• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

sonam
ରେଡ୍‌ କାର୍ପେଟ୍‌ରେ ଚମକିଲେ ସୋନମ୍‌

କାନ୍ (ଫ୍ରାନ୍ସ): ଚର୍ଚ୍ଚାରେ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌। ତାଠୁ ଅଧିକ ଚର୍ଚ୍ଚା ସାଉଁଟୁଛନ୍ତି ବଲିଉଡ୍‌ ଅଭିନେତ୍ରୀମାନେ। ସତେ ଯେମିତି ବଲିଉଡ୍‌ ଅଭିନେତ୍ରୀଙ୍କ ଗ୍ଲାମରସ୍‌ ଲୁକ୍‌ରେ ରେଡ୍‌ କାର୍ପେଟ୍‌ ଆହୁରି ରଙ୍ଗିନ୍‌ ହୋଇଯାଇଛି। ଭଳିକି ଭଳି ଡ୍ରେସରେ ବିଦେଶୀ ହିରୋଇନ୍‌ମାନଙ୍କୁ  ମାତ୍‌ ଦେବାରେ ଲଗିଛନ୍ତି ଆମ ଦେଶୀ ବିୟୁଟି। ଆଉ ଏହି ସୂଚିରେ ଏବେ ସାମିଲ୍‌ ହୋଇଯାଇଛନ୍ତି ବଲିଉଡ୍‌ର ଫ୍ୟାସନିଷ୍ଟ ଆଇକନ ସୋନମ କପୁର। ରେଡ୍‌ କାର୍ପେଟ୍‌ରେ ଯୋଗ ଦେବା ପୂର୍ବରୁ ତାଙ୍କର ୩ଟି ଲୁକ୍‌ ଭାଇରାଲ୍‌ ହୋଇଛି। […]

  • Wednesday, 21 July 2021
22-7
ପ୍ରତିଶୋଧ ମୁଡ୍‌ରେ ଏହି ତିନି ଅଭିନେତା, କାହିଁକି ପଢ଼ନ୍ତୁ

ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କୁ ନେଇ ସୋଶାଲ୍‌ ମିଡିଆରେ ମିମ୍ସ ଶେଆର୍‌ କରି ବିବାଦ ଘେରକୁ ଚାଲି ଆସିଛନ୍ତି ବିବେକ ଓବରୟ। ଐଶ୍ଚର୍ଯ୍ୟା ବିବାହ କରି ନିଜ ଲାଇଫ୍‌ରେ ସେଟେଲ୍‌ ହୋଇ ସାରିଛନ୍ତି। ହେଲେ ତାଙ୍କ ପୁରୁଣା ସମ୍ପର୍କକୁ ଏପରି ଢଙ୍ଗରେ ଉପସ୍ଥାପନ କରାଯିବାକୁ ସହ୍ୟ କରି ପାରି ନାହାନ୍ତି ତାଙ୍କ ପ୍ରଶଂସକ। ଏଥିରେ କିନ୍ତୁ ତାଙ୍କର କିଛି ଭୁଲ ନ ଥିବା ଯୁକ୍ତି ବାଢ଼ିଛନ୍ତି ବିବେକ। ସେ କହିଛନ୍ତି ଯେ, ‘ଲୋକମାନେ ମୋତେ ଭୁଲ୍‌ ମାଗିବାକୁ କହୁଛନ୍ତି। କ୍ଷମା […]

  • Wednesday, 21 July 2021
vivek-oberoi
କ୍ଷମା ମାଗିଲେ ବିବେକ ଓବରୟ

ମୁମ୍ବାଇ: ତୀବ୍ର ସମାଲୋଚନା ଓ ମହିଳା କମିଶନଙ୍କ ନୋଟିସ ପରେ ଶେଷରେ ଅଭିନେତା ବିବେକ ଓବରୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଟ୍ୱିଟ୍ କରିଥିବା ଏକ ମିମ୍ ଓ ଫଟୋକୁ ଆଜି ଡିଲିଟ୍ କରିଛନ୍ତି। ଏ ନେଇ ସେ ଟ୍ୱିଟ୍ କରି ଆଜି ସକାଳେ କ୍ଷମା ପ୍ରାର୍ଥନା କରିଛନ୍ତି। ଯଦି ଭାଇରାଲ ହୋଇଥିବା ଫଟୋଟି କାହାକୁ କ୍ଷତି ବା ଆଘାତ ପହଞ୍ଚାଇଛି ସେଥିପାଇଁ ସେ କ୍ଷମା ମାଗୁଛନ୍ତି ବୋଲି ଓବରୟ କହିଛନ୍ତି। ମହିଳାଙ୍କୁ ସେ ସମ୍ମାନ ଦିଅନ୍ତି, […]

  • Wednesday, 21 July 2021
2.42988126
‘କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

କାନ୍ (ଫ୍ରାନ୍ସ): ୭୨ତମ ‘କାନ୍ ଫିଲ୍ମ ଫେଷ୍ଟିଭାଲ୍‌’ର ରେଡ୍ କାର୍ପେଟରେ ଜଲୱା ଦେଖାଉଛନ୍ତି ସେଲେବ୍ରିଟି। ଲୁକ୍‌ରେ ଏକରୁ ବଳି ଆରକ। ଗତ କିଛିଦିନ ହେବ ଚର୍ଚ୍ଚାରେ ଥିବା ‘କାନ୍‌ ଫେଷ୍ଟିଭାଲ୍‌’ରେ ସେଲିବ୍ରେଟିଙ୍କ ଲୁକ୍‌ରେ ଏବେ ଚାର୍‌ ଚାନ୍ଦ ଲଗାଇ ଦେଇଛନ୍ତି। ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା। ଗତକାଲି ସେ ଝିଅ ଆରାଧ୍ୟାଙ୍କ ସହ କାନ୍‌ ଫେଷ୍ଟିଭାଲ୍‌ରେ ଯୋଗ ଦେଇଛନ୍ତି। ଐଶ୍ୱର୍ଯ୍ୟାଙ୍କ ଲୁକ୍‌କୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି। ରେଡ୍‌ କାର୍ପେଟ୍‌ରେ ଗୋଲ୍‌ଡେନ୍‌ ଗ୍ରୀନ୍‌ ରଙ୍ଗର ଏକ […]

  • Wednesday, 21 July 2021
824642-00-deepika
‘କାନ୍‌ ଫେଷ୍ଟିଭାଲ୍‌’ରେ ଦୀପିକାଙ୍କୁ ମିଳିଲା ‘ଡ୍ରାମାଟିକ୍‌ ଲୁକ୍‌’ର ଟ୍ୟାଗ୍‌

କାନ୍‌: ବଲିଉଡ଼ର ମୋଷ୍ଟ ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ୨ ଦିନ ଧରି ‘କାନ୍‌ ଫିଲ୍ମ ଫେଷ୍ଟିଭାଲ’ରେ ନିଜ ଲୁକ୍‌ରେ ସମସ୍ତଙ୍କୁ ଘାଇଲା କରିଛନ୍ତି। ଏହି ୨ ଦିନ ମଧ୍ୟରେ ଦୀପିକା ଭିନ୍ନ ଭିନ୍ନ ଲୁକ୍‌ର ଫଟୋଶୁଟ୍‌ କରାଇଥିବା ବେଳେ ଖୁବ୍ ପ୍ରଶଂସା ମଧ୍ୟ ସାଉଣ୍ଟିଛନ୍ତି। ତାଙ୍କର ଏହି ଲୁକ୍‌ ସୋଶାଲ ମିଡ଼ିଆରେ ଛାଇ ଯାଇଥିବା ବେଳେ ଏଥିଲାଗି ସେ ଟ୍ରଲ୍‌ ମଧ୍ୟ ହୋଇଛନ୍ତି । ଶୁକ୍ରବାର ରାତିରେ ଦୀପିକା ଦ୍ୱୀତିୟ ଥର ଲାଗି ରେଡ କାର୍ପେଟକୁ […]

  • Wednesday, 21 July 2021
hina
'କାନ୍‌ ଫେଷ୍ଟିଭାଲ୍‌'ରେ ଟେଲି ଅଭିନେତ୍ରୀ ହିନା ଖାନ୍‌

ମୁମ୍ବାଇ: ଭାରତର ଟେଲି ଅଭିନେତ୍ରୀ ହିନା ଖାନ୍‌ କୋଉ ଡିଭାଠୁ କମ୍‌ ନୁହେଁ ବୋଲି ନିଜେ ପ୍ରମାଣ କରିସାରିଛନ୍ତି। ସେ ବୁଧବାର ‘କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌’ ୨୦୧୯ରେ ଡେବ୍ୟୁ କରିଛନ୍ତି। ‘କସୌଟି’ ସିରିଏଲର ଏହି ଅଭିନେତ୍ରୀ ରେଡ୍‌ କାର୍ପେଟ୍‌ରେ ଚାଲି ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି। ସେ ଏକ ଗ୍ରେ ଓ ସିମେଣ୍ଟ୍‌ ରଙ୍ଗର ଗାଉନ୍‌ ପିନ୍ଧିଥିଲେ। ସେ ଖୁବ୍‌ କନ୍‌ଫିଡେଣ୍ଟ୍‌ ସହ ରେଡ୍‌ କାର୍ପେଟ୍‌ରେ ଚାଲି ଫଟୋଗ୍ରାଫରଙ୍କୁ ସ୍ମାଇଲ୍‌ ଦେଇଥିଲେ। ହିନାଙ୍କ ପାଇଁ ଆଉ ଏକ […]

  • Wednesday, 21 July 2021
saif-ali-khan
ବାପାଙ୍କ କଥା ରଖି ପଦ୍ମ ପୁରସ୍କାର ଗ୍ରହଣ କରିଥିଲେ ସୈଫ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ ଭାରତର ସରକାରଙ୍କ ପକ୍ଷରୁ ପାଇଥିବା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଚାହୁଁଥିଲେ। ତାଙ୍କୁ ୨୦୧୦ରେ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଥିଲା। ହେଲେ ତାଙ୍କ ବାପା ଦିବଂଗତ ମନସୁର ଅଲୀ ଖାନ୍‌ ପଟୌଦିଙ୍କ ଆପତ୍ତି ଯୋଗୁ ସେ ଏହାକୁ ଫେରାଇ ନଥିଲେ। ଜଣେ ଟ୍ୱିଟର ବ୍ୟବହାରକାରୀ କହିଥିଲେ ଯେ “ଟଙ୍କା ଦେଇ ପଦ୍ମଶ୍ରୀ କିଣିଥିବା ସୈଫ୍‌ ତାଙ୍କ ପୁଅର ନାଁ ତୈମୁର ରଖିଛନ୍ତି। ଏପରି […]

  • Wednesday, 21 July 2021
12
ଦେଖନ୍ତୁ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର କିଛି ଦୃଶ୍ୟ

ମୁମ୍ବାଇ: ଆଜିଠୁ ଫ୍ରାନ୍ସରେ ଆରମ୍ଭ ହୋଇଯାଇଛି କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌। ଏହା ହେଉଛି କାନ୍ସର ୭୨ ତମ ସଂସ୍କରଣ । ୧୯୪୬ରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କାନ୍ସ ପ୍ରତି ବର୍ଷ ଆୟୋଜିତ ହେଉଛି । ଏହି ଫେଷ୍ଟିଭାଲ୍‌ ୧୧ ଦିନ ଧରି ଅର୍ଥାତ୍ ମେ’ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ କାନ୍ସରେ ଭାରତ ପକ୍ଷରୁ ଐଶ୍ୱର୍ଯ୍ୟା ରାୟ, ଦୀପିକା ପାଦୁକୋନ, ସୋନମ କପୁର, କଙ୍ଗନା ରଣାଓ୍ଵତ, ମଲ୍ଲିକା ସେରାୱତ ଓ ପ୍ରଥମ କରି […]

  • Wednesday, 21 July 2021
9
ଆଜି ଧକ୍‌ ଧକ୍‌ ଗାର୍ଲଙ୍କ ଜନ୍ମଦିନ

ମୁମ୍ବାଇ: ଫିଲ୍ମି ବ୍ୟାକ୍‌ ଗ୍ରାଉଣ୍ଡରୁ ନ ଆସି ମଧ୍ୟ ବଲିଉଡ଼ରେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ବହୁ ହିଟ୍ସ ହେଇଥିବା ହିରୋଇନ ହେଉଛନ୍ତି ମାଧୁରୀ ଦୀକ୍ଷିତ୍‌ । ଧକ୍‌ ଧକ୍‌ ଗାର୍ଲ ନାମରେ ପରିଚିତ ମାଧୁରୀ ଏବେ ବି ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ବେଶ ସକ୍ରିୟ। ବଡ଼ ପରଦା ସହ ଛୋଟ ପରଦାରେ ବେଶ୍‌ ଆକ୍ଟିଭ ଥିବା ସହ ଆଜି ବି ନିଜ ଜବରଦସ୍ତ ଡ୍ୟାନ୍ସ ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି ମାଧୁରୀ […]

  • Wednesday, 21 July 2021
selfish
ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ସେଲ୍‌ଫିସ୍‌ ଦିଲ୍‌’

ଭୁବନେଶ୍ୱର: ଓଲିଉଡ୍‌ରେ ଏକ ନୂଆ ସିନେମା ରିଲିଜ୍‌ ହୋଇ ସାରିଛି। ଯାହାର ନାଁ ହେଲା ‘ସେଲ୍‌ଫିସ୍‌ ଦିଲ୍‌’। ଏହି ଫିଲ୍ମରେ ଜଣେ ନୂଆ ନାୟକ ଓଲିଉଡ୍‌ରେ ଏଣ୍ଟ୍ରି କରିଛନ୍ତି। ସେ ଦେଖିବାକୁ ହ୍ୟାଣ୍ଡସମ୍‌ ଏବଂ ଟିକେ ଦୁଷ୍ଟ ମଧ୍ୟ। ତାଙ୍କ ନାଁ ହେଉଛି ଶ୍ରେୟାନ୍‌। ତାଙ୍କ ସହ ଜଣେ ସୁନ୍ଦରୀ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ମଧ୍ୟ ଆପଣ ଦେଖିବାକୁ ପାଇବେ। ଓଲିଉଡ୍‌ର ଲୋକପ୍ରିୟ କଳାକାର ଯେପରିକି ସିଦ୍ଧାର୍ଥ ମହାପାତ୍ର, ଆକାଶ ଦାସ ନାୟକ, ଅନୁଭବ ମହାନ୍ତି ଏବଂ ସବ୍ୟସାଚୀଙ୍କ […]

  • Wednesday, 21 July 2021
sunny_deol-wife
୩୩ ବର୍ଷ ତଳେ ଲୁଚିଲୁଚି ବାହା ହୋଇଥିଲେ ସନ୍ନି ଦେଓଲ

ମୁମ୍ୱାଇ : ବଲିଉଡ଼ରେ ଲମ୍ୱା ଇନିଂସ ଖେଳିବା ପରେ ୬୨ ବର୍ଷରେ ଭାଗ୍ୟ ପରୀକ୍ଷା କରିବାକୁ ରାଜନୀତିକୁ ଡେଇଁଛନ୍ତି ବ଼ଲିଉଡ଼ର ଘାୟଲ ଷ୍ଟାର ସନ୍ନି ଦେଓଲ। ନିଜ ଫିଲ୍ମ କ୍ୟାରିଅରରେ ବହୁ ହିଟ୍ ଦେଇଥିବା ସନ୍ନିଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ କେବେ ଲାଇମଲାଇଟ୍‌କୁ ଆସିପାରିନି। ମିଡ଼ିଆରେ ସନ୍ନି ଓ ଡିମ୍ପଲ କାପାଡିଆଙ୍କ ଲଭ୍‌ ଲାଇଫ୍‌କୁ ନେଇ ବେଳେବେଳେ ଗସିପ୍‌ ଜୋର ଧରେ। କିନ୍ତୁ ତାଙ୍କ ମ୍ୟାରେଜ, ସ୍ତ୍ରୀ, ପିଲାଙ୍କ ବିଷୟରେ ବହୁ କମ୍‌ ଆଲୋଚନା ହୁଏ । […]

  • Wednesday, 21 July 2021
priyanka
‘ମେଟ୍‌ ଗାଲା’ ଓ ସେଲିବ୍ରିଟିଙ୍କ ଅଜବ୍‌ ପୋଷାକ…

ମୁମ୍ବାଇ: ଆମେରିକା ସିଙ୍ଗର୍‌ ନିକ୍‌ ଜୋନ୍ସଙ୍କ ସହ ବିବାହ କଲା ପରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ଏବେ ସୋଶାଲ୍‌ ମିଡିଆରେ ପୁଣି ଥରେ ପ୍ରିୟଙ୍କା ଚର୍ଚ୍ଚାକୁ ଆସି ଟ୍ରଲ୍‌ର ଶିକାର ହୋଇଛନ୍ତି। ତେବେ ଏଥର ପ୍ରିୟଙ୍କା ତାଙ୍କ ହେୟାର୍‌ ଷ୍ଟାଇଲ୍‌କୁ ନେଇ ଟ୍ରଲ୍‌ ହୋଇଛନ୍ତି। ପ୍ରିୟଙ୍କା ‘ମେଟ୍‌ ଗାଲା’ ନାମକ ଏକ ଶୋ’ରେ ଅଜବ୍‌ ଡ୍ରେସ୍‌ ଏବଂ ଅଜବ୍‌ ହେୟାର୍‌ ଷ୍ଟାଇଲ୍‌ କରିଥିବା ଦେଖିବାକୁ ମିଳିଥିଲା। ଶୋ’ରେ ପ୍ରିୟଙ୍କାଙ୍କ […]

  • Wednesday, 21 July 2021
sankara-2
ମା’ଙ୍କ ପାଇଁ ବଦଳାଇ ଦେଲେ ନଦୀର ଧାରା

ଭୁବନେଶ୍ୱର: କେରଳର କାଲାଡି ଗ୍ରାମ ନିକଟରେ ରହିଥିଲା ପବିତ୍ର ପୂର୍ଣ୍ଣା ନଦୀ। ସବୁଦିନ ପରି ସେଦିନ ଆର୍ଯ୍ୟମ୍ମା ବାହାରିଥିଲେ ପାଣି ଆଣିବାକୁ। ଘରେ ଥିଲେ ବାଳକ ଶଙ୍କର। ହେଲେ କିଛି ବାଟ ଯାଉ ଯାଉ ହଠାତ୍‌ ଆଶ୍ଚର୍ଯ୍ୟ ହୋଇଗଲେ ସେ। ଏ କ’ଣ ! ପୂର୍ଣ୍ଣା ନଦୀର ଧାର, ତାଙ୍କ ଘର ନିକଟ ଦେଇ ବହିଯାଉଛି। ଚକିତ ହୋଇଥିଲେ ବି ଜଳପୂର୍ଣ୍ଣ କୁମ୍ଭ ଧରି ଘରକୁ ଫେରିଲେ। ରାତିକ ମଧ୍ୟରେ ନଦୀର ଧାର ଏମିତି ବଦଳିଯିବାର ରହସ୍ୟ […]

  • Wednesday, 21 July 2021
otv
“ଖିରସ୍ତାନୀ” ପୁଅକୁ ଛୁଇଁ ବାରମ୍ବାର ବୁଡ଼ ପକାଉଥିଲା “ବୋଉ”

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ନେଇଯିବାକୁ ଚକ୍ରାନ୍ତ କରିଥିବା ଫିରିଙ୍ଗି ଫିସାଦି ଫୁ ହେଇଗଲା। ମଧୁ ବାରିଷ୍ଟରଙ୍କ ପାଇଁ ଶ୍ରୀମନ୍ଦିର ସତ୍ୱ ଗଜପତିଙ୍କ ହାତରେ ରହିଲା। କଥାଟା ବିଜୁଳି ବେଗରେ ପ୍ରଚାର ହୋଇଗଲା। ବାଲେଶ୍ୱର, କଟକ ଆଉ ପୁରୀ ସବୁଠି ଖେଳିଗଲା ଖୁସିର ଲହରୀ। ପୁରୀରୁ ସନନ୍ଦ ଆସିଲା ମଧୁସୂଦନଙ୍କ ପାଖକୁ। ତୁରନ୍ତ ଶ୍ରୀନହର ଯିବାକୁ ପଡ଼ିବ। ମଧୁବାବୁ କଲିକତାରୁ ଶ୍ରୀମନ୍ଦିର କେସ୍‌ ଜିତି ଫେରୁଥିବା ଜାଣି, ଓଡ଼ିଶା ସୀମାରୁ ଆରମ୍ଭ ହେଲା ସ୍ୱାଗତ ସମ୍ବର୍ଦ୍ଧନା। ପୁରୀରେ ପହଞ୍ଚିବା ପରେ ରାଜମାତା […]

  • Wednesday, 21 July 2021
cooli
ଆସୁଛି 'କୁଲି ନମ୍ବର ୱାନ୍‌'ର ରିମେକ୍: ଲିଡ୍‌ ରୋଲରେ ନଜର ଆସିବେ ଏହି ଅଭିନେତା

ମୁମ୍ୱାଇ : ୧୯୯୫ ମସିହାରେ ଆସିଥିବା ସୁପରହିଟ୍‌ ଫିଲ୍ମ ‘କୁଲି ନମ୍ୱର ୱାନ’ର ରିମେକ୍‌ ହେବାକୁ ଯାଉଛି। ସେତେବେଳେ ଗୋବିନ୍ଦା ଓ କରିସ୍ମାଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଥିଲେ ଦର୍ଶକ। ୨୫ ବର୍ଷ ପରେ ହେବାକୁ ଯାଉଛି ଏହାର ରିମେକ୍‌। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବରୁଣ ଧୱନ ଓ ସାରା ଅଲ୍ଲୀ ଖାନ। ହେଲେ ଏହି ଖବର ଖାସ୍‌ ପସନ୍ଦ ଆସିନି ଗୋବିନ୍ଦାଙ୍କୁ।  ତାଙ୍କ ବିନା ତାଙ୍କ ସୁପରହିଟ୍‌ ଫିଲ୍ମର ରିମେକ୍‌ ଖବରକୁ ସହଜେ […]

  • Wednesday, 21 July 2021
stoy
ରିଲିଜ ହେଲା ‘ଷ୍ଟୁଡେଣ୍ଟ ଅଫ ଦି ଇୟର-୨’

ମୁମ୍ୱାଇ :  କଲେଜ ଜୀବନର ମଜାମସ୍ତି, ହାଲକାଫୁଲକା ଲାଇଫ  ଓ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ କରନ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ଶୁକ୍ରବାର ରିଲିଜ୍‌ ହୋଇଛି। ହେଲେ ସୋଶାଲ୍ ମିଡ଼ିଆରେ ଏହାକୁ ଦର୍ଶକଙ୍କ ଆଶା ମୁତାବକ ରେସପନ୍ସ ମିଳି ନାହିଁ। କିଛି ଦର୍ଶକ ଏହାକୁ ଠିକ୍‌ଠାକ୍ କହୁଥିବା ବେଳେ ଆଉ କିଛି ଏହା  ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ପୁରା କପି ବୋଲି କହିଛନ୍ତି। ଏଥିରେ ଟାଇଗର ସ୍ରଫ୍‌ […]

  • Wednesday, 21 July 2021
Shilpa-Raj
ରାଜ କୁନ୍ଦ୍ରାଙ୍କ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଭୂମିକା!

ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ନାମ ସାମ୍ନାକୁ ଆସିଛି। ପୋଲିସ ତାଙ୍କୁ ଜୁଲାଇ ୨୩ନ୍ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ତେବେ ରାଜଙ୍କ ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଭୂମିକା ଥିବା କୁହାଯାଉଛି।

malkhan
ପତ୍ନୀଙ୍କ ସହ ଏକ ନୂଆ ଦୁନିଆରେ ପ୍ରବେଶ କଲେ ଟିଭି ଆକ୍ଟର ଦୀପେଶ

ମୁମ୍ବାଇ: ପପୁଲାର୍‌ ଟିଭି ଶୋ’ ‘ଭାବୀ ଜୀ ଘର ପର ହେଁ’ରେ ମଲଖାନ୍‌ ଭୂମିକାରେ ଅଭିନୟ କରୁଥିବା ଦୀପେଶ ଭାନ୍ ନିକଟରେ ବିବାହ କରିଛନ୍ତି। ସେ ତାଙ୍କ ବାହାଘରର ଏକ ଫଟୋ ସୋଶାଲ୍ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ ତାଙ୍କ ପତ୍ନୀଙ୍କ ସହିତ ଅଛନ୍ତି। ଫଟୋ ତଳେ ସେ ଲେଖିଛନ୍ତି,“ମୁଁ ବାହା ହୋଇଗଲି। ଏବେ ମୁଁ ମୋ ସୁନ୍ଦରୀ ପତ୍ନୀଙ୍କ ସହିତ ଏକ ନୂଆ ଦୁନିଆରେ ପ୍ରବେଶ କରିଛି।” ସୋଶାଲ୍ ମିଡିଆରେ ଦୀପେଶଙ୍କ ବାହାଘର ଫଟୋ […]

  • Wednesday, 21 July 2021
salman
ରିଲିଜ୍ ହେଲା ଫିଲ୍ମ ‘ଭାରତ’ର ନୂଆ ଗୀତ ‘ଚାଶ୍‌ନୀ’

ମୁମ୍ବାଇ: ସଲ୍‌ମାନ୍‌ ଖାନ୍‌ଙ୍କ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ନୂଆ ଗୀତ ‘ଚାଶ୍‌ନୀ’ ରିଲିଜ୍‌ ହୋଇଯାଇଛି। ଏହି ନୂଆ ଗୀତରେ ସଲ୍‌ମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଅନ୍‌ ସ୍କ୍ରିନ୍‌ ରୋମାନ୍ସ ଦେଖିବାକୁ ମିଳିଛି। ଏହି ଗୀତର ଲିରିକ୍ସ ଲେଖିଛନ୍ତି ଇର୍‌ଶାଦ କାମଲୀ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ଭିଶାଲ୍‌ ଶେଖର। ଗୀତଟିକୁ କଣ୍ଠଦାନ କରିଛନ୍ତି ଅଭିଜିତ୍‌ ଶ୍ରୀ ବାସ୍ତବ। ଏହି ଗୀତ ଆରମ୍ଭ ହେଉଛି ଏକ ଡାଏଲଗ୍‌ରୁ ଯେଉଁଥିରେ ସଲ୍‌ମାନ୍‌ କହୁଛନ୍ତି… ଭାରତକୁ ମିଳିଗଲା ତାର ପ୍ରଥମ […]

  • Wednesday, 21 July 2021
ASARAM-BAPU
ତିଆରି ହେବ ଆଶାରାମ ବାପୁଙ୍କ ବାୟୋପିକ୍

ମୁମ୍ବାଇ: ବଲିଉଡ୍‌ରେ ଏବେ ବାୟୋପିକ୍‌ ବା ଜୀବନୀ ଉପରେ ସିନେମା ତିଆରି କରାଯାଉଛି। ଦର୍ଶକମାନେ ଏହି ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି। ଫିଲ୍ମ ଗୁଡ଼ିକ ବକ୍ସ ଅଫିସ୍‌ରେ ମଧ୍ୟ ଭଲ ବ୍ୟବସାୟ କରୁଛି। କିନ୍ତୁ ଏବେ ଏକ ଖବର ଆସୁଛି ଯାହାକୁ ଶୁଣିଲେ ଆପଣ ଚିନ୍ତିତ ହୋଇଯିବେ। କାରଣ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିବା ଆଶାରାମ ବାପୁଙ୍କୁ ନେଇ ଏବେ ବାୟୋପିକ୍‌ ତିଆରି ହେବାକୁ ଯାଉଛି। ଏକ ରିପୋର୍ଟ ଅନୁସାରେ, ଆଶାରାମ […]

  • Wednesday, 21 July 2021
dad-saheb-falke
ପ୍ରଥମ ସିନେମା ତିଆରି ପାଇଁ ପତ୍ନୀଙ୍କଠୁ ଧାର ଆଣିଥିଲେ ଟଙ୍କା

ମୁମ୍ବାଇ: ଦାଦା ସାହେବ୍‌ ଫାଲ୍‌କେଙ୍କୁ ଭାରତୀୟ ସିନେମା ଜଗତର ଜନ୍ମଦାତା ବୋଲି କୁହାଯାଏ। ଆଜି ହେଉଛି ସେହି ଜନ୍ମଦାତାଙ୍କ ଜନ୍ମଦିନ। ଫାଲ୍‌କେଙ୍କ ଜନ୍ମ ୩୦ ଏପ୍ରିଲ୍‌ ୧୮୭୦ ମସିହାରେ ମୁମ୍ୱାଇର ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ସେ ଦେଶରେ ସିନେମା ଆରମ୍ଭ କରିବା ସହ ୧୯୧୩ ମସିହାରେ ‘ରାଜା ହରିଶ୍ଚନ୍ଦ୍ର’ ନାମରେ  ପ୍ରଥମ ଫିଲ୍ମ ନିର୍ମାଣ କରିଥିଲେ। ତେବେ ତାଙ୍କର ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା। ଦାଦା ସାହେବ୍‌ ଫାଲ୍‌କେଙ୍କ ପାରିବାରିକ ଜୀବନ […]

  • Wednesday, 21 July 2021
MALA
ମଲାଇକାଙ୍କ ବିକିନି ଫଟୋ ପାଇଁ ଟ୍ରୋଲ୍ ହେଲେ ‌ଅର୍ଜୁନ କପୁର

ମୁମ୍ବାଇ: ଅରବାଜ ଖାନଙ୍କ ସହ ଛାଡପତ୍ର ହେବା ପରଠାରୁ ଅଭିନେତ୍ରୀ ମଲାଇକା ଅରୋରା ଖାନ୍‌ ନିଜ ପର୍ସନାଲ୍‌ ଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଗତ ବର୍ଷରୁ ଏମିତି ଖବର ଆସୁଛି ଯେ, ମଲାଇକା ଅର୍ଜୁନ୍‌ କପୁରଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ଏ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ୱୀକାର କରି ନାହାନ୍ତି। କିନ୍ତୁ ଅର୍ଜୁନ୍‌ଙ୍କ ଫ୍ୟାନ୍‌ମାନେ ମଲାଇକାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଆଦୌ ଖୁସି ନାହାନ୍ତି। ତେଣୁ ସୋଶାଲ୍‌ ମିଡିଆରେ ମଲାଇକାଙ୍କ ସହ […]

  • Wednesday, 21 July 2021
Shilpa-Raj
୧୪ ବର୍ଷର ସଂପର୍କରେ ରାଜ-ଶିଳ୍ପା : ଜୀବନ ଥିଲା ସିନେମାର କାହାଣୀ

ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ପ୍ରେମ ଜୀବନ ଠାରୁ ଆରମ୍ଭ କରି ବିବାହିତ ଜୀବନ ପର୍ଯ୍ୟନ୍ତ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍‌ କୌତୁହଳପୂର୍ଣ୍ଣ ନୁହେଁ। ସେମାନଙ୍କ ଜୀବନରେ ବିବାଦ, ଭାବନା ଏବଂ ପ୍ରେମ ବଲିଉଡର ସ୍କ୍ରିପ୍ଟ ପରି, ଏହା ସତ୍ତ୍ୱେ ସମୟ ସହିତ ଏହି ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଗଲା।

bharat
ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ର ଟ୍ରେଲର

ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ଟ୍ରେଲର।  ରିଲିଜ୍ ହେବାର ମାତ୍ର କେଇ ଘଣ୍ଟାରେ ଟ୍ରେଲର୍‌ଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ‘ଭାରତ୍‌’ର ଏହି ୩ମିନିଟ୍‌ର ଟ୍ରେଲର୍‌କୁ ଫ୍ୟାନ୍‌ଙ୍କର ଜବରଦସ୍ତ ରେସ୍‌ପନ୍ସ ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଟ୍ରେଲର୍‌କୁ ପାଖାପାଖି ୨କୋଟିରୁ ଅଧିକ ଭ୍ୟୁ ମିଳିସାରିଲାଣି। Kya baat hai bhai!! Bahut Khoob. https://t.co/0t8hQoUSbJ — Shah Rukh Khan (@iamsrk) April 22, 2019 Osm — Salman Khan […]

  • Wednesday, 21 July 2021
stoy
ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ପ୍ରଥମ ଗୀତ

କରନ୍ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଫାଷ୍ଟ ଗୀତ ‘ଜବାନି’ ରିଲିଜ ହୋଇଯାଇଛି। ୭୦ ଦଶକରେ ଆସିଥିବା  କିଶୋର କୁମାର ଓ ଆର . ଡି ବର୍ମନଙ୍କ ଲୋକପ୍ରିୟ ଗୀତ ‘ଜବାନି’ କୁ ରିକ୍ରିଏଟ କରାଯାଇ ଦର୍ଶକଙ୍କ ସମ୍ମୁଖରେ ନୂଆ ଭାବେ ଉପସ୍ଥାପନ କରାଯାଇଛି। ଗୀତଟି ଏବଏ ୟ୍ୟୁଟ୍ୟୁବ୍‌ର ଟପ୍‌ ଟ୍ରେଣ୍ଡରେ ରହିଛି। ବର୍ତ୍ତମାନ ସୁଧା ଗୀତଟିକୁ ୨ କୋଟିରୁ ଅଧିକ ଥର ଦେଖାସରିଲାଣି। ୧୯୭୨ ମସିହାରେ ଆସିଥିବା ଫିଲ୍ମ […]

  • Wednesday, 21 July 2021