• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Marriage Tradition
ବିବାହ ସମୟରେ ବରକୁ ଓଲଟା ଟଙ୍ଗାଇ ଜୋତାରେ ମାଡ଼ !

ଏହି ମାଡ଼ କନ୍ୟା ଘର ପକ୍ଷରୁ ନୁହେଁ, ବରଂ ବରଘର ପକ୍ଷରୁ ମରାଯାଏ । ବାଡ଼ି ଓ ଜୋତାରେ ମାଡ଼ ମାରିଥାନ୍ତି ବରର ସମ୍ପର୍କୀୟ ଓ ପରିବାର ।

 know who lost Twitter ‘blue tick’
ଧୋନି, ବିରାଟ, ଅମିତାଭଙ୍କଠୁ ଆରମ୍ଭ କରି ରାହୁଲଙ୍କ ପର୍ଯ୍ୟନ୍ତ ଏହି ସେଲିବ୍ରେଟିଙ୍କୁ ବଡ଼ ଝଟ୍‌କା...

କିଛି ଖ୍ୟାତନାମା ବ୍ୟକ୍ତିଙ୍କ ଭେରିଫାଏଡ୍‌ ଟ୍ୱିଟରରୁ ବ୍ଲୁ ଟିକ୍‌ ହଟି ଯାଇଛି। କ୍ରିକେଟ ଦୁନିଆର କିଛି ମହାନାୟକଙ୍କଠୁ ଆରମ୍ଭ କରି ବଲିଉଡ୍‌ର ସୁପରଷ୍ଟାର ଓ ରାଜନେତାଙ୍କୁ ଅଧ ରାତିରେ ଏହି ବଡ଼ ଝଟ୍‌କା ଲାଗିଛି।

SBI reacts after FM Sitharaman's tweet
ପେନସନ୍‌ ପାଇଁ ବୃଦ୍ଧାଙ୍କ ସଂଘର୍ଷ; SBIକୁ ପ୍ରଶ୍ନକଲେ ସୀତାରମଣ

ନିକଟରେ ପେନସନ ଆଣିବା ପାଇଁ ଚୌକିକୁ ଆଶା ବାଡ଼ି ପରି ସାହାରାକରି କୋଷେ ବାଟ ପାଦରେ ଚାଲି ଚାଲି ଯାଇଥିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ସୂର୍ଯ୍ୟ ହରିଜନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଖାଲିପାଦରେ ଧୀରେ ଧୀରେ ଆଗକୁ ବଢୁଥିଲେ ୭୦ ବର୍ଷୀୟ ବୃଦ୍ଧା ।

World Biggest Rocket SpaceX Starship Explodes During Test
ବିଶ୍ୱର ସବୁଠୁ ବଡ଼ ରକେଟର ପରୀକ୍ଷଣ ବେଳେ ଧମାକାଦାର ବିସ୍ଫୋରଣ

ସ୍ପେସ୍ ଏକ୍ସ ପକ୍ଷରୁ ମହାକାଶକୁ ଉତ୍‌କ୍ଷେପଣ ହୋଇଥିବା ବିଶ୍ୱର ସବୁଠୁ ବଡ଼ ରକେଟ ଷ୍ଟାରଶିପ୍ ସୁପର ହେଭିର ପରୀକ୍ଷଣ ବେଳେ ବିସ୍ପୋରଣ ହୋଇଛି। ଯଦିଓ ଏହି ସମ୍ପୂର୍ଣ୍ଣ ପରୀକ୍ଷଣ ବିଫଳ ହୋଇଛି, କିନ୍ତୁ ସ୍ପେସ୍ ଏକ୍ସ ଏହାକୁ ସଫଳ ବୋଲି ଦାବି କରିଛି।

Examinations in local languages
ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ UGCର ଚିଠି; ଏଣିକି ଆଞ୍ଚଳିକ ଭାଷାରେ ପାଠପଢ଼ା

ପୁସ୍ତକ ଇଂରାଜୀ ଭାଷାରେ ହୋଇଥିଲେ ବି ଛାତ୍ରଛାତ୍ରୀ ଚାହିଁଲେ ଆଞ୍ଚଳିକ ଭାଷାରେ ପରୀକ୍ଷାରେ ଉତ୍ତର ଲେଖି ପାରିବେ । ଏନେଇ ପ୍ରୋତ୍ସାହିତ କରିବାକୁ ସମସ୍ତ କୁଳପତିଙ୍କୁ ଚିଠି ଲେଖିଛି ୟୁଜିସି ।

How Shera became Salman's bodyguard
ସଲମାନ ଖାନ୍‌ଙ୍କ ବଡିଗାର୍ଡ, ମାସକୁ ନେଉଛନ୍ତି ଏତେ ଦରମା !

ସଲମାନଙ୍କ ବଡିଗାର୍ଡ ହେବା ପାଇଁ ସୋହାଲି ଶେରାଙ୍କୁ କହିଥିଲେ।

terrorist attack
ଜମ୍ମୁ ଆତଙ୍କବାଦ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କୁ କାଉଣ୍ଟର ଟେରରିଷ୍ଟ ଅପରେସନ୍‌ ପାଇଁ ସେଠାରେ ମୁତୟନ କରାଯାଇଥିଲା ।

 Lions Break Out Of Circus Enclosure In China
ସର୍କସବେଳେ ଏନକ୍ଲୋଜର ବାହାରକୁ ବାହାରି ଆସିଲା ସିଂହ; ଆଉ ତା’ ପରେ...

ସିଂହମାନଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶମାନେ ଦୌଡି ବାହାରକୁ ଚାଲିଯିବାକୁ ଚେଷ୍ଟା କରୁଛନ୍ତି । କିଛି ଦର୍ଶକ ନିଜ ପିଲାମାନଙ୍କୁ ଜାବୁଡ଼ି ଧରି ବାହାରିଯିବାକୁ ଉଦ୍ୟମ କରୁଥିବାବେଳେ ଚତ୍କାର ମଧ୍ୟ ଶୁଣିବାକୁ ମିଳୁଛି ।

Indian Army Attacked By terrorist In jammu kashmir
Terror Attack: ଯବାନଙ୍କ ଗାଡ଼ିକୁ ଘନ ଘନ ଗ୍ରେନେଡ୍ ମାଡ଼, ୫ ଯବାନ ସହିଦ

ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଆର୍ମି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

Woman lived with her fathers corpse for 15 years
ଏ କି ଭଲପାଇବା ? ବାପାଙ୍କ ମୃତଦେହ ସହ ୧୫ ବର୍ଷ, ପଡ଼ୋଶୀ ବି ବାରିପାରିଲେନି ଦୁର୍ଗନ୍ଧ

ଜଣେ ବୃଦ୍ଧ ନିଜ ପତ୍ନୀଙ୍କ ମୃତଦେହ ସହ ଦୀର୍ଘ ବର୍ଷ ବିତାଇଥିବା ନେଇ କାହାଣି ଆପଣ ନିଶ୍ଚୟ ଶୁଣିଥିବେ । ପର୍ତ୍ତୁଗାଲରୁ ମଧ୍ୟ ସମାନ କାହାଣୀ ଏବେ ସାମ୍ନାକୁ ଆସିଛି ।

IAS
ଦିବ୍ୟାଙ୍ଗ ହେଲେ ବି IAS ହେବାକୁ ଦେଖୁଛନ୍ତି ସ୍ୱପ୍ନ; ବୁଲିବୁଲି ବିକୁଛନ୍ତି ସିଙ୍ଗଡ଼ା

ଜଣେ ଭିନ୍ନକ୍ଷମ ହୋଇ IAS ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଖାଲି IAS ନୁହଁ ସେଥିପାଇଁ ତାଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁଛି । ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ସିଙ୍ଗଡ଼ା ବିକ୍ରିକରି ପାଠ ପଢ଼ୁଛନ୍ତି ।

Most alcohol consumption country
କେଉଁ ଦେଶର ଲୋକ ଅତ୍ୟଧିକ ମଦ୍ୟପାନ କରନ୍ତି ? ଜାଣନ୍ତୁ...

ଅନେକ ସମୟରେ ସେହି ମଦ୍ୟପାନ ଯୋଗୁ ବଡ଼ ବଡ଼ ଦୁର୍ଘଟଣା ହୋଇଥାଏ । ଅନେକ ଲୋକଙ୍କ ଜୀବନ ଚାଲିଯାଇଥାଏ । ହେଲେ ବର୍ତ୍ତମାନ ସେହି ମଦ୍ୟପାନକୁ ନେଇ ଆମେ ଏକ ବଡ଼ ତଥ୍ୟ ଆପଣଙ୍କ ପାଖରେ ରଖିବାକୁ ଯାଉଛୁ । ଯାହା ଆପଣଙ୍କୁ ନିଶ୍ଚୟ ଚକିତ କରିବ ।

Twitter Blue Tick
ଦେୟ ନଦେଲେ ଆଜିଠୁ ଆକାଉଣ୍ଟରୁ ହଟିଯିବ ବ୍ଲୁ ଟିକ୍‌ ମାର୍କ !

ଫେସବୁକ୍‌ ହେଉ ବା ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ, ସବୁଠି ବ୍ଲୁ ଟିକ୍‌ ମାର୍କ ପାଇବା ସମସ୍ତଙ୍କ ପାଇଁ ସ୍ୱପ୍ନ । ତେବେ ଯେଉଁମାନେ ଟ୍ୱିଟର୍‌ ବ୍ଲୁରେ ସବସ୍କ୍ରିପସନ୍‌ କରିନଥିବେ କିମ୍ବା ବ୍ଲୁ ଟିକ୍‌ ପାଇଁ ଟଙ୍କା ପଇଠ କରିନଥିବେ, ତାଙ୍କ ଆକାଉଣ୍ଟରୁ ଆଜିଠୁ ବ୍ଲୁ ଟିକ୍‌ ହଟିଯିବ । 

IITian Left high paid Job For Bar Dancer Girl Friend
ବାପ୍‌ରେ କି ପ୍ରେମ ! ଦୁବାଇରୁ IIT ଚାକିରି ଛାଡ଼ି ଏଠି ଗର୍ଲଫ୍ରେଣ୍ଡ ପାଇଁ ଅପରାଧୀ ହେଲେ, ଏବେ ଜେଲ୍‌ରେ...

ଦୁବାଇର ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ଦିନ କାଟୁଥିବା ବ୍ୟକ୍ତି ଜଣକ ଏବେ ଜେଲ୍‌ରେ ଦିନ କାଟୁଛନ୍ତି । 

Covid-19
ବଢୁଛି ସଂକ୍ରମଣ, ବଢୁଛି ଭୟ; ଦିନକରେ ୧୨ ହଜାର ୫୯୧ ନୂଆ ଆକ୍ରାନ୍ତ

ଓମିକ୍ରନର ସବ ଭେରିଏଣ୍ଟ XBB.1.16 ଅଧିକ ମାତ୍ରାରେ ମାଡ଼ିବାରେ ଲାଗିଛି ।

4 Army jawans dead
ଜମ୍ମୁ-କାଶ୍ମୀର ପୁଞ୍ଛରେ ଜଳିଗଲା ସେନା ଟ୍ରକ୍‌; ୪ ଯବାନ ସହିଦ

ଦୁର୍ଘଟଣାରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମଳିଛି । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ ।

Kirandeep Kaur
ଅମ୍ରିତପାଲ ସିଂଙ୍କ ପତ୍ନୀ କିରଣଦୀପ ବିମାନବନ୍ଦରରେ ଅଟକ

ବିମାନବନ୍ଦରରେ କିରଣଦୀପଙ୍କୁ କିଛି ସମୟର ପଚରାଉଚରା ପରେ ଛାଡ଼ି ଦିଆଯାଇଛି । କିନ୍ତୁ ତାଙ୍କୁ ଦେଶ ଛାଡ଼ି ଯିବାକୁ ମନା କରାଯାଇଛି ।

Agniveer, Indian Army Online Exam
ଏଣିକି ସେନାରେ ନିଯୁକ୍ତି ପାଇଁ ପ୍ରଥମେ ହେବ ଅନ୍‌ଲାଇନ୍‌ ପରୀକ୍ଷା

ଏପ୍ରିଲ ୨୬ ଯାଏଁ ଦେଶର ୩୭୫ ପରୀକ୍ଷା କେନ୍ଦ୍ରରେ ଅନଲାଇନ ଟେଷ୍ଟ ହେବ ।

Pamela Chopra
ଫିଲ୍ମ ନିର୍ମାତା ୟଶ୍ ଚୋପ୍ରାଙ୍କ ପତ୍ନୀ ପାମେଲାଙ୍କ ପରଲୋକ

ବିଶିଷ୍ଟ ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ୟଶ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି।

Guddu muslim  last location found in odisha
ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ୍‌ ! ଗ୍ୟାଙ୍ଗଷ୍ଟର ଅତିକ୍‌ର ପୁଅକୁ ଏନ୍‌କାଉଣ୍ଟର ପରେ ଅଣ୍ଡରଗ୍ରାଉଣ୍ଡ୍‌...

ଉମେଶ ପାଲ୍‌ ହତ୍ୟାକାଣ୍ଡରେ ଫେରାର ଥିବା ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିଲା। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Rinku Singh
ରିଙ୍କୁ ସିଂଙ୍କ ମହାନତା; ଗରିବ ଖେଳାଳିଙ୍କ ପାଇଁ ତୋଳିଲେ ୫୦ ଲକ୍ଷର ସ୍ପୋର୍ଟ୍ସ ହଷ୍ଟେଲ୍‌

କେବଳ ଅନ୍‌ ଫିଲ୍ଡ ନୁହେଁ ଅଫ୍‌ ଫିଲ୍ଡରେ ବି ହିରୋ ରିଙ୍କୁ ସିଂ । ଗରିବ ପିଲାଙ୍କୁ ନିଜର ସ୍ୱପ୍ନ ପୂରଣ ପାଇଁ ବଢ଼ାଇଛନ୍ତି ସାହାଯ୍ୟର ହାତ ।

Aishwarya Rai's daughter Aaradhya Bachchan moves Delhi HC
କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟାଙ୍କ ଝିଅ

ବିଗ୍‌ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଛି। ଏକ ମିଥ୍ୟା ଖବର ଘଟଣାରେ ବଚ୍ଚନ ପରିବାର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି।

Rahul Gandhi
ରାହୁଲଙ୍କୁ ପୁଣି ଝଟକା; ଆବେଦନକୁ ଖାରଜ କଲେ ସୁରତ କୋର୍ଟ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଲାଗିଲା ଝଟକା। ସୁରତ ସେସନ୍ସ କୋର୍ଟରୁ ଆଜି ନିରାଶ ହୋଇଛନ୍ତି ରାହୁଲ ଗାନ୍ଧି ।

Salman Khan gets fresh death threat
‘ମୁମ୍ବାଇରେ ତୋ ଭାଇ ସଲମାନଙ୍କୁ ଆମେ ମାରିଦେବୁ’...ରାକ୍ଷୀ ସାୱନ୍ତଙ୍କ ପାଖକୁ ଆସିଲା ଧମକପୂର୍ଣ୍ଣ ଇ-ମେଲ୍‌

ପୁଣି ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ। ଏବେ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପାଖକୁ ଏକ ଇ-ମେଲ୍‌ ଆସିଛି। ଏଥିରେ ସଲମାନଙ୍କୁ ହତ୍ୟା ନେଇ ଧମକ ଦିଆଯାଇଛି।

Yemen school stampede
ହୃଦୟବିଦାରକ!! ଯୁଆଡ଼େ ଦେଖିବେ ଗଦା ଗଦା ମୃତଦେହର ପାହାଡ଼

ଗୁରୁବାର ୟେମେନ୍‌ରେ ଏକ ଖୈରାତ୍‌ (ଆର୍ଥିକ ସହାୟତା ବିତରଣ) କାର୍ଯ୍ୟକ୍ରମରେ ଦଳାଚକଟା ହେବାରୁ ୮୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆହୁରି ଅନେକ ଆହତ ହୋଇଛନ୍ତି ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।