• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

BSE Matric Exam
ଫେରିଲା ପୁରୁଣା ଫର୍ମୁଲା; ଆଉ ରହିବନି ସମେଟିଭ୍, ବର୍ଷ ଶେଷରେ ଫାଇନାଲ୍ ଏକଜାମ୍

ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିଥିଲା । ତେବେ କୋଭିଡ୍ କହର କମିବା ପରେ ପୁଣି ଥରେ କେବଳ ଦଶମ ଶ୍ରେଣୀରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି ।

Suraj Tiwari
ଇଚ୍ଛାଶକ୍ତିକୁ ଅଟକାଇ ପାରିଲାନି ଅକ୍ଷମତା: ପ୍ରଥମ ଆଟେମ୍ପ୍ଟରେ ସିଭିଲ ସର୍ଭିସ କ୍ଲିଅର କଲେ ସୂରଜ

ସୌଭାଗ୍ୟବଶତଃ ସେ ବଞ୍ଚିଯାଇଥିଲେ, ହେଲେ ସବୁଦିନ ପାଇଁ ସେ ଦୁଇ ହାତ ଓ ଦୁଇ ଗୋଡ଼ ହରାଇ ବସିଲେ। 

Matric Supplementary  Exam from 3rd July
ଜୁଲାଇ ୩ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ

ମେ’ ୨୬ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ  ଫର୍ମ ଫିଲ୍‌ଅପ୍ ପ୍ରକ୍ରିୟା ଜାରି ରହିବ ।

Odisha Matric Exam
ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା; ଆଉ ହେବନି ସମ୍ମେଟିଭ ପରୀକ୍ଷା

ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ । ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଦେଇଛନ୍ତି ।

Anup Das
UPSC ପରୀକ୍ଷାରେ ଦ୍ୱିତୀୟଥର ସଫଳତା ପରେ ପରୀକ୍ଷାର୍ଥୀଙ୍କୁ ୩ ଟିପ୍ସ ଦେଲେ ଅନୁପ

୩୮ ନମ୍ବର ରାଙ୍କ ରଖି ସାରା ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଅନୁପ ଦାସ। ଅବଶ୍ୟ UPSC ପରୀକ୍ଷା ତାଙ୍କ ପାଇଁ ନୂଆ ନୁହେଁ। କିନ୍ତୁ ଭଲ ରାଙ୍କ ଆସିନଥିବାରୁ ଏଥର ପୁଣି ଥରେ UPSC  ପରୀକ୍ଷା ଦେଇ ୩୮ ନମ୍ବର ରାଙ୍କ ଆଣିଛନ୍ତି।

  • Tuesday, 23 May 2023
  • UPSC
UPSC CSE Result
ସିଭିଲ ସର୍ଭିସରେ ସଫଳତା ପରେବି ପୁଣି ଥରେ ଟ୍ରାଏ କରିବେ ତେଜସ୍ୱିନୀ, ଜାଣନ୍ତୁ କାହିଁକି

ପ୍ରଥମ ଆଟେମ୍ପ୍ଟରେ ମୁଁ ପ୍ରିଲିମ୍‌ରେ ସଫଳତା ପାଇପାରିନଥିଲି। ଓଏଏସ୍‌ ପରୀକ୍ଷାରେ ମୋର ସଫଳତା ମୋତେ ନୂଆ ଆଶା ଦେଇଥିଲା।

UPSC rank holder from Odisha Sushree Subhangi
ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳତାର ଟିପ୍ସ ଦେଲେ ସୁଶ୍ରୀ ଶୁଭାଙ୍ଗୀ

ଆମେ ସାଧାରଣ ପରିବାର ହୋଇବି ଝିଅର ଏତେ ବଡ଼ ସଫଳତା ମୋତେ ଖୁସି ଦେଇଛି। ମୁଁ ନିଜେ ସିନା ଉଚ୍ଚଶିକ୍ଷିତ ହୋଇପାରିଲିନି, କିନ୍ତୁ ମୋର ୩ ପିଲା ମଣିଷ ହୋଇପାରିଛନ୍ତି।

IAS Results
ପ୍ରକାଶ ପାଇଲା IAS ରେଜଲ୍ଟ; ଇଶିତା କିଶୋର ଟପ୍ପର

UPSC ପକ୍ଷରୁ ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି ।

online spot admission
ବଢ଼ିଲା ଆଡମିଶନ୍ ଚିନ୍ତା; ଚଳିତବର୍ଷରୁ ଅନଲାଇନରେ ହେବ +2 ସ୍ପଟ ଆଡମିଶନ୍

କଳା ବିଜ୍ଞାନ ଓ ବାଣିଜ୍ୟ ବର୍ଗରେ ଅଧିକ ଇଛୁକ ହେଉଥିବାରୁ ଯୁକ୍ତ ଦୁଇ ଆଡମିଶନ ସମସ୍ୟା ଉପୁଜୁଛି । ସେଥିପାଇଁ ମାଟ୍ରିକ୍ ପଢୁଥିବା ସମୟରେ ପିଲା ଓ ଅଭିଭାବକଙ୍କୁ ରାଜ୍ୟରେ ଥିବା ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ପଢିବା ଲାଗି ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Matric Results
ମାଟ୍ରିକରେ ବଂପର ରେଜଲ୍ଟ ପରେ ପ୍ଲସ ଟୁରେ ଆଡମିଶନ୍ ଚିନ୍ତା

ବଢ଼ିବ କି ଯୁକ୍ତ ଦୁଇ ସିଟ୍ ! ମାଟ୍ରିକ ପାସ୍ ହାରଠୁ ଯୁକ୍ତ ଦୁଇ ସିଟ୍ ସଂଖ୍ୟା କମ୍। ବଢ଼ିଲା ଯୁକ୍ତ ଦୁଇ ଆଡମିଶନ ଟେନସନ୍। ପଛୁଆ ଅଞ୍ଚଳର କୃତୀ ପିଲାଙ୍କୁ ଘାରିଲାଣି ଡ୍ରପ୍ ଆଉଟ୍ ଭୟ। ଖାଲି ସେତିକି ନୁହେଁ ମାଟ୍ରିକରେ ରେକର୍ଡ ୯୬.୪୦ ପ୍ରତିଶତ ପାସ୍ ହାର ରହିବା ପରେ କଲେଜଗୁଡିକରେ କଟ୍ ଅଫ୍ ମାର୍କ ଚଳିତ ବର୍ଷ ଯଥେଷ୍ଟ ବଢିପାରେ। ଯେଉଁଥିଲାଗି ଅନେକ ମେଧାବୀ ଛାତ୍ରଛାତ୍ରୀ ଅଗ୍ରଣୀ କଲେଜଗୁଡିକରେ ପଢିବାର ସୁଯୋଗ ନପାଇପାରନ୍ତି।

Matric Results
ମାଟ୍ରିକରେ ବଂପର ରେଜଲ୍ଟ ପରେ ପ୍ଲସ ଟୁରେ ଆଡମିଶନ୍ ଚିନ୍ତା

ସୀମିତ ସିଟରେ କୃତୀ ଛାତ୍ରଛାତ୍ରୀ କିପରି ଆଡମିଶନ କରିବେ ତାହା ଏବେ ବଡ ପ୍ରଶ୍ନ

 Pramila Mallik
ବଢ଼ିବ ଯୁକ୍ତ ଦୁଇ ସିଟ୍ ସଂଖ୍ୟା : ଗଣଶିକ୍ଷା ମନ୍ତ୍ରୀ

‘କୋଭିଡ଼ ଢାଞ୍ଚା ବଦଳିବ, ଏବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ’

Odisha Matric results
ସଫଳତାର ସିଡି ଚଢ଼ିବାରେ ବାଧକ ସାଜିପରିନି ଆର୍ଥିକ ଅନଟନ

ସୋରରେ ପାନ ଦେକାନୀଙ୍କ ଝିଅ ତ ବ୍ରହ୍ମପୁରରେ ସାଧାରଣ ମେକାନିକ୍ ର ପୁଅ ମାଟ୍ରିକରେ ଏୱାନ୍..ଟପର ଲିଷ୍ଟରେ ବାରିପଦାର ସ୍କୁଲ ପିଅନଙ୍କ ପୁଅ..

Odisha Matric result
ପ୍ରକାଶ ପାଇଲା ମାଟ୍ରିକ ଫଳ; ପଛରେ ପଡ଼ିଲେ ପୁଅ

ପ୍ରକାଶ ପାଇଲା ମାଟ୍ରିକ ଫଳ: ପାସ୍ ହାର ୯୬.୪୦ ପ୍ରତିଶତ, ପଛରେ ପଡ଼ିଲେ ପୁଅ..କଟକ-ଜଗତସିଂହପୁରରେ ସର୍ବାଧିକ ରେଜଲ୍ଟ । ମାଲକାନଗିରିରେ ସବୁଠୁ କମ୍..୨୩ରୁ ରି ଚେକିଂ, ଖୁବଶୀଘ୍ର ସପ୍ଲିମେଣ୍ଟାରୀ ପରୀକ୍ଷା ତାରିଖ ଘୋଷଣା..

Odisha Matric result
ପୁଣି ପୁଅଙ୍କୁ ପଛରେ ପକାଇ ବାଜି ମାରିନେଲେ ଝିଅ

ଗତଥର ରାଜ୍ୟ ବୋର୍ଡର ପାସ୍ ହାର ଥିଲା ୯୦. ୫୫% । ଏଥରେ ସେଥିରେ ୫.୮୫ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ଚଳିତ ଥର କଟକ ଓ ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ରହିଛି ୯୭.୯୯% ।

Matric Supplementary Exam To Be Conduct This Year
ଏବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୨୩ରୁ ରିଚେକିଂ

ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରି ନଥିଲା, କିନ୍ତୁ ଏଥର ହେବ। ଫେଲ୍‌ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ଏହି ପରୀକ୍ଷା ହେବ।

Today Odisha Matric Results Announced
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଏଥର ପାସ୍‌ ହାର ୯୬.୪%

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରାଯାଇଛି।

Student Goes Missing Before Matric Results Announced Today
ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ ପୁଅ ନିଖୋଜ, ଥାନାରେ FIR ଦେଲେ ବାପା

ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ଆସିଛି।

Odisha Matric Results To Be Announced Today
ଆଜି ବାହାରିବ ମାଟ୍ରିକ ରେଜଲ୍ଟ, ଜାଣନ୍ତୁ କେମିତି ଚେକ୍‌ କରିବେ...

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ।

Matric Result
CBSE ଓ ICSE ପରେ ପ୍ରକାଶ ପାଇବ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ

ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ www.bseodisha.ac.inରେ ପରୀକ୍ଷା ଫଳ ଜାଣିପାରିବେ।

Matric Result
ଏଇ ଗୁରୁବାର ସକାଳ ୧୦ଟା ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ

୧୨ ଟାରୁ ୱେବସାଇଟରେ ଉପଲବ୍ଧ, ଏସଏମଏସରେ ଜାଣି ହେବ । ୧୦ମ ଶ୍ରେଣୀ ରେଜଲ୍ଟ ଅପେକ୍ଷାରେ ୫ ଲକ୍ଷ ୪୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ।

Odisha Matric Results
Big Breaking: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ ।

Odisha Matric Result
ଆଜି ମାଟ୍ରିକ ରେଜଲ୍ଟ ତାରିଖ ଘୋଷଣା

ଆଜି ଘୋଷଣା ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ ତାରିଖ । କଟକ ବୋର୍ଡ କାର୍ଯ୍ୟାଳୟରେ ଦିନ ୧୧ଟା ୩୦ରେ ଘୋଷଣା ହେବ । ଏନେଇ ସୂଚନା ଦେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ।

Odisha Civil Service
ବିଳମ୍ବ ହୋଇପାରେ OAS ମେନ୍ ରେଜଲ୍ଟ‌; ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡ଼ି

OPSC ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡି । ବାରମ୍ବାର ନିବେଦନ ପରେ ବି ବିଶ୍ୱବିଦ୍ୟାଳୟରୁ ରିଲିଭ ହେଉ ନାହାନ୍ତି ପ୍ରାଧ୍ୟାପକ । ବିଳମ୍ବ ହେବ କି oas main ପରୀକ୍ଷା ଫଳ ପ୍ରକାଶନ ?

Odisha Civil Service
ବିଳମ୍ବ ହୋଇପାରେ OAS ମେନ୍ ରେଜଲ୍ଟ‌; ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡ଼ି

OPSC ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡି । ବାରମ୍ବାର ନିବେଦନ ପରେ ବି ବିଶ୍ୱବିଦ୍ୟାଳୟରୁ ରିଲିଭ ହେଉ ନାହାନ୍ତି ପ୍ରାଧ୍ୟାପକ । ବିଳମ୍ବ ହେବ କି oas main ପରୀକ୍ଷା ଫଳ ପ୍ରକାଶନ ?