• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

ds
ରାମ ଓ କୃଷ୍ଣଙ୍କ ପରେ ଟେଲିଭିଜନକୁ ପୁଣି ଫେରିଲା ଭଗବାନ ବିଷ୍ଣୁଙ୍କ ଗାଥା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଆରମ୍ଭ ହୋଇଥିବା ବେଳେ ଦୂରଦର୍ଶନ ଲୋକମାନଙ୍କର ମନୋରଞ୍ଜନ କରିବା ଗୋଟେ ପରେ ଗୋଟେ ପୁରୁଣା ଧାରାବାହିକର ପୁନଃ ପ୍ରସାରଣ କରି ଲୋକମାନଙ୍କ ସ୍ମୃତି ଉଦ୍‌ଜୀବୀତ କରୁଛି। ପ୍ରଥମେ ରାମାୟଣ ପରେ ମହାଭାରତ ତା ପରେ, ଶ୍ରୀକୃଷ୍ଣ, ସରକସ, ଶ୍ରୀମାନ ଶ୍ରୀମତୀ ଆଦି ଧାରାବାହିକର ପୁନଃ ପ୍ରସାରଣ କରିବା ପରେ ଏବେ ଆଉ ଏକ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ବିଷ୍ଣୁପୁରାଣ’ର ପୁନଃ ପ୍ରସାରଣ କରିଛି ଦୂରଦର୍ଶନ। ଏନେଇ ଚ୍ୟାନେଲ୍‌ ପକ୍ଷରୁ […]

  • Monday, 26 July 2021
ko
ସେ ହସ୍ପିଟାଲକୁ ଦେଖୁଛି, କିନ୍ତୁ ଜାଣିପାରୁନି କେଉଁ ଝରକା ଦେଇ ତମେ ଚାଲିଗଲ ଇରଫାନ୍‌

ମୁମ୍ୱାଇ: ମୁଁ ଦୂରରୁ ସେଇ ହସ୍‌ପିଟାଲକୁ ଦେଖୁଛି। ଯେଉଁଠି କାଲି ତୁମେ ଥିଲ। ହସ୍‌ପିଟାଲ୍‌ରେ କେତେ ଝରକା ଅଛି, କିନ୍ତୁ ଜାଣିପାରୁନି ତୁମେ କେଉଁ ଝରକା ଦେଇ ବାହାରି ଗଲ ଇର୍‌ଫାନ। ଏଇ ଜୀବନ ବହୁତ କିଛି ଦେଲ ତୁମେ। ଆଗକୁ ବି ତୁମ ପାଖରୁ ଅନେକ କିଛି ଶିଖିବାର ଆଶା ଅଛି। ଆମର ପୁଣିଥରେ ଦେଖା ହେବ ଇର୍‌ଫାନ ଭାଇ। ବଲିଉଡ୍‌ର ଷ୍ଟାର୍‌ ଇ‌ର୍‌ଫାନ ଖାନ୍‌ଙ୍କ ମୃତ୍ୟୁ ପର ଦିନ ତାଙ୍କ ପାଇଁ ଏମିତି  କିଛି […]

  • Monday, 26 July 2021
858247-kulmeet-makkar
ଭାରତୀୟ ସିନେଜଗତକୁ ତୃତୀୟ ଝଟ୍‌କା; ଚାଲିଗଲେ କୁଲ୍‌ମୀତ ମକ୍କଡ଼

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ଭାରତୀୟ ସିନେଜଗତ ପାଇଁ ଖରାପ୍‌ ସମୟ ଚାଲିଛି। ଫିଲ୍ମ ଇଣ୍ଡଷ୍ଟ୍ରୀ ଗୋଟିଏ ପରେ ଗୋଟିଏ ହସ୍ତିଙ୍କ ପରଲୋକ ହେଉଛି। ୨୯ ତାରିଖରେ ଇର୍‌ଫାନ ୩୦ରେ ଋଷି କାପୁର ଓ ଆଜି ୧ ତାରିଖରେ ଆଉ ଜଣେ ଫିଲ୍ମ ପର୍ସନାଲିଟିଙ୍କର ପରଲୋକ ହୋଇଛି। ଦୀର୍ଘ ୩ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଥିବା ‘ଦି ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ପ୍ରଡ୍ୟୁସର୍‌ ଗିଲ୍ଡ ଅଫ୍‌ ଇଣ୍ଡିଆ’ର ସିଇଓ କୁଲମୀତ ମକ୍କଡଙ୍କର ଆଜି ପରଲୋକ ହୋଇଛି। […]

  • Monday, 26 July 2021
irfna
ଯେଉଁ ସାଙ୍ଗ ଇର୍‌ଫାନଙ୍କୁ ବଲିଉଡ୍‌ରେ ପରିଚିତ କରାଇଲେ, ତାଙ୍କରି କାନ୍ଧରେ ଉଠିଲା କୋକେଇ

ମୁମ୍ବାଇ: ୨୯ ଏପ୍ରିଲ୍‌ ଇର୍‌ଫାନ ଖାନ ଫ୍ୟାନ୍‌ଙ୍କ ପାଇଁ ଏକ କଳା ଅଧ୍ୟାୟ ହୋଇ ରହିଯିବ। ଏହି ଦିନ ଅଚାନକ ସମସ୍ତଙ୍କୁ ଅଲ୍‌ବିଦା କହି ଆରପାରିକୁ ଚାଲିଗଲେ ଭର୍ସାଟାଇଲ୍‌ ଆକ୍ଟର। ସକାଳୁ ସକାଳୁ ତାଙ୍କ ଦେହାନ୍ତର ଖବର ପାଇ ସ୍ତବ୍ଧ ହୋଇଗଲା ସାରା ଭାରତ। ଇର୍‌ଫାନ ଯେ ଏତେଶୀଘ୍ର ସମସ୍ତଙ୍କୁ ଛାଡ଼ି ଚାଲିଯିବେ ଏ କଥା କେହି ସହଜରେ ବିଶ୍ୱାସ କରିପାରିଲେ ନାହିଁ। ଅମିତାଭ୍‌ଙ୍କଠାରୁ ଆରମ୍ଭ କରି ସଲ୍‌ମାନ ଶାହାରୁଖ୍, ଶୋକରେ ବୁଡ଼ିଲା ବଲିଉଡ୍‌ ଜଗତ। ଦୁଇ […]

  • Monday, 26 July 2021
ramayana
ବିଶ୍ୱ ରେକର୍ଡ କଲା ରାମାୟଣ

ନୂଆଦିଲ୍ଲୀ:  ବିଶ୍ୱ ରେକର୍ଡ କଲା ଦୂରଦର୍ଶନରେ ରାମାୟଣର ପୁନଃ ପ୍ରସାରଣ। ଗୋଟିଏ ଦିନରେ ସର୍ବାଧିକ ଭିୟୁ ପାଇଥିବା ପ୍ରଥମ ପୌରାଣିକ ଟିଭି ଧାରିବାହିକ ହେଲା ରାମାୟଣ। ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ଗୋଟିଏ ଏପିସୋଡ୍‌ରେ ଦର୍ଶକ ସଂଖ୍ୟା ହିସାବରେ ଏହା ସାରା ବିଶ୍ୱର ସମସ୍ତ ରେକର୍ଡ ଭାଙ୍ଗି ଦେଇଥିବା ଦୂରଦର୍ଶନ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଗତ ୧୬ ତାରିଖରେ ପ୍ରସାରିତ ରାମାୟଣ ଏପିସୋଡ୍‌କୁ ୭ କୋଟି ୭୦ ଲକ୍ଷ ଲୋକ ଦେଖିଥିଲେ। ଏହା ସାରା ବିଶ୍ୱରେ ସର୍ବାଧିକ ବୋଲି […]

rshi
ଏଇଠି ଶେଷ ବିଦାୟ ନେଲେ ଋଷି କପୁର

ମୁମ୍ବାଇ: ମହାନ ବଲିଉଡ୍ ଅଭିନେତା ଋଷି କାପୁରଙ୍କର ଆଜି ସକାଳ ୮.୪୫ରେ ପରଲୋକ ହୋଇଛି। ୬୭ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବଲିଉଡ୍‌ର ଏହି ଭର୍ସାଟାଇଲ୍‌ ଆକ୍ଟର। ମୁମ୍ବାଇ ଚନ୍ଦନୱାଡ଼ି ଶଶ୍ମାନରେ ରିଷି କପୁରଙ୍କ ଶେଷକୃତ୍ୟ। ସମ୍ପନ୍ନ ହୋଇଛି।ଗତ ଦୁଇ ବର୍ଷ ଧରି ଲ୍ୟୁକୋମିୟା କ୍ୟାନ୍‌ସରରେ ପୀଡ଼ିତ ଥିବା ଋଷି ଶେଷରେ ଜୀବନ ସଂଗ୍ରାମରେ ହାରିଯାଇଛନ୍ତି। ବିନ୍ଦାସ୍ ଅନ୍ଦାଜ୍, କମିକ୍ ଷ୍ଟାଇଲ୍, ଯେମିତି ରିଷି କପୁର ନିଜ ଜୀବନରେ ଥିଲେ ହସ୍ପିଟାଲ୍‌ରେ ବି ସେପରି ଥିବା […]

  • Monday, 26 July 2021
irfana
ମଳଦ୍ୱାରରେ ସଂକ୍ରମଣ ଯୋଗୁ ଆଇସିୟୁରେ ଇର୍‌ଫାନ୍‌

ମୁମ୍ବାଇ: ଡାକ୍ତରଖାନାରେ ବଲିଉଡ୍‌ ଓ ହଲିଉଡ୍‌ ଅଭିନେତା ଇର୍‌ଫାନା ଖାନ। ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲ୍‌ରେ ସେ ଆଡ୍‌ମିଶନ ହୋଇଛନ୍ତି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ବୃହତନ୍ତ୍ରରେ ବା ମଳଦ୍ୱାରରେ ସଂକ୍ରମଣ (କୋଲୋନାଲ୍‌ ଇନ୍‌ଫେକ୍ସନ୍‌) ଯୋଗୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଇର୍‌ଫାନଙ୍କ ମୁଖପାତ୍ର କହିଛନ୍ତି। ତାଙ୍କ ସହିତ ତାଙ୍କ ପୂରା ପରିବାର ଡାକ୍ତରଖାନାରେ ଥିବା ସୂଚନା ମିଳିଛି। ଇର୍‌ଫାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇ ତାଙ୍କ ମୁଖପାତ୍ର କହିଛନ୍ତି, ଏହି ଖବର ସତ […]

  • Monday, 26 July 2021
irphna
ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ଡାକ୍ତରଖାନାରେ ବଲିଉଡ୍‌ ଓ ହଲିଉଡ୍‌ ଅଭିନେତା ଇର୍‌ଫାନା ଖାନ। ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲ୍‌ରେ ସେ ଆଡ୍‌ମିଶନ ହୋଇଛନ୍ତି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି।  ତାଙ୍କ ସହିତ ତାଙ୍କ ପୂରା ପରିବାର ଡାକ୍ତରଖାନାରେ ଥିବା ସୂଚନା ମିଳିଛି।  ନିକଟରେ ତାଙ୍କ ମାଆ ସୟୀଦା ବେଗଙ୍କର ଜୟପୁରରେ ମୃତ୍ୟୁ ହୋଇଥିଲା। ଇର୍‌ଫାନ ତାଙ୍କ ମାଆଙ୍କ ଶେଷ ଦର୍ଶନ କରିପାରି ନଥିଲେ। ଦେଶବ୍ୟାପୀ ଲକ୍‌ ଲକ୍‌ଡାଉନ୍‌ ଯୋଗୁ ଓ ଇର୍‌ଫାନ୍‌ ତାଙ୍କ ମାଆଙ୍କ ଶେଷ ଦର୍ଶନ […]

  • Monday, 26 July 2021
sonu
ସୋନୁଙ୍କ ୩ ବର୍ଷ ତଳର ଟ୍ୱିଟ୍‌ ଭାଇରାଲ୍‌: ଲକ୍‌ଡାଉନ୍‌ ପାଇଁ ଦୁବାଇରେ ଥିବାରୁ ତାଙ୍କୁ ଗିରଫ୍ କରିବା ପାଇଁ ଦାବି

ମୁମ୍ବାଇ: ବଲିଉଡ୍‌ ସିଙ୍ଗର ସୋନୁ ନିଗନଙ୍କ ୩ ବର୍ଷର ତଳର ଟ୍ୱିଟ୍‌କୁ ନେଇ ଏବେ ପୁଣିଥରେ ଉଠିଛି ବିବାଦର ଝଡ଼। କରୋନା ଜନିତ ଲକ୍‌ଡାଉନ୍ ଯୋଗୁ ସେ ବର୍ତ୍ତମାନ ଦୁବାଇରେ ଅଛନ୍ତି। ଭାରତ ଫେରିପାରୁ ନାହାନ୍ତି। ଏହି ସମୟରେ ଦୁବାଇ ପୁଲିସ୍‌ ତାଙ୍କୁ ଗିରଫ୍ କୁର ବୋଲି ଦାବି ଜୋର୍‌ ଧରିଛି।‌ ୩ ବର୍ଷ ପୂର୍ବେ  ସୋନୁ ନିଗମ ଅଜାନ୍ ପାଠକୁ ନେଇ ଏକ ଟ୍ୱିଟ୍‌ କରିଥିଲେ। ଯାହାକୁ ନେଇ ସେଇ ସମୟରେ ବି ବିବାଦ ଦେଖା […]

  • Monday, 26 July 2021
ramayan
ରାମାୟଣରେ ଅଭିନୟ କରୁଥିବା ସୁଗ୍ରୀବଙ୍କ ଦେହାନ୍ତ

ନୂଆଦିଲ୍ଲୀ: ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଶ୍ୟାମ କଲାନୀଙ୍କ ଦେହାନ୍ତ ହୋଇଛି। ଏପ୍ରିଲ୍ ୬ତାରିଖରେ ତାଙ୍କର ପଞ୍ଚକୁଲା ନିକଟ କାଲକାରେ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। Very sad and sorry to hear sudden demise of our colleague Mr Shyam Kalani who played role of sugriv and Bali with us in Ramayan […]

  • Monday, 26 July 2021
risi kapor
କମେଣ୍ଟ ଦେଖି ରାଗିଗଲେ ଋଷି କପୁର

ମୁମ୍ୱାଇ: ବଲିଉଡ ଅଭିନେତା ଋଷି କପୁର ନିଜର ବିନ୍‌ନ୍ଦାସ ଓ ବେଫିକର୍‌ ଅନ୍ଦାଜ୍‌ ପାଇଁ ବେଶ ଚର୍ଚ୍ଚିତ। ଋଷି ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିବାକୁ ଟିକେ ବି ଡ଼ରନ୍ତି ନାହିଁ। ଏହି କାରଣରୁ ଋଷି ବେଳେବେଳେ ସୋସିଆଲ ମିଡିଆରେ ଟ୍ରୋଲର୍‌ ଶିକାର ମଧ୍ୟ ହୁଅନ୍ତି। ଋଷି କପୁର ତାଙ୍କ ଟ୍ୱିଟର ଆକାଉଣ୍ଟରେ ପ୍ରୋଫାଇଲ୍‌କୁ ଚେଞ୍ଜ କରି ଦେଇଛନ୍ତି । ସେ ତାଙ୍କ ପ୍ରୋଫାଇଲ୍‌ ଷ୍ଟାଟସ୍‌ରେ ଟ୍ରୋଲର ବିଷୟରେ କିଛି ମେସଜ୍‌ ଲେଖିଛନ୍ତି। ଚେତାବନୀ ମଧ୍ୟ […]

  • Monday, 26 July 2021
salamn
ପରଲୋକରେ ସଲ୍‌ମାନ୍‌ଙ୍କ ଭାଇ ଅବଦୁଲ୍ଲା

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲ୍‌ମାନ୍‌ ଖାନଙ୍କ ସର୍ମ୍ପକୀୟ ଭାଇ ଅବଦୁଲ୍ଲା ମୀର୍ଜା ଖାନଙ୍କ ପରଲୋକ ହୋଇଯାଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସାହାଯ୍ୟରେ ସଲମାନ୍‌ ଏ ବିଷୟରେ ସୂଚନା ଦେଇଛନ୍ତି। ସଲମାନ୍‌ ନିଜର ଏବଂ ଅବଦୁଲ୍ଲାଙ୍କର ଏକ ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ର ଏକ ଫଟୋକୁ ସେୟାର କରିଛନ୍ତି। ସଲମାନ୍‌ ଭାବପ୍ରବଣ ହୋଇ ଲେଖିଛନ୍ତି ଯେ ’ତୁମକୁ ସବୁଦିନ ପାଇଁ ଭଲ ପାଇବୁ”।  ଅବଦୁଲ୍ଲା ତାଙ୍କ ପିଉସୀଙ୍କ ପୁଅ ଥିଲେ। ସୂଚନା ଅନୁଯାୟୀ, ଅବଦୁଲ୍ଲା ଗତ କିଛି ଦିନ […]

  • Monday, 26 July 2021
bharati
ଘର ପୋଛୁଛନ୍ତି ବଲିଉଡର କମେଡ଼ି ରାଣୀ

ଭୁବନେଶ୍ୱର: କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌କୁ ମାନି ସମସ୍ତେ ନିଜର ଘରେ ରହୁଛନ୍ତି। ଏହି ଲକ୍‌ଡାଉନ୍‌ ସମୟରେ ବଲିଉଡ ଏବଂ ଟିଭି କଳାକାରମାନେ ଘରେ ରହି ସୋସିଆଲ ମିଡିଆରେ ନିଜର କିଛି ନଟଖଟ ଭିଡ଼ିଓକୁ ସେୟାର କରୁଛନ୍ତି ଏବଂ ଚର୍ଚ୍ଚାରେ ରହୁଛନ୍ତି। କମେଡ଼ି ରାଣୀ ଭାରତୀ ସିଂଙ୍କ ମଧ୍ୟ ନିଜର ଫ୍ୟାନ୍‌ମାନଙ୍କ ଫାଇଁ ଏକ ମଜାଦାର ଭିଡ଼ିଓ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଭିଡ଼ିଓରେ ଭାରତୀ ଘର ପୋଛା ମାରୁଛନ୍ତି […]

  • Monday, 26 July 2021
nirvaya case selebrity
ନିର୍ଭୟା ଦୋଷୀଙ୍କୁ ଫାଶି ପରେ ବଲିଉଡ୍‌ ଷ୍ଟାର୍‌ଙ୍କ ପ୍ରତିକ୍ରିୟା: ପ୍ରୀତି ଜିଣ୍ଟା କହିଲେ ଏବେ ସମୟ...

ମୁମ୍ୱାଇ : ୭ ବର୍ଷର ଅପେକ୍ଷା ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି। ଆଜି ସକାଳ ୫ଟା ବାଜି ୩୦ରେ ଚାରି ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶଙ୍କୁ ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି। ୪ ଦୋଷୀଙ୍କୁ ଫାଶୀ ପରେ ଦେଶର ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଥିରୁ ବାଦ୍‌ ଯାଇ ନାହାନ୍ତି ବଲିଉଡ୍ ଷ୍ଟାର୍‌। ତେବେ ନ୍ୟାୟ ମିଳିବା ପରେ ବି ଆଇନ୍‌ ଦୁର୍ବଳତାକୁ କଟାକ୍ଷ କରିଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା। କେଉଁ ଷ୍ଟାର୍ […]

  • Monday, 26 July 2021
nusurat
ହାତ ଧୋଇବା ଭିଡିଓ ଶେୟାର କରି ଟ୍ରୋଲ୍ ହେଲେ ନୁସରତ୍‌ ଜାହାନ୍‌

ମୁମ୍ୱାଇ: ସୋସିଆଲ୍ ମିଡିଆରେ କରୋନା ଭାଇରସ୍‌ ସମ୍ପର୍କିତ ସଚେତନତା ବାର୍ତ୍ତା ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘ସେଫ୍‌ ହ୍ୟାଣ୍ଡସ୍‌’ର ଚ୍ୟାଲେଞ୍ଜ ରଖାଯାଇଛି। ଏଥିପାଇଁ ଦୀପିକା ପାଦୁକୋନ୍‌, ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରାଙ୍କ ପରି ଅନେକ ଭାରତୀୟ ଅଭିନେତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ହାତ ମିଳାଇ ଲଗାତାର ଭାବରେ ଫ୍ୟାନ୍ସଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ଏହି ଅଭିଯାନରେ ବଙ୍ଗଳା ଅଭିନେତ୍ରୀ ତଥା ସାଂସଦ ନୁସରତ୍‌ ଜାହାନ୍‌ ମଧ୍ୟ ସାମିଲ ହୋଇଛନ୍ତି। କରୋନା ଭାଇରସ୍‌ରୁ […]

  • Monday, 26 July 2021
sara
ମନ୍ଦିର ଦର୍ଶନକୁ ନେଇ ଅଡୁଆରେ ବଲିଉଡ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀଖାନ୍ ବାରଣାସୀର କାଶୀବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ନେଇ ବିବାଦ ଘେରକୁ ଚାଲିଆସିଛନ୍ତି। ଅଣହିନ୍ଦୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ନିଷେଧ ଥିଲେ ବି ସାରାଙ୍କ ମନ୍ଦିର ପ୍ରବେଶ ନେଇ କାଶୀ ବିକାଶ ସମିତିର ସମ୍ପାଦକ ଚନ୍ଦ୍ରଶେଖର କପୁର ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଚନ୍ଦ୍ରଶେଖର କପୁର କହିଛନ୍ତି ଯେ କାଶୀ ବିଶ୍ୱନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ। ସାରାଙ୍କ ଦର୍ଶନ କରିବା କେବଳ ପରମ୍ପରାକୁ ଭାଙ୍ଗିବା ନୁହେଁ, ଏହା ମନ୍ଦିରର […]

  • Monday, 26 July 2021
neha
ପାଞ୍ଚ ଜଣ ବୟଫ୍ରେଣ୍ଡ ରଖିବା ଝିଅର ଇଚ୍ଛା ଉପରେ ନିର୍ଭର କରେ-ନେହା ଧୂପିଆ

ମୁମ୍ୱାଇ : ନେହା ଧୂପିଆ ହେଉଛନ୍ତି ବଲିଉଡର ଜଣେ ହଟ୍ ଅଭିନେତ୍ରୀ।  ସେ ଦେଇଥିବା ଏକ ମନ୍ତବ୍ୟକୁ ନେଇ  ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏହି ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ ୟୁଜର୍ସ ନେହାଙ୍କ ମିମ୍ସ ଶେଆର୍‌ କରି ଟ୍ରୋଲ କରୁଛନ୍ତି। ନେହା ବର୍ତ୍ତମାନ ଏମ୍‌ଟିଭିର ରିଆଲିଟି ଶୋ ରୋଡିଜ୍‌ର ମେଣ୍ଟର ରହିଛନ୍ତି। ଏହି ଶୋର ଗୋଟିଏ ଏପିସୋଡ୍‌ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁଥିରେ ଜଣେ ପ୍ରତିଯୋଗୀ କହିଛନ୍ତି, ‘ମୋ ଗାର୍ଲଫ୍ରେଣ୍ଡ ୫ଟି ପୁଅକୁ ଡେଟ୍‌ […]

  • Monday, 26 July 2021
subas ghai
ଜାଣନ୍ତି, ବଲିଉଡ ନିର୍ଦ୍ଦେଶକଙ୍କ ପାଇଁ କାହିଁକି ହାତକାଟି ଦେଇଥିଲେ ଏହି ଅଭିନେତ୍ରୀ ?

ମୁମ୍ବାଇ:ବଲିଉଡର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ ଓ ନିର୍ମାତା ହେଉଛନ୍ତି ସୁଭାଷ ଘାଇ। ବହୁ ଅଭିନେତା ଓ ଅଭିନେତ୍ରୀଙ୍କୁ ଷ୍ଟାର୍‌ କରିଛନ୍ତି ସୁଭାଷ । ସେ ନିର୍ମାଣ କରିଥିବା ଫିଲ୍ମଗୁଡ଼ିକ ହେଉଛି, ‘କର୍ମା’, ‘ରାମ୍ ଲଖନ୍‌’, ‘ମେରି ଜଙ୍ଗ୍’, ‘ଖଲ୍‌ନାୟକ’, ‘ସୌଦାଗର’, ‘ତାଲ୍‌’ ଓ ଐତରାଜ୍ । ଶାନ୍ତ ଓ ନମ୍ର ସ୍ୱଭାବ ଯୋଗୁ ଇଣ୍ଡଷ୍ଟ୍ରୀରେ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି। ତେବେ ଆପଣ ଜାଣନ୍ତି, ଥରେ ଜଣେ ଅଭିନେତ୍ରୀ ତାଙ୍କ ଯୋଗୁ ନିଜ ହାତ କାଟି ଦେଇଥିଲେ। […]

  • Monday, 26 July 2021
lkfjf
ହିରୋଙ୍କୁ ମାତ୍ ଦେଇ ସଫଳତାର ଶୀର୍ଷରେ ଏହିସବୁ ନାୟିକା

ମୁମ୍ୱାଇ: ଆଜିର ଯୁଗରେ ମହିଳାମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ବହୁ କ୍ଷେତ୍ରରେ ମହିଳାମାନେ ନିଜର ଦକ୍ଷତା ଓ ପରିଶ୍ରମ ବଳରେ ପୁରୁଷଙ୍କୁ ପଛରେ ପକାଇ ଦେଲେଣି। ତେବେ ଆଜି ଆମେ ଫିଲ୍ମ ଇଣ୍ଡଷ୍ଟ୍ରିର ଏମିତି କିଛି ମହିଳାଙ୍କ ବିଷୟରେ ଆସ୍ତନ୍ତୁ ଜାଣିବା। ଯେଉଁମାନେ ଏହି ପୁରୁଷ ପ୍ରାଧାନ୍ୟ ପ୍ରଫେସନ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେମାନେ ହେଲେ ବଲିଉଡର ଦୀପିକା […]

  • Monday, 26 July 2021
dh
ଆଜି ରିଲିଜ୍‌ ହେଉଛି ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍’

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜି ରିଲିଜ ହେବାକୁ ଯାଉଛି ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍।’ ନାରୀ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ତରଙ୍ଗ ଚ୍ୟାନେଲକୁ ଆସୁଛି ଏହି ସିନେମା।  ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ, ଅମନ ଓ ବିଜୟିନୀ ତନୁଶ୍ରୀ। ଏଇ ଟେଲି ଫିଲ୍ମର ମୁଖ୍ୟ ଚରିତ୍ର ଅନୁ ଦିଦିଙ୍କ ଭୂମିକାରେ ନିଜେ ଅଭିନେତ୍ରୀ ଅନୁ ଚୌଧୁରୀ କଲେଜ୍‌ରେ ଅଧ୍ୟାପନା ବେଳେ ସେ ଛାତ୍ରୀଙ୍କୁ କିଭଳି ସାହସ […]

  • Monday, 26 July 2021
silpa sethy
ବଲିଉଡ ହିରୋଇନଙ୍କ ପରି ସ୍ଲିମ୍ ହେବାକୁ ଚାହୁଁଛନ୍ତି କି? ଏମିତି ଉପାୟ ଆପଣାନ୍ତୁ...

ବ୍ୟସ୍ତବହୁଳ ଜୀବନ ଭିତରେ ସମୟର ଘୋର ଅଭାବ। ତଥାପି ନିଜକୁ ଫିଟ୍ ରଖିବାକୁ ସମସ୍ତଙ୍କର ଇଛା। ଯଦି ଆମେ ବଲିଉଡର ହିରେ।ଇନମାନଙ୍କ କଥା କହିବା ତେବେ ମନରେ ଇର୍ଷା ଭାବ ନିହାତି ଆସୁଥିବ। ସେମାନେ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି। ଖାଦ୍ୟକୁ ପ୍ରଥମେ ଗୁରୁତ୍ୱ ଦେଇଥାନ୍ତି। ଯେମିତି ବଲିଉଡର ଶ୍ରଦ୍ଧା କପୁର, ଆଲିୟା ଭଟ୍ଟ, ଶିଳ୍ପା ସେଟ୍ଟୀ, ମଲାଇକା ଆରେ।ଡ଼ା ଓ କରିନା କପୁର ନିଜର ସ୍ଲିମ୍ ଫିଗର୍ ପାଇଁ ସବୁବେଳେ […]

  • Monday, 26 July 2021
Shershaah
'ଶେରଶାହ'ର ଟ୍ରେଲର ରିଲିଜ

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଫିଲ୍ମ 'ଶେରଶାହ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଆଜି ଜୁଲାଇ ୨୫ରେ କରଣ ଜୋହରଙ୍କ ପ୍ରଡକ୍ସନ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି।

Raj Kundra
ରାଜ କୁନ୍ଦ୍ରାଙ୍କ ଗିରଫ ପରେ ବି ହୋଇଥାନ୍ତା ଆଡଲ୍ଟ ସିନେମା!

ପୋର୍ଣ୍ଣୋଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀଙ୍କ କମ୍ପାନୀ ଜେଏଲ ଷ୍ଟ୍ରିମ୍‌ ମୁମ୍ବାଇ ପୋଲିସ୍‌ର କ୍ରାଇମବ୍ରାଞ୍ଚ୍‌ ଦ୍ୱାରା ମୁହାଁମୁହିଁ ହେଉଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରାଜ କୁନ୍ଦ୍ରା ଗିରଫ ହେବା ପରେ ମଧ୍ୟ କମ୍ପାନୀ ଆଡଲ୍ଟ କଣ୍ଟେଣ୍ଟ ଉତ୍ପାଦନ କରିବାକୁ ଯୋଜନା କରିପାରେ।

Taapsee Pannu and Mirabai Chanu
ମୀରାବାଇ ଚାନୁଙ୍କ ପାଇଁ ପିଜ୍ଜା କିଣିବାକୁ ଚାହିଲେ ଏହି ଅଭିନେତ୍ରୀ

ଅଲିମ୍ପିକ୍ସରେ ପଦକ ଜିତି ମୀରାବାଇ ଚାନୁ ଦେଶକୁ ଗର୍ବିତ କରିଛନ୍ତି। ଅଲିମ୍ପିକ୍ସରେ ପଦକ ଜିତିବାରେ ମୀରାବାଇ ଚାନୁ ଦେଶର ଦ୍ୱିତୀୟ ଭାରୋତ୍ତୋଳକ ହୋଇପାରିଛନ୍ତି। ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମୀରାବାଇ ଚାନୁଙ୍କ ବିଜୟ ପାଇଁ ଏକ ବିଶେଷ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି।