• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fund Embezzlement

Sanjukta Mahala
ଚରମରେ ବିଧାୟକ ଶ୍ରୀକାନ୍ତ ଓ ସଂଯୁକ୍ତା ବିବାଦ

ଚରମରେ ବିଧାୟକ ଶ୍ରୀକାନ୍ତ ଓ ସଂଯୁକ୍ତା ବିବାଦ । ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ବିଧାୟକଙ୍କ ଏତଲା । ଶ୍ରୀକାନ୍ତଙ୍କ ଏତଲା ପରେ ବର୍ଷିଲେ ସଂଯୁକ୍ତା । ମୋତେ ଚକ୍ରାନ୍ତ କରି ଫସାଇ ଦିଆଯାଇଛି: ସଂଯୁକ୍ତା

Sanjukta Mahala
ଷଡ଼ଯନ୍ତ୍ର ବନାମ ଚକ୍ରାନ୍ତ; ଶ୍ରୀକାନ୍ତଙ୍କ ଏତଲା ପରେ ବର୍ଷିଲେ ସଂଯୁକ୍ତା

ତେଜିଲା ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଓ ପୂର୍ବତନ ଶ୍ରମମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ କଳି। ସୋସିଆଲ ମିଡିଆ ଚାଟିଂରୁ ତାଙ୍କୁ ଓ ତାଙ୍କ ଝିଅଙ୍କ ବିରୋଧରେ ସଂଯୁକ୍ତା ମହଲା ଓ ଅନ୍ୟ ଜଣେ ହତ୍ୟା ଷଡ଼ଯନ୍ତ୍ର ରଚୁଥିବା ନେଇ ବିଧାୟକ ଶ୍ରୀକାନ୍ତ ଥାନାର ଦ୍ୱାରସ୍ଥ ହେବା ପରେ ଦୁହିଁଙ୍କ ଭିତରେ ବିବାଦ ଚରମରେ ପହଞ୍ଚିଛି।

MLA Srikant Sahu & Sanjukta Mahala
‘ଫେସବୁକ୍‌ରେ ନମ୍ବର ଦେଇ ଭୁଲ କରିଦେଲି’

ସୋସିଆଲ ମିଡ଼ିଆରେ ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର ଚାଟିଂକୁ ନେଇ ଥାନାରେ ଏତଲା ହୋଇଛି । ନିଜେ ବିଧାୟକ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି ।

Jojona Ra Na Hariloot- Massive Fund Embezzlement Reported In Pond Resurrection Projects In Odisha
ପଙ୍କ ଉଦ୍ଧାର କଲେନି, କିଛି ମାଟି ପକାଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିନେଲେ....

ଏମାନଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ପୋଖରୀରେ ପଙ୍କ ଉଦ୍ଧାର ହେବ କହିଲେ....ଆଉ ବିଲ୍‌ ବି କଲେ। କିନ୍ତୁ ପଙ୍କ ଉଦ୍ଧାର ତ କଲେନି ବରଂ କିଛି ମାଟି ପକାଇ ଖାଇଗଲେ ୧୩ ଲକ୍ଷ ଟଙ୍କା, ଦେଖନ୍ତୁ ଏହି ଭିଡ଼ିଓ