• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

MALA
ମଲାଇକାଙ୍କ ବିକିନି ଫଟୋ ପାଇଁ ଟ୍ରୋଲ୍ ହେଲେ ‌ଅର୍ଜୁନ କପୁର

ମୁମ୍ବାଇ: ଅରବାଜ ଖାନଙ୍କ ସହ ଛାଡପତ୍ର ହେବା ପରଠାରୁ ଅଭିନେତ୍ରୀ ମଲାଇକା ଅରୋରା ଖାନ୍‌ ନିଜ ପର୍ସନାଲ୍‌ ଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଗତ ବର୍ଷରୁ ଏମିତି ଖବର ଆସୁଛି ଯେ, ମଲାଇକା ଅର୍ଜୁନ୍‌ କପୁରଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ଏ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ୱୀକାର କରି ନାହାନ୍ତି। କିନ୍ତୁ ଅର୍ଜୁନ୍‌ଙ୍କ ଫ୍ୟାନ୍‌ମାନେ ମଲାଇକାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଆଦୌ ଖୁସି ନାହାନ୍ତି। ତେଣୁ ସୋଶାଲ୍‌ ମିଡିଆରେ ମଲାଇକାଙ୍କ ସହ […]

  • Wednesday, 21 July 2021
Shilpa-Raj
୧୪ ବର୍ଷର ସଂପର୍କରେ ରାଜ-ଶିଳ୍ପା : ଜୀବନ ଥିଲା ସିନେମାର କାହାଣୀ

ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ପ୍ରେମ ଜୀବନ ଠାରୁ ଆରମ୍ଭ କରି ବିବାହିତ ଜୀବନ ପର୍ଯ୍ୟନ୍ତ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍‌ କୌତୁହଳପୂର୍ଣ୍ଣ ନୁହେଁ। ସେମାନଙ୍କ ଜୀବନରେ ବିବାଦ, ଭାବନା ଏବଂ ପ୍ରେମ ବଲିଉଡର ସ୍କ୍ରିପ୍ଟ ପରି, ଏହା ସତ୍ତ୍ୱେ ସମୟ ସହିତ ଏହି ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଗଲା।

bharat
ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ର ଟ୍ରେଲର

ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ଟ୍ରେଲର।  ରିଲିଜ୍ ହେବାର ମାତ୍ର କେଇ ଘଣ୍ଟାରେ ଟ୍ରେଲର୍‌ଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ‘ଭାରତ୍‌’ର ଏହି ୩ମିନିଟ୍‌ର ଟ୍ରେଲର୍‌କୁ ଫ୍ୟାନ୍‌ଙ୍କର ଜବରଦସ୍ତ ରେସ୍‌ପନ୍ସ ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଟ୍ରେଲର୍‌କୁ ପାଖାପାଖି ୨କୋଟିରୁ ଅଧିକ ଭ୍ୟୁ ମିଳିସାରିଲାଣି। Kya baat hai bhai!! Bahut Khoob. https://t.co/0t8hQoUSbJ — Shah Rukh Khan (@iamsrk) April 22, 2019 Osm — Salman Khan […]

  • Wednesday, 21 July 2021
stoy
ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ପ୍ରଥମ ଗୀତ

କରନ୍ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଫାଷ୍ଟ ଗୀତ ‘ଜବାନି’ ରିଲିଜ ହୋଇଯାଇଛି। ୭୦ ଦଶକରେ ଆସିଥିବା  କିଶୋର କୁମାର ଓ ଆର . ଡି ବର୍ମନଙ୍କ ଲୋକପ୍ରିୟ ଗୀତ ‘ଜବାନି’ କୁ ରିକ୍ରିଏଟ କରାଯାଇ ଦର୍ଶକଙ୍କ ସମ୍ମୁଖରେ ନୂଆ ଭାବେ ଉପସ୍ଥାପନ କରାଯାଇଛି। ଗୀତଟି ଏବଏ ୟ୍ୟୁଟ୍ୟୁବ୍‌ର ଟପ୍‌ ଟ୍ରେଣ୍ଡରେ ରହିଛି। ବର୍ତ୍ତମାନ ସୁଧା ଗୀତଟିକୁ ୨ କୋଟିରୁ ଅଧିକ ଥର ଦେଖାସରିଲାଣି। ୧୯୭୨ ମସିହାରେ ଆସିଥିବା ଫିଲ୍ମ […]

  • Wednesday, 21 July 2021
Barsha Anubhab
ହାଇକୋର୍ଟର ଦ୍ୱାରସ୍ତ ହେଲେ ଅନୁଭବ ମହାନ୍ତି

ବର୍ଷା-ଅନୁଭବ ବିବାଦ ସମାଧାନର ନା ଧରୁନି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଆଜି ହାଇକୋର୍ଟ ଯାଇଛନ୍ତି ଅନୁଭବ ମହାନ୍ତି ।

Kareena Kapoor
ପୁସ୍ତକର ନାମକରଣକୁ ନେଇ ଫସିଲେ କରୀନା

ବଲିଉଡ ଅଭିନେତ୍ରୀ କରୀନା କପୁର ତାଙ୍କ ପୁସ୍ତକକୁ ନେଇ ଏକ ଆଇନଗତ ସମସ୍ୟାରେ ଫସିଯାଇଛନ୍ତି। ତାଙ୍କ ପୁସ୍ତକର ନାମକୁ ନେଇ ସାରା ଦେଶରେ ସମାଲୋଚନା ହେଉଛି। ଏପରିକି କରୀନା କପୁରଙ୍କ ବିରୋଧରେ ଏଫ୍‌ଆଇଆର୍‌ ଜାରି କରିବାକୁ ଦାବି ହେଉଛି।

Arbaaz Khan
ଟ୍ରୋଲ୍ ଓ ଡ୍ରଗ୍ସକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତକଲେ ଅରବାଜ ଖାନ

ବଲିଉଡ୍‌ ଅଭିନେତା ଅରବାଜ ଖାନ ଖୋଲାଖୋଲି ଟ୍ରୋଲ୍‌ ସହ ଡ୍ରଗ୍ସ କାରବାର ଉପରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ଟ୍ରୋଲ୍‌ ହୁଅନ୍ତି, ସେମାନଙ୍କୁ କେତେ ମାନସିକ ଏବଂ ବୃତ୍ତିଗତ ସମସ୍ୟାର ସାମ୍ନା କରିବାକୁ ପଡେ ତାହା କଳ୍ପନା କରିବା କଷ୍ଟକର।

Raj Kundra
ଜୁଲାଇ ୨୩ ପର୍ଯ୍ୟନ୍ତ ପୋଲିସ୍ ରିମାଣ୍ଡରେ ରାଜ କୁନ୍ଦ୍ରା

ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୩ ପର୍ଯ୍ୟନ୍ତ କୋର୍ଟ ରିମାଣ୍ଡରେ ପଠାଇଛନ୍ତି। ସୋମବାର ରାତିରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚର ପ୍ରପର୍ଟୀ ସେଲ୍ ଗିରଫ କରିଛି। ଅଶ୍ଳୀଳ ସିନେମା ନିର୍ମାଣ କରି କିଛି ଆପ୍ ମାଧ୍ୟମରେ ସେସବୁକୁ ରିଲିଜ୍ କରିବା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି।

padma-awards
ପ୍ରଭୁଦେବା ଓ ଶଙ୍କରଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ରାଷ୍ଟ୍ରପତି ଭବନରେ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି। ଅଭିନେତା ତଥା ଡ୍ୟାନସର ପ୍ରଭୁଦେବା, ବିଶିଷ୍ଟ ଗାୟକ ଶଙ୍କର ମହାଦେବନ ଏବଂ ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟର (ମରଣୋତ୍ତର) ଓ ଉଦ୍ୟୋଗପତି ଜନ୍‌ ଚ୍ୟାମ୍ବର୍ସ ପ୍ରମୁଖଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି। ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୧୧୨ ଜଣଙ୍କୁ ପଦ୍ମ ପରୁସ୍କାର ପାଇଁ ମନୋନୀତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯୪ ଜଣ ପଦ୍ମଶ୍ରୀ, ୧୪ ଜଣ ପଦ୍ମଭୂଷଣ ଏବଂ ୪ ଜଣଙ୍କୁ […]

  • Tuesday, 20 July 2021
ranbir
ଭାଇରାଲ ହେଉଛି ‘ବ୍ରହ୍ମାସ୍ତ୍ର’ ପାଇଁ ରଣବୀରଙ୍କ ଟେଷ୍ଟ ଲୁକ୍‌

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟ ଷ୍ଟାରର ‘ବ୍ରହ୍ମାସ୍ତ୍ର’ର କାହାଣୀ ଏବେ ବି ସସ୍‌ପେନ୍ସରେ ରହିଛି। ଏଥିରେ ଲିଡ୍‌ ରୋଲ୍‌ କରୁଥିବା ରଣବୀର କପୁରଙ୍କର ଲୁକ୍‌ ଟେଷ୍ଟର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ନିଜେ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହାକୁ ପୋଷ୍ଟ କରିଛନ୍ତି। ହେଲେ ଦୁଃଖର ବିଷୟ ହେଲା କୁଲ୍‌ ଓ ହ୍ୟାଣ୍ଡସମ୍‌ ଦିଶୁଥିବା ଏହି ଲୁକ୍‌ ରିଜେକ୍ଟ ହଇଯାଇଛି। ଫିଲ୍ମ ପାଇଁ ତାଙ୍କ ନୂଆ ଲୁକ୍‌ […]

twinkle
ଅକ୍ଷୟଙ୍କୁ ମାରି ଦେବାକୁ ଧମକ ଦେଲେ ପତ୍ନୀ ଟ୍ୱିଙ୍କିଲ୍‌

ମୁମ୍ବାଇ: ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର ସବୁବେଳେ ନିଜର ଭିନ୍ନ ଅନ୍ଦାଜ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସେ ନିଜ ଫିଲ୍ମର ଚରିତ୍ର ପାଇଁ ହେଉକି କେତେବେଳେ ଅନ୍ୟ କୌଣସି କାରଣ ପାଇଁ ହେଉ। ଏବେ କିନ୍ତୁ ସେ ଦୁଇଟି ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ କାରଣ ହେଉଛି ଏକ ନୂଆ ପ୍ଲାଟ୍‌ଫର୍ମରେ ପାଦ ଦେବା ଓ ଅନ୍ୟଟି ପତ୍ନୀ ଟ୍ୱିଙ୍କିଲ୍‌ ଖାନାଙ୍କ ଠାରୁ ମିଳିଥିବା ଧମକ୍‌। ତେବେ ଚାଲନ୍ତୁ ଜାଣିବା କ’ଣ […]

  • Tuesday, 20 July 2021
salman0new
ସଲ୍‌ମାନ୍‌ଙ୍କ ସହ ରୋମାନ୍ସ କରିପାରନ୍ତି ନୀଳ ନୟନା

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ସଲ୍‌ମାନ୍‌ ଖାନ୍‌ ଓ ସଞ୍ଜୟଲୀଲା ଭଂଶାଲୀ ଏକ ରୋମାଣ୍ଟିକ୍‌ ପ୍ରୋଜେକ୍ଟରେ  ଏକାଠି କାମ କରିବାକୁ ଯାଉଛନ୍ତି। ଏହାର ନାଁ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ -୨’ ରହିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏନେଇ ବିଧିବଦ୍ଧ ଭାବେ ଉଭୟ କିଛି ଘୋଷଣା କରିନାହାନ୍ତି। ଏହାଠାରୁ ବଡ଼ କଥା ହେଲା ଫିଲ୍ମରେ ସଲ୍‌ମନ୍‌ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ସହ ଫିଲ୍ମରେ ରୋମାନ୍ସ କରିବେ ବୋଲି ଜଣାପଡ଼ିଛି। ଏହି ଏକ୍ସ ଗର୍ଲଫ୍ରେଣ୍ଡ […]

  • Tuesday, 20 July 2021
iDiva_bottle-cap-challenge_Lead_5d1f03e9e1e66
ସେଲେବ୍ରେଟିଙ୍କୁ ପାଗଳ କରିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆର ନୂଆ ସେନ୍‌ସେସନ ପାଲଟିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ। କାଜାକିସ୍ତାନର ତାଇରୋଣ୍ଡୋ ଫାରବି ଡେବଲଚିନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଚ୍ୟାଲେଞ୍ଜ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି। ଗତ ମାସରେ ସେ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ତେବେ ଭାରତରେ ପ୍ରଥମେ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ ଆକ୍ସନ ଷ୍ଚାର ଅକ୍ଷୟ କୁମାର। ନିଜ ମାର୍ଶାଲ ଆର୍ଟ ଦକ୍ଷତାର ଚମତ୍କାର ନମୁନାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଖିଲାଡ଼ି କୁମାର। ଏହା […]

  • Tuesday, 20 July 2021
Capture 7......
ଫିଲ୍ମ ‘ନୋଟ୍‌ବୁକ୍‌’ର ଟ୍ରେଲର୍ ରିଲିଜ୍

ମୁମ୍ବାଇ: ପୁଣି ଥରେ ପରଦାକୁ ଆସିବ କଶ୍ମୀର ଷ୍ଟୋରୀ । ଉପତ୍ୟକାର କାହାଣୀକୁ ନେଇ ଆଧାରିତ ହିନ୍ଦୀ ଫିଲ୍ମ ‘ନୋଟ୍‌ବୁକ୍‌’ର ଟ୍ରେଲର୍ ରିଲିଜ୍ ହୋଇଛି । ଲଭ, ରୋମାନ୍ସ, ବ୍ରେକ୍ଅପ୍ ଆଉ ତା ସାଙ୍ଗକୁ ସସପେନ୍ସକୁ ନେଇ ଫିଲ୍ମର କାହାଣୀ ଆଧାରିତ । ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ପ୍ରନୂତନ ବେହଲ୍ ଓ ଜାହିର୍ ଇକବାଲ୍ । ପ୍ରନୂତନ ହେଉଛନ୍ତି ପ୍ରଖ୍ୟାତ ବଲିଉଡ ଅଭିନେତ୍ରୀ ନୂତନଙ୍କ ନାତୁଣି ଓ ଅଭିନେତା ମହନିଷ ବେହଲଙ୍କ ଝିଅ । […]

  • Tuesday, 20 July 2021
Capture-4-........
ଆଜି ପରଦାକୁ ଆସିବ କମେଡି ଡ୍ରାମା ‘ଟୋଟାଲ ଧମାଲ’

ବମ୍ବେ: ଆଜି ପରିଦାକୁ ଆସୁଛି ବଲିଉଡର କମେଡି ଡ୍ରାମା ଟୋଟାଲ ଧମାଲ । ଏହି ଫିଲ୍ମରେ ନଜର ଆସିବେ ଅନିଲ କପୁର ଓ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ ଓ ଅଜୟ ଦେବଗନ। ସେମାନଙ୍କ ବ୍ୟତୀତ ଅର୍ସଦ ଓ୍ୱାର୍ସି,  ରିତେଶ ଦେଶମୁଖ, ଇଶା ଗୁପ୍ତା, ବମନ ଇରାନି ମଧ୍ୟ ଏଥିରେ ପ୍ରମୁଖ ରୋଲ କରିଥିବା ଦେଖିବାକୁ ମିଳିବ। କମେଡି ଡ୍ରାମା ଉପରେ ପର୍ଯ୍ୟବେଷିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଇନ୍ଦ୍ର କୁମାର  । ଟଙ୍କା ଓ ସମ୍ପତ୍ତିକୁ […]

  • Tuesday, 20 July 2021
pak actor
ଭାରତୀୟ ସିନେ ଜଗତକୁ ପାକିସ୍ତାନୀ କଳାକାର ବ୍ୟାନ୍

ମୁମ୍ବାଇ: ପୁଲୱାମା ହମ୍‌ଲା ପରେ ପାକିସ୍ତାନ ଉପରେ ସବୁମତେ ପ୍ରତିଶୋଧ ନେବାକୁ ଭାରତ ପଣ କରିଛି । ପ୍ରଥମେ ପାକିସ୍ତାନକୁ ଦିଆଯାଇଥିବା ‘ମୋଷ୍ଟ ଫେଭରଡ୍‌ ନେଶନ (ଏମ୍‌ଏଫ୍‌ଏନ୍‌)’ର ମାନ୍ୟତା ପ୍ରତ୍ୟାହାର ପରେ ପାକିସ୍ତାନରୁ ଭାରତକୁ ଆମଦାନୀ ହୋଇ ଆସୁଥିବା ସବୁ ପ୍ରକାରର ସାମଗ୍ରୀ ଉପରେ ୨୦୦% ସୀମା ଶୁଳ୍କ ଲାଗୁ ଆଉ ଏବେ ଭାରତୀୟ ସିନେମା ଜଗତକୁ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ୍‌। ଭାରତୀୟ ସିନେମା ଜଗତକୁ ପାକିସ୍ତାନୀ ଅଭିନେତା ଓ ଅଭିନେତ୍ରୀଙ୍କୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍‌ ନେଇ ଭାରତୀୟ ସିନେ ୱାର୍କର୍ସ […]

  • Tuesday, 20 July 2021
actor
ବଲିଉଡ୍‌ ଅଭିନେତା ମହେଶ ଆନନ୍ଦଙ୍କ ଗଳିତ ଶବ ଉଦ୍ଧାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ମହେଶ ଆନନ୍ଦଙ୍କ ରହସ୍ୟଜନକ ମୃତ୍ୟୁ। ଏକାଧିକ ବଲିଉଡ୍‌ ଫିଲ୍ମରେ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରିଥିବା ମହେଶଙ୍କ ମୃତଦେହକୁ ଶନିବାର ଦିନ ମୁମ୍ବାଇ ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା। ଏହାକୁ ଆତ୍ମହତ୍ୟା ବୋଲି ପୁଲିସ୍‌ କହିନଥିବା ବେଳେ କୌଣସି ସୁଇସାଇଡ୍‌ ନୋଟ୍‌ ମଧ୍ୟ ମିଳିନାହିଁ। ୫୭ ବର୍ଷୀୟ ଏହି ଅଭିନେତାଙ୍କ ମୃତଦେହ ଅନ୍ଧେରୀ ୱେଷ୍ଟର ୟାରି ରୋଡ୍‌ ସ୍ଥିତ ବାସଭବନରୁ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ପୁଲିସ୍‌ କହିଛି। ମହେଶଙ୍କୁ ଶେଷଥର ପାଇଁ ଗୋବିନ୍ଦାଙ୍କ […]

  • Tuesday, 20 July 2021
ad2
ନିଜ ଜନ୍ମ ମାଟିର ଆମ୍ବାସାଡାର୍‌ ହେବେ ସଲ୍‌ମାନ !

ଭୋପାଲ: ମଧ୍ୟପ୍ରଦେଶର ପର୍ଯ୍ୟଟନ ଓ ଐତିହାସିକ ସ୍ଥଳର ପ୍ରଚାର ପ୍ରସାର କରିବେ ବଲିଉଡ୍‌ର ଦବଙ୍ଗ୍ ଖାନ ସଲ୍‌ମାନ। ଗୁରୁବାର ଏନେଇ ସୂଚନା ଦେଇଛନ୍ତି, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ। ଏ ସମ୍ପର୍କରେ କମଲ୍‌ନାଥ ସଲମାନଙ୍କୁ ଫୋନ୍‌ ଯୋଗେ ପଚାରିବାରୁ ସେ ଏଥିରେ ରାଜି ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ସଲ୍‌ମାନ ଏପ୍ରିଲ୍ ୧ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶରେ ପର୍ଯ୍ୟଟନ ସ୍ଥଳରେ ରହି କାମ କରିବେ। ସଲ୍‌ମାନଙ୍କ ବାପା ସଲିମ୍‌ ଖାନ ସ୍କ୍ରିପ୍ଟ ରାଇଟର୍‌ ଭାବରେ […]

  • Tuesday, 20 July 2021
simran
ହାଜର ହେଲେନି ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ଶାଶୂ ଘର ଲୋକ, ଘରେ ଲାଗିଲା ଲଟ୍‌କା

ସମ୍ବଲପୁର: ସମ୍ୱଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ ମୃତ୍ୟୁ ମାମଲାରେ ପୁଲିସ୍‌ ଖୋଳତାଡ଼ ଜୋରଦାର କରିଛି। ସିମ୍‌ରନ୍‌ଙ୍କ ଶାଶୂ ଘରେ ବୁର୍ଲା ପୁଲିସ୍‌ ଲଟ୍‌କା ଲଗାଇଛି। ସିମ୍‌ରନ୍‌ଙ୍କ ଶାଶୂ ଘର ଲୋକଙ୍କୁ ପୁଲିସ୍‌ ନୋଟିସ୍‌ କରିଥିଲା। ତେବେ ଏହା ସତ୍ତ୍ୱେ ସେମାନେ ପୁଲିସ୍‌ ନିକଟରେ ହାଜର ହୋଇନଥିଲେ। ଫଳରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ସ୍ଥିତ ସିମ୍‌ରନ୍‌ଙ୍କ ଶାଶୂ ଘରେ ବୁର୍ଲା ପୁଲିସ୍‌ ଲଟ୍‌କା ଲଗାଇଛି। ଏଥିସହ ତାଙ୍କ ସ୍ୱାମୀ କୁହାଯାଉଥିବା ଧ୍ରୁବରାଜ ସୁନା ଓରଫ ୟୁଗ୍‌ଙ୍କ ଜଣେ ସମ୍ପର୍କୀୟଙ୍କୁ ହାଜର […]

  • Tuesday, 20 July 2021
odia
ଶ୍ରେଷ୍ଠ ଟେଲି ଧାରାବାହିକ ସହିତ ୫ ପୁରସ୍କାର ହାତେଇଲା ତରଙ୍ଗର ‘ନୂଆ ବୋହୂ'

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଷଷ୍ଠ ରାଜ୍ୟ ଓଡ଼ିଆ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରେଷ୍ଠ ଟେଲି ଫିଲ୍ମ ପାଇଁ ‘ରଗଡ଼ା’କୁ ପୁରସ୍କୃତ କରାଯାଇଛି। ସେହିଭଳି ନିରୁପାୟ ପାଇଁ ସାରଦା ପ୍ରସନ୍ନ ସ୍ୱାଇଁଙ୍କୁ ଶ୍ରେଷ୍ଠ ଟେଲି ଫିଲ୍ମ ନିର୍ଦ୍ଦେଶକ ପୁରସ୍କାର ମିଳିଛି। ସେହିଭଳି ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ସିରିଏଲ ନୂଆବୋହୂକୁ ଶ୍ରେଷ୍ଠ ଟେଲି ଧାରାବାହିକ ପୁରସ୍କାର ହାତେଇଛି। ଏହା ସହିତ  ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, […]

  • Tuesday, 20 July 2021
acp nikita
ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍‌

କଟକ: ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଘଟଣାରେ ଆଜି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନିକିତାଙ୍କ ନଣନ୍ଦ ସୋନମ୍ ସାହୁ କହିଛନ୍ତି, ଘଟଣା ସମୟରେ ନିକିତା ଓ ଲିପନଙ୍କ ବ୍ୟତୀତ ନିକିତାଙ୍କ ବାପା ଓ ଭାଇ ମଧ୍ୟ ଛାତ ଉପରେ ଉପସ୍ଥିତ ଥିଲେ। ଛାତରୁ ନିକିତା ଖସିପଡ଼ିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ସମସ୍ତେ ଚେଷ୍ଟା କରିଥିଲେ। ଏପରିକି ତାଙ୍କୁ କିଛି ସମୟ ଧରି ଅଟକାଇ ରଖିଥିଲେ। ମାତ୍ର ନିକିତାଙ୍କୁ ରକ୍ଷା କରିବା […]

  • Tuesday, 20 July 2021
film
ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ବ୍ରହ୍ମପୁରରେ ବିରୋଧ

ବ୍ରହ୍ମପୁର: ବିବାଦୀୟ ବଲିଉଡ୍‌ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ବ୍ରହ୍ମପୁରରେ ବିରୋଧ କରାଯାଇଛି। ବ୍ରହ୍ମପୁରର ରୁକ୍ମଣୀ ସିନେମା ହଲ୍‌ରେ ଏହି ଫିଲ୍ମ ପ୍ରଦର୍ଶନକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନେ ସିନେମା ହଲ୍‌ ଆଗରେ ପୋଷ୍ଟର ପୋଡ଼ିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ହଲ୍‌ ଆଗରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ସେପଟେ ଫିଲ୍ମକୁ ବିରୋଧ ପରେ ସିନେମା ହଲ୍‌ କର୍ତ୍ତୃପକ୍ଷ […]

  • Tuesday, 20 July 2021
asiqu
ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଆଶିକ୍ ସରେଣ୍ଡର୍ ହେଲା'ର ଶୁଭ ମହୁରତ

ଭୁବନେଶ୍ୱର: ପଟିଆସ୍ଥିତ ଡଲଫିନ୍ ଗାର୍ଡେନ୍‌ରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଶିକ୍ ସରେଣ୍ଡର୍ ହେଲା’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ବିଶ୍ୱାସ ପ୍ରଡକ୍ସନ୍‌ସ ଓ ଫୋନିକ୍ସ ଫିଲ୍ମ ଲାବ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ର ମିଳିତ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେଉଛି। ମହୁରତ ଅବସରରେ ଚଳଚ୍ଚିତ୍ରର ସମସ୍ତ କଳାକାର, ନିର୍ଦ୍ଦେଶକ ଓ ଟେକ୍ନିସିଆନ୍ ଉପସ୍ଥିତ ଥିଲେ। ଫିଲ୍ମରେ ହିରୋଇନ୍ ଭୂମିକାରେ ଜୟା ବିଶ୍ୱାସ ଅଭିନୟ କରିଥିବା ବେଳେ ହିରୋ ଭୂମିକାରେ ସମ୍ଭବ ମାନସିଂହ ଅଭିନୟ କରିଛନ୍ତି। ସେହିପରି ଏହାର ନିର୍ଦ୍ଦେଶନା […]

  • Tuesday, 20 July 2021
sahrukhg
ଶାହରୁଖ୍‌ଙ୍କୁ ଡକ୍ଟରେଟ୍‌ ଡିଗ୍ରୀ: ପୁଣି ମନାକଲା ଏଚ୍‌ଆର୍‌ଡି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଅଭିନେତା ଶାହରୁଖ ଖାନଙ୍କୁ ଡକ୍ଟରେଟ୍‌ ଡିଗ୍ରୀ ଦେବାକୁ ଜେଏମ୍‌ଆଇ (ଜାମିଆ ମିଲିଆ ଇସ୍‌ଲାମିୟା) ବିଶ୍ୱବିଦ୍ୟାଳୟର ଆବେଦନକୁ ଅଗ୍ରାହ୍ୟ କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ। ଆର୍‌ଟିଆଇର ସୂଚନା ଅନୁସାରେ, ଶାହରୁଖ ପୂର୍ବରୁ ଅନ୍ୟ ଏକ ବିଶ୍ୱବିଦ୍ୟାଳୟରୁ ଏହି ଡିଗ୍ରୀ ହାସଲ୍‌ କରିଛନ୍ତି ବୋଲି କହି, ମନ୍ତ୍ରଣାଳୟ ଏହି ଆବେଦନକୁ ଖାରଜ କରିଦେଇଛି। କିନ୍ତୁ ବିଶ୍ୱବିଦ୍ୟାଳୟର ଏହି ପ୍ରସ୍ତାବ ଉପରେ ଶାହରୁଖ ନିଜେ ସହମତି ପ୍ରକାଶ କରିଥିଲେ। ଗତବର୍ଷ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ପ୍ରସ୍ତାବ ନେଇ ଏଚ୍‌ଆର୍‌ଡି ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିଲା। ତେବେ ସମାନ କଥା କହି ମନ୍ତ୍ରଣାଳୟ ଉକ୍ତ ପ୍ରସ୍ତାବକୁ ଖାରଜ୍ କରିଦେଇଥିଲା। ଦ୍ୱିତୀୟ ଥର ଉକ୍ତ ଡିଗ୍ରୀ ଦେବା ନେଇ କୌଣସି କଡ଼ା […]

  • Tuesday, 20 July 2021
kadar khan
ବର୍ଷିୟାନ୍‌ ଅଭିନେତା କାଦର୍‌ ଖାନ୍‌ଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ବର୍ଷିୟାନ୍‌ ଅଭିନେତା କାଦର୍‌ ଖାନ୍‌ଙ୍କ ପରଲୋକ। କାନାଡାରେ ଚିକିତ୍ସାଧୀନ ଅବସ୍ଥାରେ କାଦର୍‌ ଖାନ୍‌ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କର ପୁଅ ସର୍‌ଫରାଜ୍‌ ସୂଚନା ଦେଇଛନ୍ତି। କାନାଡୀୟ ସମୟ ଅନୁସାରେ ଗତକାଲି ସନ୍ଧ୍ୟା ୬ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସର୍‌ଫରାଜ୍‌ କହିଛନ୍ତି। ତେବେ ତାଙ୍କର ଶେଷକୃତ୍ୟ କାନାଡାରେ ହେବବୋଲି ଜଣାପଡ଼ିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କୁ Progressive Supranuclear Palsy (PSP) ହୋଇଥିଲା ବୋଲି […]

  • Tuesday, 20 July 2021