• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Raj Kundra
ରାଜ କୁନ୍ଦ୍ରାଙ୍କ ଗୁମର ଖୋଲିଲେ ଆଉ ଏକ ମଡେଲ : ନଗ୍ନ ସୁଟିଂ ପାଇଁ ଅଫର ଦିଆଯାଉଥିଲା

ପୋର୍ଣ୍ଣୋଗ୍ରାଫୀ ମାମଲା ନେଇ ବିବାଦରେ ଛନ୍ଦିହୋଇ ପଡିଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିଷୟରେ ପ୍ରତିଦିନ ନୂଆ କଥା ସାମ୍ନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମଡେଲ ଏବଂ ଅଭିନେତ୍ରୀ ସାଗରିକା ଶୋନା ଏବଂ ପୁନମ ପାଣ୍ଡେ ତାଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଥିଲେ। ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ନାମରେ ଅଭିଯୋଗ କରିଥିବା ମହିଳାଙ୍କ ତାଲିକାରେ ଆଉ ଏକ ନାଁ ଯୋଡି ହୋଇଯାଇଛି ।

Raj Kundra
ରାଜ୍‌ କୁନ୍ଦ୍ରାଙ୍କ ଅଫିସରୁ ମିଳିଲା ‘ହିଡେନ୍‌ କପ୍‌ବୋର୍ଡ’, ଖୋଲିପାରେ ଅନେକ ରହସ୍ୟ

ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ପୋଲିସ୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଚର୍ଚ୍ଚା ହେଉଛି।ଯାହା ପୋଲିସ୍‌କୁ ତଦନ୍ତରେ ସହାୟକ ହେବ ବୋଲି ଜଣାପଡ଼ିଛି।

Amitabh, Prabhas, Deepika
ଏକାଠି ନଜର ଆସିବେ ପ୍ରଭାସ, ଅମିତାଭ ଓ ଦୀପିକା

ସାଉଥ୍‌ ସୁପରଷ୍ଟାର ଅଭିନେତା ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ଇତିମଧ୍ୟରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି ଏବଂ ପ୍ରଭାସ ତାଙ୍କ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ନାମ କୁହାଯାଇ ନାହିଁ।

Salman Khan
ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବ ବିଗ୍‌ ବସ୍‌ର-୧୫ ତମ ସିଜନ୍‌

ଟିଭିର ସବୁଠୁ ବଡ ରିଆଲିଟି ସୋ “ବିଗ୍ ବସ୍” ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ସୂଚନା ଅନୁଯାୟୀ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଶେହନାଜ ଗିଲ୍‌ ଏବଂ ସିଦ୍ଧାର୍ଥ ଶୁକ୍ଲା ଏହି ସୋ କୁ ହୋଷ୍ଟ କରିବେ ବୋଲି । କିନ୍ତୁ ଏହା ପରେ କୁହାଯାଇଥିଲା ଯେ ସିଦ୍ଧାର୍ଥ ଏବଂ ଶାହନାଜ ନୁହଁନ୍ତି ବରଂ ସଲମାନ ଖାନ ଏହି ସିଜନ୍‌ରେ ହୋଷ୍ଟିଂ କରିବେ ।

Shilpa sethy
ଶିଳ୍ପାଙ୍କ ସହ ଠିଆହେଲେ ଫ୍ୟାନ୍ସ, ଘରେ ପହଞ୍ଚିଲା ବୁକେ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ବିବାଦ ଘେରରେ ବୁଡି ରହିଛନ୍ତି । ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଏହାର ପ୍ରସାରଣ ପାଇଁ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍ବ୍ରା‌ଞ୍ଚ୍‌ ଗିରଫ କରିଛି । ଏନେଇ ମୁମ୍ବାଇ କ୍ରାଇମ୍ବ୍ରା‌ଞ୍ଚ୍‌ ମଧ୍ୟ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଶିଳ୍ପାଙ୍କୁ ପଚରାଉଚରା କରୁଛି । କିନ୍ତୁ, ଏହି ବିବାଦ ମଧ୍ୟରେ ଶିଳ୍ପା ଶେଟ୍ଟୀଙ୍କ ପ୍ରଶଂସକମାନେ ତାଙ୍କ ସହ ଠିଆ ହୋଇଛନ୍ତି ।

Shilpa and Shamita
ଶିଳ୍ପାଙ୍କ ଦୁଃଖ ସମୟରେ ସାଥ ଦେଲେ ଭଉଣୀ ଶମିତା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ଖବର ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ହଙ୍ଗାମା-୨' ମୁକ୍ତିଲାଭ କରିଥିଲା। ତେବେ ଭଉଣୀର ସମର୍ଥନରେ ଶିଳ୍ପାଙ୍କ ଭଉଣୀ ଶମିତା ଶେଟ୍ଟୀ ଆଗକୁ ଆସିଛନ୍ତି।

manoj-2
ମନୋଜଙ୍କ ନୂଆ ୱେବ୍‌ ସିରିଜ୍ ’72 hours’

ଭୁବନେଶ୍ୱର: ଓଲିଉଡର ଷ୍ଟାର୍‌ ମନୋଜ ମିଶ୍ର। ସେ କେବଳ ଓଡ଼ିଆ ପିଲ୍ମରେ ସୀମିତ ନାହାନ୍ତି, ବଲିଉଡ୍ ,ଟଲିଉଡ୍‌ ଓ ଭୋଜପୁରୀ ଫିଲ୍ମିରେ ମଧ୍ୟ ସେ ତାଙ୍କ ଅଭିନୟର ଯାଦୁ ଦେଖାଇସାରିଛନ୍ତି। ଖଳନାୟକ ହେଉ କିମ୍ବା ଚରିତ୍ର ଅଭିନେତା ସବୁଥିରେ ସେ ଏକ୍ସପର୍ଟ।ବର୍ତ୍ତମାନ ୱେବ୍‌ର ଯୁଗ। ଦେଶ ବିଦେଶର ୱେବ୍ ସିରିଜ୍‌ ବେଶ୍‌ ଫେମସ୍‌। ତେଣୁ ମନୋଜ୍‌ ବି ବଡ଼ ପରଦା ପରେ ଏବେ ୱେବ୍‌ ସିରିଜ୍‌ରେ ତାଙ୍କ ଅଭିନୟର ଯାଦୁ ଦେଖାଇବେ। ତରଙ୍ଗ ପ୍ଲସ୍‌ର ଫୋନେକ୍ସ ଫିଲ୍ମ […]

  • Saturday, 24 July 2021
Untitled-1
ନିଜେ ପାଇଥିବା କଷ୍ଟକୁ ବାଣ୍ଟିଲେ ନୀନା: ଯୁବତୀମାନଙ୍କୁ କଲେ ସଚେତନ

ମୁମ୍ୱାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ନୀନା ଗୁପ୍ତା। ସେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ନେଇ ଯୁବତୀମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ଭବିଷ୍ୟତରେ ଯେମିତି ଯୁବତୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେ ବେଶ୍‌ ଚିନ୍ତିତ ନୀନା। କେହି ଯେମିତି ଆଉ ତାଙ୍କ ଭଳି ଭୁଲ ନକରୁ ଏଥିପାଇଁ ସେ ସତର୍କ କରାଇଛନ୍ତି। ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବର୍ତ୍ତମାନ ନୀନା ଉତ୍ତରାଖଣ୍ଡରେ ‘ସଚ୍ କହୁଁ ତୋ’ ସିରିଜର ଶୁଟିଂରେ ବ୍ୟସ୍ତ ଅଛନ୍ତି। […]

  • Saturday, 24 July 2021
rtb
ଏମାନେ ହେଲେ ବିଶ୍ୱର ସବୁଠୁ ହ୍ୟାଣ୍ଡସମ୍‌ ପୁରୁଷ

ନୂଆଦିଲ୍ଲୀ:୨୦୧୯ ରେ କସମେଟିକ୍ ଡ଼କ୍ଟର ଜୁଲିୟନ ଡ଼ି ସିଲୱାଙ୍କ କହିବା ଅନୁଯାୟୀ ଦୁନିଆର ସବୁଠାରୁ ସୁନ୍ଦରି ମହିଳା ହେଉଛନ୍ତି ବେଲା ଇଦିଦି। ଡେଲି ମେଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦୁନିଆର ସବୁଠୁ ସୁନ୍ଦର ପୁରୁଷ ହେଉଛନ୍ତି ରୋବର୍ଟ ପିଟିସନ୍। ଜୁଲିୟନଙ୍କ ‘ଗୋଲଡେନ ରେଶିୟୋ ଅଫ୍‌ ବିୟୁଟିଫାଇ‘ ଫର୍ମୁଲା ଅନୁଯାୟୀ ରୋବର୍ଟ ହେଉଛନ୍ତି ଦୁନିଆର ସବୁଠାରୁ ସୁନ୍ଦର ପୁରୁଷ। ଜୁଲିୟନ ଆଗରୁ ଏହି ଫର୍ମୁଲା ଆଧାରରେ ଦୁନିଆର ୧୦ଜଣ ସୁନ୍ଦରୀଙ୍କ ତାଲିକା ମଧ୍ୟ ପ୍ରକାଶ କରିସାରିଛନ୍ତି। ୩୩ ବର୍ଷୀୟ […]

  • Saturday, 24 July 2021
des
ପ୍ରଖ୍ୟାତ ଫେସନ୍‌ ଡିଜାଇନର୍‌ ୱିଣ୍ଡେଲ୍ ରୋଡ୍ରିକ୍ସଙ୍କ ଦେହାନ୍ତ

ପାଣାଜୀ: ସେଲେବ୍ରେଟି ଫେସନ୍‌ ଡିଜାଇନର୍‌ ୱିଣ୍ଡେଲ୍ ରୋଡ୍ରିକ୍ସଙ୍କ ପରଲୋକ। ଆଜି ୫୯ ବର୍ଷ ବୟସରେ ତାଙ୍କ ଗୋଆସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରୋଡ୍ରିକ୍ସ। ତାଙ୍କ ବିୟୋଗରେ ବଲିଉଡ୍‌ର ବହୁ ନାମି ଦାମି କଳାକାରଙ୍କ ସହିତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି। ଏହି ଘଟଣାରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ମନ୍ତ୍ରୀ ବିଶ୍ୱଜିତ୍ ରାଣେ ମଧ୍ୟ ଟ୍ୱିଟ୍‌ କରି ଗଭୀର ଶୋକ ପ୍ରକାଶ କରିବା ସହିତ ରୋଡ୍ରିକ୍ସଙ୍କ ପରିବାର ପ୍ରତି […]

  • Saturday, 24 July 2021
malanh
ବାପ୍‌ରେ ବାପ୍ ! ଗୋଟିଏ ଦିନରେ ଏତିକି ଟଙ୍କା ଆୟ କଲା ଫିଲ୍ମ 'ମଲଙ୍ଗ'

ମୁମ୍ବାଇ: ଗୋଟିଏ ଦିନରେ ୬ କୋଟି ଟଙ୍କା ଆୟ କଲା ଆଦିତ୍ୟ ରୟ କାପୁର ଓ ଦିଶା ପଟ୍ଟାନୀଙ୍କ ଷ୍ଟାରର୍ ଫିଲ୍ମ ମଲଙ୍ଗ। ଶୁକ୍ରବାର ଫିଲ୍ମ ରିଲିଜ୍ ହେବା ଦର୍ଶକଙ୍କଠାରୁ ଭଲ ରେସ୍‌ପନ୍ସ ମିଳିଛି। Boxofficeindia.com ୱେବ୍‌ସାଇଟ୍‌ ଅନୁସାରେ ଫିଲ୍ମଟି ଗୋଟିଏ ଦିନରେ ୬ କୋଟି ଟଙ୍କା ଆୟ କରିଛି। ଶନିବାର ଆହୁରି ଭଲ ଆୟ କରିବା ବୋଲି ଆଶା କରିଛନ୍ତି ଫିଲ୍ମ କ୍ରୁ ମେମ୍ବର। ଫିଲ୍‌ଟିକୁ ଦର୍ଶକଙ୍କଠାରୁ ଭଲ ରେସ୍‌ପନ୍ସ ମିଳିଥିବା ବେଳେ ସିନେ ସମୀକ୍ଷକମାନେ […]

  • Saturday, 24 July 2021
man
ଗୋଲାପୀ ଦିନରେ ବିବାହ କଲେ ଓଲିଉଡ୍‌ ଷ୍ଟାର୍ ଅମ୍ଳାନ

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ୍‌ ଷ୍ଟାର୍‌ ଅମ୍ଳାନ ଦାସ। ପିଲା ଦିନର ବାନ୍ଧବୀ ଭୂମିକାଙ୍କୁ ଭଲପାଇ ବିବାହ କରିଛନ୍ତି ଅମ୍ଳାନ। ଭାଲେନ୍‌ଟାଇନ୍ସ ଡେ ଆରମ୍ଭରୁ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦୁଇ ଲଭ୍‌ ବାର୍ଡସ। ତାଙ୍କ ବାହାଘରର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।  ୨ ମାସ ତଳେ ଅର୍ଥାତ୍ ଡିସେମ୍ବରରେ ଅମ୍ଳାନ ଓ ଭୂମିକାଙ୍କ ନିର୍ବନ୍ଧ ହୋଇଥିଲା। ପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତରେ ଦୁହିଁଙ୍କ ନିର୍ବନ୍ଧ ସରିଥିବା ବେଳେ […]

  • Saturday, 24 July 2021
nihaar
ଓଡ଼ିଆ ସାଉଣ୍ଡ ଡିଜାଇନର୍‌ଙ୍କୁ ଫିଲ୍ମ ଫେୟାର ଆୱାର୍ଡ

ଭୁବନେଶ୍ୱର: ବଲିଉଡ୍‌ର ଆଉ ଜଣେ ଓଡ଼ିଆ ପୁଅ କମାଲ୍ କରିଛନ୍ତି। ୨୦୧୯ର ଶ୍ରେଷ୍ଠ ସାଉଣ୍ଡ ଡିଜାଇନର୍ ଭାବେ ଫିଲ୍ମଫେୟାର ସମ୍ମାନରେ ସମ୍ମାନିତ ହେବେ ଓଡ଼ିଆ ପୁଅ ନିହାର ରଞ୍ଜନ ସାମଲ। ସେ ଏହି ସମ୍ମାନ ‘ଉରି ଦ୍ ସର୍ଜିକାଲ ଷ୍ଟ୍ରାଇକ୍’ ଫିଲ୍ମ ପାଇଁ ପାଇବେ। ୨୦୧୯ର ଏହି ଫିଲ୍ମ ଭାରତୀୟ ସିନେମା ଜଗତରେ ଏକ ନୂଆ ମାଇଲ୍ ଷ୍ଟୋନ୍ ସୃଷ୍ଟି କରିଛି। ଭିକ୍କି କୌଶଲ୍‌ ଓ ୟାମି ଗୌତମଙ୍କ ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ସବୁ ରେକର୍ଡ଼ […]

  • Saturday, 24 July 2021
kd
ଯୁବ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷଙ୍କ ଆଉ ଏକ ସଫଳତା

ପୁରୀ: ସଫଳତାର ଗୋଟିଏ ପରେ ଗୋଟିଏ ଶିଢ଼ି ଚଢ଼ି ଚାଲିଛନ୍ତି ଯୁବ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ। ତାଙ୍କଦ୍ୱାରା ନିର୍ମିତ ଫିଲ୍ମ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ସ୍ଥାନିତ ହେଉଥିବା ବେଳେ ଅନେକ ଆୱାର୍ଡ ମଧ୍ୟ ଜିତୁଛି। ନିକଟରେ ତାଙ୍କର ସର୍ଟ ଓଡ଼ିଆ ଫିଲ୍ମ ସଂଯୋଗ ଆମେରିକାରେ ମଞ୍ଚସ୍ଥ ହୋଇଥିବା ବେଳେ ଏବେ ଆଉ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଜାତ’କୁ ମିଳିଛି ଅନରେବଲ ଜୁରୀ ମେନସନ୍ ଆୱାର୍ଡ। ୧୯ ମିନିଟ୍‌ର ଏହି ଡକ୍ୟୁମେଣ୍ଟାରି […]

  • Saturday, 24 July 2021
rani-panda.jpg1_
"ମୁଁ ଯାହା କାନ କାମୁଡ଼ି ନାହିଁ ସେମାନେ ଅଧିକ ଭାଇରାଲ୍‌ କଲେ : ରାନୀ ପଣ୍ଡା

ଭୁବନେଶ୍ୱର : ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଦେଖିବାକୁ ମିଳିବ ନାହିଁ ରାନୀ ପଣ୍ଡାଙ୍କ ଡ୍ୟାନ୍ସ।  କାରଣ ସେ ଅଭିନୟ କରୁଥିବା ଅନୁଷ୍ଠାନ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ ଚଳିତବର୍ଷ ଖଣ୍ଡଗିରିକୁ ଆସୁନାହିଁ। ସେହି ଦୁଷ୍ଟିରୁ ରାନୀଙ୍କ ଡ୍ୟାନ୍ସ ଦେଖିବାକୁ ପାଇବେ ନାହିଁ ଦର୍ଶକ। ତେବେ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା। ତାଙ୍କ ଯୋଗୁ ଯାତ୍ରା ପାର୍ଟିକୁ ବ୍ୟାନ୍ କରାଯାଇଥିବା ସେ ଅଭିଯୋଗ କରି ରାନୀ ଯାତ୍ରା ଆୟୋଜକଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୁଁ […]

  • Saturday, 24 July 2021
sahrukh
ମୁଁ ମୁସଲମାନ ଓ ମୋ ପତ୍ନୀ ହିନ୍ଦୁ, ମୋ ପିଲାମାନେ ହିନ୍ଦୁସ୍ତାନୀ: ଶାହରୁଖ୍

ମୁମ୍ବାଇ: ଆମେରିକା ଏୟାରପୋର୍ଟରେ ବାରମ୍ବାର ଚେକିଂର ସାମ୍ନା କରୁଥିବା ଶାହରୁଖ ଖାନ୍‌ କହିଲେ, “ମୁଁ ମୁସଲମାନ, ମୋ ପତ୍ନୀ ହିନ୍ଦୁ ମୋ ପିଲାମାନେ ହିନ୍ଦୁସ୍ତାନୀ”। ତେବେ କାହିଁକି ଏମିତି କହିବାକୁ ପଡ଼ିଲା ଶାହରୁଖଙ୍କୁ। ତାଙ୍କ ଉପରେ କୌଣସି ସାମ୍ପ୍ରଦାୟିକ ଚାପ ପଡ଼ିଲା କି? କେବଳ ଆମେରିକାରେ ନୁହେଁ ନିଜ ଦେଶରେ ମଧ୍ୟ ବିବାଦୀୟ ବୟାନ ଦେଇ ଅନେକ ଥର ସମାଲୋଚନାର ଶିକାର ହୋଇଛନ୍ତି ଶାହରୁଖ। ପରେ ନିଜ ବୟାନକୁ ବଦଳାଇବା ସହିତ କ୍ଷମା ମଧ୍ୟ ମାଗିଥିବା ନଜିର […]

  • Friday, 23 July 2021
maharathy
ଓଲିଉଡ୍‌ ହିରୋ ଅର୍ଦ୍ଧେନ୍ଦୁଙ୍କୁ ବିବାହ କରିବେ ମହାରଥୀଙ୍କ ଝିଅ

ଭୁବନେଶ୍ୱର: ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଜିଅ ପଲ୍ଲବୀ ମହାରଥୀଙ୍କୁ ବିବାହ କରିବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ଉଭୟଙ୍କର ନିର୍ବନ୍ଧ ବି ସରିଗଲାଣି। ଏବେ ଯାହା ହାତଗଣ୍ଠି ପଡ଼ିବା ବାକି ରହିଛି। ଗତ ବୁଧବାର ଉଭୟ ପରିବାରର ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ଆଉ ଏହି ସମୟରେ ଫଟୋକୁ ତାଙ୍କ ଫେସ୍‌ବୁକ ପେଜ୍‌ରେ ପୋଷ୍ଟ କରିଛନ୍ତି ନିଜେ ପଲ୍ଲବୀ। ଫଟୋ ପୋଷ୍ଟ ହେବା ପରେ ଏବେ ସୋଶାଲ୍‌ ମିଡିଆରେ ସେମାନଙ୍କ ଏନ୍‌ଗେଜ୍‌ମେଣ୍ଟର […]

  • Friday, 23 July 2021
car
ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ମୁମ୍ବାଇ: ମୁମ୍ବାଇରେ ସଡ଼କ ଦୁର୍ଘଟଣାର ଶିକାର ହେଲେ ବଲିଉଡ୍‌ ଅଭିନେତ୍ରୀ ତଥା ଲେଖକ ଜାବେଦ୍‌ ଆଖତରଙ୍କ ପତ୍ନୀ ଶବାନା ଆଜ୍‌ମୀ। ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି ଶବାନା। ଖବର ଅନୁସାରେ, ପୁଣେ-ମୁମ୍ବାଇ ଏକ୍ସପ୍ରେସ୍‌ ରାସ୍ତାରେ ଯାଉଥିବା ବେଳେ କୋହ୍ଲାପୁର ଟୋଲ୍‌ ପ୍ଲାଜା ନିକଟର ଏକ ଟ୍ରକ୍‌ ତାଙ୍କ କାର୍‌କୁ ପଛପଟୁ ଧକ୍କା ଦେଇଛି। ଏତିରେ ଆହତ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ। ଏହାପରେ ତାଙ୍କୁ ମହାରାଷ୍ଟ୍ରର ଏମ୍‌ଜିଏମ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଶବାନାଙ୍କ ସହିତ […]

  • Friday, 23 July 2021
kngan
ଦୀପିକାଙ୍କ ଜେଏନ୍‌ୟୁ ଗସ୍ତ ବିବାଦ: କଙ୍ଗନା କହିଲେ, ଦେଶ ବିଭାଜନକାରୀଙ୍କୁ ସମର୍ଥନ କରେ ନାହିଁ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ନିଜ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ, ସାମାଜିକ ଘଟଣାବଳି ଉପରେ ନିଜର ଦୃଢ଼ ଓ ସାହସିକ ମନ୍ତବ୍ୟ ପାଇଁ ମଧ୍ୟ ସେ ସେତିକି ଜଣାଶୁଣା। କଙ୍ଗନା ଅନେକ ସମୟରେ କାହାକୁ ଭୟ ନକରି ସାମାଜିକ ଘଟଣାବଳି ଉପରେ ବେଶ୍‌ ଦୃଢ଼ତାର ସହ ଜବାବ ରଖନ୍ତି। ଏଥର ମଧ୍ୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜେଏନ୍‌ୟୁ ଭ୍ରମଣକୁ ନେଇ ସେ ନିଜର ମନ୍ତବ୍ୟ ରଖିଛନ୍ତି। ଏକ ନ୍ୟୁଜ୍‌ ପୋର୍ଟାଲକୁ ସାକ୍ଷାତ୍‌କାର ଦେଇ କଙ୍ଗନା […]

  • Friday, 23 July 2021
1
କିଏ ଏହି କୈଫୀ ଆଜ୍‌ମୀ, ଯାହାଙ୍କୁ ଗୁଗଲ୍‌ ଜଣାଇଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: କୈଫୀ ଆଜ୍‌ମୀ, ଗୀତ ଓ ଗଜଲ ଦୁନିଆର ବେତାଜ୍ ବାଦ୍‌ଶାହ। ଆଜି ତାଙ୍କର ୧୦୧ ତମ ଜୟନ୍ତୀ ଅବସରରେ ଗୁଗଲ ଡୁଡଲ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଗୁଗଲ୍‌ର ଡୁଡଲ୍‌ରେ କୈଫୀ ଆଜମୀ ମାଇକ୍‌ ସାମ୍ନାରେ କିଛି କହୁଥିବାର ଦେଖାଯାଉଛି।   କୈଫୀ ଆଜ୍‌ମୀଙ୍କ ଜନ୍ମ ୧୯୧୯ ମସିହା ଜାନୱାରୀ ୧୪ ତାରିଖରେ ଉତ୍ତର ପ୍ରଦେଶର ଆଜମଗଡ଼ଠାରେ ହୋଇଥିଲା। ସେ ଉର୍ଦ୍ଦୁ ସାହିତ୍ୟରେ ପ୍ରସିଦ୍ଧ ଲେଖକ ହେବା ସହିତ ବଲିଉଡ୍‌ ପାଇଁ ଅନେକ କବିତା ,ଗଜଲ […]

  • Friday, 23 July 2021
sara
ସାରାଙ୍କ ହାତକୁ ଅଜଣା ଯୁବକ ଚୁମା ଦେଉଥିଲେ...

ମୁମ୍ବାଇ: ବଲିଉଡ୍ ହିରୋଇନ୍‌ ତଥା ଷ୍ଟାର୍ ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନ୍‌ଙ୍କ ହାତକୁ ଟାଣି ଆଣି ଚୁମା ଦେବାକୁ ଚେଷ୍ଟା କରୁଥିବା ବେଳେ… ଅଭିନେତ୍ରୀ ସାରା ଅଲୀ ଖାନଙ୍କର ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଥିବା ଦୃଶ୍ୟ ଅନୁସାରେ, ସାରା ଅଲୀ ଖାନ୍‌ ଗାଡ଼ିର ବସି କେଉଁ ଆଡ଼େ ଯିବାକୁ ବାହାରିଥିବା ବେଳେ ତାଙ୍କୁ କିଛି ଫ୍ୟାନ୍‌ ଘେରିଯାଇଥିଲେ। ଫଟୋ ଜର୍‌ନାଲିଷ୍ଟମାନେ ମଧ୍ୟ ସାରାଙ୍କ ଫଟୋ ସୁଟ୍ […]

  • Friday, 23 July 2021
duskrana
ଏହି ଅଭିନେତ୍ରୀଙ୍କୁ ହୋଇଥିଲା ଦୁଷ୍କର୍ମ ଉଦ୍ୟମ; ଛାତରୁ ଡେଇଁ ରକ୍ଷା ପାଇଥିଲେ

ମୁମ୍ବାଇ: ‘ବିଗ୍‌ବସ୍‌ ୧୩’ର ଏଥର ‘ୱିକେଣ୍ଡ କା ବାର୍‌’ ଜବରଦସ୍ତ ହୋଇଛି। କାରଣ ବିଗ୍‌ବସ୍‌ ହାଉସ୍‌ରେ ଏଣ୍ଟ୍ରି କରିଥିଲେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ‘ଛପାକ୍‌’ର ପ୍ରମୋସନ୍ ପାଇଁ ତାଙ୍କ ସହ ଫିଲ୍ମର ଲିଡ୍‌ ଆକ୍ଟର ବିକ୍ରାନ୍ତ ମେସି ଓ ଏସିଡ୍‌ ଆକ୍ରମଣ ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ୍‌ ମଧ୍ୟ ଏଥିରେ ସାମିଲ୍‌ ହୋଇଥିଲେ। ବିଗ୍‌ବସ ଘରେ ସମସ୍ତ ପ୍ରତିଯୋଗୀଙ୍କୁ ଲକ୍ଷ୍ମୀ ତାଙ୍କ ଜୀବନ କାହାଣୀ କହିଥିଲେ। ଏହାପରେ ଲକ୍ଷ୍ମୀଙ୍କ ସାମ୍ନାରେ ଘରର କିଛି ସଦସ୍ୟ ସେମାନଙ୍କ […]

  • Friday, 23 July 2021
x
ଆମେରିକାରେ ରବିନ୍ଦ୍ରନାଥ ଟାଗୋରଙ୍କ କବିତା ପଢ଼ିଲେ ହଲିଉଡ ଅଭିନେତା

ୱାଶିଂଟନ: ହଲିଉଡ୍‌ ଅଭିନେତାଙ୍କ ମୁହଁରେ ବିଶ୍ୱ କବି ରବିନ୍ଦ୍ରନାଥ ଟାଗୋରଙ୍କ କବିତା। ଆମେରିକାର ଏକ ମଞ୍ଚରେ ଭାଷଣ ଦେଉଥିବା ବେଳେ ରବିନ୍ଦ୍ରନାଥ ଟାଗୋରଙ୍କ କବିତା ପଢ଼ି ଶୁଣାଇଲେ ହଲିଉଡ୍‌ ଷ୍ଟାର୍‌ ମାର୍ଟିନ ସିନ୍। ଗତକାଲି ଆମେରିକାର ୱାଶିଂଟନ ଡିସିରେ ଜଳବାୟୁ ପରିବର୍ତ୍ତନ ନେଇ ଆୟୋଜିତ ହୋଇଥିବା ‘ଫାୟାର ଡ୍ରିଲ୍‌ ଫ୍ରାଇଡେଜ୍‌’ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ବୋଧନ କଲାବେଳେ ରବିନ୍ଦ୍ରନାଥଙ୍କ ‘ହ୍ୱିୟାର ଦି ମାଇଣ୍ଡ ୱିଦାଉଟ୍‌ ଫିୟର୍’ କବିତା ପାଠ କରି ଶୁଣାଇଥିଲେ ମାର୍ଟିନ୍। ଜାନେ ଫୋଣ୍ଡା ସଂଗଠନ  […]

  • Friday, 23 July 2021
HRIKI
ହ୍ରିତିକ ରୋଶନଙ୍କ ସଂଘର୍ଷ କାହାଣୀ; ପଇସା ନଥିବାରୁ ୯ ବର୍ଷ ବୟସରେ ଘର ଛାଡ଼ିବାକୁ ପଡ଼ିଥିଲା

ମୁମ୍ବାଇ: ସବୁ ସଫଳତା ପଛରେ ଥାଏ ଏକ ସଂଘର୍ଷର କାହାଣୀ। ଏହି କାହାଣୀ ବଲିଉଡ୍‌ର ଏଭରଗ୍ରୀନ ହିରୋ ହ୍ରିତିକ୍‌ ରୋଶନଙ୍କ ଜୀବନରୁ ବି ବାଦ୍‌ ଯାଇନି। କେବଳ ହ୍ରିତିକ ନୁହଁନ୍ତି, ତାଙ୍କ ବାପ ରାକେଶ ରୋଶନଙ୍କ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିବା ପୂର୍ବରୁ ଅନେକ ଝଡ଼କୁ ସାମ୍ନା କରିଛନ୍ତି। ପ୍ରଥମ ଫିଲ୍ମରେ ଅଜସ୍ର ସଫଳତା ପାଇଥିବା ହ୍ରିତିକ ରୋଶନଙ୍କ ପିଲାବେଳ ଥିଲା ଖୁବ୍‌ ସଂଘର୍ଷମୟ। ଏମିତିକି ତାଙ୍କ ବାପା ରାକେଶ ରୋସନ ଘରଭଡ଼ା ଦେଇ ନପାରିବାରୁ ହ୍ରିତିକଙ୍କୁ […]

  • Friday, 23 July 2021
car
ବାପ୍‌ରେ ବାପ୍‌! ଡାସିଂ ହିରୋ ହ୍ରିତିକଙ୍କ ଦାମୀ କାର୍ କଲେକ୍ସନ୍ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ: ବଲିଉଡ୍‌ର ଡାସିଂ ହିରୋ ହ୍ରିତିକ ରୋଶନ ଆଜି ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୪ ଜାନୁଆରୀ ୧୦ ତାରିଖ ମୁମ୍ବାଇରେ ଜନ୍ମ ହୋଇଥିଲେ ହ୍ରିତିକ୍‌। ୨୦୦୦ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘କହୋନା ପ୍ୟାର୍‌ ହେ’ ରେ ସେ ହିରୋ ଭୂମିକାରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ସେତେବେଳେ ସୁପର୍‌ଡୁପର୍ ହିଟ୍‌ ହୋଇଥିଲା। ସେବେଠାରୁ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ବଲିଉଡ୍‌ରେ ଯାତ୍ରା ଜାରି ରଖିଛନ୍ତି। ତାଙ୍କ ଷ୍ଟାଇଲିସ୍‌ […]

  • Friday, 23 July 2021