ପ୍ରାୟ ୯ ବର୍ଷ ତଳେ ମୋଦି ଆରମ୍ଭ କରିଥିଲେ ଏହି ଅଭିନବ ଅଭିଯାନ
ଦନ୍ତେୱାଡାର ଅରଣପୁର ନିକଟ ଜଙ୍ଗଲିଆ ରାସ୍ତାର ଉଭୟ ପଟେ ପଡିଥିଲା ବୀର ସହିଦ ଯବାନଙ୍କ ଶରୀର। ମାଓ ବିରୋଧୀ ଅପରେସନ୍ କରିବାକୁ ଯାଇ କେମିତି ନକ୍ସଲଙ୍କ ଜାଲରେ ପଡିଗଲେ ତାହା ଚକିତ କରୁଥିବା ବେଳେ ବସ୍ତର ଆଇଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଏଲନ୍ଙ୍କର ଏ କି ପାଗଳାମୀ । ନ୍ୟୁଜ୍ ଏଜେନ୍ସି ANIକୁ ନାବାଳକ ଦର୍ଶାଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଅର୍ଜୁନ ରାଜପାଲଙ୍କ ଗର୍ଲଫ୍ରେଣ୍ଡ ତଥା ଦକ୍ଷିଣ ଆଫ୍ରିକାର ମଡେଲ ଗାବ୍ରିଏଲା ଡେମେଟ୍ରିଏଡସ୍ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଅର୍ଜୁନ କିନ୍ତୁ ଅର୍ଜୁନ ଚତୁର୍ଥ ଥର ପାଇଁ ବାପା ହେବା ହେବେ। ଏହା କେମିତି ହେଲା ଜାଣିବା ପାଇଁ ପଢନ୍ତୁ।
ଯଦି କୌଣସି ଫିଲ୍ମରେ ଜନି ଲିଭର ଅଛନ୍ତି ତେବେ ଏହା ଗ୍ୟାରେଣ୍ଟି ଯେ ଚଳଚ୍ଚିତ୍ରଟି କମେଡିରେ ଭରପୂର ଥିବ। ଜନି ଲିଭର ସବୁଠାରୁ ଗମ୍ଭୀର ସମୟରେ ମଧ୍ୟ ଦର୍ଶକଙ୍କୁ ହସେଇଦେବାର କଳା ଜାଣନ୍ତି। ତାଙ୍କ ଗୁରୁ ମଧ୍ୟ ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା। ଆସନ୍ତୁ ଜାଣିବା ସେ କିଏ?
କଲେଜର ‘ସି ଶକ୍ତି’ ଟିମ୍ର ୧୦ ଜଣିଆ ସଦସ୍ୟ ଏହି ବୋଟର ନିର୍ମାଣ ଓ ଡିଜାଇନ କରିଛନ୍ତି।
NCERT ଅଣ-ଶିକ୍ଷକ ପଦବୀ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ମୋଟ ୩୪୭ଟି ପଦବୀ ପୂରଣ ହେବ। ୨୭ ରୁ ୫୦ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଏ ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ ପଢନ୍ତୁ।
ସୁଟରଙ୍କ ପାଖରୁ ନକଲି ଆଧାରକାର୍ଡ ଜବତ କରିଛି SIT । ଆଧାର କାର୍ଡ ନାମ ଏବଂ ପିତାଙ୍କ ନାମ ସଠିକ୍ ଥିଲା, କିନ୍ତୁ ଠିକଣା ଭୁଲ ଥିଲା । ତିନି ଜଣଙ୍କ ଆଧାରକାର୍ଡରେ ସମାନ ଠିକଣା ଚିତ୍ରକୋଟ ଲେଖାଥିଲା ।
ଦକ୍ଷିଣ ବଙ୍ଗୋପସାଗରରେ ମେ’ ୫ ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଖୁବ୍ କମ୍ ନିବେଶ ଦ୍ୱାରା ଆପଣ ଏହି କାର ୱାସିଂ ବ୍ୟବସାୟ ଆରମ୍ଭ କରିପାରିବେ । ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକ କାର୍ ୱାସିଂ ବ୍ୟବସାୟକୁ ପ୍ରଫେସ୍ନାଲ ବୋଲି ଧରିନଥାନ୍ତି । କିନ୍ତୁ ଏହି ବ୍ୟବସାୟ ଆପଣଙ୍କୁ ମାଲାମାଲ କରିଦେବାର କ୍ଷମତା ରଖୁଛି ।
ବେଡ୍ରୁମ୍ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଫ୍ୟାଶନ ଡିଜାଇନରଙ୍କ ମୃତଦେହ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ଲୋକେ ଶନିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅତି ନିଷ୍ଠାର ସହ ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି ।
ପରୀକ୍ଷାରେ ଭଲ ରେଜଲ୍ଟ ନଥିବାରୁ ୪୮ ଘଣ୍ଟା ମଧ୍ୟରେ ୯ ଜଣ ଛାତ୍ରଛାତ୍ରୀ ଜୀବନ ହାରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆନ୍ଧପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଛି।
ପାର୍ଲର ଯିବାକୁ ସ୍ୱାମୀ ମନା କରିବାରୁ ଆତ୍ମହତ୍ୟା କଲା ସ୍ତ୍ରୀ। ବିୟୁଟି ପାର୍ଲର ଯିବାକୁ ସ୍ୱାମୀ ଅଟକାଇବାରୁ ୩୪ ବର୍ଷୀୟା ମହିଳା ଜୀବନ ହାରିଥିବା ଜଣାପଡ଼ିଛି।
ଫିଲ୍ଡରେ ଶୁବମନ୍ ଓ ଇସାନ ଉଭୟ ପ୍ରତିଯୋଗୀ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଏମାନଙ୍କର ଏହି ବନ୍ଧୁତ୍ୱ ନା ଖାଲି ଫିଲ୍ଡ ଭିତରେ ଦେଖିବାକୁ ମିଳିଛି ଫିଲ୍ଡ ବାହାରେ ମଧ୍ୟ ନଜର ଆସିଛି।
ଯୌନ ନିର୍ଯାତନା ଅଭିଯୋଗରେ ରେସଲରଙ୍କ ଧାରଣା ଜାରି । ଯନ୍ତରମନ୍ତର ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା ।
ଯେଉଁ ଶିବ ଧନୁକୁ ରାବଣ, ବାଣାସୁର ପରି ଅନେକ ଶକ୍ତିଶାଳୀ ଯୋଦ୍ଧା ମଧ୍ୟ ଘୁଞ୍ଚାଇ ପାରି ନଥିଲେ ତାଙ୍କୁ ମାତା ସୀତା ଯେତେବେଳେ ପିଲାଥିଲେ ଧରି ଖେଳୁଥିଲେ। ତାଙ୍କ ପାଖରେ ଥିଲା ଐଶ୍ୱରୀୟ ଶକ୍ତି। ସେ ଯଦି ଚାହିଁଥାନ୍ତେ ନିମିଷକେ ରାବଣଙ୍କୁ ହତ୍ୟା କରିପାରିଥାନ୍ତେ। ହେଲେ କଲେନି କାହିଁକି…
ଆଜିର ଦିନରେ ଏକ ଦରକାରୀ ପାଠ୍ୟକ୍ରମ ହେଉଛି ଗୁଗୁଲ୍ ଦ୍ୱାରା ପ୍ରଦାନ କରାଯାଉଥିବା ଏକ ମାଗଣା ପ୍ରୋଗ୍ରାମ, ଯାହା ଦ୍ୱାରା ଆପଣ ଘରେ ବସି ଭଲ ଦରମା ସହିତ ସହଜରେ ଚାକିରି ପାଇପାରିବେ। ତେବେ ଆସନ୍ତୁ ଏହା ସହ ଜଡିତ ସମ୍ପୂର୍ଣ୍ଣ ସୂଚନା ବିଷୟରେ ଜାଣିନେବା।
ବାକିରେ ପରିବା ନଦେବାରୁ ଜଣେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି...
ଟେକ୍ନୋଲୋଜି ଆଗଉଛି ସତ, କିନ୍ତୁ ଥମିବାର ନାଁ ନେଉନି ସାଇବର କ୍ରାଇମ। ବରିଷ୍ଠ ନାଗରିକଙ୍କ ସରଳତାର ଫାଇଦା ଉଠାଇଛନ୍ତି ସାଇବର ଅପରାଧୀମାନେ।
ଆଜିକାଲି ଲୋକଙ୍କୁ ଘାରିଛି ସେଲ୍ଫି ନିଶା। କ୍ୟାମେରାରେ ସବୁକିଛି କ୍ୟାପ୍ଚର କରିବା ମୋହରେ ଲୋକେ ଅନେକ ବିପଦକୁ ମଧ୍ୟ ସାମ୍ନା କରୁଛନ୍ତି। ଦେଖନ୍ତୁ ଏହି ଭିଡିଓ…
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ଏକ ମିଶନରେ ଥିଲା । ଏହି ଡ୍ରୋନରେ ୧୭ କିଲୋଗ୍ରାମ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା ।
ରବୀନା ଟଣ୍ଡନଙ୍କୁ ଜଣେ ନାମିଦାମି ଅଭିନେତା ଦେଇଥିଲେ ବିବାହ ପ୍ରସ୍ତାବ। ରଖିଥିଲେ ସର୍ତ୍ତ। ବିବାହ ପାଇଁ ଅଭିନୟ ଛାଡିବାକୁ କହିଥିଲେ। କିଏ ସେହି ଅଭିନେତା…
ଫିଲ୍ମ୍ ରିଲିଜ୍ ହେବାର ଏକ ସପ୍ତାହ ଚାଲିଯାଇଥିଲେ ବି 'କିସି କା ଭାଇ କିସି କୀ ଜାନ' ଏହାର ମୂଳ ବଜେଟ୍କୁ ଛୁଇଁ ପାରିନି। ସଲମାନ ଖାନଙ୍କ ଏହି ଫିଲ୍ମ ବିଫଳତା ପଛରେ ରହିଛି ୫ଟି ବଡ କାରଣ। ଆସନ୍ତୁ ନଜର ପକେଇବା।