maa bhagabati
1/5
ବାଣପୁରର ଆରାଧ୍ୟ ଦେବୀ ମା ଭଗବତୀ
2/5
ଶକ୍ତିପୀଠ ମା ଭଗବତୀ ପାଖରେ ଆଜି ଶହସ୍ରାକୁମ୍ଭାଭିଷେକ କରି ଦଶହରା ପର୍ଯ୍ୟନ୍ତ ଚାଲିବ ଷୋଡଶଦିନାତ୍ମକ ପର୍ବ ।
3/5
ମାଙ୍କ ପୀଠରେ ବହୁ ଆଗରୁ ବଳୀପ୍ରଥା ବନ୍ଦ ହୋଇଥିବା ବେଳେ ଦେଖିବାକୁ ମିଳୁଛି ଭିନ୍ନ ଏକ ପରମ୍ପରା ।
4/5
କୁହାଯାଏ କି କାହିଁ କେଉଁ ରାଜରାଜୁଡା ସମୟରେ ମାଙ୍କ ପାଖରେ ଦିଆଯାଇଥାଏ ନରବଳୀ । ସେହି ପରମ୍ପରାକୁ ବଜାୟ ରଖିବା ପାଇଁ ଏବେ ପୀଠରେ ହେଉଛି ପ୍ରତୀକାତ୍ମକ ନରବଳୀ ।
5/5
ଏହି ପରମ୍ପରା ପାଇଁ ବାଲୁଗାଁ ଶିଙ୍ଗେଶ୍ୱର ଗ୍ରାମର ରବିନ୍ଦ୍ର କୁମାର ବଳୀଜେନା ଆଜିଠାରୁ କୁମାର ପୂର୍ଣିମା ଯାଏଁ ମାଙ୍କ ପାଖରେ ସମର୍ପିତ ହୋଇଥାନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)