• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Coaching Centre
କେନ୍ଦ୍ରର କଡ଼ା ନିର୍ଦେଶ ! ୧୬ ବର୍ଷରୁ କମ ବୟସ ପିଲାଙ୍କୁ କୋଚିଂ ସେଣ୍ଟର ମନା...

କେବଳ ସେତିକି ନୁହେଁ, କୋଚିଂ ସେଣ୍ଟର ମାନେ, ଭଲ ରାଙ୍କ କିମ୍ବା ମାର୍କ ନେଇ ପିଲାଙ୍କୁ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେନି।

Junior Teacher
ଜୁନିୟର ଶିକ୍ଷକ ନିଯୁକ୍ତି ମେରିଟ୍ ଲିଷ୍ଟରେ ଅନିୟମିତତା, ଆଶାୟୀଙ୍କ ବକ୍ଷୋଭ..!

ବ୍ୟାପକ ଅନିୟମିତତା ଅଭିଯୋଗ କଲେ ଅଶାୟୀ । କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇନଥିବା ଅଭିଯୋଗ ।

Tips to score 90 percent marks in cbse board exam
Education Tips: ମାନନ୍ତୁ ଏହି ୪ ଟିପ୍ସ; ଦଶମ ବୋର୍ଡ ପରୀକ୍ଷା ଇଂରାଜୀରେ ରହିବ ୯୦ ପ୍ରତିଶତ

୨୬ ଫେବୃଆରୀ ୨୦୨୪ ରେ CBSE ବୋର୍ଡ କ୍ଲାସ୍ ଦଶମର ଇଂରାଜୀ ପରୀକ୍ଷା ହେବ। CBSE ବୋର୍ଡ ଦଶମ ଇଂରାଜୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନେ ଯଦି କିଛି ଟିପ୍ସ ଆପଣେଇ ପରିଶ୍ରମ କରିବେ ତେବେ ୯୦ ପ୍ରତିଶତରୁ ଅଧିକ ମାର୍କ ହାସଲ କରିପାରିବେ।

E-Lecture unable to benefit students in Odisha
କଲେଜଗୁଡିକୁ ବିଭାଗର ନିର୍ଦ୍ଦେଶ; ଇ-ଲେକଚର ବ୍ୟବସ୍ଥାରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀମାନେ କିପରି ଏହାର ଅଧିକ ସୁଯୋଗ ଉଠାଇ ପାରିବେ ସେନେଇ କଲେଜଗୁଡିକୁ ନିର୍ଦ୍ଦେଶ ଦେଇଛି ବିଭାଗ । vtputkal.odisha.gov.in ପୋର୍ଟାଲରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସେମିଷ୍ଟରର ୧୧ଟି ବିଷୟରେ ଲେକଚର ଅପଲୋଡ କରାଯାଇଛି ।

E-Lecture unable to benefit students in Odisha
ଶୀତଳଭଣ୍ଡାରରୁ ବାହାରିଲା ଅଧ୍ୟାପକ ମରୁଡ଼ି ମୁକାବିଲା ସୂତ୍ର; ଇ-ଲେକଚର ବ୍ୟବସ୍ଥାରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀମାନେ କିପରି ଏହାର ଅଧିକ ସୁଯୋଗ ଉଠାଇ ପାରିବେ ସେନେଇ କଲେଜଗୁଡିକୁ ନିର୍ଦ୍ଦେଶ ଦେଇଛି ବିଭାଗ । vtputkal.odisha.gov.in ପୋର୍ଟାଲରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସେମିଷ୍ଟରର ୧୧ଟି ବିଷୟରେ ଲେକଚର ଅପଲୋଡ କରାଯାଇଛି ।

Nua O Odisha
ନୂଆ ‘ଓ’ କାର୍ଯ୍ୟକ୍ରମ ପାଇଁ ଘୁଞ୍ଚିଲା ପରୀକ୍ଷା, ୧୩ରେ ଥିବା ପରୀକ୍ଷା ହେବ ୨୪ ତାରିଖରେ

ଆସନ୍ତାକାଲି ଏହି ୟୁନିଭରସିଟିର ବିଭିନ୍ନ କ୍ଲାସର ପରୀକ୍ଷା ହେବାର ଥିଲା। କିନ୍ତୁ ଆସନ୍ତାକାଲି ମଧ୍ୟ ସମ୍ବଲପୁର ମନ୍ଦୋଲିଆ ଗ୍ରାଉଣ୍ଡରେ ନୂଆ ଓ କାର୍ଯ୍ୟକ୍ରମ ହେବାର ଅଛି।

5T School
ଉଦଘାଟନ ବେଳେ ଅସନ୍ତୋଷ ! ଅନ୍ୟ ସ୍କୁଲ ଛାତ୍ରୀଙ୍କୁ ଡାକି ଚାଲିଥିଲା କାର୍ଯ୍ୟକ୍ରମ

ପଦ୍ମନାଭପୁର ସ୍କୁଲରେ ଅଭିଭାବକଙ୍କ ହୋହଲ୍ଲା, ଧାରଣା ଦେଲେ । ଆସନ୍ତାକାଲି ପରିବାର ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତ ।

if you want to do phd from jnu note this schedule
JNUରେ ପିଏଚ୍‌ଡି କରିବାକୁ ଚାହୁଁଛନ୍ତି କି… ଜାଣନ୍ତୁ କ’ଣ କରିବେ…

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU)ରେ ପିଏଚ୍‌ଡି କରିବାକୁ ଚାହୁଁଥିବା ଛାତ୍ରମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। PhD କରିବାକୁଥିବା ବ୍ୟକ୍ତିଙ୍କ ପାଇଁ JNU ଏକ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ କରିଛି।

  • Sunday, 07 January 2024
  • PHD
  • JNU
MPhil
M.Phil ଆଡମିଶନ ନକରିବାକୁ ଛାତ୍ରଛାତ୍ରୀଙ୍କୁ ସତର୍କ କଲା UGC

ୟୁଜିସି ସଚିବ ମନୀଷ ଯୋଷୀ କହିଛନ୍ତି କିଛି ବିଶ୍ୱବିଦ୍ୟାଳୟ ମାଷ୍ଟର୍ ଅଫ୍ ଫିଲୋସଫି ତଥା ଏମ୍.ଫିଲ୍ ପାଇଁ ନୂଆ ଆବେଦନ କରୁଥିବା ୟୁଜିସି ନଜରକୁ ଆସିଛି ।

Sex education
ପିଲାଙ୍କ ପାଠ୍ୟକ୍ରମରେ ରହିବ ସେକ୍ସ ଏଜୁକେସନ୍ ! ବିଶେଷଜ୍ଞ ରଖିଲେ ମତ

ଅନେକ ସ୍ଥାନରେ ସେକ୍ସ ଏଜୁକେସନ୍ ନିଷେଧ ରହିଛି । ହେଲେ କର୍ଣ୍ଣାଟକର ଶିକ୍ଷାନୁଷ୍ଠାନଗୁଡ଼ିକ ଏକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁଛନ୍ତି । ଆଉ ପିଲାମାନଙ୍କ ପାଇଁ ନୂତନ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ।

Sports Quota
‘JEE ମାଧ୍ୟମରେ IIT ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ରହିପାରେ ସ୍ପୋର୍ଟସ କୋଟା’

ଜାତୀୟ ଶିକ୍ଷା ନୀତିରେ ୮ଟି ବିଷୟରେ କ୍ରୀଡ଼ା ଓ ଫିଜିକାଲ୍ ଏଜୁକେଶନ ବା ଶାରିରୀକ ଶିକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଏହାକୁ ଆଉ ଏକ୍ସଟ୍ରାକରିକୁଲାର୍ ନୁହେଁ, ଏକ ବିଧିବଦ୍ଧ ବିଷୟ ଭାବରେ ପିଲାମାନେ ପଢ଼ିବେ ବୋଲି ସେ କହିଛନ୍ତି ।

ASO Merit List
ASO ଚୟନ ଅନିୟମିତତା ମାମଲା: ୧୧୦୪ ଜଣଙ୍କ ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

ସୂଚନା ଅନୁସାରେ ୨୦୨୨ ମସିହାରେ ୭୯୬ଟି ASO ପଦବୀ ପାଇଁ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଆବେଦନ କରିଥିବା ୧ ଲକ୍ଷ ୪୮ ହଜାର ୮୮୮ ଆବେଦନକାରୀଙ୍କ ମଧ୍ୟରୁ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିଲେ ।

National Mathematics Day 2023
National Mathematics Day 2023: ରାମାନୁଜନ କିଏ, ଯାହାଙ୍କ ପାଇଁ ପାଳନ ହୁଏ ‘ଜାତୀୟ ଗଣିତ ଦିବସ’

ଗଣିତ କ୍ଷେତ୍ରରେ ଶ୍ରୀନିବାସ ରାମାନୁଜନଙ୍କ ଅବଦାନ ପାଇଁ ଭାରତ ସରକାର ତାଙ୍କ ଜନ୍ମଦିନକୁ ଗଣିତ ଦିବସ ଭାବେ ଘୋଷଣା କରିଥିଲେ। ଆଜି ୨୨ ଡିସେମ୍ବର, ‘ଜାତୀୟ ଗଣିତ ଦିବସ’ରେ ଆସନ୍ତୁ ଜାଣିବା ଗଣିତଜ୍ଞ ରାମାନୁଜନ କିଏ ? ଗଣିତ କ୍ଷେତ୍ରରେ ସେ କିପରି ଏତେ ବଡ଼ ସଫଳତା ହାସଲ କଲେ?

PDS Scam
ଚାଉଳ ଘୋଟାଲାର ପୋଲ୍ ଖୋଲିଲା RTI

ଗରିବ ଗୁରୁବାଙ୍କ ଚାଉଳ, ହେଲେ ଖାଇଗଲେ ସରକାରୀ ବାବୁ । ଏମିତିକି ଆସନ୍ତା ବର୍ଷ ଅକ୍ଟୋବର ଯାଏଁ ହିତାଧିକାରୀ କୁଆଡ଼େ ଚାଉଳ ନେଇସାରିଥିବା ବି ସେମାନଙ୍କ ପଡ଼ିକାର୍ଡରେ ଏଣ୍ଟ୍ରି ସରିଛି ।

5T School
ଆମ ସାର୍‌ ନାହାନ୍ତି, ଚିକ୍କଣ ଚେୟାର ଟେବୁଲ କ’ଣ ଆମକୁ ପାଠ ପଢ଼ାଇବ ?

ଫାଇଭ୍ ଟି ସ୍କୁଲର ପୋଲ ଖୋଲିଲେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା । ହେଲେ ଶିକ୍ଷକ ନଥିବାରୁ ଏଯାଏଁ ସିଲାବସ ସରିନି ।

5T School
ବିଭିନ୍ନ ହାଇସ୍କୁଲରୁ ଆସୁଛି 5Tକୁ ଉପହାସ ଚିତ୍ର

ବାହାର ଭିତର ସବୁ ଚକାଚକ୍ କରିଦେଲେ । କୋଟି କୋଟି ଖର୍ଚ୍ଚ କରି ଭିତ୍ତିଭୂମି ସଜାଡିଦେଲୁ କହି ଜୋରସୋର ପ୍ରଚାର ବି କଲେ । ହେଲେ ମୂଳ ସମସ୍ୟା ଯେଉଁଠି କି ସେଇଠି । ରାଜ୍ୟରେ ବିଭିନ୍ନ ହାଇସ୍କୁଲରୁ ଯେଉଁ ସବୁ ଚିତ୍ର ଆସୁଛି ତାହା 5Tକୁ ଉପହାସ କଲା ଭଳି ।

Dropout Percent In Odisha
ପଦାକୁ ଆସିଲା ତାଳିପକା ଯୋଜନାର କରୁଣ ଚିତ୍ର

ପଦାକୁ ଆସିଲା ତାଳି ପକା ଯୋଜନାର କରୁଣ ଚିତ୍ର। ରାଜ୍ୟରେ ଅଧାରୁ ପାଠ ଛାଡୁଛନ୍ତି ୫୦ ପ୍ରତିଶତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସଂସଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ତଥ୍ୟ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ। ଦଶମ ଡ୍ରପ୍ ଆଉଟରେ ଓଡିଶା ଦେଶରେ ସବୁଠୁ ଆଗରେ ରହିବା ନେଇ ରାଜନୀତି ବି ଜୋର ଧରିଛି..

Dropout Percent In Odisha
ମାଟ୍ରିକ୍ ଡ୍ରପ୍‌ ଆଉଟରେ ବିହାରକୁ ପଛରେ ପକାଇ ଓଡ଼ିଶା ନଂ ୧

ମାଟ୍ରିକ ଡ୍ରପ୍ ଆଉଟ୍‌ରେ ଓଡିଶା ନମ୍ୱର ୱାନ୍ । ୨୦୨୧-୨୨ରେ ପାଠ ଛାଡିଛନ୍ତି ୪୯.୯ ପ୍ରତିଶତ ଦଶମ ଛାତ୍ରଛାତ୍ରୀ । ଲୋକସଭାର ଏକ ତାରକା ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ତଥ୍ୟ ରଖିଛନ୍ତି ତାହା ସମସ୍ତଙ୍କୁ ଚମକାଇଲା ଭଳି ।

BSE
ମାଟ୍ରିକ ପରୀକ୍ଷା ପୂର୍ବରୁ ବଦଳିଲେ ବୋର୍ଡ ସଭାପତି

ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ୨ ହଜାର ୯ ଶହ ୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

Plus Two Exam
BIG BREAKING: ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ।

AI will monitor matric exams
ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା

ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା

Matric Exams 2024
ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା

୨୦ ତାରିଖରେ ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପରେ ଫେବ୍ରୁଆରୀ ୨୩ ତାରିଖରେ ଇଂରାଜୀ ପରୀକ୍ଷା ହେବ ।

  • Wednesday, 13 December 2023
  • 2024
Students wash utensils in puri
ରାତିରେ ଶୀତ କାକରରେ ବାସନ ମାଜିଲେ ଛାତ୍ର, ଭିଡିଓ ଭାଇରାଲ୍‌...

ଭୋଜି ଭାତ ପରେ ବଡ଼ ଟପ୍‌ ଓ ବାଲ୍‌ଟି, ଡଙ୍କି, ଚାପା, ଡାବୁ, ଆଦି ରୋଷେଇରେ ବ୍ୟବହୃତ ଉପକରଣକୁ ବିଦ୍ୟାଳୟର ୧୦ରୁ ଅଧିକ ଛାତ୍ର ସଫା କରୁଥିବା ଦେଖିବାକୁ ମିଳିଥିଲା ।

No adequate facilities as 90 school students walk 6 km to attend exam in Mayurbhanj
ପରୀକ୍ଷା ଦେବା ପାଇଁ ୬ କି.ମି. ଚାଲିଲେ ୯୦ ଛାତ୍ରୀ

ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ ୬ କିଲୋମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିଥିବା ସୂଚନା ମିଳିଛି । 

CBSE Board Exams
ଫେବ୍ରୁଆରୀ ୧୫ରୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା । ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CBSE ।