ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ବିଜ୍ନେସ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।
ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ମାନୁଫ୍ୟାକ୍ଚରିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।
ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।
ଆଜି ବିଶ୍ୱ ଫଟୋଗ୍ରାଫି ଦିବସ । ଫଟୋଗ୍ରାଫରଙ୍କୁ ଉତ୍ସାହିତ କରିବା ଓ ତାଙ୍କ ଦ୍ୱାରା ଉତ୍ତୋଳନ ହୋଇଥିବା ଫଟୋକୁ ଲୋକାଦୃତ କରିବା ଆଜି ଦିନର ମୂଳ ଉଦ୍ଦେଶ୍ୟ । ଫଟୋଗ୍ରାଫ ଦିବସ ଅବସରରେ ଆଜି ଏମିତି ଜଣେ ଫଟୋଗ୍ରାଫରଙ୍କୁ ଭେଟିବା ଯିଏ ସ୍ୱାଧୀନ ଭାରତର ପୂର୍ବ ଓ ପରବର୍ତ୍ତୀ ସମୟର ୩୫ ହଜାରରୁ ଅଧିକ ବିରଳ ଫଟୋ ସଂଗ୍ରହ କରିଛନ୍ତି । ୫୦ ବର୍ଷ ଧରି ଜାରି ରହିଛି ତାଙ୍କର ଏହି ନିଶା
ଆସନ୍ତା ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ପାଇଁ ବିଚାରବିମର୍ଶ ହୋଇଥିଲା। ପୂଜା ପରେ ପରବର୍ତ୍ତୀ ୩ ତାରିଖ ରବିବାର ଭସାଣ ଉତ୍ସବ ଅନୁଷ୍ଠିତ ହେବ।
ସାରା ଦୁନିଆରେ ମାନବୀୟ ଚେଷ୍ଟାକୁ ସମ୍ମାନିତ କରିବା ଏବଂ ମାନବ କଲ୍ୟାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ମାନବତାବାଦୀ ଦିବସ’ ପାଳନ କରାଯାଏ।
ସମସ୍ତଙ୍କ ଜୀବନରେ ଫଟୋ କିଛି ନା କିଛି ଗୁରୁତ୍ୱ ରଖେ। ଫଟୋଗ୍ରାଫ୍ ମାଧ୍ୟମରେ ଲୋକେ ସେମାନଙ୍କର ଇତିହାସକୁ ଖୋଜନ୍ତି ଆଉ ବୁଝନ୍ତି। ଫଟୋର ଏହି ମହତ୍ତ୍ୱକୁ ବୁଝେଇବା ନେଇ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଏ।
କୁହାଯାଏ ଜୀବନ ସାଥୀ ହେଉଛି ସାତ ଜନ୍ମର ସାଥୀ । ଗୋଟିଏ ଥର ବିବାହ କରିବା ପରେ ଉଭୟ ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥା’ନ୍ତି । ସାରା ଜୀବନ ଏକାଠି ରହିଥା’ନ୍ତି । ହେଲେ ବର୍ତ୍ତମାନ ଏମିତି ଏକ ପରମ୍ପରା ନଜରକୁ ଆସିଛି ଯାହା ସତରେ ଆଶ୍ଚର୍ଯ୍ୟ କଲା ଭଳି ।
ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାର ଲାଗିଛି ।
ଯେପରିକି ବଣିଆ, କୁମ୍ଭାର, ବାରିକ ଏବଂ ସଫେଇ କର୍ମଚାରୀ ଭଳି କୌଳିକ ବର୍ଗର ଶ୍ରମିକ ମାନେ ଉପକୃତ ହେବେ । ବିଶେଷକରି ଯେଉଁମାନେ ଓବିସି ବର୍ଗରୁ ଆସିଛନ୍ତି ସେମାନେ ଏହି ଯୋଜନାର ଲାଭ ପାଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
୧୯୩୪ ମସିହାର କଥା । ଏହି ଗାଁ ଦେଇ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରା ଆଗକୁ ବଢ଼ିଥିଲା । ଖାଲି ସତେିକି ନୁହେଁ । ଗାନ୍ଧିଜୀ ମଧୁବାବୁଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ବହୁଭାବେ ପ୍ରଭାବିତ ହୋଇଥିଲେ ।
ମାତ୍ର ୨୦ ଜଣ ସତ୍ୟାଗ୍ରହୀ କଟକରୁ ଚାନ୍ଦବାଲି ହୋଇ ବାଲେଶ୍ୱରର ସ୍ୱରାଜ ଆଶ୍ରମରେ ପହଞ୍ଚିଥିଲେ ସେଠାରୁ ପରଦିନ ପ୍ରଥମେ ତୁଣ୍ଡୁରା ପହଞ୍ଚିବା ପରେ ପଣାସଂକ୍ରାନ୍ତି ଦିନ ଇଞ୍ଚୁଡ ସମୁଦ୍ର ମୁହାଣର ଧୋବାଗଣ୍ଡି ନଈକୂଳରେ ଏକତ୍ରିତ ହୋଇ ସେହି ପାଣିରେ ଲୁଣ ମାରିଥିଲେ ।
ଦିନେ ଯେଉଁ ମାଟି ପାଇଁ ଜୀବନକୁ ବାଜି ଲଗାଇ ଯୁଦ୍ଧ କରିଥିଲେ, ଆଜି ସେଇଠି ହାରି ଯାଇଛନ୍ତି ଟଙ୍କଧର
ଏସଏଚ୍ଜି ମହିଳା ଓ ଚାଷୀଙ୍କ ପାଇଁ ସରକାର ସଂକଳ୍ପବଦ୍ଧ । ଗରିବ, ଚାଷୀ, ମହିଳା, ଜନଜାତିକୁ ନେଇ ଆଗକୁ ବଢ଼ିବା ।
ଫରଫର ହେଇ ଉଡ଼ୁଛି ତ୍ରିରଙ୍ଗା । ମନେପଡ଼େ ସଂଗ୍ରାମୀଙ୍କ ବଳିଦାନ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ।
ଅଗଷ୍ଟ ୧୫ ଭାରତୀୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ଦିନ ପ୍ରାୟ ଦୁଇ ଶତାବ୍ଦୀ ପରେ ବ୍ରିଟିଶ ଉପନିବେଶ ଶାସନରୁ ଦେଶ ମୁକ୍ତ ହେଲା, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଉଲ୍ଲସିତ ହେବାର ଦିନ। ଆସନ୍ତୁ ଜାଣିବା ଏହି ବର୍ଷର ଥିମ୍।
ଇତିହାସ ବଖାଣୁଥିବା ଓ ସ୍ମୃତିକୁ ତାଜା କରୁଥିବା ଏହି ଫଟୋ ଗାନ୍ଧିଜୀଙ୍କ ଓଡ଼ିଶାଗସ୍ତ ସମୟର । ସେତେବେଳେ ଦେଶ ପାଇଁ ସ୍ୱାଧୀନତା ଯେତିକି ଜରୁରୀ ଥିଲା ସମାଜରେ ସଚେତନତା ବି ସେତିକି ଗୁରୁତ୍ୱ ରଖୁଥିଲା ।
ଜଣେ ଭାରତୀୟ ନାଗରିକ ଭାବେ ଆଇନଗତ ଅଧିକାର ସମ୍ପର୍କରେ ଅବଗତ ହେବା ଅତ୍ୟନ୍ତ ଜରୁରୀ। ଯାହାକି ଆପଣଙ୍କ ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ସହ ବିଭିନ୍ନ ପରିସ୍ଥିତିକୁ ସାମ୍ନା କରିବାରେ ସହାୟକ ହୋଇଥାଏ।
ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପୂର୍ବରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଫୁଲଡ୍ରେସ ରିହରସାଲ। ଏଥର ଭାଗ ନେବେ ମାତ୍ର ୫ଟି କଣ୍ଟିନଜେଣ୍ଟ।
ଦିନକ ପରେ ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀଯାଏଁ ଚାଲିଛି ପ୍ରସ୍ତୁତି, ଲାଲକିଲାରେ ସରିଲା ଫୁଲ୍ ଡ୍ରେସ୍ ରିହର୍ସାଲ । ଏପଟେ ରାଜ୍ୟସ୍ତରୀୟ ଉତ୍ସବ ଲାଗି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବି ଜୋରଦାର ପରେଡ୍ ଅଭ୍ୟାସ
ସାରା ବିଶ୍ୱ ଦେଖିବ ଭାରତୀୟ ସେନା ବାହିନୀର ଶକ୍ତି ଓ ସାମର୍ଥ୍ୟ । ୭୭ତମ ସ୍ୱାଧୀନତା ଦିବସ ପାଳନ ଲାଗି ଦେଶର ରାଜଧାନୀ ଦିଲ୍ଲୀରେ ଜୋରସୋରରେ ଚାଲିଛି ପ୍ରସ୍ତୁତି ।
ସ୍ୱାଧୀନତା ଦିବସକୁ ନେଇ ଗାଁଠାରୁ ସହର ସବୁଠି ଉତ୍ସବମୁଖର । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି ।ବୀରମହାରାଜପୁର ଚିତ୍ରତ୍ପୋଳା ବ୍ଲକସ୍ତରୀୟ ମହାସଂଘର କର୍ମକର୍ତ୍ତାମାନେ ଏକ ସପ୍ତାହ ମଧ୍ୟରେ ୧୦ ହଜାର ପତାକା ତିଆରି କରିଛନ୍ତି
ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଏହି ସବୁ ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହିବେ ।
କେଉଁଠି ଶିକାରୀ ମାରୁଛି..କେଉଁଠି କାଳ ହେଉଛି ଟ୍ରେନ, ତ ପୁଣି କେଉଁଠି ଘାତକ ସାଜୁଛି ବିଦ୍ୟୁତ୍ ଆଘାତ..ସଂକଟରେ ଗଜରାଜ। ତଥ୍ୟ କହୁଛି, ରାଜ୍ୟରେ ଗତ ୫ ବର୍ଷରେ ହାତୀ-ମଣିଷ ଲଢ଼େଇରୁ ୪୦୬ ହାତୀଙ୍କ ଜୀବନ ଗଲାଣି।
ପ୍ରତିବର୍ଷ ଅଗଷ୍ଟ ୧୨ରେ ସାରା ବିଶ୍ୱ ଏହି ଦିନକୁ ଆନ୍ତର୍ଜାତୀୟ ଯୁବ ଦିବସ ଭାବରେ ପାଳନ କରନ୍ତି। ଏହା ଏକ ସଚେତନତା ଦିବସ ଭାବରେ ପାଳନ କରାଯାଏ ଏବଂ ଯୁବକମାନଙ୍କୁ ପ୍ରଭାବିତ କରୁଥିବା ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ଆହ୍ୱାନର ଏକ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ ଆକର୍ଷଣ କରିଥାଏ।