ଗିରଫ ପୋଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ୍। ୨୦୦୩ରେ ନିର୍ମିତ ଫିଲ୍ମ ନାରୀ ଆଖିରେ ନିଆଁ ଓ ୨୦୦୫ର ବାଜି ଫିଲ୍ମରେ ଟଙ୍କା ଲଗାଇଥିଲେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ।
ଚାକିରି ଦେବାର ଆଳ ଦେଖାଇ କିଛି ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ସୁଯୋଗ ଦେବା ନାଁରେ ଯୁବକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଚାକିରି ପାଇବା ଆଶାରେ ଶେଷରେ ଯୁବକ, ଯୁବତୀ ଠକାମିର ଶିକାର ହେଉଛନ୍ତି।
କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କ ଓଲିଉଡ୍ ଲିଙ୍କ୍ ରହିଥିବା ଜଣାପଡ଼ିଛି..
ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସ୍ଆପ୍ ହ୍ୟାକ୍ ସମସ୍ତଙ୍କୁ ଚକିତ କରିଦେଇଛି.. ସେ କହିଛନ୍ତି ସେ କୌଣସି ଲିଙ୍କ୍ କ୍ଲିକ୍ କରି ନଥିଲେ.. ତଥାପି ତାଙ୍କ ହ୍ୱାଟସ୍ ଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷର ଚୂନ ଲଗେଇଦେଇଛନ୍ତି ସାଇବର ଲୁଟେରା..
ସୋସିଆଲ୍ ମିଡିଆରେ ମାରଣାସ୍ତ୍ର ଧରି ଭିଡିଓ ପୋଷ୍ଟିଂ କରି ଫସିଛନ୍ତି କଟକର କିଛି ଯୁବକ ଯୁବତୀ। ଭିଡିଓ ପୋଷ୍ଟ କରିଥିବା ଜଣେ ଝିଅ ଯାହା କହିଛନ୍ତି ତାହା ଆପଣଙ୍କୁ ଆଶ୍ଚର୍ଯ୍ଯ କରିଦେବ। ସୋସିଆଲ୍ ମିଡିଆରେ ଅଶ୍ଳୀଳ ଭାଷାରେ ଭିଡିଓ କରିବା ପଛରେ ଅଛି ଗ୍ରୁପ।
ମୁଁ ଷ୍ଟ୍ରଙ୍ଗ ମୁଁ ସବୁ ସମ୍ଭାଳି ପାରିବି, ମା ତୁ ଏଠୁ ଯା । ମୁଁ କଣ ଖରାପ କାମ କରିଛି ଯେ ମୁଁ ଏମାନଙ୍କୁ ଡରିବି । ତୁ ଯା ମୁଁ ସବୁ ସମ୍ଭାଳି ନେବି । ଏମିତି ପ୍ରତିକ୍ରିୟା ଦେଇଛନ୍ତି କଟକରେ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହୋଇଥିବା ଯୁବତୀ ଜଣକ ।
ଭୁବନେଶ୍ୱରର KBN ଗ୍ରୁପ୍ ଭଳି କଟକରେ ବି ଗୋଟିଏ ଗୋଷ୍ଠୀର ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ପରେ ଏହି ଗୋଷ୍ଠୀର ୩ ଜଣଙ୍କୁ ଅଟକ ରଖିଛି ପୋଲିସ..
ଯଦି ଜଣେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇପାରିଛୁ, ତା’ହେଲେ ଜଣେ ସାଧାରଣ ଲୋଙ୍କ ନମ୍ବର କିଭଳି ଭାବରେ ସୁରକ୍ଷିତ ରହିପାରିବ। ଏନେଇ ଏବେ ସାଇବର ସିକ୍ୟୁରିଟିକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ଆକାଶ ପାଠକଙ୍କୁ ଜେଲରେ ଜେରା କରିବ ଇଡି। ଚାକିରି କରାଇବା ନାଁରେ ଠକେଇ ନେଇ ହୋଇଥିଲା ଅଭିଯୋଗ। ଆକାଶ ପାଠକଙ୍କୁ ଆଜି ହେବ ଜେରା।
ସରକାରୀ ବାବୁଙ୍କୁ ଭିଜିଲାନ୍ସ ଯେତେ ଘାଂଟୁଛି ସେତେ ତଥ୍ୟ ପାଉଛି। ଗୋଟିଏ ପରେ ଗୋଟିଏ ଲିଙ୍କ୍ର ଖୋଲୁଛି ଗୁମର
ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ । ଦେବଗଡ ବନଖଣ୍ଡ ରିଆମାଳ ଫରେଷ୍ଟରେଂଜ ବ୍ରାହ୍ମଣିପାଲ ଗାଁ ନିକଟରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନ ବିଭାଗ ଚଢଉ କରିଥିଲା । ଘଟଣାସ୍ଥଳରୁ ବାଘଛାଲ ଜବତ ସହ ଦୁଇଜଣଙ୍କୁ ଗିରଫ କରାଯାଇଛି ।
ଭୁବନେଶ୍ୱରର କେବିଏନ୍ ଗ୍ରୁପ୍ ଭଳି କଟକରେ ବି ଯୁବ ଗୋଷ୍ଠୀଙ୍କ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହେଉଛି। ହାତରେ ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନରେ କରିଛନ୍ତି ସର୍ଟ ଭିଡିଓ। କେବଳ ବନ୍ଧୁକ ନୁହେଁ ଖଣ୍ଡା ଧରି ସର୍ବସାଧାରଣରେ ପ୍ରଦର୍ଶନ କରିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବଲାଙ୍ଗିରବାସୀ ଆଉ ନିଜକ ସୁରକ୍ଷିତ ମଣୁନାହାନ୍ତି। କାରଣ ଏଠି କଥା କଥାକେ ମାରପିଟ୍ ହେଉଛି ତ ଗୋଷ୍ଠୀ କନ୍ଦଳ ବି ବଢୁଛି
ଭୁବନେଶ୍ୱର ପରେ ଏବେ କଟକର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ କମିଶନରେଟ୍ ପୋଲିସର ବଢୁଛି ଟେନସନ୍
ପୋଲିସ୍ ପୁଅର ଡନ୍ ନିଶା । ଚେଙ୍ଗ, ସଂଜୟ ପରେ ଏବେ ପୋଲିସ୍ ଟାର୍ଗେଟ୍ରେ KBN ଗ୍ରୁପ୍ର ମାଷ୍ଟର ମାଇଣ୍ଡ ବୁବୁ ଜେନା । ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ ତିଆରି କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ବୁବୁ ଜେନା ଘରେ ଆଜି ପଡ଼ିଛି ପୋଲିସ ରେଡ୍ ।
ପ୍ରଶ୍ନ ଉଠୁଛି, ସେମାନେ ଏତେଦିନ ଯାଏଁ ଦୁର୍ନୀତି ନିବାରଣ ବିଭାଗ ଅଲକ୍ଷ୍ୟରେ ଥିଲେ କେମିତି ? ସେମାନେ ହିଁ କଣ ପୋଖରୀର ସବୁଠୁ ବଡ଼ ମାଛ ? ନା ତାଙ୍କଠୁ ଆହୁରି ବଡ଼ ବଡ଼ ମାଛ ଏତେ ଗଭୀର ଜଳରେ ଅଛନ୍ତି ଯେ, ଭିଜିଲାନ୍ସର ଜାଲ ତାଙ୍କ ଯାଏଁ ପହଞ୍ଚିପାରୁନି ?
ଏବେ ପୋଲିସ୍ ଟାର୍ଗେଟ୍ରେ ବୁବୁ ଜେନା। ରାତି ଅଧରେ ଭିଡ଼ିଓ କରୁଥିଲେ, ଲୋକଙ୍କୁ ଆତଙ୍କିତ କରୁଥିଲେ
ପ୍ରଶ୍ନ ଉଠୁଛି, ସେମାନେ ଏତେଦିନ ଯାଏଁ ଦୁର୍ନୀତି ନିବାରଣ ବିଭାଗ ଅଲକ୍ଷ୍ୟରେ ଥିଲେ କେମିତି ? ସେମାନେ ହିଁ କଣ ପୋଖରୀର ସବୁଠୁ ବଡ଼ ମାଛ ? ନା ତାଙ୍କଠୁ ଆହୁରି ବଡ଼ ବଡ଼ ମାଛ ଏତେ ଗଭୀର ଜଳରେ ଅଛନ୍ତି ଯେ, ଭିଜିଲାନ୍ସର ଜାଲ ତାଙ୍କ ଯାଏଁ ପହଞ୍ଚିପାରୁନି ?
ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ପ୍ରତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ତେବେ ତାଙ୍କଠାରୁ ମୋଟ ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଜବତ କରାଯାଇଛି । ତାଙ୍କର ମୋଟ ଆୟର ୧୦୮୭ ଗୁଣା ଅଧିକ ସମ୍ପତି ତାଙ୍କଠାରୁ ଜବତ କରାଯାଇଛି ।
ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ପ୍ରତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ତେବେ ତାଙ୍କଠାରୁ ମୋଟ ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଜବତ କରାଯାଇଛି । ତାଙ୍କର ମୋଟ ଆୟର ୧୦୮୭ ଗୁଣା ଅଧିକ ସମ୍ପତି ତାଙ୍କଠାରୁ ଜବତ କରାଯାଇଛି ।
ଯୁବକଙ୍କ ଅପହରଣ ନାଟକ ମହଙ୍ଗା ପଡ଼ିଲା । ପ୍ରେମ ବି ଫସର ଫାଟିଗଲା । ଜେଲରେ ପୂରାଇଲେ ମାମୁଁ ।
KBN ଗ୍ରୁପ୍ର ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିବାରେ ଲାଗିଛି। ସ୍ମାର୍ଟସିଟି ଭୁବନେଶ୍ୱରରେ ସକ୍ରିୟ ଥିବା ତଥାକଥିତ ଅପରାଧି ଗ୍ୟାଙ୍ଗ୍ KBN ଗ୍ରୁପ୍ର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।
ଗୋଟିଏ ପରେ ଗୋଟିଏ ଭିଡ଼ିଓ, ଗୋଟିଏ ପରେ ଗୋଟିଏ ଦୃଶ୍ୟ । ସ୍ମାର୍ଟସିଟିରେ ସକ୍ରିୟ ଥିବା ତଥାକଥିତ ଅପରାଧି ଗ୍ୟାଙ୍ଗ୍ KBN ଗ୍ରୁପର ଆସିଲା ଆଉ ଏକ ଭିଡ଼ିଓ । ଯେଉଁଥିରେ ରାଜରାସ୍ତା ଉପରେ ଫିଲ୍ମି ଷ୍ଟାଇଲରେ ଗାଡ଼ି ଉପରେ ମସ୍ତି କରୁଛନ୍ତି, ପାର୍ଟି କରୁଛନ୍ତି ।
କେଉଁ ଉପାୟରେ ଏତେ ସମ୍ପତ୍ତି ଠୁଳ କଲେ ? ୩୩ ବର୍ଷ ଚାକିରୀରେ କେମିତି ଏବଂ କେଉଁ ବାଟ ଦେଇ ଅମାପ କଳାଧନ ସଞ୍ଚିଥିଲେ ଭିଜିଲାନ୍ସ ଜାଲରେ ଫସିଥିବା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ।
ଭିଜିଲାନ୍ସ ଜାଲରେ ଫସିଥିବା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍ ୱେଲ୍ଫେୟାର କର୍ପୋରେସନ(OPHWC)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଆଜି ଅମାପ ସମ୍ପତ୍ତିର ମୂଲ୍ୟାୟନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।