• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

5 best movies on friendship
ବନ୍ଧୁତାର ନିଆରା କଥା କୁହେ ଏହି ୫ ଫିଲ୍ମ

ସାଙ୍ଗକୁ ନେଇ ବଲିଉଡ୍‌ରେ ତିଆରି ହୋଇଛି ଅନେକ ଫିଲ୍ମ। କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯେଉଁଥିରେ ବନ୍ଧୁତାକୁ ଖୁବ୍ ଚମତ୍କାର ଭାବେ ଚିତ୍ରିତ କରାଯାଇଛି। ଆସନ୍ତୁ ଏମିତି ୫ ଫିଲ୍ମ ଉପରେ ନଜର ପକେଇ ନେବା।

The gray man south superstar dhanush confirms his role in sequel movie
ଆକ୍ସନ୍ ଅବତାର ନେଇ ଫେରୁଛନ୍ତି ଧନୁଷ; କରିବେ ଧମାଲ୍

ହଲିଉଡ୍‌ରେ ସାଉଥ୍ ସୁପର୍‌ଷ୍ଟାର୍ ଧନୁଷ। ତାଙ୍କୁ ଏକ ହତ୍ୟାକାରୀ ଭାବେ ଦେଖିବାକୁ ମିଳେ। ଏହାର ସିକ୍ୱେଲକୁ ନେଇ କ’ଣ କହୁଛନ୍ତି ଏହି ଅଭିନେତା ଆସନ୍ତୁ ଜାଣିବା।

Aamir Khan says now I am nervous for laal singh chaddha
‘ଲାଲ୍‌ ସିଂହ ଚଡ୍‌ଢା’କୁ ନେଇ ଆମୀର ଯେତିକି ଉତ୍ସାହିତ ସେତିକି ଭୟଭୀତ

‘ଲାଲ୍‌ ସିଂହ ଚଡ୍‌ଢା’କୁ ନେଇ ଆମୀରଙ୍କ ଫ୍ୟାନ ଉତ୍ସାହର ସହ ଚାହିଁ ବସିଛନ୍ତି। ଖୁବ୍ ଶୀଘ୍ର ଏହା ରିଲିଜ୍ ହେବ। ହେଲେ ଏହାକୁ ନେଇ ଆମୀର ଯେତିକି ଉତ୍ସାହିତ ଅଛନ୍ତି ସେତିକି ଭୟଭୀତ ମଧ୍ୟ। ହେଲେ କାହିଁକି…

Actor Upasana Singh files case against Miss Universe Harnaaz Kaur
ମିସ୍‌ ୟୁନିଭର୍ସଙ୍କ ବିରୋଧରେ କେସ୍‌, ଅଭିନେତ୍ରୀ ଉପାସନା କହିଲେ ତାଙ୍କ ଯୋଗୁ ମୋ ପୁଅ...

କମେଡିଆନ୍‌ କପିଲ ଶର୍ମାଙ୍କ ଶୋ’ର ଅନ୍‌ସ୍କ୍ରିନ୍‌ ‘ବୁଆ’ ତଥା ଅଭିନେତ୍ରୀ ଉପାସନା ସିଂ ମିସ୍‌ ୟୁନିଭର୍ସ ହରାନାଜ୍‌ କୌର ସନ୍ଧୁଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। 

Akshay Kumar gets emotional after watching his sister Alka Bhatia heartfelt video
ଭଉଣୀଙ୍କ କଥା ଶୁଣି କାନ୍ଦି ପକେଇଲେ ଅକ୍ଷୟ; ଭାଇରାଲ୍ ହେଲା ଭିଡିଓ

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏମିତି ଏକ ଭିଡିଓ, ଯେଉଁଥିରେ ଲୁହ ଗଡେଇ କାନ୍ଦୁଛନ୍ତି ଅକ୍ଷୟ କୁମାର। ତାଙ୍କ ସହ ଏମିତି କ’ଣ ହେଲା ଯେ ସେ ନିଜ ଲୁହକୁ ପାରିଲେନି ରୋକି। ଆସନ୍ତୁ ଜାଣିବା…

Bollywood actor Aamir Khan education qualification
କମ ପାଠ ପଢିଥିଲେ ବି ହୋଇଗଲେ 'ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌'

'ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌'ଙ୍କ ନାଁ ଉଠିଲେ ଆଖି ସାମ୍ନାକୁ ଚାଲିଆସେ ଆମୀର୍ ଖାନଙ୍କ ଚେହେରା। ବଲିଉଡ୍‌ରେ ତାଙ୍କ ଦକ୍ଷତା ଓ ଅଭିନୟ ଆଗରେ ଆଉ ସବୁ ପଡିଯାଆନ୍ତି ଫିକା। ଜାଣିଛନ୍ତି କି ତାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ!

Know when Ajay and Kajol love story started
ଅଜୟ ସାଜିଥିଲେ କାଜୋଲଙ୍କ ଲଭ୍‌ଗୁରୁ, ହେଇଗଲେ ଦିୱାନା

କାଜୋଲଙ୍କୁ ଆଜି ୪୮ ବର୍ଷ ହୋଇଯାଇଛି। ଜାଣିଛନ୍ତି କି କିପରି ହୋଇଥିଲା ତାଙ୍କ ପ୍ରେମ? ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିନେବା ତାଙ୍କ ପ୍ରେମ କାହାଣୀକୁ ନେଇ ଅଜୟ ଦେବଗନଙ୍କ ସହ ଜଡିତ ଏକ ରୋଚକ କଥା।

Actress Varsha Priyadarshini gets interim relief from Orissa HC
ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା

ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଲା ...

In this Janmastami Taranga Production new film Hi Krushna
କୁଆଁରା ବୟସରେ ବାପା ହେବାର ଦୁଃଖରେ ଶୈଳେନ୍ଦ୍ର

‘ତରଙ୍ଗ ସିନେ ପ୍ରଡକ୍ସନ’ର ନିର୍ମିତ ହୋଇଛି ‘ହାଏ କୃଷ୍ଣ’। କହିବ କୁଆଁରା ବାପ-ପୁଅର ନିଆରା କାହାଣୀ। ଜାଣନ୍ତୁ କେବେ ଓ କେଉଁଠି ଦେଖିବାର ସୁଯୋଗ ମିଳିବ।

Masoom Sawaal
ସାନିଟାରୀ ନାପ୍‌କିନ୍‌ରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ! ‘ମାସୁମ ସୱାଲ’ ପୋଷ୍ଟରକୁ ନେଇ ବଢ଼ିଲା ବିବାଦ

ଫିଲ୍ମ ନିର୍ମାତା ଓ ଅନ୍ୟ କଳାକାର ମଧ୍ୟ କହିଛନ୍ତି, ଏଭଳି ପୋଷ୍ଟର ତିଆରି ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଜାଣିଶୁଣି କାହାରିକୁ ଅପମାନିତ କରିବା ପାଇଁ ଏଭଳି ପୋଷ୍ଟର କରାଯାଇ ନାହିଁ ।

Pushpa the rise watch for free know when to watch
ମାଗଣାରେ ଷ୍ଟ୍ରିମିଂ ହେବ 'ପୁଷ୍ପା : ଦି ରାଇଜ୍'; ଜାଣନ୍ତୁ କେବେ ଓ କେଉଁଠି

ଆପଣ ପ୍ରେକ୍ଷାଳୟ ହେଉ କି ଓଟିଟି ହେଉ ଦେଖିପାରି ନାହାନ୍ତି କି 'ପୁଷ୍ପା : ଦି ରାଇଜ୍'? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କ ପାଇଁ ଖୁସି ଖବର। ଏହାକୁ ମାଗଣାରେ ଦେଖିବାର ବ୍ୟବସ୍ଥା କରାଯାଇଛି। ଜାଣନ୍ତୁ କେବେ ଓ କେଉଁଠି ଦେଖିବେ…

Papu pompom
କାଷ୍ଟିଂକାଉଚ୍ ମାମଲାରେ ପପୁଙ୍କୁ କ୍ଲିନଚିଟ୍, ଏବେ ମାନହାନୀ କେସ୍ କରିବେ

ପପୁ ଓ ଗିଟୁଙ୍କୁ ଦୋଷମୁକ୍ତ କଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ତଦନ୍ତ ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ ।

Priyanka chopra meet Ukraine refugees children
ୟୁକ୍ରେନ୍‌ର ଶରଣାର୍ଥୀଙ୍କୁ ଭେଟି ଭାବପ୍ରବଣ ହୋଇଗଲେ ପ୍ରିୟଙ୍କା ଚୋପ୍ରା

ନିକଟରେ ପ୍ରିୟଙ୍କା ଚୋପ୍ରା ପୋଲାଣ୍ଡରେ ୟୁକ୍ରେନ୍‌ର ଶରଣାର୍ଥୀଙ୍କୁ ଭେଟିଛନ୍ତି। ଏଠାରେ ଥିବା ମହିଳା ଓ ପିଲାମାନଙ୍କ ସଙ୍କଟକୁ ଦେଖି ସେ ଦୁଃଖି ହୋଇଯାଇଥିଲେ। ସେମାନଙ୍କୁ ସାହାଯ୍ୟ କରିବାକୁ ସେ ସାରା ଦୁନିଆଁକୁ ଗୁହାରି କରିଛନ୍ତି।

Janhvi Kapoor said it would be little odd to work with 3 Khans
୩ ଖାନଙ୍କ ସହ କାମ କରିବା ଅଜବ ହେବ ବୋଲି କହିଲେ ଜାହ୍ନବୀ କପୁର

୩ ଖାନଙ୍କୁ ନେଇ ବଡ ବୟାନ ଦେଲେ ଜାହ୍ନବୀ କପୁର। କହିଲେ ସେମାନଙ୍କ ସହ କାମ କରିବା ତାଙ୍କ ପାଇଁ ଅଜବ ହେବ। ଏବା ବ୍ୟତୀତ ସେ କେଉଁମାନଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଛନ୍ତି।

Salman khan
ସଲମାନଙ୍କୁ ଘାରୁଛି ଭୟ ! ବନ୍ଧୁକ ଲାଇସେନ୍ସ ପାଇବା ପରେ କାର୍‌କୁ କଲେ ବୁଲେଟ୍‌ ପ୍ରୁଫ୍‌

ହତ୍ୟା ଧମକ ମିଳିବା ପରେ ଫ୍ୟାନ୍ସମାନେ ଓ ଖୋଦ୍‌ ସଲୁ ଭାଇ ମଧ୍ୟ ଚିନ୍ତାରେ ।

Comedian Papu Pom Pom speaks to media after clean chit in casting couch case
‘ଅଭିଯୋଗ ମିଛ ଥିଲା, ମୋତେ ଖାଲିଟାରେ ୪୩ ଦିନ ଜେଲରେ ରଖାଗଲା’

ନିର୍ଦ୍ଦୋଷରେ ଖଲାସ ପରେ ପପୁ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଅଭିଯୋଗ ମିଛ ଥିଲା। ପୋଲିସ ପ୍ରେସରରେ ଗିରଫ କରିଥିଲା। ମୋତେ ଖାଲିଟାରେ ୪୩ ଦିନ ଜେଲ୍‌ରେ ରଖାଗଲା।’

Why did Ranbir's nude photo go viral?
ନ୍ୟୁଡ୍‌ ଫଟୋକୁ କାହିଁକି ଭାଇରାଲ କଲେ ରଣବୀର?

ବିନା ପୋଷାକରେ ନିଜ ଫଟୋକୁ କାହିଁକି ଭାଇରାଲ କଲେ ରଣବୀର? ସେପଟେ ନ୍ୟୁଡ୍‌ ଫଟୋକୁ ନେଇ ମାମଲା ବି ହେଲାଣି ରୁଜୁ

Casting Couch Case Odia Actor Papu Pom Pom Gets Clean Chit
ଓଡ଼ିଆ ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦୋଷରେ ଖଲାସ

ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଓଡ଼ିଆ ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୬ରେ ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଥିଲା। 

ENews
ଫିଗର ଏମିତି...ପୂରା ବୋଲ୍ଡ ଏଣ୍ଡ ବିୟୁଟିଫୁଲ...ନିଜ ସ୍ତ୍ରୀଙ୍କୁ ଛାଡ଼ି ଶିଲାଙ୍କ ପ୍ରେମରେ ପାଗଳ ପ୍ରକାଶ

ଫିଗର ଯେମିତି, ଲୁକ୍‌ ବି ସେମିତି। ପୂରା ବୋଲ୍ଡ ଏଣ୍ଡ ବିୟୁଟିଫୁଲ। ସେଇଥି ପାଇଁ ତ ଶିଲାଙ୍କ ପ୍ରେମରେ ପାଗଳ ହୋଇ ନିଜ ସ୍ତ୍ରୀ ଛାଡ଼ିବାକୁ ବସିଲେଣି ପ୍ରକାଶ

  • Tuesday, 02 August 2022
  • ENews
 Prakruti Mishra returns Mumbai, says actress’s father Manmath Mishra
‘ରାସ୍ତାରେ ଏଭଳି ଘଟିବାର ନଥିଲା, ଘଟଣା ପୂର୍ବରୁ ମୋତେ କଲ୍ କରିବା କଥା’

ବିବାଦର ୧୦ ଦିନ ପରେ ଓଡ଼ିଶା ଛାଡ଼ି ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ମୁମ୍ବାଇ ଯିବା ପୂର୍ବରୁ ଇନଷ୍ଟାଗ୍ରାମରେ ପ୍ରକୃତି ପୋଷ୍ଟ କରିଥିବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Special story
ମୁମ୍ବାଇ ଯିବା ପୂର୍ବରୁ ପ୍ରକୃତିଙ୍କ ନୂଆ ଇନଷ୍ଟା ପୋଷ୍ଟ୍‌ : ଲେଖିଲେ, ଦ୍ୱିତୀୟ ଇନିଂସରେ ପୁଣି ଦେଖାହେବ

ମୁମ୍ବାଇ ଯାତ୍ରା ପୂର୍ବରୁ ଇନଷ୍ଟାଗ୍ରମରେ ମନର କଥା ପୋଷ୍ଟ କରିଛନ୍ତି ପ୍ରକୃତି ମିଶ୍ର

salman khan
ଆତ୍ମରକ୍ଷା ପାଇଁ ସଲମାନ୍‌ ଖାନ୍‌ଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ : ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା

ସଲମାନଙ୍କୁ ଆର୍ମସ ଲାଇସେନ୍ସ ମିଳିଥିବା ନେଇ ମୁମ୍ବାଇ ପୋଲିସ ସୂଚନା ଦେଇଛି

Babushan Mohanty
ଜମିଲା ବାବୁସାନଙ୍କ ବାର୍ଥ ଡେ ସେଲିବ୍ରେସନ

ଫ୍ୟାନଙ୍କ ଗହଣରେ ବି ଜମିଛି ଜନ୍ମଦିନ ପାଳନ । ଗତରାତିରେ ବାବୁସାନଙ୍କ ବାର୍ଥ ଡେ ସେଲିବ୍ରେସନ୍‌ ଦୃଶ୍ୟରୁ ହିଁ ଆଶା କରାଯାଉଛି, ଝଡ଼ ହଟିଯାଇଛି ।

Babushan Mohanty
ଷ୍ଟାର କଳିରେ ଯବନିକା କେବେ ? ବାବୁସାନଙ୍କ ଘରକୁ ଆସି ଆଶୀର୍ବାଦ ଦେଲେ ଶ୍ୱଶୁର

କେବେ ଏକାଠି ହେବେ ବାବୁସାନ ଓ ତୃପ୍ତି ? ଘର ସାମ୍ନାରୁ ହଟିଯିବାକୁ ମିଡ଼ଇାକୁ ଅପରାଜିତାଙ୍କ ଅପିଲ । ଇନଷ୍ଟାଗ୍ରାମରେ ପ୍ରକୃତିଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ।