ଅଭିଷେକଙ୍କ ସହ କରିସ୍ମା କପୁରଙ୍କ ସମ୍ପର୍କ ଭାଙ୍ଗିବା ପରେ ପ୍ରାୟ ନିଷ୍ପତ୍ତି ନିଆଯାଇଥିଲା ଯେ ରାନୀ ମୁଖାର୍ଜୀ ହିଁ ବଚ୍ଚନ ପରିବାରର ବୋହୂ ହେବେ। କିନ୍ତୁ ହଠାତ୍ ଏହି ଖବରରେ ମଧ୍ୟ ବ୍ରେକ୍ ଲାଗିଲା ଏବଂ ରାନୀ ମୁଖାର୍ଜୀଙ୍କ ବଦଳରେ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କୁ ବିବାହ କଲେ। ଏମିତି କାହିଁକି ହେଲା…
‘ଶହଂଶାହ’ର ଲୋକପ୍ରିୟ ଜ୍ୟାକେଟ୍କୁ ନେଇ ଅମିତାଭ ଏକ ପୋଷ୍ଟ୍ ଶେୟାର କରିଛନ୍ତି। ଅମିତାଭ ଏହି ଫିଲ୍ମରେ ପିନ୍ଧିଥିବା ଷ୍ଟିଲ୍ ଆର୍ମ ବାଲା କଳା ଜ୍ୟାକେଟ୍ଟିକୁ ତାଙ୍କର ଜଣେ ପ୍ରଶଂସକଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି। ସେ କିଏ ଆସନ୍ତୁ ଜାଣିବା…
ସବୁ ରେକର୍ଡକୁ ପଛରେ ପକାଇ ବକ୍ସ ଅଫିସ୍ରେ ଅଧିକ ଟଙ୍କା ରୋଜଗାର କରିଛି ‘ପଠାନ’ ଫିଲ୍ମ । ତେବେ ଏହାକୁ OTT ପ୍ଲାଟଫର୍ମରେ ରିଲିଜ୍ ନେଇ ଶାହାରୁଖ୍ହ୍କ ଫ୍ୟାନ୍ସଙ୍କ ମନରେ ଉତ୍ସାହ ଦେଖାଦେଇଛି ।
ଅକ୍ଷୟ କୁମାରଙ୍କ 'ପ୍ଲେୟାର ବୟ' ଇମେଜ୍ର ପୋଲ୍ ଖୋଲିଥିଲେ ଶିଳ୍ପା ଶେଟ୍ଟୀ। ଅକ୍ଷୟ ୯୦ ଦଶକର ଅନେକ ଶ୍ରେଷ୍ଠ ଅଭିନେତ୍ରୀଙ୍କୁ ଡେଟ୍ କରୁଥିଲେ। ସମସ୍ତଙ୍କୁ ବିବାହ ପ୍ରତିଶ୍ରୁତି ଦେଉଥିଲେ। ହେଲେ…
କରୀନା କପୁରଙ୍କ ଇଛା ପାପାରାଜିଙ୍କୁ ପୋଜ୍ ଦେବା। କିନ୍ତୁ ତାଙ୍କ ସ୍ୱାମୀ ସୈଫ୍ ଅଲୀ ଖାନଙ୍କୁ ଏହା ପସନ୍ଦ ନୁହେଁ। ସେ ଏନେଇ କରୀନାଙ୍କୁ ବାରଣ କରୁଛନ୍ତି ଆଉ ରାଗୁଛନ୍ତି। ସେ ତାଙ୍କୁ କହୁଛନ୍ତି…
ବଲିଉଡ୍ର ଭାଇଜାନ ସଲମାନ ଖାନଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା। ଇ-ମେଲ୍ରେ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।
ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ବନ୍ଧୁଙ୍କ ବାର୍ଥ ଡେ’ ପାଳିଥିଲେ ଡିଜେ ଆଜେକ୍ସ । କେକ୍ ଖୁଆଇଥିଲେ, ସେଲଫି ବି ନେଇଥିଲେ । ହେଲେ ଦିନ ଚାରିଟା ଯାଇନି ବଦଳିଯାଇଛି ସମସ୍ତ ଚିତ୍ର । ଆଉ ନାହାଁନ୍ତି ବିନ୍ଦାସ, ଖୁସ ମିଜାଜ ଫେମସ ଡିଜେ ଆଜେକ୍ସ।
ଏବେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମର ତାଲିକା ଆସିଛି। ଏହି ତାଲିକା ବହୁତ ଆକର୍ଷଣୀୟ। ଏହି ତାଲିକାରେ ୨ଟି ବଲିଉଡ୍ ଚଳଚ୍ଚିତ୍ର ଥିବାବେଳେ ୩ଟି ସାଉଥ୍ ଚଳଚ୍ଚିତ୍ର ରହିଛି। ଆସନ୍ତୁ ଜାଣିବା…
ରହସ୍ୟ ଘେରରେ ଲୋକପ୍ରିୟ ଡିଜେ ଆଜେକ୍ସ(DJ Azex)ଙ୍କ ମୃତ୍ୟୁ। ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।
ବନ୍ଦ ହେବ ତେଜସ୍ୱୀ ପ୍ରକାଶ ଅଭିନୀତ ସିରିଏଲ୍ ‘ନାଗିନ୍ ୬’। ‘ନାଗିନ୍ ୭’ ପାଇଁ ଷ୍ଟାର୍କାଷ୍ଟ୍ କରୁଛନ୍ତି ଏକତା କପୁର। ତାଙ୍କୁ ଏବେ ମିଳିଯାଇଛି ନୂଆ ନାଗ। ଆସନ୍ତୁ ଜାଣିବା କିଏ ଏହି ହ୍ୟାଣ୍ଡସମ୍।
ଜେଲ୍ ଭିତରୁ 'ଭାଇଜାନ୍'ଙ୍କୁ ଧମକ,ଲରେନ୍ସ ବିଷ୍ଣୋୟୀ ନିଶାନାରେ ସଲମାନ୍ ଖାନ୍
ତାପସୀ ପନ୍ନୁ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ଇଭେଣ୍ଟର ଫାଇନାଲ୍ରେ ତାଙ୍କୁ ମିଳିଥିଲା ପୁରସ୍କାର। କିନ୍ତୁ ତାଙ୍କୁ ଏଠି ଅପମାନ କରାଯାଇଥିଲା। ଜାଣନ୍ତୁ ତାଙ୍କ ଟ୍ରେନର ତାଙ୍କୁ କ’ଣ କହି ସର୍ବସାଧାରଣରେ ଅପମାନ କରିଥିଲେ।
ଶଶି କପୁର ଏକ ଚଳଚ୍ଚିତ୍ର ପରିବାରର ଥିଲେ ମଧ୍ୟ ସେ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ଥାନ ତିଆରି କରିଥିଲେ। ଜନ୍ମ ହେବା ପୂର୍ବରୁ ମା’ ତାଙ୍କୁ ଏ ଦୁନିଆକୁ ନ ଆଣିବା ପାଇଁ ନେଇଥିଲେ ଅନେକ ପଦକ୍ଷେପ। ଅନେକ ପରିଚୟ ପାଇବା ପରେ ବି ଦିନେ ହୋଇଯାଇଥିଲେ କାଙ୍ଗାଳ।
ବଲିଉଡ୍ ଦୁନିଆରେ ବିଦ୍ୟୁତ ଜାମୱାଲ-ନନ୍ଦିତା ମହତାନୀଙ୍କ ବ୍ରେକଅପ୍ ଖବର ବୃଦ୍ଧି ପାଇବାରେ ଲାଗିଛି। ତାଜମହଲରେ ରୋମାଣ୍ଟିକ୍ ଷ୍ଟାଇଲ୍ରେ ହୋଇଥିଲା ଏନ୍ଗେଜ୍ମେଣ୍ଟ୍।
ପ୍ରଭାସଙ୍କ ପ୍ରଶଂସକମାନେ ତାଙ୍କର ନୂଆ ନୂଆ ଲୁକ୍ ଦେଖିବା ପାଇଁ ସବୁବେଳେ ପାଗଳ ହୋଇଯାଆନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଫଟୋ ଶେୟାର ହୋଇଛି ଯାହାକୁ ନେଇ ସେ ପରିହାସର ପାତ୍ର ହେଉଛନ୍ତି। ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ।
ସୌଭାଗ୍ୟବଶତଃ ଅମନଙ୍କର ବିଶେଷ କିଛି କ୍ଷତି ହୋଇନଥିଲା ।
ଆମୀରଙ୍କ ବ୍ୟକ୍ତିଗତ ଜୀବନ ଅନେକ ଦୁଃଖରେ ପରିପୂର୍ଣ୍ଣ। ଦର୍ଶକଙ୍କ ପାଇଁ ରୋମାଣ୍ଟିକ୍ ଆଇକନ୍ ସାଜିଥିବା ଆମୀର ନିଜ ପ୍ରେମ ଜୀବନରେ ବିଫଳ ହୋଇଥିବା ଦେଖାଯାଏ। ପ୍ରେମ କରି ୨ଟି ବିବାହ କରିଥିଲେ ବି ଉଭୟଙ୍କ ମଧ୍ୟରେ ହୋଇଥିଲା ଫାଟ। ଏବେ ସେ ଏକାକୀ ଜୀବନ ବିତାଉଛନ୍ତି। କାହିଁକି ଏମିତି ହେଲା ଆସନ୍ତୁ ଜାଣିବା...
ଦେବ ଆନନ୍ଦଙ୍କୁ ତାଙ୍କ ସମୟରେ ଏକ ଫ୍ୟାଶନ ଆଇକନ୍ ଭାବେ ବିବେଚନା କରାଯାଉଥିଲା। ସେ ଧଳା ସାର୍ଟ ଉପରେ କଳା କୋଟ ପିନ୍ଧି ସର୍ବସାଧାରଣ ଜାଗାକୁ ଯିବାକୁ ପସନ୍ଦ କରୁଥିଲେ। କିନ୍ତୁ ପରିସ୍ଥିତି ଏମିତି ହେଲା ଯେ କୋର୍ଟଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଲା। ତାଙ୍କ ପୋଷାକ ଉପରେ ଲାଗିଲା କଟକଣା।
ବଲିଉଡ୍ର ଆକ୍ସନ୍ ଡାଇରେକ୍ଟରଙ୍କ କଥା ଭାବିଲେ ପ୍ରଥମେ ମନେପଢନ୍ତି ରୋହିତ ଶେଟ୍ଟୀ। ଆଜି ସେ ବଲିଉଡ୍ର ଜଣେ ଆଗ ଧାଡିର ନିର୍ଦ୍ଦେଶକ ଆଉ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। କିନ୍ତୁ ଦିନ ଏମିତି ଥିଲା ତାଙ୍କୁ ପେଟ ପାଇଁ ସଂଘର୍ଷ କରିବାକୁ ପଡୁଥିଲା। ମିଳୁଥିଲା ମାତ୍ର ୩୫ ଟଙ୍କା…
କ’ଣ ରହିଛି ସତ୍ୟତା . . ?
ପ୍ରଥମ ଭାରତୀୟ ସିନେମା ଭାବେ ପାଇଛି ପୁରସ୍କାର । ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଦି ଏଲିଫ୍ୟାଣ୍ଟ ହୁଇସପର୍ସକୁ ଓସ୍କାର ।
କାହକିଁ RRR ଟିମକୁ ପଛ ସିଟ୍ରେ ବସିବାକୁ ଦିଆଗଲା ? ପ୍ରଶଂସକମାନେ ଏହାକୁ ଅପମାନ ବୋଲି କହୁଛନ୍ତି ।
ଜୀନତ ଅମାନଙ୍କୁ ୭୧ ବର୍ଷ ବୟସ ହୋଇଥିଲେ ବି ଏହି ବୟସରେ ତାଙ୍କର ଗ୍ରେସ୍, ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍ କମି ନାହିଁ। ଏହି ବୟସରେ ଲାକ୍ମି ଫ୍ୟାଶନ ସପ୍ତାହରେ ରାମ୍ପ୍ ଚାଲି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତାଙ୍କର ଷ୍ଟାଇଲ୍ ଆପଣ ବି ଦେଖିଲେ ଦିୱାନା ହେଇଯିବେ।
ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଓସ୍କାର ଲୁକ୍କୁ ପ୍ରଶଂସା କରିବା ପାଇଁ ଆଲିଆ ଭଟ୍ଟ, ନେହା ଧୁପିଆ ଏବଂ ସାମନ୍ଥା ପ୍ରଭୁ ରୁଥ୍ କୌଣସି ବି ମୌକା ଛାଡି ନାହାଁନ୍ତି। କଙ୍ଗନାଙ୍କ ପ୍ରଶଂସା ଭାଇରାଲ୍ ହେବାରେ ଲାଗିଛି।
ତେଲୁଗୁ ସିନେମା ଜଗତର ଦୁଇ ବଡ଼ ସୁପରଷ୍ଟାର ଜୁନିୟର ଏନଟିଆର ଓ ରାମଚରଣଙ୍କୁ ନେଇ ପ୍ରସ୍ତୁତ କରାଯାଇଥିଲା ‘ନାଟୁ ନାଟୁ’। ଉଭୟେ ଷ୍ଟାର ଏକ ସେ ବଢ଼କର ଏକ ଡାନ୍ସର। ଏମାନଙ୍କୁ ଏକାଠି ପରଦାରେ ନଚାଇବାକୁ ନିଷ୍ପତ୍ତି ନେଇଥିଲେ ନିର୍ଦ୍ଦେଶକ ରାଜାମୌଲି।