• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tara Sutaria

Tara Sutaria shared sizzling photos in deepneck black blazer
Tara Sutaria: ଡିପ୍ ନେକ୍ ବ୍ଲେଜର୍ ପିନ୍ଧି ତାରା ସୁତାରିଆ ଦେଲେ ସିଜଲିଂ ଲୁକ୍; ଲୋକେ ଦିବାନା

ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆ ପୁଣି ଥରେ ତାଙ୍କର ଲାଟେଷ୍ଟ୍‌ ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଭିନେତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି। ଫଟୋଗୁଡ଼ିକରେ ଅଭିନେତ୍ରୀଙ୍କ ସିଜଲିଂ ଲୁକ୍ ଦେଖିବାକୁ ମିଳିଛି। ଏହାକୁ ଦେଖି ପ୍ରଶଂସକମାନେ ମଧ୍ୟ ନିଜର ହୋସ୍‌ ହରାଇ ବସିଛନ୍ତି।

tara
Tara Sutaria Dating: ବ୍ରେକ ଅପ ପରେ ଏହି ଯୁବକଙ୍କ ପ୍ରେମରେ ତାରା ସୁତାରିୟା, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ପୂର୍ବରୁ ଆଦର ଜୈନଙ୍କ ସହ ରିଲେସନସିପରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ବ୍ରେକ ଅପ ହୋଇଥିଲା। ବ୍ରେକ ଅପ ପରେ ଆଦର ବିବାହ କରିଥିବା ବେଳେ ତାରା ବର୍ତ୍ତମାନ ଆଉ ଜଣେ ଯୁବକଙ୍କ ସହ ନଜର ଆସିଛନ୍ତି।

Tara sutaria reacted to dating rumours with actor arunoday singh
ଅଭିନେତା ଅରୁଣୋଦୟ ସିଂହଙ୍କୁ ଡେଟିଂ କରୁଛନ୍ତି କି ତାରା ସୂତାରିଆ

ତାରା ସୂତାରିଆ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ। କିନ୍ତୁ ବର୍ତ୍ତମାନ ତାଙ୍କ ହାତରେ କାମର ଅଭାବ ଦେଖାଯାଉଛି। ତାଙ୍କ ବୃତ୍ତିଗତ ଜୀବନ ବ୍ୟତୀତ ତାରା ଏବେ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ପୂର୍ବରୁ ତାରା ତାଙ୍କର ପୂର୍ବ କଥିତ ପ୍ରେମିକ ଆଦର ଜୈନଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ତାଙ୍କ ପ୍ରେମକୁ ନେଇ ଆଉ ଏକ ଚର୍ଚ୍ଚା ଆସିଛି।

Tara Sutaria and Aadar Jain break up amid new year celebration
ନୂଆବର୍ଷର ପ୍ରଥମ ବ୍ରେକ୍‌ଅପ୍; ତାରା ସୁତାରିୟା-ଆଦର ଜୈନ୍

ନୂଆବର୍ଷ ଆରମ୍ଭରୁ ବଲିଉଡ୍‌ରେ ଦେଖାଦେଇଛି ପ୍ରଥମ ବ୍ରେକ୍‌ଅପ୍। ତାରା ସୁତାରିୟା ଏବଂ ଆଦର ଜୈନଙ୍କ ବ୍ରେକ୍‌ଅପ୍ ହୋଇଛି। ୪ ବର୍ଷ ତଳେ ହୋଇଥିଲା ପ୍ରେମ।

Tara  Sutaria made hotness got the button of the coat opened
ତାରା ସୂତାରିଆ ଲଗେଇଲେ ହଟ୍‌ନେସ୍ ତଡ୍‌କା; ବଢିଲା ଇଣ୍ଟର୍‌ନେଟ୍ ତାପମାତ୍ରା

ତାରା ସୂତାରିଆ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଷ୍ଟାଇଲିସ୍ ଲୁକ୍‌ର ଫଟୋ ଶେୟାର କରି ନିଆଁ ଲଗେଇଛନ୍ତି। ଏହି ଫଟୋଗୁଡିକରେ ସେ ଖୁବ୍ ବୋଲ୍ଡ ଦେଖାଯାଉଛନ୍ତି। ଏହା ସାଙ୍ଗକୁ ତାଙ୍କ ଖୋଲା କେଶ ଓ ଚଷମା ସମସ୍ତଙ୍କ ହୋସ୍ ଉଡେଇବାରେ ଲାଗିଛି।