• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Ranveer-Jaggi
ସଦ୍‌ଗୁରୁ ଜାଗି ବାସୁଦେବଙ୍କ ସହ ନାଚିଲେ ରଣବୀର ସିଂ

ବେଙ୍ଗାଲୁରୁ: ଭାଇରାଲ ହେବାରେ ଲାଗିଛି ରଣବୀର ସିଂଙ୍କ ଏକ ଭିଡିଓ। ଏହି ଭିଡିଓରେ ସଦ୍‌ଗୁରୁ ଜାଗି ବାସୁଦେବଙ୍କ ସହିତ ରଣବୀର ସିଂ ଡ୍ୟାନ୍ସ କରୁଥିବାର ଦେଖାଯାଇଛି। ବେଙ୍ଗାଲୁରୁ ସ୍ଥିତ ଆଇଆଇଏମ୍‌ରେ ଏହି ଭିଡିଓ ସୁଟ୍‌ କରାଯାଇଥିବା ଜଣାପଡ଼ିଛି। ଏହି ଭିଡିଓକୁ ରଣବୀର ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ରଣବୀର ଭିଡିଓର କ୍ୟାପ୍ସନ ରଖିଛନ୍ତି ହାପି ଡ୍ୟାନ୍ସ । କାର୍ଯ୍ୟକ୍ରମରେ ଯେତେବେଳେ ରଣବୀରଙ୍କୁ ସଦଗୁରୁଙ୍କ ସହ ଡ୍ୟାନ୍ସ କରିବାକୁ କୁହାଗଲା, ସେ ତୁରନ୍ତ ରାଜି ହୋଇଯାଇଥିଲେ। ଅନ୍ୟପଟେ […]

  • Monday, 19 July 2021
rishi kapoor
ହସ୍ପିଟାଲରେ ରିଷି କପୁର ! ଫଙ୍କସନ ଛାଡ଼ି ପହଞ୍ଚିଲେ ରଣବୀର , ଆଲିଆ

ନୂଆଦିଲ୍ଲୀ : ଏବେ ଖବର ଆସିଛି ଦିଲ୍ଲୀର ଏକ ହସ୍ପିଟାଲରେ ରିଷି କପୁର ଭର୍ତ୍ତି ହୋଇଛନ୍ତି । ଏହି କାରଣରୁ ସେ ଅରମାନ ଜୈନଙ୍କ ମେହେନ୍ଦୀ ସେରେମନିରେ ଅନୁପସ୍ଥିତ ଥିଲେ । ଶୁଣିବାକୁ ମିଳୁଛି କି ନୀତୁ ,ରଣବୀର ଓ ଆଲିଆ ମଧ୍ୟ ତାଙ୍କ ପାଖରେ ପହଞ୍ଚିଛନ୍ତି । ସୂଚନା ଯେ , ଗତବର୍ଷ ରିଷି କପୁର କ୍ୟାନସର ଚିକିତ୍ସିତ ହୋଇ ୧୧ ମାସ ପରେ ନ୍ୟୁୟର୍କରୁ ଫେରିଥିଲେ । ଏବେ ପୁଣି ଖବର ଆସିଛି , […]

  • Monday, 19 July 2021
silpa
ଶିଳ୍ପା ସେଟ୍ଟୀଙ୍କୁ ଦେଖି ନିଜ ଗର୍ଲଫ୍ରେଣ୍ଡଙ୍କୁ ଭୁଲିଗଲେ ଯୁବକ !

ନୂଆଦିଲ୍ଲୀ  :  ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ସୋଶାଲ ମିଡ଼ିଆରେ ବହୁତ ସକ୍ରିୟ । ପ୍ରତିଦିନ କିଛି ନା କିଛି ନୂଆ ନୂଆ ଭିଡ଼ିଓ ସେ ଫ୍ୟାନଙ୍କ ଉଦ୍ଦେଶ୍ୟରେ ସେୟାର କରିଥାନ୍ତି । ଆଉ ସବୁଠି ମଜାଦାର କଥା ହେଲା ତାଙ୍କର ଭିଡ଼ିଓ ଆସୁ ଆସୁ ଇଣ୍ଚରନେଟ୍‌ରେ ଭାଇରାଲ୍‌ ହୋଇଯାଏ । ଶିଳ୍ପା ସେଟ୍ଟୀ ଏବେ ଏମିତି ଏକ ଭିଡ଼ିଓ ନିଜର ଅଫିସିୟାଲ୍‌ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି , ଯାହା ଖୁବ୍‌ ଭାଇରାଲ୍‌ ସାଜିଛି । […]

  • Monday, 19 July 2021
lata
ଲତା ମଙ୍ଗେସକରଙ୍କ କୋଳରେ କୁନି ଋଷି କପୁର ! ସୋଶାଲ ମିଡ଼ିଆରେ ଭାଇରାଲ୍‌

ନୂଆଦିଲ୍ଲୀ  :ବଲିଉଡ୍‌ ଅଭିନେତା ଋଷି କପୁର ନିଜର ଟ୍ୱିଟ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି । ଏହି ଅଭିନେତା ନିଜର ମତକୁ ଟ୍ୱିଟରେ ପ୍ରଂଶସଙ୍କସହ ସେୟାର କରିଥାନ୍ତି । କିନ୍ତୁ ଏବେ ଋଷି ପ୍ରଶଂସକଙ୍କ ପାଇଁ ଏକ ଫଟୋ ସେୟାର କରିଛନ୍ତି , ଯାହାକି ତାଙ୍କ ପାଇଁ ବହୁତ ମୂଲ୍ୟବାନ । ଏହି ଫଟୋରେ ମହାନ ଗାୟିକା ଲତା ମଙ୍ଗେସକର ୩ ବର୍ଷର ଋଷିକୁ କୋଳେଇ ଧରିଛନ୍ତି । ଏହି ଫଟୋକୁ ସେୟାର କରି ଋଷି ଖୁବ୍‌ […]

  • Monday, 19 July 2021
disha -1
ଅଭିନେତ୍ରୀ ଦିଶା ପାଟନୀ କହିଲେ ନିଜ ସୁନ୍ଦର ଫିଟ୍‌ନେସ୍‌ର ରାଜ୍‌

ବଲିଉଡ୍‌ର ହଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଦିଶା ପାଟନୀ ଅନ୍ୟତମ । ନିଜର ଅଭିନୟ ସହ  ଆକର୍ଷଣୀୟ ଓ ସୁନ୍ଦର ଫିଟ୍‌ନେସ୍‌  ପାଇଁ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି । ତାଙ୍କର ସୁନ୍ଦର ଫିଟ୍‌ନେସ୍‌ ଚର୍ଚ୍ଚା ଚାରିଆଡେ । ସେ କଣ ଖାଆନ୍ତି ? ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ୍‌ କଣ ? ସେ କଣ କଣ ପସନ୍ଦ କରନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ତାଙ୍କର ପ୍ରଶଂସକ ପ୍ରୟାସ କରନ୍ତି । ଆଉ ଦିଶା ତାଙ୍କର […]

  • Monday, 19 July 2021
anans
ନିଜଠୁ ୧୪ ବର୍ଷ ସାନ ଝିଅକୁ ବାହା ହୋଇଥିଲେ , ବାହାଘର ପରେ ଚାଷ କରୁଛନ୍ତି ଏହି ଅଭିନେତା   

ଟିଭି ଜଗତର ସବୁଠୁ ଲୋକପ୍ରିୟ ସୋ’  ଦିୟା ଔର୍‌ ବାତୀରୁ ଚର୍ଚ୍ଚାରେ ଥିଲେ ୩୮ ବର୍ଷିୟ ଅଭିନେତା ଆନସ୍‌ ରସିଦ୍‌ । କିଛି ବର୍ଷ ପୂର୍ବରୁ ସେ ବହୁତ ଆକ୍ଟିଭ୍‌ ଥିଲେ । କିନ୍ତୁ ଏବେ ସେହି ସିରିୟଲ୍‌ ସରିଯାଇଛି । ଆଉ ସେ ଅଭିନେତା ବି ଅଜଣା ହୋଇଗଲେଣି । ତାଙ୍କର କ୍ୟାରିୟର ଏକ ରକମ ତଳକୁ ଖସିବାକୁ ବସିଛି।  ଆପଣଙ୍କୁ ଜଣାଇ ଦେଉଛୁ କି ବହୁ ଦିନ ହେଲା ସେ ଟିଭି ଓ ଅଭିନୟ […]

  • Monday, 19 July 2021
amitabh
ଅମିତାଭ ବଚ୍ଚନ ନିଜ ବାପାଙ୍କ ସହ କଥା ହେଉଥିବାର ଭିଡ଼ିଓ ସେୟାର କଲେ

ଅମିତା ବଚ୍ଚନ ଏମତି ଏକ ନାଁ ଯାହାଙ୍କ କୌଣସି ପରିଚୟ ଦେବା ଆବଶ୍ୟକତା ନାହିଁ । ସେ ନିଜେ ହିଁ ନିଜର ପରିଚୟ । ସିନେମା ବ୍ୟତୀତ ରାଜନୀତି , କବିତା ଓ ନିଜର ଗୀତ ଗାଇବାକୁ ନେଇ ସେ ସାରା ଦୁନିଆରେ ପରିଚିତ । ଏହି ପ୍ରସିଦ୍ଧ ଅଭିନେତା କେବିସିର ୧୦ ଟି ସିଜିନ୍‌ର ହୋଷ୍ଟ ରହିଛନ୍ତି ଏବଂ ଏବେ ମଧ୍ୟ ସେହି ସୋ’ର ସେ ଚିହ୍ନା ମୁହଁ ପାଲଟିଯାଇଛନ୍ତି । ଅମିତାଭ ହେଉଛନ୍ତି ବଲିଉଡ୍‌ର […]

  • Monday, 19 July 2021
jakki
ଗର୍ଲଫ୍ରେଣ୍ଡ ପାଇଁ ନିଜ ମାଆଙ୍କୁ ଘରୁ ବାହାର କରିଦେଇଥିଲେ ଜ୍ୟାକି

ନୂଆଦିଲ୍ଲୀ  : ବଲିଉଡ୍‌ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ଜ୍ୟାକ୍ ଶ୍ରଫ୍‌ । ନିଜ କ୍ୟାରିୟରରେ ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ବଲିଉଡ୍‌କୁ । ନିଜର ସ୍ୱତନ୍ତ୍ର ଡାଇଲଗ୍‌ସ ଓ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ନିକଟରେ ସେ ‘  ଦ କପିଲ ଶର୍ମା ସୋ ’ କୁ ଯାଇଥିଲେ । ସେଥିରେ ଖୁବ୍‌ ମଜା କରିବା ସହ ନିଜ ଅତୀତକୁ ମନେପକାଇ ବହୁତ କଥାର ରହସ୍ୟ ଖୋଲିଥିଲେ […]

  • Monday, 19 July 2021
nirma
ୱାଶିଂ ପାଉଡର ବିଜ୍ଞାପନରେ ବିବାଦ ଘେରରେ ଅକ୍ଷୟ କୁମାର

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବେ ବିବାଦ ଘେରକୁ ଆସିଛନ୍ତି। ଗୋଟେପଟେ ଟ୍ୱିଟର୍‌ରେ ତାଙ୍କର ଏବିଭିପି ପତାକା ଧରିଥିବା ଫଟୋକୁ ନେଇ ସମାଲୋଚନା କରାଯାଉଥିବାବେଳେ ଏବେ ଆଉ ଏକ ମାମଲାରେ ସେ ଫସିଯାଇଛନ୍ତି। ଏକ ୱାଶିଂପାଉଡର୍‌ର ବିଜ୍ଞାପନ ପାଇଁ  ସେ ଏବେ ବିବାଦ ଘେରକୁ ଆସିଯାଇଛନ୍ତି। ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି ଯେ ସେ ଏହି ବିଜ୍ଞାପନରେ ମରାଠା  ଯୋଦ୍ଧାଙ୍କର ଅପମାନ କରିଛନ୍ତି। Apology should be rendered soon, or else […]

  • Monday, 19 July 2021
sunny-deol
୧୨ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସନ୍ନି ଦେଓଲ ଓ ଅମିଷା ପଟେଲ

ମୁମ୍ବାଇ: ୧୨ ବର୍ଷ ପୂର୍ବରୁ ‘ଗଦ୍ଦର-ଏକ୍‌ ପ୍ରେମ୍‌ କଥା’ ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ହିଟ୍ ଯୋଡ଼ିଙ୍କୁ ଆଉ ଥରେ ଦେଖିବାକୁ ମିଳିବ। ସନ୍ନି ଦେଓଲଙ୍କ ଆଗାମୀ ସିନେମା ‘ୟମଲା ପଗଲା ଦିୱାନା ୩’ ଆସିବା ଆଗରୁ ଆଉ ଗୋଟେ ଫିଲ୍ମ ଆସିବାକୁ ଯାଉଛି। ‘ଭୟା ଜି ସୁପରହିଟ୍‌’ ଫିଲ୍ମ ରେ ଦୀର୍ଘ ୧୨ ବର୍ଷ ପରେ ପୁଣି ନଜର ଆସିବାକୁ ଯାଉଛନ୍ତି ସନ୍ନି ଦେଓଲ ଓ ଅମିଶା […]

  • Monday, 19 July 2021
deepika
‘ମୁଁ କଣ ଗର୍ଭବତୀ ଥିବା ଭଳି ଲାଗୁଛି ?’

ମୁମ୍ୱାଇ : ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଆଗାମୀ ଫିଲ୍ମ ‘ଛପାକ୍‌ ’ ଚଳିତ ମାସରେ ପରଦାକୁ ଆସୁଛି। ଏହି ଫିଲ୍ନରେ ସେ ଏସିଡ୍‌ ଆଟାକ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଚରିତ୍ରରେ ନଜର ଆସିବେ । ବର୍ତ୍ତମାନ ସେ ନିଜର ଏହି ଫିଲ୍ମର ପ୍ରମୋସନରେ ପୁରା ବ୍ୟସ୍ତ । ଆଉ ଏହାରି ଭିତରେ ସେ ଅନେକ ରିଆଲିଟି  ସୋ’ କୁ ମଧ୍ୟ ଯାଇଛନ୍ତି । କିନ୍ତୁ ଏହି ଫିଲ୍ମକୁ ନେଇ ମିଡିଆ ଇଣ୍ଟରାକ୍ସନ ସମୟରେ ଜଣେ […]

  • Monday, 19 July 2021
bigg boss
ବିଗ୍‌ବସ୍‌ରେ କୋଣାର୍କ ଓ ପୁରୀ କଥା ଆଲୋଚନା କଲେ ପ୍ରତିଯୋଗୀ

ନୂଆଦିଲ୍ଲୀ : ବିଗ୍‌ବସ୍‌ ୧୩ ଟିଆର୍‌ପି ମାମଲାରେ ବହୁତ ଭଲ କରିବାରେ ଲାଗିଛି । ଏହି ସୋ’ର ୧୩ତମ ସପ୍ତାହ ବହୁତ ଅଧିକ ଟିଆର୍‌ପି ଆଣିଛି ଏବଂ ଏହାର ଶ୍ରେୟ କେବଳ ସିଦ୍ଧାର୍ଥ ଶୁକ୍ଲାଙ୍କୁ ହିଁ ଦିଆଯାଇପାରେ । କାରଣ ଏହି ସପ୍ତାହରେ ସେମାନଙ୍କର ଝଗଡ଼ା ହୋଇଥିଲା। ଆଉ ଏହା ଥିଲା ସବୁଠୁ ହଟ୍‌ ଟପିକ୍‌ ଥିଲା । ଏଣୁ ତାହା କୌଣସି ଝଗଡ଼ାର ବିଷୟ ହେଉ ବା କୌଣସି ପରିବର୍ତ୍ତନର ସମୀକରଣ , ଘରର ସବୁ […]

  • Monday, 19 July 2021
amitabh
ଅମିତାଭ କହିଲେ ‘ସେଲଫି’ର ହିନ୍ଦି ଅର୍ଥ

ମୁମ୍ୱାଇ : ଇଂରାଜୀର ପ୍ରତି ଶବ୍ଦର ହିନ୍ଦିରେ କିଛି କିଛି ନା ଅର୍ଥ ରହିଥାଏ । କିନ୍ତୁ ଏମିତି କିଛି ଶବ୍ଦ ଅଛି , ଯାହାର ହିନ୍ଦି ଶବ୍ଦ ଖୋଜିବା ବହୁତ ମୁସ୍କିଲ୍‌ କାମ ହେଇଥାଏ ।  ଯେମିତି କି ‘ସେଲଫି’ । ଏହି ଶବ୍ଦକୁ ହିନ୍ଦିରେ କଣ କହିବା ବୋଧେ କେହି କେବେ ଜାଣିବାକୁ ଚେଷ୍ଟା କରନ୍ତିନି । କିନ୍ତୁ ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଏହି ଶବ୍ଦର ଅର୍ଥ କହିଛନ୍ତି । ବିଗ୍‌ […]

  • Monday, 19 July 2021
shahrukh khan
ପତ୍ନୀଙ୍କ ଅନୁମତି ପରେ ଏହି ଫଟୋ ସେୟାର କଲେ ଶାହାରୁଖ୍‌

ନୂଆଦିଲ୍ଲୀ: ବଲିଉଡ଼ ବାଦ୍‌ଶାହା ଶାହାରୁଖ ଖାନ୍‌ ଓ ପତ୍ନୀ ଗୌରୀ ଖାନ୍‌ଙ୍କ ଲଭ୍‌ ଷ୍ଟୋରୀ ଫିଲ୍ମର କାହାଣୀଠୁ ମଧ୍ୟ କିଛି କମ୍‌ ନୁହେଁ। କଲେଜ ଟାଇମ୍‌ରୁ ଡେଟିଂ ଆରମ୍ଭ କରିଥିବା ଏହି ଦୁଇ ଲଭ୍‌ବାର୍ଡ଼ ୧୯୯୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କୁ ଏକାଠି ବହୁତ୍‌ କମ୍‌ ଦେଖିବାକୁ ମିଳିଥାଏ। ନିକଟରେ କିଙ୍ଗଖାନ୍‌ ଶାହାରୁଖଙ୍କୁ ପତ୍ନୀ ଗୌରୀଙ୍କ ସହ ଏକାଠି ଦେଖିବାକୁ ମିଳିଛି। ନିକଟରେ ସେ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଠି ତାଙ୍କୁ ଓ […]

  • Monday, 19 July 2021
salman khan
ସଲମାନ ଖାନଙ୍କ ଆଖିରେ ଲୁହ !

ବିଗ୍‌ବସ୍‌ ଟିଭି ଦୁନିଆର ସବୁଠୁ ବଡ଼ ରିୟଲିଟି ସୋ’ ଭାବେ ଜଣାଯାଏ । ଏହି ସୋ’ ଗତ ୧୩ ବର୍ଷ ହେଲା ଦର୍ଶକଙ୍କୁ ମନୋରଂଜନ କରିଆସୁଛି।  ବିଗ୍‌ବସ୍ ସଲମାନ ଖାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛି । ଆଜି ଦର୍ଶକ ଏହାକୁ ଦେଖିବେ । ଏହି ଲୋକପ୍ରିୟ ସୋ’ ବିଗ୍‌ବସ୍‌କୁ ହୋଷ୍ଟ କରିବାରେ ସଲମାନ ପୁରା କରିଛନ୍ତି ୧୦ ବର୍ଷ । ଏହି ଅବସରରେ ବିଗ୍‌ବସ୍‌ ପ୍ରସ୍ତୁତ କରିଛି ସଲମାନଙ୍କର ୧୦ ବର୍ଷର ଯାତ୍ରାକୁ ନେଇ […]

  • Monday, 19 July 2021
amitabh
ଅତ୍ୟଧିକ ଥଣ୍ଡାକୁ ନେଇ ଚିନ୍ତିତ ଅମିତାଭ, ସୋଶାଲ ମିଡ଼ିଆରେ ଭାଇରାଲ ମହାନାୟକଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ  : ଫିଲ୍ନ ଇଣ୍ଡଷ୍ଟ୍ରିର ମହାନାୟକ ଅମିତାଭ ବଚ୍ଚନ ଏବେ ନିଜର ଅପ୍‌କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରସ୍ତୁତିରେ ଖୁବ୍‌ ବ୍ୟସ୍ତ ଏହଂ ଏହାର ସୁଟିଂ ପାଇଁ ସେ ବଲିଉଡ୍‌ କଳାକାର ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସହ ହିମାଚଳରେ ମାଇନସ୍‌ ୩ ଡ଼ିଗ୍ରୀରେ କାମ କରୁଛନ୍ତି । ଯେଉଁଠି ଅସହ୍ୟ ଥଣ୍ଡା । ଏହି ହିମାଚଳ ଅଂଚଳରେ ସୁଟିଂ କରିବା ମହାନୟକ ଅମିତାଭଙ୍କ ପାଇଁ ବହୁତ ଅସୁବିଧା  ହେଉଛି । ହିମାଚଳର ଏହି ବଢ଼ିଥିବା ଥଣ୍ଡାକୁ […]

  • Monday, 19 July 2021
ପତ୍ନୀ ଟ୍ୱିଙ୍କଲଙ୍କୁ ଅକ୍ଷୟ ଦେଲେ ଏମିତି ଉପହାର !

ଏବେ ପିଆଜ ମହଙ୍ଗା ହେବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପିଆଜରେ ତିଆରି ଇୟର ରିଂ ପୁଣି ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖନ୍ନା ସୋଶାଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ପୋଷ୍ଟ କରିଥାନ୍ତି, ଯାହାକୁ ନେଇ ଲୋକେ ବହୁତ ମଜା ଉଠାଇଥାନ୍ତି । ଏଥର ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପିଆଜରେ ତିଆରି ଇୟର ରିଙ୍ଗସ୍ ପୋଷ୍ଟ କରିଛନ୍ତି । ଆଉ ସବୁଠୁ ମଜାଦାର କଥା […]

  • Monday, 19 July 2021
Chhapaak-Trailer-Released
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍‌’ର ଟ୍ରେଲର ରିଲିଜ

ଏସିଡ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିବାଦର ବହ୍ନି।  ରାଜରାସ୍ତାରେ ପୁଲିସ ସହ ଲଢେଇ  ଆଉ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାର୍ଜ ଓ ପାଣି ମାଡ଼।  ଏଭଳି ଢଙ୍ଗରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ୍‌’ର ଟ୍ରେଲର । ସତ ଘଟଣା ଉପରେ ଆଧାରିତ ଜଣେ ଏସିଡ ପୀଡିତାଙ୍କ ଜୀବନ ସଂଘର୍ଷ କାହାଣୀକୁ ନେଇ ପରଦାକୁ ଆସିବ ବଲିଉଡ ଅପକମିଙ୍ଗ ଫିଲ୍ମ ‘ଛପାକ୍’।  ଯାହାର ଟ୍ରେଲର ଆଜି ରିଲିଜ ହୋଇଛି । ଏସିଡ […]

  • Monday, 19 July 2021
Lata
ଲତା ଟ୍ୱିଟ୍‌ କରି ଏମିତି କହିଲେ

ମୁମ୍ବାଇ : ୨୮ ଦିନ ଡାକ୍ତରଖାନାରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର୍‌। ରବିବାର ଘରକୁ ଫେରି ଲତା ଦିଦି ସୋଶାଲ୍ ମିଡିଆ ଯୋଗେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଅସୁସ୍ଥ ଥିବା ସମୟରେ ତାଙ୍କ ଆରୋଗ୍ୟ କାମନା କରିଥିବା ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। Namaskaar, A special thank you, again to the team of doctors who treated […]

  • Monday, 19 July 2021
odia jhia
ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଆଦିବାସୀ ଝିଅ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସର୍ବ ଭାରତୀୟ ସ୍ତରରେ ଚମକିଲେ ଆଦିବାସୀ ଝିଅ ସ୍ୱାଗତିକା କଅଁର। ଛତିଶଗଡ଼ ରାଜ୍ୟ ରାୟପୁରଠାରେ ଆୟୋଜିତ ‘ମିସ ତିଆରା କ୍ୱିନ ଭାରତ କଣ୍ଟେଷ୍ଟ’ରେ ଟାଇଟେଲ୍‌ ଜିତି ନିଜ ବଲାଙ୍ଗିର ପାଇଁ ଗୌରବ ଆଣିଛନ୍ତି। ୫୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ଚମକିଛନ୍ତି ସ୍ୱାଗତିକା। ବଲାଙ୍ଗିର ଜିଲ୍ଲା ପ୍ୟାଲେସ ଲାଇନ୍‌ ପଡ଼ାରେ ରହୁଥିବା ସରକାରୀ ଆଇଟିଆଇ କଲେଜର କର୍ମଚାରୀ ସୁଦର୍ଶନ କୁଅଁରଙ୍କ ଝିଅ ହେଉଛନ୍ତି ସ୍ୱାଗତିକା। ସେ ଏବେ ଧୂମାଭଟା ବୀଣାପାଣି ଡିଗ୍ରୀ କଲେଜରେ ରାଜନୀତି […]

  • Monday, 19 July 2021
BEAUTY
ଓଡିଶା ପାଇଁ ଗୌରବ ଆଣିଲେ ଅନ୍ୱେଷା

ଭୁବନେଶ୍ୱର : ଓଡିଶା ପାଇଁ ଗୌରବ ଆଣିଲେ ଆଉ ଜଣେ ଓଡ଼ିଆ ଝିଅ। ଖୋର୍ଦ୍ଧାର ଅନ୍ୱେଷା ଭଞ୍ଜଦେଓ ସୁଦୂର ଦିଲ୍ଲୀରେ ଆୟୋଜିତ ଇଭିକ୍ ମିସ୍ ଇଣ୍ଡିଆ ୟୁନିଭର୍ସରେ ଅଂଶଗ୍ରହଣ କରି ସେକେଣ୍ଡ ରନର୍ସଅପ୍‌ ହୋଇଛନ୍ତି। ସେ ସେଣ୍ଟ ଜାଭିୟର ହାଇସ୍କୁଲ, ଚନ୍ଦ୍ରଶେଖରପୁରରେ ପଢୁଛନ୍ତି । ନିଜର ଏହି ସଫଳତାର ଅନୁଭୁତି ବିଷୟରେ ଅନ୍ୱେଷା କହନ୍ତି ଏହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଦେଶର ଅନେକ ସହରରୁ ଆସିଥିବା ବହୁ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ସେ […]

  • Monday, 19 July 2021
kk
ଆଜି ବେଶ ଜମିବ ବାଲିଯାତ୍ରାର ଆସର ; ଗୀତ ପରିବେଷଣ କରିବେ ବଲିଉଡି କଣ୍ଠଶିଳ୍ପୀ କେକେ

କଟକ  : କଟକ ବାଲିଯାତ୍ରାରେ ବଲିଉଡ କଣ୍ଠଶିଳ୍ପୀ କେକେ । ଦଲେର ମେହେନ୍ଦି ଓ ସୋନା ମହାପାତ୍ରଙ୍କ ଦମଦାର ପ୍ରଦର୍ଶନ ପରେ ଆଜି ସଂଗୀତ ପରିବେଷଣ କରିବେ କେକେ । ବାଲିଯାତ୍ରା ମଂଚରେ ଗୀତ ପରିବେଷଣ କରିବା ପାଇଁ ସେ ବେଶ ଉତ୍ସାହିତ ବୋଲି କହିଛନ୍ତି। କେକେ ପୂର୍ବରୁ ବାଲିଯାତ୍ରାରେ କେବେ ସଂଗୀତ ପରିବେଷଣ କରିନଥିବାବେଳେ ଏହା ବିଷୟରେ ସେ ଅନେକ କିଛି ଶୁଣିଛନ୍ତି ବୋଲି କହିଛନ୍ତି।  ଏଥର ସୁଯୋଗ ପାଇଥିବାରୁ କେକେ ବେଶ୍‌ ଖୁସିଅଛନ୍ତି। ଉଲ୍ଲେଖନୀୟ […]

  • Monday, 19 July 2021
sambalpur girl
ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡିଆ ଝିଅ

ସମ୍ୱଲପୁର : ‘ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ୍‌ ପ୍ରତିଯୋଗିତାରେ ଜଣେ ଓଡ଼ିଆ ଝିଅ।  ଇଣ୍ଡୋନେସିଆର୍ ଜାକର୍ତ୍ତାରେ ହେଉଥିବାର୍ ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ଫାଇନାଲିଷ୍ଟ୍‌ ହୋଇପାରିଛନ୍ତି ପ୍ରତୀକ୍ଷା ମିଶ୍ର। ଭିନ୍ନ ଭିନ୍ନ ରାଉଣ୍ଡରେ ଜିତି ଟପ୍ ୨୫ରେ ନିଜର ସ୍ଥାନ ପକ୍କା କରିସାରିଛନ୍ତି ପ୍ରତୀକ୍ଷା। ଇଣ୍ଡିଆନ୍‌ ଫ୍ୟାସନ୍‌ ଫିଏଷ୍ଟା ପକ୍ଷରୁ ଆୟୋଜିତ ହେଉଛି ଏହି ପ୍ରତିଯୋଗିତା। ଏବେ ସେ ଜାକର୍ତ୍ତା ଯାତ୍ରା କରୁଛନ୍ତି। ପ୍ରତୀକ୍ଷାଙ୍କ ଘର ସମ୍ବଲପୁରରେ। +୨ ସାରି କୃଷି ବିଜ୍ଞାନୀ ହେବା ଲକ୍ଷ୍ୟ ରଖିଥିବା ପ୍ରତୀକ୍ଷାଙ୍କର ଫ୍ୟାସନ୍ […]

  • Monday, 19 July 2021
zarini khan
ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

ଭୁବନେଶ୍ୱର : ଭୁବନେଶ୍ୱର ଗସ୍ତରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଜରିନ୍‌ଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଭୁବନେଶ୍ୱରରେ ଆଜି ସଂଧ୍ୟାରେ ହେବାକୁ ଥିବା ଏକ ଫ୍ୟାସନ୍ ଶୋ’ରେ ଯୋଗଦେବେ ଜରିନ୍ । ଓଡ଼ିଶାରେ ପହଞ୍ଚିବା ପରେ ସେ ଓଡ଼ିଆ ଖାଦ୍ୟ ପ୍ରତି ବିଶେଷ ଇଚ୍ଛା ଥିବା କହିଛନ୍ତି। ଏହା ଜରିନ୍‌ଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ ।

  • Monday, 19 July 2021
Rajesh Khanna
‘ଜୀବନର ଶେଷ ପର୍ଯ୍ୟନ୍ତ ରାଜା ଭଳି ଜୀଉଥିଲେ ରାଜେଶ’

ବଲିଉଡର ଦିଗ୍‌ଗଜ ଅଭିନେତା ରାଜେଶ ଖାନ୍ନା ଦୁନିଆ ଛାଡିବାର ୯ ବର୍ଷ ବିତି ଗଲାଣି। କର୍କଟ କାରଣରୁ ୧୮ ଜୁଲାଇ୨୦୧୨ରେ ରାଜେଶ ଖାନ୍ନାଙ୍କର ମୃତ୍ୟୁ ହୋଇଥିଲା। ପ୍ରକାଶ ରୋହରା ରାଜେଶ ଖାନ୍ନାଙ୍କ ମୃତ୍ୟୁ ବାର୍ଷିକୀରେ ଅନେକ ସ୍ମୃତି ବାଣ୍ଟିଛନ୍ତି।