• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

tr
ଆସିଲା ଫିଲ୍ମ ‘କେଶରୀ’ର ଟ୍ରେଲର୍

ମୁମ୍ବାଇ: ବହୁଚର୍ଚ୍ଚିତ କେଶରୀ ଫିଲ୍ମର ଟ୍ରେଲର୍ ରିଲିଜ୍‌ ହୋଇଛି। ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଶିଖ୍ ଓ ଆଫ୍‌ଗାନମାନଙ୍କ ଯୁଦ୍ଧ ଉପରେ ପର୍ଯ୍ୟବସିତ। ସରାଗ୍ରହୀ ଯୁଦ୍ଧରେ ମାତ୍ର ୨୧ ଜଣ ଶିଖ୍ ଅସୀମ ବୀରତ୍ୱ ଓ ସାହସ ଦେଖାଇ ୧୦ ହଜାର ଆଫ୍‌ଗାନଙ୍କ ସହିତ ଯୁଦ୍ଧ କରିଥିଲେ। କିପରି ଶିଖ୍‌ମାନେନେ ଆଫ୍‌ଗାନ୍‌ଙ୍କୁ ମୁକାବିଲା କରିଥିଲେ ତାହା ଟ୍ରେଲର୍‌ଲେ ଦେଖାଯାଇଛି। ଖଣ୍ଡା ଚାଳନାରେ ଅପୂର୍ବ ରଣକୌଶଳ ଏଥିରେ ପ୍ରଦର୍ଶିତ ହୋଇଛି। ତା’ ଛଡ଼ା ସଂଳାପ ମଧ୍ୟ ଲୋକଙ୍କୁ […]

  • Tuesday, 20 July 2021
indian idol
ସଲ୍‌ମାନ୍ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ର ବିଜେତା

ମୁମ୍ବାଇ: ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ରେ ବାଜି ମାରି ନେଇଛନ୍ତି ସଲ୍‌ମାନ୍ ଅଲ୍ଲୀ। ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ -୧୦’ର ଟପ୍‌ ୫ରେ ସଲମାନ୍‌ଙ୍କ ସମେତ ଆଉ ୪ଜଣ ପହଞ୍ଚିଥିଲେ। ହେଲେ ସଲମାନ୍‌ ସମସ୍ତଙ୍କୁ ପଛରେ ପକାଇ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ର ଟ୍ରଫି ଜିତି ଥିଲେ। ତାଙ୍କୁ ସବୁଠାରୁ ଅଧିକ ଭୋଟ୍‌ ମିଳିଥିଲା। ସଲମାନଙ୍କୁ ବିଜୟୀ ଘୋଷଣା କରାଯିବ ସହ ‘ଇଣ୍ଡିଆନ୍ ଆଇଡଲ୍‌’ର ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଓ ଏକ କାର ପ୍ରଦାନ କରାଯାଇଥିଲା। ସଲ୍‌ମାନ୍‌ଙ୍କ ସହ […]

  • Tuesday, 20 July 2021
kngna
ନିର୍ମାଣ ହେବ ବଲିଉଡ୍‌ ଅଭିନେତ୍ରୀ କଙ୍ଗନାଙ୍କ ବାୟୋପିକ୍

ମୁମ୍ବାଇ: ଫିଲ୍ମି ପରିବାରରୁ ନ ଆସି ମଧ୍ୟ ଖୁବ କମ୍‌ ବୟସରେ ସଫଳତା ଛୁଇଁ ପାରିଥିବା  ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତ୍‌ଙ୍କ ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି। ବାହୁବଲି ନିର୍ମାତା ଏସ୍ଏସ୍ ରାଜମୌଲିଙ୍କ ବାପା କେ.ବି ବିଜୟନ୍ଦ୍ର ଏହି ଫିଲ୍ମର ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି। କଙ୍ଗନାଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ମନିକର୍ଣ୍ଣିକା ମଧ୍ୟ ସେ ଲେଖିଥିଲେ। କଙ୍ଗନା ନିଜେ ନିଜର ବାୟୋପିକ୍‌କୁ ଡାଇରେକ୍ଟ ମଧ୍ୟ କରିବେ। ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମର ସ୍କ୍ରିପ୍ଟିଂ […]

  • Tuesday, 20 July 2021
sonu nigam
ପୁଣି ବିବାଦରେ ସୋନୁ ନିଗମ, କହିଲେ- ମୁଁ ହେଲେ ପାକିସ୍ତାନରେ ଜନ୍ମ ହୋଇଥାନ୍ତି !

ମୁମ୍ବାଇ: ବିବାଦ ଘେରରେ ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ ଖାଲି ବିବାଦକୁ ଆସି ନାହାନ୍ତି, ଫ୍ୟାନ୍ସମାନେ ତାଙ୍କ ଉପରେ ପ୍ରବଳ ଅସନ୍ତୁଷ୍ଟ ବି ହୋଇଛନ୍ତି। ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷତକାର ଦେଇ ସୋନୁ କହିଛନ୍ତି- ‘ବେଳେବେଳେ ମୁଁ ଅନୁଭବ କରେ, ମୁଁ ପାକିସ୍ତାନରେ ଜନ୍ମ ହୋଇଥିଲେ ଭଲ ହେଇଥାନ୍ତା। ଅନ୍ତତଃ ମତେ ଭାରତରୁ ଅଫର୍‌ ମିଳିଥାନ୍ତା।’ ସୋନୁଙ୍କର ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ସେ କହିଛନ୍ତି ଯେ, […]

  • Tuesday, 20 July 2021
newly wed couple
ନବ ବିବାହିତ ଦମ୍ପତିଙ୍କ ପାଇଁ ଚର୍ଚ୍ଚାରେ ଶାହରୁଖ୍‌ଙ୍କ ‘ମନ୍ନତ୍‌’

ମୁମ୍ବାଇ: ଦେଶ ଓ ଦେଶ ବାହାରେ ବଲିଉଡ୍‌ ବାଦ୍‌ଶାହା ଶାହରୁଖ ଖାନ୍‌ ଯେତିକି ପ୍ରସିଦ୍ଧ, ତାଙ୍କର ‘ମନ୍ନତ’ ବାସଭବନ ମଧ୍ୟ ସେତିକି ପ୍ରସିଦ୍ଧ। ମୁମ୍ବାଇରେ ଶାହରୁଖ୍‌ଙ୍କ ଏହି ବାସଭବନ ରହିଛି। ଶାହରୁଖ୍‌ଙ୍କ ନାଁ ଯେମିତି ତାଙ୍କର ଏହି ବାସଭବନ ମଧ୍ୟ ଠିକ୍‌ ଦେଖିବାକୁ ସେମିତି। ଶାହାରୁଖ୍‌ଙ୍କ ଏହି ବିଶାଳକାୟ ବାସଭବନକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ସଂଖକ ଲୋକ ଏଠାକୁ ଆସିଥାନ୍ତି। ଅନେକ ସମୟରେ ଶାହାରୁଖ୍‌ଙ୍କ ଏହି ଘରକୁ ନେଇ କିଛି ନା କିଛି ଚର୍ଚ୍ଚା […]

  • Tuesday, 20 July 2021
zareen khan
ବଲିଉଡ୍‌ ଅଭିନେତ୍ରୀଙ୍କ କାର ସହ ପିଟି ହୋଇ ବାଇକ୍‌ ଆରୋହୀ ମୃତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌ଙ୍କ କାର ସହ ପିଟି ହୋଇ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ବୁଧବାର ଦିନ ଉତ୍ତର ଗୋଆରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ ନୀତେଶ ଗୋରାଲ୍‌(୩୧)। ତାଙ୍କ ଘର ଗୋଆର ରାଜଧାନୀ ପାନାଜୀ ଠାରୁ ୧୩ କି.ମି. ଦୂର ମାପୁସାରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ନୀତେଶଙ୍କ ସ୍କୁଟର ଜରିନ୍‌ଙ୍କ କାର ସହ ଧକ୍କା ହୋଇଥିଲା। ଏହାପରେ ନୀତେଶ ରାସ୍ତାରେ ଛିଟ୍‌କି ହୋଇ ପଡ଼ିଥିଲେ। ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ […]

  • Tuesday, 20 July 2021
amavass
ଫିଲ୍ମ ଫ୍ରାଇଡେରେ ପରଦାକୁ ଆସୁଛି ହରର୍ ଥ୍ରିଲର୍‌ ମୁଭି ‘ଅମାବାସ’

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସୁଛି ବଲିଉଡ୍ ହରର୍ ଥ୍ରିଲର୍‌ ମୁଭି ‘ଅମାବାସ’। ଭୂତ ପ୍ରେତର କାହାଣୀ ଓ ପ୍ରତିଶୋଧର ବିଷୟକୁ ନେଇ ଏହି ଫିଲ୍ମଟି ତିଆରି ହୋଇଛି। ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ନର୍ଗିସ ଫକରୀ ଏବଂ ସଚିନ୍ ଜୋଶୀ। ପରଦାରେ ଉଭୟଙ୍କର ଦମ୍‌ଦାର ଅଭିନୟ ଦେଖିବାକୁ ପାଇବେ ଦର୍ଶକ। ସେହିଭଳି ଫିଲ୍ମରେ ଅନ୍ୟ ଚରିତ୍ରଗୁଡ଼ିକରେ ସାଗର ଅଲ୍ଲୀ ଓ ମୋନା ସିଂହ ପ୍ରମୁଖ ଅଭିନୟ କରିଥିବା ବେଳେ ଏହାର ନିର୍ଦ୍ଦେଶନା ଭାର […]

  • Tuesday, 20 July 2021
mika singh
ଯୌନ ନିର୍ଯାତନା ମାମଲାରେ ମିକା ସିଂ ଗିରଫ

ନୂଆଦିଲ୍ଲୀ: ବଲିଉଡ୍‌ ଲୋକପ୍ରିୟ ଗାୟକ ମିକା ସିଂଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ୧୭ ବର୍ଷୀୟ ବ୍ରାଜିଲୀୟ ନାବାଳିକା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ନାବାଳିକାଙ୍କ ଅଭିଯୋଗ ଆଧାର କରି ୟୁଏଇ ପୁଲିସ୍‌ ତାଙ୍କୁ ଗିରଫ କରିଛି। ବ୍ରାଜିଲୀୟ ନାବାଳିକା କରିଥିବା ଅଭିଯୋଗ ଅନୁଯାୟୀ ମିକା ତାଙ୍କୁ ଆପତ୍ତିଜନକ ଫଟୋ ପଠାଉଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ତାଙ୍କୁ ପଚରାଉଚରା ଚାଲି ଥିବା ଜଣାପଡ଼ିଛି। ମିକା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଦୁବାଇ ଯାଇଥିଲେ […]

  • Tuesday, 20 July 2021
rajanikant
ରଜନୀକାନ୍ତଙ୍କ ଫିଲ୍ମରେ ଶୁଣିବାକୁ ମିଳିବ ସମ୍ୱଲପୁରୀ ଧୂନ୍‌

ଢେଙ୍କାନାଳ: ସମ୍ବଲପୁରୀ ବିଟ୍‌ରେ ନାଚିବ ସାଉଥ୍ ଇଣ୍ଡିଆ। ଢୋଲ୍‌ ନିଶାନର ତାଳେ ତାଳେ ଝୁମିବେ ଦର୍ଶକ। ପୂର୍ବରୁ ସମ୍ବଲପୁରୀ ଫୋକ୍‌ ମ୍ୟୁଜିକ୍‌ ଓଲିଉଡ୍‌ଠାରୁ ନେଇ ବଲିଉଡରେ କମାଲ ଦେଖାଇ ସାରିଥିବା ବେଳେ ଏବେ ତାମିଲ୍‌ ଇଣ୍ଡଷ୍ଟ୍ରିରେ ଏହାର ଜଲଓ୍ୱା ଦେଖିବାକୁ ମିଳିବ। ଅପ୍‌କମିଙ୍ଗ ତାମିଲ ଫିଲ୍ମ ‘ପେଟ୍ଟା’ରେ ଶୁଣିବାକୁ ମିଳିବ ସମ୍ବଲପୁରୀ ଧୁନ୍। ଆଉ ଏହି ଧୁନ୍‌ରେ ନାଚିବେ କାଲା। ତେବେ ଏହି ଗୀତରେ ରିଦିମ ଦେଇଛନ୍ତି ଢେଙ୍କାନାଳ ମା’ ଦକ୍ଷିଣକାଳୀ ସିଂଘ ବାଜାର ଟିମ୍। ଆଉ […]

  • Tuesday, 20 July 2021
puri
ପୁରୀରେ ଅକ୍ଟେଭ୍‌ ଫେଷ୍ଟିଭାଲ୍‌ ଉଦ୍‌ଯାପିତ

ପୁରୀ: ଭିନ୍ନ ସଂସ୍କୃତି, ଭିନ୍ନ ପରମ୍ପରା, ଅନନ୍ୟ ଲୋକନୃତ୍ୟ ପୁଣି ଲୋକଗୀତର ତାଳେ ତାଳେ ଦୁଲୁକିଲା ପର୍ଯ୍ୟଟନ ସହର ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି। ସୁନ୍ଦର ସୁନ୍ଦର ପୋଷାକ, ପରିପାଟିରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର କଳାକାରମାନେ ତାଙ୍କର ନୃତ୍ୟ ଗୀତ ପରିବେଷଣ କରି ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ବିମୋହିତ କରିଛନ୍ତି। ଉଦ୍‌ଘାଟନୀ ଦିବସରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି  ଜିଲ୍ଲାପାଳଙ୍କ ସହ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଓଡ଼ିଶାର ପ୍ରତିଷ୍ଠିତ କଳାକାରମାନେ ଯୋଗ ଦେଇଥିଲେ। ଏଭଳି […]

  • Tuesday, 20 July 2021
rahat
ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲି ଖାନଙ୍କୁ ଇଡିର ନୋଟିସ୍

ରାହତଙ୍କ ବିରୋଧରେ ବିଦେଶୀ ମୁଦ୍ରା ସ୍ମଗଲିଙ୍ଗ ଅଭିଯୋଗ

  • Tuesday, 20 July 2021
actor
କନ୍ନଡ଼ ଅଭିନେତା ଅମ୍ବରିଶଙ୍କ ପରଲୋକ

ବେଙ୍ଗାଲୁରୁ: କନ୍ନଡ଼ ଅଭିନେତା ତଥା ରାଜନେତା ଏମ୍‌ ଏଚ୍‌ ଅମ୍ବରିଶଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅମ୍ବରିଶଙ୍କ ମୃତ୍ୟୁ ପରେ ଦକ୍ଷିଣ ଭାରତୀୟ କଳାକାର ଓ ତାଙ୍କ ଫ୍ୟାନ୍ସମାନେ ଭାଙ୍ଗି ପଡ଼ିଛନ୍ତି। ସୁପରଷ୍ଟାର ରଜନୀକାନ୍ତଙ୍କଠୁ ଆରମ୍ଭ କରି ବିଭିନ୍ନ ଅଭିନେତା ତଥା ରାଜନେତା ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅମ୍ବରିଶଙ୍କ ଶେଷ […]

  • Tuesday, 20 July 2021
rahul
ରିଲିଜ୍ ହେଲା ମଣିକର୍ଣ୍ଣିକା ‘ଦି କ୍ୱିନ୍ ଅଫ୍ ଝାନ୍‌ସୀ’ ଓ ଠାକ୍‌ରେ

ମୁମ୍ବାଇ: ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଣିକର୍ଣ୍ଣିକା ‘ଦି କ୍ୱିନ୍ ଅଫ୍ ଝାନ୍‌ସୀ’। ଏହି ଫିଲ୍ମରେ କଙ୍ଗନା ରାଣାୱାତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହିତ ଅଙ୍କିତା ଲୋଖାଣ୍ଡେ, ଅତୁଲ କୁଲକର୍ଣ୍ଣି, ସୁରେଶ ଓବରଏ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। କଙ୍ଗନା ରାଣାୱତ ଓ କୃଷ୍ ମିଳିତ ଭାବେ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି। ୨୨ ବର୍ଷ ବୟସରରେ ଝାନ୍‌ସୀକୁ ବଞ୍ଚାଇବା ପାଇଁ ଯୋଦ୍ଧା ଭାବେ ଆବିର୍ଭାବ ହୋଇଥିବା ଜଣେ ନାରୀ ଯୋଦ୍ଧାର କାହାଣୀ […]

  • Tuesday, 20 July 2021
dhamal
ରିଲିଜ୍‌ ହେଲା କମେଡି ଡ୍ରାମା ଫିଲ୍ମ ଟୋଟାଲ ଧମାଲର ଅଫିସିଆଲ୍ ଟ୍ରେଲର

ମୁମ୍ବାଇ: ବଲିଉଡର କମେଡି ଡ୍ରାମା ଫିଲ୍ମ ଟୋଟାଲ ଧମାଲର ଅଫିସିଆଲ୍ ଟ୍ରେଲର ସୋମବାର ରିଲିଜ ହୋଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅନିଲ କପୁର ଓ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ। ଏହା ସହ ଅଜୟ ଦେବଗନ, ଅର୍ସଦ ଓ୍ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ଆମିର ଖାନ, ବମନ ଇରାନିଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ। କମେଡି ଡ୍ରାମାକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଇନ୍ଦ୍ର କୁମାର। ଟଙ୍କା ଓ […]

  • Tuesday, 20 July 2021
Elsa-Ghosh
ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ ଆଣିଲେ ବଙ୍ଗୀୟ ଅଭିନେତ୍ରୀ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ ଆଣିଲେ ବଙ୍ଗୀୟ ଅଭିନେତ୍ରୀ। ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ବଙ୍ଗୀୟ ଅଭିନେତ୍ରୀ ଏଲ୍‌ସା ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ସଂପର୍କିତ ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡିଓରେ ଅଭିନେତ୍ରୀ ଏଲ୍‌ସା ନିର୍ଦ୍ଦେଶକଙ୍କ ବିରୋଧରେ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱରରେ ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ ରିଲିଜ୍ କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ଏଲ୍‌ସା […]

  • Tuesday, 20 July 2021
women4
ରିଲିଜ୍‌ ହେଲା ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହବା’

ଭୁବନେଶ୍ୱର: ରିଲିଜ୍ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍‌ର ଆଉ ଏକ ଲଭଷ୍ଟୋରୀ ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହବା’। କଟକ ଜୟଶ୍ରୀ ଟକିଜରେ ଏହାର ପ୍ରିମିୟର ସୋ ଅନୁଷ୍ଠିତ ହୋଇଛି। ଏହି ଫିଲ୍ମ ଜରିଆରେ ଓଲିଉଡର ଡେବ୍ୟୁ କରିଛନ୍ତି ତିନି ଜଣ କଳାକାର। ନବାଗତ ରିଷାନଙ୍କ ସହ ସାୟଲ୍ ଏବଂ ମହିମାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଓଡ଼ିଆ ଦର୍ଶକଙ୍କ ପାଇଁ ତରଙ୍ଗ ପ୍ରକ୍ସନ୍‌ ପୁଣି ଥରେ ଆଉ ଏକ ଟିନ୍ ଏଜ୍‌ ଲଭ ଷ୍ଟୋରୀକୁ ପରଦାକୁ […]

  • Tuesday, 20 July 2021
shraddha kapoor
ଶ୍ରଦ୍ଧା କପୁର୍‌ ଅସୁସ୍ଥ, ସୁଟିଂ ସେଟ୍‌ ଛାଡ଼ିଲେ, ଜାଣନ୍ତୁ କାହିଁକି?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ ଅସୁସ୍ଥ। ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ ସାଇନା ନେହୱାଲ୍‌ଙ୍କ ବାୟୋପିକ୍‌ରେ ସାଇନାଙ୍କ ଭୂମିକା ନିଭାଉଥିବା ଶ୍ରଦ୍ଧାଙ୍କୁ ଡେଙ୍ଗୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ହେଲଥ୍‌ ଚେକ୍‌ ଅପ୍‌ ପରେ ଡେଙ୍ଗୁ ଜ୍ୱର ହୋଇଥିବା ନେଇ ଜାଣିବା ପରେ ସେପ୍ଟେମ୍ବର ୨୭ ତାରିଖରେ ଶ୍ରଦ୍ଧା ପିଲ୍ମ ସୁଟିଂ ବନ୍ଦ କରି ଦେଇଥିଲେ। ଗତ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ। ତେବେ ପୁଣିଥରେ ସୁସ୍ଥ ହୋଇ ୨ଦିନ ଭିତରେ ସୁଟିଂ […]

  • Tuesday, 20 July 2021
nase
ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟକୁ ନେଇ ରାଜନୀତି

ମୁମ୍ବାଇ: ବୁଲନ୍ଦଶହର ଘଟଣା ଉପରେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟ ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ନାସିରୁଦ୍ଦିନଙ୍କ ମନ୍ତବ୍ୟକୁ ନେଇ ବିରୋଧୀ କଂଗ୍ରେସ ସରକାରଙ୍କୁ ଘେରିଛି। ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ମୋଦିଙ୍କୁ ସମାଲୋଚନା କରିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଯଦିଓ ଇମ୍ରାନଙ୍କ ମନ୍ତବ୍ୟକୁ ନାସିରୁଦ୍ଦିନ ସମାଲୋଚନା କରିଛନ୍ତି, ତା ସତ୍ତ୍ୱେ ନାସିରୁଦ୍ଦିନଙ୍କ ବିରୋଧରେ ଅସନ୍ତୋଷ ଦେଖାଦେଇଛି। ସହଯୋଗୀ ଅଭିନେତା ଅନୁପମ ଖେର […]

  • Tuesday, 20 July 2021
khusi-up
‘ଖୁସୀ’ କହିବ ବାସ୍ତବ କଥା

ଭୁବନେଶ୍ୱର :ଘର ହେଉ କି ସ୍କୁଲ କେଉଁଠି ବି ସୁରକ୍ଷିତ ନୁହେଁ କୋମଳମତି ଝିଅଟିଏ। କିଛି ଦିନ ହେବ ନାବାଳିକାଙ୍କ ବିରୁଦ୍ଧରେ ଉଦ୍‌ବେଗଜନକ ଭାବେ ବଢିଛି ଯୌନ ଅପରାଧ। କେଉଁଠି  ଦୁଷ୍କର୍ମ ତ ଅାଉ କେଉଁଠି ଦୁଷ୍କର୍ମ ପରେ ହତ୍ୟା । ଏଭଳି ଘଟଣା ଅାମ ସାମାଜିକ ମୂଳଦୁଅାକୁ ଦୋହଲାଇ ଦେଇଥିବା ବେଳେ ତେଜିବାକୁ ଅାରମ୍ଭ କରିଛି ପ୍ରତିବାଦର ସ୍ୱର । ଅାଉ ଏହି ଅଭିଯାନରେ ନିଜକୁ ସାମିଲ କରିଛି ତରଙ୍ଗ ସିନେ ପ୍ରଡକସନ୍ସ୍। କୋମଳମତି ଝିଅଟିର […]

  • Tuesday, 20 July 2021
rishi kapoor
ଚିକିତ୍ସା ପାଇଁ ଆମେରିକା ଗଲେ ରିଷି କପୁର୍

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ରିଷି କପୁର୍‌ ଚିକିତ୍ସା ପାଇଁ ଆମେରିକା ଗସ୍ତ କରିଛନ୍ତି। ଗତକାଲି ଟ୍ୱିଟର୍‌ରେ ରିଷି ଏବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଆମେରିକା ଗସ୍ତକୁ ନେଇ ବ୍ୟସ୍ତ ତଥା ଅନାବଶ୍ୟକୀୟ ଗୁଜବ ଖବର ଉପରେ ବିଶ୍ୱାସ ନକରିବାକୁ ୬୬ବର୍ଷିୟ ରିଷି ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ସେ ବହୁତ ଜଲ୍‌ଦି ଫେରିବେ ବୋଲି ମଧ୍ୟ ଟ୍ୱିଟ୍ କରି ଜଣାଇଛନ୍ତି। ରିଷିଙ୍କ ଏହି ଟ୍ୱିଟ୍‌ ପରେ ଅନେକ ସେଲେବ୍ରିଟି ଟ୍ୱିଟ୍‌ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। […]

  • Tuesday, 20 July 2021
baji rout
ଫିଲ୍ମରେ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ କାହାଣୀ

ଭୁବନେଶ୍ୱର : ଫିଲ୍ମରେ ବାଜି ରାଉତଙ୍କ କାହାଣୀ । ତାଙ୍କ ବଳିଦାନ ଓ ଜୀବନୀଙ୍କୁ ନେଇ ଚଳଚ୍ଚିତ୍ର ମାଧ୍ୟମରେ ଚିତ୍ରଣ କରିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ୧୯୩୮ ମସିହାର ପ୍ରଜାମଣ୍ଡଳ ଅାନ୍ଦୋଳନ, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସହ ବିଟ୍ରିଶ ଶାସନର କିଛି ଚିତ୍ରକୁ ମଧ୍ୟ ସ୍ଥାନ ଦିଅାଯାଇଛି । ତେବେ ଫିଲ୍ମଟି ହିନ୍ଦୀ ଭାଷାରେ ନିର୍ମିତ ହୋଇଥିବା ବେଳେ ଏହା ସାରା ଦେଶରେ ବେଶ ଅାଦୃତ ଲାଭ କରିବ ବୋଲି ଅାଶା ରଖିଛନ୍ତି ଛାତ୍ରଛାତ୍ରୀ । […]

  • Tuesday, 20 July 2021
shilpa shetty and her husband
ପର୍ଣ୍ଣୋଗ୍ରାଫିକ ଫିଲ୍ମ ତିଆରି କରୁଥିଲେ ଶିଳ୍ପାଙ୍କ ସ୍ୱାମୀ, ଏମିତି ଧରାପଡ଼ିଲେ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ଗତକାଲି ରାତିରେ ମୁମ୍ବାଇରୁ ଗିରଫ କରାଯାଇଛି। ପାଖାପାଖି ୩ ଘଣ୍ଟାର ଜେରା ପରେ ରାତି ପ୍ରାୟ ୧୧ଟାରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା। 

Tara Fares
ପ୍ରସିଦ୍ଧ ମଡେଲ୍‌ଙ୍କୁ ଗୁଳି କରି ହତ୍ୟା

ବାଗ୍‌ଦାଦ୍‌: ଇରାକ୍‌ର ପ୍ରସିଦ୍ଧ ମଡେଲ୍‌ ତଥା ଇନ୍‌ଷ୍ଟାଗ୍ରାମ୍‌ରେ କ୍ରେଜ୍‌ ସୃଷ୍ଟି କରିଥିବା ତାରା ଫାରିସ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତ ଗୁରୁବାର ଦିନ ଇରାକ୍‌ ରାଜଧାନୀ ବାଗ୍‌ଦାଦ୍‌ରେ ୨୨ବର୍ଷିୟ ତାରାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାର୍‌ରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୨.୭ ମିଲିୟନ ଫଲୋଅର୍‌ ଥିଲେ। ସେ ତାଙ୍କର ବିଭିନ୍ନ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ […]

  • Tuesday, 20 July 2021
sui dhaga
ଅାଜି ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ‘ସୁଇ ଧାଗା’

ଅାଜି ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ‘ସୁଇ ଧାଗା’ । ପ୍ରଥମ ଥର ପାଇଁ ଅନ୍ ସ୍କ୍ରିନ ସେୟାର କରିଛନ୍ତି ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା । ଦରଜୀ ଭୂମିକାରେ ନଜର ଅାସିଥିବା ବରୁଣ ଏକ ଭିନ୍ନ ସ୍ୱାଦର ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ସ୍ୱାମୀ, ସ୍ତ୍ରୀଙ୍କ ସଂଘର୍ଷ କାହାଣୀକୁ ଅତି ନିଖୁଣ ଭାବେ ସିଲଭର୍ ସ୍କିନ୍‌ରେ ଦର୍ଶାଯାଇଛି। ବଲିଉଡ କମେଡି-ଡ୍ରାମା ଫିଲ୍ମ ସୁଇ-ଧାଗା ୟଶରାଜ ବ୍ୟାନରରେ ନିର୍ମିତ ତଥା ଶରତ କଟରିୟା ନିର୍ଦ୍ଦେଶିତ […]

  • Tuesday, 20 July 2021