ସାଉଥ୍ରୁ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିବା ଅଭିନେତ୍ରୀ ପୂଜା ହେଗ୍ଡେଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ବି-ଟାଉନର ବୋଲ୍ଡ ଏବଂ ଗ୍ଲାମରସ୍ ଅଭିନେତ୍ରୀ ପୂଜା ପ୍ରତିଦିନ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଲାଟେଷ୍ଟ୍ ଫଟୋ ଶେୟାର କରି ସେମାନଙ୍କୁ ପାଗଳ କରି ଦିଅନ୍ତି। ତାଙ୍କର ଘାତକ ଅବତାର ଇଣ୍ଟର୍ନେଟ୍କୁ ଆସିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ।
ସମସ୍ତଙ୍କ ନଜର ବର୍ତ୍ତମାନ 'ବିଗ୍ ବସ୍ ସିଜନ୍ ୧୮'ର ଗ୍ରାଣ୍ଡ୍ ଫିନାଲେ ଉପରେ ଅଛି। ଏବଂ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ପ୍ରତିଯୋଗୀଙ୍କୁ ଜିତାଇବାକୁ ଚାହୁଁଛନ୍ତି। ଜାଣନ୍ତୁ କେତେବେଳେ ଓ କେଉଁଠି ଦେଖିବେ?
ଅଭିଯୁକ୍ତର କୌଣସି ଅପରାଧିକ ଇତିହାସ ନାହିଁ। ପୋଲିସ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରୁଛି । ଯଦି ସେ ଜଣେ ବାଂଲାଦେଶୀ ନାଗରିକ, ତେବେ ସେ କିପରି ବେଆଇନ ଭାବରେ ଭାରତରେ ପ୍ରବେଶ କଲା ସେନେଇ ତଦନ୍ତ ଚଳାଇଛି ପୋଲିସ।
ଅଭିଯୁକ୍ତ ଘର ପଶ୍ଚିମବଂଗରେ ବୋଲି ପୋଲିସ ସୂଚନା ଦେଇଛି। ସୈଫ୍ଙ୍କୁ ଆକ୍ରମଣ ପରେ ସେ ମୁମ୍ବାଇରେ ନାଁ ବଦଳାଇ ରହୁଥିଲା । ମେଟ୍ରୋ ପାଇଁ କାମ ଚାଲୁଥିବା କନ୍ଷ୍ଟ୍ରକ୍ସନ୍ରେ ଲୁଚି ରହିଥିଲା । ସେ ସୈଫଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା।
ଛୁରାମାଡ଼ ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ ରଖାଯାଇଥିବା କୁହାଯାଉଛି। ଛତିଶଗଡ଼ ଦୁର୍ଗରୁ ସନ୍ଦିଗ୍ଧ ଧରାପଡ଼ିଥିବା ସୂଚନା । ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଧରିଲା ରେଲୱେ ପୋଲିସ ।
ଏକ ସଡକ ଦୁର୍ଘଟଣାରେ ଅଭିନେତା ଅମନ ଜୟସୱାଲ ମାତ୍ର ୨୩ ବର୍ଷ ବୟସରେ ଏ ଦୁନିଆ ଛାଡିଛନ୍ତି। ଅଭିନେତାଙ୍କ ଦୁଃଖଦ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛି।
ଆଜି ବାନ୍ଦ୍ରା ପୁଲିସ ଅଟୋ ଡ୍ରାଇଭରଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।
୪୦ ଘଣ୍ଟା ପରେ ବି ଖୋଲୁନି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ର ରହସ୍ୟ । ସ୍ପାଇନ ସର୍ଜରୀ ପରେ ସେ ବିପଦମୁକ୍ତ ଥିଲେ ବି, ସପ୍ତାହେ ଯାଏଁ ତାଙ୍କୁ ଚଲାବୁଲା ମନା । ତେବେ ଡାକ୍ତରଙ୍କ କହିବା କଥା, ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୈଫ୍। ଛୁରି ଆଉ ମାତ୍ରେ ସୂତାଏ ଭିତରକୁ ପଶିଥିଲେ ସ୍ପାଇନାଲ୍ କର୍ଡରେ ବାଜିଥାନ୍ତା ।
ସୂତା ସୂତାକରେ ବର୍ତ୍ତିଗଲେ ସୈଫ ଅଲ୍ଲୀ ଖାନ୍। ଛୁରି ଆଉ ୨ ମିଲିମିଟର ପଶିଥିଲେ ଅବସ୍ଥା ସାଂଘାତିକ। ଡାକ୍ତର କହିଲେ- 'ସୈଫ୍ ଖୁବ୍ ଭାଗ୍ୟବାନ୍' ।
ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ପୂର୍ବରୁ ଅଭିଯୁକ୍ତ ଯାଇଥିଲା କି ଶାହରୁଖ ଖାନଙ୍କ ବାସଭବନ ପାଖକୁ ? ଲୁହା ସିଡି ପକାଇ କରୁଥିଲା କି ରେକି ? କିଏ କିଏ ଥିଲେ ତା ସାଙ୍ଗରେ ? ଏହା ପଛରେ ରହିଛି କି କୌଣସି ଗ୍ୟାଙ୍ଗର ହାତ ? ଏମିତି ଅନେକ ପ୍ରଶ୍ନର ପାହାଡ ଉପରେ ଛିଡା ହୋଇଛି ମୁମ୍ୱାଇ ପୋଲିସ୍ ।
ଆଉ ତିନି ଦିନ ହସ୍ପିଟାଲରେ ରହିବା ପରେ ସୈଫ୍ ଡିସ୍ଚାର୍ଜ ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ଚଲାବୁଲା ଉପରେ ସପ୍ତାହେ ପାଇଁ କଟକଣା ରହିଥିବା ସୈଫ୍ଙ୍କ ଅପରେସନ କରିଥିବା ଡାକ୍ତର ସୂଚନା ଦେଇଛନ୍ତି ।
ସୈଫ ଅଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ। ବୁଧବାର ବିଳମ୍ବିତ ରାତିରେ ସୈଫଙ୍କ ଘରେ ପଶି ଅଭିଯୁକ୍ତ ଜଣକ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ବାନ୍ଦ୍ରା ପୋଲିସ ତଦନ୍ତ କରି ଶୁକ୍ରବାର ଦିନ ଅଭିଯୁକ୍ତକୁ ଗିରଫ କରିଛି।
ସେଲିବ୍ରିଟିଙ୍କୁ ସଫ୍ଟ ଟାର୍ଗେଟ୍ ! ପଟ୍ଟୌଦୀ ନବାବଙ୍କୁ ମରଣାନ୍ତକ ଆକ୍ରମଣ । ଘରେ ପଶି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ୬ ଥର ଭୁଶିଲା ଦୁର୍ବୃତ୍ତ । ଆରାମରେ ଆପାର୍ଟମେଣ୍ଟରୁ ଚମ୍ପଟ ମାରିଲା। CCTVରୁ ସାମନାକୁ ଆସିଲା ଅଭିଯୁକ୍ତର ଫଟୋ।
ସେଲିବ୍ରିଟିଙ୍କୁ ସଫ୍ଟ ଟାର୍ଗେଟ୍ ! ପଟ୍ଟୌଦୀ ନବାବଙ୍କୁ ମରଣାନ୍ତକ ଆକ୍ରମଣ । ଘରେ ପଶି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ୬ ଥର ଭୁଶିଲା ଦୁର୍ବୃତ୍ତ । ଆରାମରେ ଆପାର୍ଟମେଣ୍ଟରୁ ଚମ୍ପଟ ମାରିଲା। CCTVରୁ ସାମନାକୁ ଆସିଲା ଅଭିଯୁକ୍ତର ଫଟୋ।
ମେଡିକାଲରେ ଚାଲିଛି ସୈଫଙ୍କ ଚିକିତ୍ସା। ସୈଫ୍ ଅଲ୍ଲୀ ଖାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେଇଛନ୍ତି। ସୈଫଙ୍କ ସ୍ପାଇନରୁ ଛୁରୀ ବାହାରିଛି। ୨.୫ ଇଞ୍ଚର ଛୁରୀ ସ୍ପାଇନ୍ ପାଖରେ ଥିଲା।
ମନ୍ସୁର ଅଲି ଖାନ ପଟୌଦୀ ଏବଂ ଶର୍ମିଲା ଟାଗୋରଙ୍କ ବିବାହ ହେଉଛି ପଟୌଦୀ ପରିବାରର ପ୍ରଥମ ହାଇ-ପ୍ରୋଫାଇଲ୍ ବିବାହ। ଏହି ବିବାହ ଏବଂ ଏହା ପରର ସମସ୍ତ ପିଢି ବଲିଉଡରେ ଚର୍ଚ୍ଚା ସାଉଁଟିଛନ୍ତି।
ବୁଧବାର ରାତି ୨.୩୦ରେ ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ବାନ୍ଦ୍ରା ଘରେ ପ୍ରବେଶ କରିଥିଲେ। ପ୍ରଥମେ ସେ ତାଙ୍କ ଘରୋଇ ସହାୟିକାଙ୍କ ସହ ଯୁକ୍ତିତର୍କ କରିଥିଲେ। ସେହି ସମୟରେ ହିଁ ଘଟିଲା ଅଘଟଣ।
ସାଧାରଣ ବ୍ୟାକଗ୍ରାଉଣ୍ଡରୁ ଆସି ବଲିଉଡର ଏକ ନମ୍ବର ତାରକା ହେବାର ସୌଭାଗ୍ୟ କମ୍ କଳାକାରଙ୍କ ଭାଗ୍ୟରେ ଥାଏ। ଏହା ମଧ୍ୟରେ ଅନ୍ୟତମ ଶାହରୁଖ ଖାନ। ଫିଲ୍ମ ଚୟନ କରିବାରେ ତାଙ୍କର ଦକ୍ଷତା ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର।
ସୈଫ୍ ଅଲି ଖାନଙ୍କ ଉପରେ ଆକ୍ରମଣ ପରେ ମନୋରଂଜନ ଜଗତ ସରଗରମ ହୋଇଉଠିଛି। ଏବେ ପ୍ରଶ୍ନ ହେଉଛି ଏତେ ବଡ ସୁରକ୍ଷା ଭିତରେ ଆକ୍ରମଣକାରୀ ସୈଫ୍ଙ୍କ ଘରେ କିପରି ପ୍ରବେଶ କଲା? ଖାଲି ସେତିକି ନୁହେଁ, ସେ ସୈଫ୍ଙ୍କ ବାନ୍ଦ୍ରାସ୍ଥିତ ଘରେ କେଉଁଠାରେ ଲୁଚି ରହିଥିଲା? ବର୍ତ୍ତମାନ ଏହା ସାମ୍ନାକୁ ଆସିଛି।
ସୈଫ୍ ଅଲି ଖାନଙ୍କ ବାପାଙ୍କ ମୃତ୍ୟୁ ପରେ ଚାଲିଯାଇଥିଲା ପଟୌଦୀ ହାଉସ୍। ଚଳଚ୍ଚିତ୍ର ଶିଳ୍ପରେ ସଫଳତା ହାସଲ କରିବାକୁ ସେ କଠିନ ପରିଶ୍ରମ କରି ନିଜର ରୋଜଗାର ସହିତ ପୁନର୍ବାର ପଟୌଦୀ ହାଉସ୍ କିଣିଥିଲେ।
ସଞ୍ଜୟ ମିଶ୍ରା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ଟିଭି ଶୋ’ରେ କାମ କରିଥିଲେ। ଏଥିସହ ସେ ଭଲ ଭଲ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଭେଟି ଦେଇଥିଲେ।
ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଛୁରାମାଡ ହୋଇଛି। ସୈଫଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ରାତି ୨.୩୦ରେ ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରିଥିଲେ।
Oscar Award Woned 7 Animated Films- ସମ୍ମାନଜନକ ଓସ୍କାର ପୁରସ୍କାର ପାଇଥିବା ୭ଟି ଆନିମେଟେଡ୍ ଫିଲ୍ମ
ଆମେରିକାରେ ଅଗ୍ନିକାଣ୍ଡ କାରଣରୁ ୨୦୨୫ ଏକାଡେମୀ ଆୱାର୍ଡସ୍କୁ ନେଇ ଚିନ୍ତା ବୃଦ୍ଧି ପାଇଛି। ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଅଗ୍ନିକାଣ୍ଡ ହେତୁ ୯୭ତମ ଏକାଡେମୀ ଆୱାର୍ଡସ୍ ବାତିଲ ହେବାକୁ ଯାଉଛି।
ରଜନୀକାନ୍ତ ଫିଲ୍ମ 'ଜେଲର ୨' ସହିତ ପରଦାକୁ ଆସୁଛନ୍ତି। ଏହାର ଟିଜର୍ ରିଲିଜ ହୋଇଛି। ଏଥିରେ ରଜନୀକାନ୍ତଙ୍କୁ ଆକ୍ସନ୍ ପୋଜ୍ରେ ଦେଖିବାକୁ ମିଳୁଛି। ୭୪ ବର୍ଷ ବୟସରେ ବି ସେ ପରଦାରେ ଦମଦାର୍ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ।