• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Tiger and Kriti shared their look from the set of Ganapath
ଦୀର୍ଘ ୮ ବର୍ଷ ପରେ ପୁଣି ଏକାଠି ଆସିବେ ଟାଇଗର - କୃତି

ପୁଣି ଏକାଠି ଆସିବେ ଟାଇଗର ଶ୍ରଫ୍ ଓ କୃତି ସାନନ୍। ଉଭୟଙ୍କୁ ଆକ୍ସନ ଓ ରୋମାଣ୍ଟିକ୍ ମୁଡରେ ଦେଖିବାକୁ ମିଳିବ। ଉଭୟବଙ୍କ ଫଟର ଝଲକ ଦେଖିବାକୁ ମିଳିଛି।

Kangana Ranaut talks about Vivek Agnihotri
'ଦ କାଶ୍ମୀର ଫାଇଲ୍ସ'କୁ ପ୍ରଶଂସା କରିବାକୁ କଙ୍ଗନାଙ୍କୁ ସରକାରଙ୍କ ଠାରୁ ଲାଞ୍ଚ ମିଳିଛି

କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ଉପରେ ଆଧାରିତ ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟିକରିଛି। ଅଭିନେତ୍ରୀ କଙ୍ଗନା ରାଣାୱତ ଏହାକୁ ପ୍ରଶଂସା କରିବାରୁ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଜଣେ କହିଛନ୍ତି ଏନେଇ ସେ ସରକାର ଠାରୁ ଲାଞ୍ଚ ନେଇଛନ୍ତି।

Vivek Agnihotri
'କାଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଲା ‘Y’ ସୁରକ୍ଷା

୧୯୯୦ରେ କାଶ୍ମୀରର ପରିସ୍ଥିତି କିଭଳି ଥିଲା ଓ କାଶ୍ମୀରୀ ପଣ୍ଡିତ କେଉଁ ପରିସ୍ଥିତିରେ ସେଠାରୁ ପଳାୟନ କରିଥିଲେ, ସେନେଇ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି ବିବେକ ରଞ୍ଜନ ଅଗ୍ନିହୋତ୍ରୀ ।

Kapil Sharma
ଭୁବନେଶ୍ୱରର ଅନ୍ଧାର ରାତିରେ ବାଇକ୍‌ ଧରି ବୁଲୁଛନ୍ତି କପିଲ, ଆଉ କହୁଛନ୍ତି ଏହା ଆନନ୍ଦ..

କପିଲଙ୍କ ଭିଡିଓ ଭାଇରାଲ ହେବା ତ ସାଧାରଣ କଥା । କାରଣ ସେ ଏବେ ଦେଶର ଜଣେ ଜଣାଶୁଣା କଳାକାର ତଥା କମେଡି କିଙ୍ଗ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ ।

SUNAYANA SONG
ପ୍ରେମ ହେଉଛି ଧୀରେ ଧୀରେ...ଗୁପ୍‌ଚୁପ୍‌ ଖିଆ ସାଙ୍ଗକୁ ଜମୁଛି ନଈ କୂଳ ପ୍ରେମ

ସୁନୟନାଙ୍କ ପାଇଁ ସବୁ କରିବାକୁ ପ୍ରସ୍ତୁତ ସୁଶାନ୍ତ। କେତେବେଳେ ଗୁପଚୁପ ଖାଇବାକୁ ଦେଉଛନ୍ତି ତ ଆଉ କେତେବେଳେ ନଈ କୂଳକୁ ବୁଲାଇବାକୁ ନେଉଛନ୍ତି...ଦେଖନ୍ତୁ ସ୍କ୍ରିନ ଉପରେ କେମିତି ଚାଲିଛି ରୋମାନ୍ସ

The Kashmir files 3 stars from family of kashmiri pandits
'ଦ କାଶ୍ମୀର ଫାଇଲ୍ସ'ର ୩ କଳାକାର ପଣ୍ଡିତ ପରିବାରର; ବାକି ସାମ୍ବାଦିକ, ପ୍ରଯୋଜକ

'ଦ କାଶ୍ମୀର ଫାଇଲ୍ସ' ର କଳାକାରମାନେ ସେମାନଙ୍କର ଚରିତ୍ରକୁ ଖୁବ ଭଲ ଭାବରେ ଫୁଟେଇଛନ୍ତି। ତେବେ ସବୁଠାରୁ ରୋଚକ କଥା ହେଲା ଏହି ଫିଲ୍ମରେ କାମ କରୁଥିବା କଳାକାରମାନେ ମଧ୍ୟ କାଶ୍ମୀର ପଣ୍ଡିତ ପରିବାରରୁ ଆସିଛନ୍ତି। ଜାଣନ୍ତୁ କିଏ ସେମାନେ?

The Kashmir Files
The Kashmir Files: କାଶ୍ମୀର ପଣ୍ତିତଙ୍କ ଆଖିରେ ଲୁହ ! ଫିଲ୍ମ ଦେଖି ମନେ ପଡିଗଲା ଅଙ୍ଗେନିଭା କଥା

ଚିରାଚରିତ ଧାରାଠୁ ସମ୍ପୂର୍ଣ୍ଣ ଅଲଗା, ସାଧାରଣ ମନୋରଞ୍ଜନ ଧର୍ମୀ ଭାବନାଠୁ ଅନେକ ଉଚ୍ଚ, ତଥାପି ଖାଲି ହିଟ୍ ନୁହେଁ, ବକ୍ସ ଅଫିସରେ ସୁପର ଡୁପର ହିଟ୍‌ । ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ନରସଂହାର ଘଟଣାକୁ ପୁଣି ଦେଶବାସୀଙ୍କ ଆଖି ସାମ୍ନାରେ ତାଜା କରିଛି ସିନେମା କାଶ୍ମୀର ଫାଇଲ୍ସ ।

The Kashmir Files
କାଶ୍ମୀର୍ ଫାଇଲ୍ କ୍ରେଜ୍

ଚିରାଚରିତ ସିନେମା ଭଳି ମନୋରଞ୍ଜନର କୌଣସି ଖୋରାକ୍ ନଥାଇ ବି ଥିଏଟର ହାଉସଫୁଲ । କୋଭିଡ୍ କବଳରୁ ବର୍ତ୍ତି ନଥିବା ବକ୍ସ ଅଫିସରେ ଏକପ୍ରକାର ସୁନାମୀ ଆଣିଛି ଫିଲ୍ମ କାଶ୍ମୀର ଫାଇଲ୍ସ ।

Shahrukh Khan
ସାର୍ଟଲେସ୍‌, ଏଇଟ୍‌ ପ୍ୟାକ୍‌ ସାଙ୍ଗକୁ ଲମ୍ବା କେଶ; ୪ ବର୍ଷ ପରେ ବଲିଉଡରେ କମ୍‌ ବ୍ୟାକ୍‌ କରିବେ କିଙ୍ଗଖାନ୍‌

ସୋସିଆଲ ମିଡିଆରେ ଶାହାରୁଖ୍‌ଙ୍କ ‘ପଠାନ୍‌’ ଫିଲ୍ମର ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଶାହାରୁଖ୍‌ ନିଜ ପୁରୁଣା ଅନ୍ଦାଜରେ ଫେରିଥିବାର ଦେଖିବାକୁ ମିଳିଛି । ଶାହାରୁଖ୍‌ଙ୍କୁ ସାର୍ଟଲେସ୍ ଓ ଏଇଟ୍‌ ପ୍ୟାକ୍‌ ଦେଖାଇ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି ।

Interview with Kashmir Pandit Sushil Pandit on related to The Kashmir Files
ସତ ଏମାନଙ୍କୁ ବାଧୁଛି; ପ୍ରତିକ୍ରିୟାରେ ଢାଙ୍କୁଣୀ ଦେବାକୁ ଚେଷ୍ଟା

କାଶ୍ମୀର ଉପରେ ଆତଙ୍କବାଦୀଙ୍କ ହୋଇଥିବା ବର୍ବରତାରେ ଅନେକ କାଶ୍ମୀର ପଣ୍ଡିତ ନିଜ ଜନ୍ମମାଟି ଛାଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୁଶିଲ ପଣ୍ଡିତ। ୧୯୯୦ରେ ସେ ନିଜ ଭିଟାମାଟି ଛାଡି ଦିଲ୍ଲୀରେ ରିଫ୍ୟୁଜ୍ ଭଳି ରହୁଛନ୍ତି। ତେବେ ସେ ‘ଦ କାଶ୍ମୀର ଫାଇଲ୍’କୁ ନେଇ ସେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

Kangana Ranaut target the new government in punjab
ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ୍‌ ଦ୍ୱାରା ପଞ୍ଜାବରେ ନୂଆ ସରକାର : କଙ୍ଗନା

ପଞ୍ଜାବରେ ଆପ୍ ସରକାର ଗଠନ କରିଛି। ନୂଆ ମୁଖ୍ୟମନ୍ତ୍ରୀଭାବେ ଭଗବନ୍ତ ମାନ୍ ଶପଥ ନେଇଛନ୍ତି। ଏହାରି ଭିତରେ ପଙ୍ଗା ଗାର୍ଲ କଙ୍ଗନା ରାଣାୱତ ନୂଆ ସରକାର ପ୍ରତି ଉଠେଇଛନ୍ତି ଆଙ୍ଗୁଳି।

Rajpal Yadav career and cotroversy
ବଲିଉଡ୍‌ର କମେଡି କିଙ୍ଗ୍‌ ଦିନେ କରୁଥିଲେ ଟେଲରିଂ; ଜେଲ୍ ବି ଯାଇଥିଲେ

ହିନ୍ଦୀ ସିନେମାର କମେଡି ବାଦଶାହା ଭାବେ ରାଜପାଲ ଯାଦବ ବେଶ ପରିଚିତ। ବାପା ଚାଷ କରି ତାଙ୍କର ଲାଳନ ପାଳନ କରୁଥିଲେ। ସ୍କୁଲ ପାଠ ଛାଡି ରାଜପାଲ ଦରଜୀ କାମ କରୁଥିଲେ। ଫିଲ୍ମ ଜୀବନ ବି ଥିଲା ସଂଘର୍ଷରେ ଭରା। ଜେଲ୍‌ ବି ଯିବାକୁ ପଡିଛି।

The Kashmir Files
‘ଦି କାଶ୍ମୀର ଫାଇଲ୍ସ’ ବିରୋଧିଙ୍କୁ ସଂସଦରେ ତାଗିଦ୍‌ କଲେ ମୋଦି

ଗୋଟିଏ ପଟେ ପ୍ରଶଂସା ଓ ଦର୍ଶକୀୟ ଆଦୃତି, ଅନ୍ୟପଟେ ବିରୋଧ । କେଉଁଠି ହାଉସଫୁଲ ତ ଆଉ କେଉଁଠି ଫିଲ୍ମ ରିଲିଜ ନହେବାରୁ ଉତ୍ତେଜନା । ଏଭଳି ସ୍ଥିତିରେ ‘ଦି କାଶ୍ମୀର ଫାଇଲ୍ସ’କୁ ବେଶ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Anupam Kher on Kapil Sharma show controversy
କପିଲ ଶର୍ମାଙ୍କୁ ନେଇ ଭିଡିଓରେ ସତ ଉଗାରିଲେ ଅନୁପମ ଖେର୍‌

'ଦ କାଶ୍ମୀର ଫାଇଲ୍ସ'କୁ ନେଇ ବିବାଦର ଅଛନ୍ତି କପିଲ୍ ଶର୍ମା। ‘ଦ କପିଲ ଶର୍ମା ଶୋ’ରେ ଫିଲ୍ମର ପ୍ରମୋଶନ କରିବାର ସୁଯୋଗ ଦିଆଯାଇ ନଥିବା କହିଛନ୍ତି ନିର୍ଦ୍ଦେଶକ। କିନ୍ତୁ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ଅନୁପମ ଖେର୍। ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

RRR to KGF chapter-2 imdb list of top 5
IMDbର ଟପ୍ ୫ରେ ଆସିଲା ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ

ଆଗକୁ ଆସୁଥିବା ବଡ ବଜେଟ୍‌ର ଫିଲ୍ମ ମଧ୍ୟରେ IMDbର ବହୁ ପ୍ରତୀକ୍ଷିତ ଫିଲ୍ମ ଭିତରେ ଅନେକ ସାଉଥ୍ ଫିଲ୍ମ ରହିଛି। ସାଉଥ୍ ଫିଲ୍ମ ଆଗରେ ଧିରେ ଧିରେ ଫିକା ପଡି ଚାଲିଛି ବଲିଉଡ୍। ତେବେ ଏହାରି ଭିତରେ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’ କିଛି ମାତ୍ରାରେ ଆଶା ସଂଚାର କରିଛି।

'The Kashmir Files'
ପରଦାରେ କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣାର କାହାଣୀ, କେଉଁଠି ହାଉସଫୁଲ୍ ତ କେଉଁଠି ହେଉନି ରିଲିଜ

ଦେଶବ୍ୟାପୀ କାଶ୍ମୀର ଫାଇଲ୍ସକୁ ପ୍ରଶଂସା ଓ ସମର୍ଥନ ମିଳୁଛି ସତ କିନ୍ତୁ ଯଥେଷ୍ଟ ସଂଖ୍ୟକ ସିନେମା ହଲ୍ ମିଳିପାରୁନାହିଁ । ଦକ୍ଷିଣ ଭାରତରେ ମଧ୍ୟ ଫିଲ୍ମକୁ ସହଯୋଗ ଓ ସମର୍ଥନ ମିଳୁନଥିବା ଚର୍ଚ୍ଚା ହେଉଛି ।

tarang's Upcoming Movie
ମୁଁ ତୋ ପ୍ରେମର ଆସମାନ୍‌, ତୁ ମୋ ମନର ମେହମାନ୍‌

ମୁଁ ତୋ ପ୍ରେମର ଆସମାନ୍‌, ତୁ ମୋ ମନର ମେହମାନ୍‌...ତୋ ପାଇଁ ଦିଲ୍‌ ହୁଏ ବେକରାର୍‌...ଦେଖନ୍ତୁ ଏହି ଗୀତରେ କେମିତି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ନାୟକ ଓ ନାୟିକା

Kajal Aggarwal is looking very beautiful in pregnancy
ମା’ ହେବେ କାଜଲ; ଖୁସି କହିଲେ ନ ସରେ

ମା ହେବାକୁ ଯାଉଛନ୍ତି କାଜଲ୍। ଏହି ଖୁସିରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ବେବି ବମ୍ପ୍ ସହିତ ଫଟୋ ଶେୟାର କରୁଛନ୍ତି।

The Kashmir Files IMDb rating no-1
‘RRR’, ‘ରାଧେଶ୍ୟାମ’କୁ ପଛରେ ପକେଇ ଆଗରେ ‘ଦ କାଶ୍ମୀର ଫାଇଲ୍ସ’

‘ଦ କାଶ୍ମୀର ଫାଇଲ୍ସ’ କମ୍ ବଜେଟ୍‌ରେ ସିନା ହୋଇଛି ନିର୍ମାଣ କିନ୍ତୁ ବଡ ବଡ ଫିଲ୍ମକୁ ବି ପକେଇଲାଣି ପଛରେ। ମାତ୍ର ୪ ଦିନରେ ଉଠେଇଦେଲାଣି ଲାଭ।

The Kashmir Files Movie
ବଡ଼ ପରଦାରେ ଭାରତୀୟ ଦେଖିଲେ, କାହିଁକି ରାତାରାତି ଜନ୍ମ ମାଟି ଛାଡ଼ିଥିଲେ କାଶ୍ମୀର ପଣ୍ଡିତ...

କାଶ୍ମୀର ପଣ୍ଡିତଙ୍କୁ ରାତାରାତି ନିଜ ଜନ୍ମ ମାଟି ଛାଡ଼ିବାକୁ ପଡ଼ିଥିଲା। ଆଖି ସାମ୍ନାରେ ପରିବାର ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ୯୦ ଦଶକରେ କାଶ୍ମୀରରେ ଘଟିଥିବା ଏହି ବର୍ବରତାପୂର୍ଣ୍ଣ ଘଟଣାକୁ ନେଇ ନିର୍ମାଣ ହୋଇଛି ବଲିଉଡ୍‌ ଫିଲ୍ମ ‘The Kashmir Files’।

'Kashmir Files' The Story of Cruelty
ବର୍ବରତାର କାହାଣୀ କହୁଛି ‘କାଶ୍ମୀର ଫାଇଲ୍ସ’

ଆଖି ସାମ୍ନାରେ ହତ୍ୟା, ଆଖି ସାମ୍ନାରେ ବର୍ବରତା... ଓଃ ବୟାନ କରିବା କଷ୍ଟକର। ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ୍ସ’ ଦେଖିଲା ପରେ ଅନେକ ପ୍ରଶ୍ନ ବି ଆପଣଙ୍କ ସମ୍ମୁଖରେ ଉଙ୍କି ମାରିବ।

Ajay Devgn-Amitabh Bachchan’s Runway-34 motion posters and release date unveiled
ଏକାଠି ଆସୁଛନ୍ତି ଅମିତାଭ – ଅଜୟ; କମ୍ପିବ ପ୍ରେକ୍ଷାଳୟ

ପୁଣି ଥରେ ଏକାଠି ନଜର ଆସିବେ ବଲିଉଡ୍‌ ଆଙ୍ଗ୍ରୀ ୟଙ୍ଗ୍‌ ମ୍ୟାନ୍ ଅମିତାଭ ବଚ୍ଚନ ଓ ଆକ୍ସନ ହୀରୋ ଅଜୟ ଦେବଗନ। 'ରନ୍‌ୱେ ୩୪'ରେ ଦର୍ଶକଙ୍କୁ ଦେବେ ଢେର ମନୋରଂଜନର ଖୋରାକ୍। ଉତ୍ସାହରେ ଅନେଇ ବସିଛନ୍ତି ଦର୍ଶକେ।

Radhe Shyam and The Kashmir files leaks online
ଅନ୍‌ଲାଇନ୍‌ରେ ଲିକ୍ ହେଲା 'ରାଧେ ଶ୍ୟାମ' ଓ 'ଦ କାଶ୍ମୀର ଫାଇଲ୍‌'

ଫିଲ୍ମଗୁଡିକର ଅନ୍‌ଲାଇନ୍ ଲିକ୍ ଅନେକ ସମୟରେ ନିର୍ମାତାମାନଙ୍କୁ ମହଙ୍ଗା ପଡେ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଫିଲ୍ମଗୁଡିକ ଅନ୍‌ଲାଇନରେ ଲିକ୍ ହେତୁ ନିର୍ମାତାଙ୍କୁ ବହୁ କ୍ଷତିର ସମ୍ମୁଖୀନ ହେବାକୁ ପଡେ। ଏବେ 'ରାଧେ ଶ୍ୟାମ' ଓ 'ଦ କାଶ୍ମୀର ଫାଇଲ୍‌' ଲିକ୍ ହୋଇଛି।

Poonam Pandey why moved towards adult
ସରଳ ପରିବାରରୁ ଆସିଥିବା ପୁନମ୍ ପାଣ୍ଡେ କାହିଁକି ଆଡଲ୍ଟ ଦୁନିଆରେ ପାଦ ଦେଲେ

ପୁନମ୍‌ଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ତାଙ୍କ ପରିବାର ଅତି ସାଧାରଣ। ସେ ଫିଲ୍ମରେ ଅଭିନେତା ହେବାର ସ୍ୱପ୍ନ ନେଇ ‍ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ। କିନ୍ତୁ ଏମିତି କ’ଣ ହେଲା ଯେ ସେ ଆଡଲ୍ଟ ଫିଲ୍ମ କରିବାକୁ ବାଧ୍ୟ ହେଲେ?

E News- Tamanna, Amlan To Enthrall Audience In Their Upcoming Flick \'Lagam\'
ତୋ ଚେହେରା ଦେଖିଲେ ଛାତି ହୁଏ ମୋର ଧକ୍‌ଧକ୍‌...

ତୋ ଚେହେରା ଦେଖି ହେଲି ମୁଁ ପାଗଳ...ଆଖି ସାମ୍ନାରେ ନାଚି ଯାଉଛି ତୋର ନୀଳ ନୟନା...