ଆଜି ଗଣେଶ ପୂଜା । ଅଗ୍ରପୂଜ୍ୟ, ଗଜାନନ, ପାର୍ବତୀ ନନ୍ଦନ...ନାଁ ଅନେକ କିନ୍ତୁ ରୂପ ଏକ । ଗଣପତିଙ୍କ ଆରାଧନା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପ ଗୁଡିକୁ ଏଥିପାଇଁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି।
Published By: Rajalaxmi Sahoo
Last updated: 19 September 2023, 02:30 PM IST
ଆଜି ହେଉଛି ଭାଗବତ ଜନ୍ମ। ଭାଗବତ ପଠନ ଓ ଶ୍ରବଣ ଦ୍ୱାରା କ'ଣ ସବୁ ସୁଫଳ ମିଳିଥାଏ ଜାଣନ୍ତୁ ?