଡନଙ୍କୁ ଜଣେ ନାମିଦାମି ଅଭିନେତା ଦେଇଥିଲେ ବିବାହ ପ୍ରସ୍ତାବ। ରଖିଥିଲେ ସର୍ତ୍ତ। ବିବାହ ପାଇଁ ଅଭିନୟ ଛାଡିବାକୁ କହିଥିଲେ। କିଏ ସେହି ଅଭିନେତା…
ଫିଲ୍ମ୍ ରିଲିଜ୍ ହେବାର ଏକ ସପ୍ତାହ ଚାଲିଯାଇଥିଲେ ବି 'କିସି କା ଭାଇ କିସି କୀ ଜାନ' ଏହାର ମୂଳ ବଜେଟ୍କୁ ଛୁଇଁ ପାରିନି। ସଲମାନ ଖାନଙ୍କ ଏହି ଫିଲ୍ମ ବିଫଳତା ପଛରେ ରହିଛି ୫ଟି ବଡ କାରଣ। ଆସନ୍ତୁ ନଜର ପକେଇବା।
ଯିଏ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ ହେବ ବୋଲି ହାତ ଧରିଥିଲା ସିଏ ହିଁ ନିର୍ଦ୍ଦୟ ପାଲଟିଗଲା। ଯେଉଁ ମୁଣ୍ଡରେ ସିନ୍ଦୂର ଦେଇଥିଲା, ସେହି ମୁଣ୍ଡକୁ କାଟିବା ସହ ୨ ହାତକୁ ବି ଶରୀରରୁ ଅଲଗା କରିଦେଲା।
ଗତ ଗୁରୁବାର ଦିନ ସୁଧାମୂର୍ତ୍ତି ଏହା କହିଛନ୍ତି । ଅକ୍ଷତା ମୂର୍ତ୍ତି ବ୍ରିଟେନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କୁ ୨୦୦୯ରେ ବିବାହ କରିଥିଲେ । ପ୍ରସିଦ୍ଧ ଟେକ୍ କମ୍ପାନୀ ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ହେଉଛନ୍ତି ଅକ୍ଷତା ମୂର୍ତ୍ତି ।
SCO ୨୦୨୩ ଉପରେ ଭାରତ ଅଧ୍ୟକ୍ଷତା କରୁଛି । ଏହି ବୈଠକରେ ଚୀନ୍, କାଜାଖସ୍ତାନ, ରୁଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀମାନେ ଅଂଶଗ୍ରହଣ କରିଛନ୍ତି ।
‘ତୁମେ ତ ଚାଲିଗଲ, ମୋତେ ବି ସାଙ୍ଗରେ ନେଇ ଯାଅ । ଆଉ ଏ ଜୀବନ ରଖି ଲାଭ କ’ଣ । ମୁଁ ବି ତୁମ ସହ ମରିବାକୁ ଚାହୁଁଛି ।’ ଛତିଶଗଡରେ ଗତ ବୁଧବାର ହୋଇଥିବା ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଜଣେ ଯବାନଙ୍କ ଶେଷକୃତ୍ୟ ବେଳେ ତାଙ୍କ ପତ୍ନୀଙ୍କ ଏପରି ବୁକୁଫଟା ଚିତ୍କାର ଶୁଣିବାକୁ ମିଳୁଥିଲା।
ଅଭିନେତ୍ରୀ ଜିୟା ଖାନ୍ଙ୍କ ଆତ୍ମହତ୍ୟା ମାମଲାରେ ଆଜି ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଛନ୍ତି।
କେତେବେଳେ ସେ ଧୋନି ତ କେତେବେଳେ କିଙ୍ଗ୍ଖାନ୍ ତ କେତେବେଳେ ବିଗ୍ ବି । ମେକ୍ଅପ୍ ଦ୍ୱାରା ପାଲଟିଯାଉଛନ୍ତି ଚର୍ଚ୍ଚିତ ସେଲିବ୍ରିଟି । ଦେଖନ୍ତୁ ଭିଡିଓ..
ଏହି ସମସ୍ତ ପଦବୀ ପାଇଁ ମହିଳା ଓ ଏସ୍ସି/ଏସ୍ଟି ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଫି’ ରଖାଯାଇନାହିଁ ।
ଏମିତି ଏକ ଦେଶ ଯେଉଁଠି ପ୍ରତିଦିନ ଘଟୁଛି ହିଂସାକାଣ୍ତ । ଶହ ଶହ ସଂଖ୍ୟାରେ ଯାଉଛି ଲୋକଙ୍କ ଜୀବନ । ପୋଲିସ୍ ଆଗରେ ଲୋକଙ୍କୁ ଜିଅନ୍ତା ଜାଳିଦେଉଛନ୍ତି । ଜାଣନ୍ତୁ କେଉଁଠି..
ପିଏମ୍ କିଷାନ ଯୋଜନା ପରି ପିଏମ୍ କିଷାନ ମାନଧନ ଯୋଜନାରେ ଗରିବ ଓ ମଧ୍ୟବିତ୍ତ କୃଷକଙ୍କୁ ଭାଲ ମିଳିପାରିବ । ହେଲେ ଏହି ଯୋଜନାରେ ସାମିଲ ହେବାକୁ ହେଲେ କିଛି ନିୟମ ରହିଛି ।
ଦେଢ଼ ଘଣ୍ଟା ଭିତରେ ୨ ଥର ଭୂକମ୍ପରେ ଥରିଲା ନେପାଳ। ଗତକାଲି ବିଳମ୍ବିତ ରାତିରେ ନେପାଳରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି।
ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧାରେ ରହଣି । ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ୧ଟା ୫୦ରେ ପୁରୀ ଛାଡ଼ିବ ।
ଚୀନର ଷ୍ଟେଟ କାଉନସିଲ ଓ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗ ଫୁ ଙ୍କୁ ଏହା କହିଛନ୍ତି ରାଜନାଥ ସିଂହ । SCO ବୈଠକ ପୂର୍ବରୁ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ହୋଇଥିଲା।
ବଡିଗାର୍ଡ ଶେରାଙ୍କ ଏପରି ବ୍ୟବହାରକୁ ଗ୍ରହଣ କରିନଥିଲେ ସଲମାନ। ଏପରିକି ସଲମାନ ସେହିଠାରେ ହିଁ ରାଗିଯାଇଥିଲେ।
ଆଗକୁ ଖାଦ୍ୟ ସଂକଟ ପଡ଼ିବାର ସମ୍ଭାବନା ରହିଛି । ତେଣୁ ଚାଷ ପ୍ରତି ଆମେ ସମସ୍ତେ ଗୁରୁତ୍ୱ ଦେବା ଉଚିତ୍ ।
ବାପା ମାଡ଼ ଭୟରେ ଦୌଡ଼ି ପଳାଉଥିଲା କୁନି ପୁଅ । ଝୁଣି ଝୁଣି ମାରିଦେଲେ ବୁଲା କୁକୁର ।
ପ୍ରଥମାର୍ଦ୍ଧରେ ବିରାଟ ବାହିନୀ ବ୍ୟାଟିଂ ଭଲ ପ୍ରଦର୍ଶନ ଥିଲେବି ଦ୍ୱିତୀୟାର୍ଦ୍ଧରେ ଚକ୍ମା ଦେଖାଇଥିଲେ କେକେଆର୍ ବୋଲର୍।
ଦୁଇ ଥର ଫେରିବା ପରେ ଶେଷରେ ବାଘଟି ଲୋକଙ୍କର କୌଣସି କ୍ଷତି ନକରି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିବା ଦେଖାଯାଇଛି ।
ବ୍ୟାକ୍ଗ୍ରାଉଣ୍ଡରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୀତ ବାଜୁଥିବା ବେଳେ ଭିଡିଓରେ ଜଣେ ପୋଲିସ ଅଧିକାରୀ ଖୋଲା ମନରେ ନୃତ୍ୟ କରୁଛନ୍ତି
୨୦୦୮ରୁ ଏଯାଁଏ ଆଇପିଏଲ୍ କୌଣସି ସଂସ୍କରଣରେ ବି ଆର୍ସିବି ଟ୍ରଫି ଜିତି ନାହିଁ । ପୂର୍ବରୁ ଦଳ ଆଇପିଏଲ୍ ଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ହାତେଇବାରେ ଅସମର୍ଥ ହୋଇଛି । ଯାହାକୁ ନେଇ ଲୋକେ ସୋସିଆଲ୍ ମିଡିଆରେ ବାରମ୍ବାର ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେତେ ବି ଟ୍ରୋଲ୍ ହେଉ ନା କାହିଁକି ଏବେବି ଆର୍ସିବିର କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ଯେଉଁମାନେ ଷ୍ଟାଡିୟମରେ ଆସି ଟିମ୍କୁ ସପୋର୍ଟ କରୁଛନ୍ତି ।
ଦୁଇ ବର୍ଷ ହେଲା ଯୁବତୀଙ୍କ ପିଛା କଲେ, ଏପରିକି ବାହା ହେବା ପାଇଁ ବାଧ୍ୟ ମଧ୍ୟ କରୁଥିଲେ। ହେଲେ ଯୁବତୀ ଜଣକ ବାରମ୍ବାର ମନା କରି ଆସୁଥିଲେ। ଶେଷରେ ଜାଙ୍କ ଜୀବନ ନେଇଗଲା।
ଡିପାଟର୍ମେଣ୍ଟାଲ ଷ୍ଟୋରର ଡ୍ରେସିଂ ରୁମ୍ରେ ଟ୍ରମ୍ପ ୩୦ ବର୍ଷ ପୂର୍ବେ ଏଭଳି ଏକ ନାରକୀୟ କାଣ୍ଡ ଘଟାଇଥିବା କ୍ୟାରୋଲଙ୍କ ଓକିଲ, କୋର୍ଟଙ୍କ ସମ୍ମୁଖରେ କହିଛନ୍ତି ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ରଣହୁଙ୍କାର । କଂଗ୍ରେସର ମାଗଣା ସଂସ୍କୃତି ସମ୍ପର୍କରେ ଆଲୋଚନା କରି ବର୍ଷିଲେ . .