Advertisment

ଫେବ୍ରୁଆରୀ ୨୦ରୁ ମାଟ୍ରିକ୍‌ ପରୀକ୍ଷା, ତାରିଖ ଘୋଷଣା କଲା ବୋର୍ଡ

ବୋର୍ଡ ପକ୍ଷରୁ ଆଜି ମାଟ୍ରିକ୍‌ ପରୀକ୍ଷା ହେବା ନେଇ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଫେବ୍ରୁଆରୀ ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ସୂଚନା ଦିଆଯାଇଛି ।

author-image
Rajalaxmi Sahoo