• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Police Cracks Toddler\'s Death In Jagatsinghpur | Minor Boy, Mother Held On Murder Charges
ଶିଶୁର ମୃତ୍ୟୁ ଜାଣିବା ପରେ ପାଣିରେ ଫିଙ୍ଗିଦେଲେ ମା ପୁଅ

ଜଗତସିଂହପୁର ସୌମ୍ୟ ଭୋଇଙ୍କ ମୃତ୍ୟୁ ମାମଲାର ପର୍ଦ୍ଦାଫାସ୍ । ସେହି ଗାଁର ଜଣେ ମହିଳା ଗିରଫ, ନାବାଳକ ପୁଅ ଅଟକ। ଦେଖନ୍ତୁ କାହିଁଙ୍କି ମା ପୁଅ ଏମିତି କାଣ୍ଡକଲେ ଜାଣନ୍ତୁ

Minor Boy, Mother Held On Murder Charges
୨ ବର୍ଷ ଶିଶୁର ମୃତ୍ୟୁ ପରେ ମୃତଦେହକୁ ଜଳାଶୟକୁ ଫିଙ୍ଗି ଦେଇଥିଲେ, ହେଲେ ଧରାପଡ଼ିଗଲେ...

ଦେହରେ ବାଉଁଶ ବାଜି ଯିବାରୁ ଚାଲିଗଲା ୨ ବର୍ଷର ପୁଅ ଜୀବନ। ଗାଁ ଲୋକଙ୍କ ଭୟରେ ୨ ବର୍ଷର ପୁଅର ମୃତଦେହକୁ ଜଳାଶୟକୁ ଫିଙ୍ଗି ଦେଇଥିଲେ ଜଣେ ମହିଳା ଓ ତାଙ୍କର ୧୬ ବର୍ଷୀୟ ପୁଅ।

Man Kills Wife, Dead Body Recovered After 1 Year In Keonjhar
ବର୍ଷେ ତଳେ ପ୍ରେମ ବିବାହ, ତା ପରେ ହତ୍ୟା

ବର୍ଷେ ତଳେ ହତ୍ୟା, ଏବେ ମିଳିଲା ଅବଶେଷ। ପାରିବାରିକ ଅଶାନ୍ତିରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ । ବର୍ଷେ ପରେ ମିଳିଲା ପତ୍ନୀର ମୃତଦେହର ଅବଶେଷ। ବର୍ଷେ ତଳେ ପ୍ରେମ ବିବାହ କରିଥିଲେ

Murder
ପ୍ରେମ ବିବାହ କରିଥିଲା, ହେଲେ ରାଗରେ ସ୍ତ୍ରୀକୁ ହତ୍ୟା କରିଦେଲା ! ବର୍ଷେ ପରେ ମିଳିଲା ହାଡ଼, ଚୁଡ଼ି...

ପ୍ରଥମେ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା ଆଉ ତାପରେ ବିବାଦ ଉପୁଜିବାରୁ ହତ୍ୟା କରିଦେଲା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଳ୍ଲା ବାଂଶପାଳ ନୟାକୋଟ ଥାନା ଅଞ୍ଚଳରେ ।

  • Saturday, 13 November 2021
  • Murder
NCPCR Notice
କଳାହାଣ୍ଡି ଏସ୍‌ପିଙ୍କୁ NCPCRଙ୍କ ନିର୍ଦ୍ଦେଶ: ୩ ଦିନରେ ରିପୋର୍ଟ ଦିଅ

ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। କଲେଜ ସଭାପତି ଗୋବିନ୍ଦ ସାହୁ ତାଙ୍କ କାର୍‌ ଭିତରେ ତାଙ୍କୁ ହତ୍ୟା କରିଥିଲେ। ନିଜର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଆଶଙ୍କାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ପୋଡ଼ି ଦେଇଥିଲା।

Odisha Job Scam
ପୋଲିସ୍ ଚାକିରି ଟଙ୍କା ନେଇ ବିକୁଥିଲେ

ପୋଲିସ୍ ଚାକିରି କରିବେ ବୋଲି ପିଲା ମାନେ ଅନ୍ଧପରି ଦେଉଥିଲେ କୋଟି କୋଟି ଟଙ୍କା ଲାଞ୍ଚ। ଦଲାଲ ପୁଣି ଅବସର ପ୍ରାପ୍ତ ସରକାରୀ ବାବୁ । ଚାକିରି ନାଁରେ ହରିଲୁଟ୍

top mao leader arrested
ପୋଲିସ ହାତରେ ଧରାପଡ଼ିଲେ ଲାଲ୍‌ଇଲାକାର କୁଖ୍ୟାତ ମାଓ ଦମ୍ପତି

୨୦୦୬ରେ ଗିରଫ ହୋଇ ରାଉରକେଲା ଜେଲରେ ଥିଲେ ସିଲା ମାରାଣ୍ଡି। ୨୦୧୬ରେ ସିଲାଙ୍କୁ ରାଉରକେଲା ଜେଲରୁ ମୁକ୍ତ କରାଯାଇଥିଲା।

pratap samal
ଓଲିଉଡ୍‌ ଲିଙ୍କ୍‌ ପରେ ସାମ୍ନାକୁ ଆସିଲା କୋଟିପତି ସରକାରୀ ବାବୁଙ୍କ ଆଉ କୋଟିଏ ଟଙ୍କା

ଗିରଫ କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବିଭିନ୍ନ କ୍ଷେତ୍ରରେ ପ୍ରତାପ ବିନିଯୋଗ କରିଥିବା ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠାବ ହୋଇଛି।

Special Story | Digital Gang War In Odisha, An OTV Special Report
ସୋସିଆଲ୍ ମିଡିଆରେ ଗ୍ୟାଙ୍ଗୱାର… ଭିଡିଓରେ ଦିଆଯାଉଛି ଭିଡିଓର ଜବାବ…

ଓଡ଼ିଶାରେ ଆରମ୍ଭ ହୋଇଯାଇଛି ଡିଜିଟାଲ ଗ୍ୟାଙ୍ଗୱାର। ସୋସିଆଲ୍ ମିଡିଆରେ ଗୋଟିଏ ଗ୍ୟାଙ୍ଗ ଭିଡିଓ ଛାଡ଼ିଲେ, ଏହାର ଜବାବ ଦେଉଛି ଆଉ ଗୋଟିଏ ଗ୍ୟାଙ୍ଗ୍। ତାହା ପୁଣି ସେଇ ଭିଡିଓରେ। ଆଉ ସେ ଭିଡିଓର ଦୃଶ୍ୟ ଓ ଭାଷା ଅତ୍ୟନ୍ତ ଅରୁଚିକର ଓ ଭୟାନକ। ଦେଖନ୍ତୁ ଆମର ଏହି ଷ୍ଟୋରି।

Deputy Manager suspended
ଚାକିରିରୁ ନିଲମ୍ବିତ ହେଲେ କୁବେର ଡେପୁଟୀ ମ୍ୟାନେଜର

ଗିରଫ ପୋଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ୍। ୨୦୦୩ରେ ନିର୍ମିତ ଫିଲ୍ମ ନାରୀ ଆଖିରେ ନିଆଁ ଓ ୨୦୦୫ର ବାଜି ଫିଲ୍ମରେ ଟଙ୍କା ଲଗାଇଥିଲେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ।

Job Fraud
କାମ ଦେଲାନି ଚାଲାକି, ଧରାପଡ଼ିଗଲେ ପୋଲିସ୍‌ ହାତରେ

ଚାକିରି ଦେବାର ଆଳ ଦେଖାଇ କିଛି ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ସୁଯୋଗ ଦେବା ନାଁରେ ଯୁବକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଚାକିରି ପାଇବା ଆଶାରେ ଶେଷରେ ଯୁବକ, ଯୁବତୀ ଠକାମିର ଶିକାର ହେଉଛନ୍ତି।

pratap samal
କୋଟିପତି ସରକାରୀ ବାବୁଙ୍କୁ ଓଲିଉଡ୍ ଲିଙ୍କ୍

କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କ ଓଲିଉଡ୍ ଲିଙ୍କ୍ ରହିଥିବା ଜଣାପଡ଼ିଛି..

whatsapp hack
ଲିଙ୍କ୍ କ୍ଲିକ୍ କରିନଥିଲେ ଯଦି କେମିତି ହେଲା ହ୍ୱାଟସ୍ଆପ୍ ହ୍ୟାକ୍?

ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସ୍ଆପ୍ ହ୍ୟାକ୍ ସମସ୍ତଙ୍କୁ ଚକିତ କରିଦେଇଛି.. ସେ କହିଛନ୍ତି ସେ କୌଣସି ଲିଙ୍କ୍ କ୍ଲିକ୍ କରି ନଥିଲେ.. ତଥାପି ତାଙ୍କ ହ୍ୱାଟସ୍ ଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷର ଚୂନ ଲଗେଇଦେଇଛନ୍ତି ସାଇବର ଲୁଟେରା..

cuttack viral video girl
‘ଅମାନିଆ ବାଘ’- ‘ପବ୍ଲିକ୍ ଷଣ୍ଢ’ ଝଗଡ଼ା… ନାଟ ଲଗେଇଦେଲା ‘ଅମାନିଆ ବାଘ’…

ସୋସିଆଲ୍ ମିଡିଆରେ ମାରଣାସ୍ତ୍ର ଧରି ଭିଡିଓ ପୋଷ୍ଟିଂ କରି ଫସିଛନ୍ତି କଟକର କିଛି ଯୁବକ ଯୁବତୀ। ଭିଡିଓ ପୋଷ୍ଟ କରିଥିବା ଜଣେ ଝିଅ ଯାହା କହିଛନ୍ତି ତାହା ଆପଣଙ୍କୁ ଆଶ୍ଚର୍ଯ୍ଯ କରିଦେବ। ସୋସିଆଲ୍ ମିଡିଆରେ ଅଶ୍ଳୀଳ ଭାଷାରେ ଭିଡିଓ କରିବା ପଛରେ ଅଛି ଗ୍ରୁପ।

cuttack viral video
ମା ମୁଁ ଷ୍ଟ୍ରଙ୍ଗ ଅଛି , ସବୁ ସମ୍ଭାଳି ଦେବି

ମୁଁ ଷ୍ଟ୍ରଙ୍ଗ ମୁଁ ସବୁ ସମ୍ଭାଳି ପାରିବି, ମା ତୁ ଏଠୁ ଯା । ମୁଁ କଣ ଖରାପ କାମ କରିଛି ଯେ ମୁଁ ଏମାନଙ୍କୁ ଡରିବି । ତୁ ଯା ମୁଁ ସବୁ ସମ୍ଭାଳି ନେବି । ଏମିତି ପ୍ରତିକ୍ରିୟା ଦେଇଛନ୍ତି କଟକରେ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହୋଇଥିବା ଯୁବତୀ ଜଣକ ।

3 Detained from viral video
ଭିଡିଓ କରୁଥିଲେ, ଏବେ ଥାନାରେ ଅଟକ

ଭୁବନେଶ୍ୱରର KBN ଗ୍ରୁପ୍ ଭଳି କଟକରେ ବି ଗୋଟିଏ ଗୋଷ୍ଠୀର ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ପରେ ଏହି ଗୋଷ୍ଠୀର ୩ ଜଣଙ୍କୁ ଅଟକ ରଖିଛି ପୋଲିସ..

OCAC CEO  WhatsApp No Hacked
OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍

ଯଦି ଜଣେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍‌ ହୋଇପାରିଛୁ, ତା’ହେଲେ ଜଣେ ସାଧାରଣ ଲୋଙ୍କ ନମ୍ବର କିଭଳି ଭାବରେ ସୁରକ୍ଷିତ ରହିପାରିବ। ଏନେଇ ଏବେ ସାଇବର ସିକ୍ୟୁରିଟିକୁ ନେଇ ଅନେକ ପ୍ରଶ୍ନ ଉଠିଛି। 

AKASH PATHAK
ଆଜି ଜେରା ହେବେ ଆକାଶ ପାଠକ

ଆକାଶ ପାଠକଙ୍କୁ ଜେଲରେ ଜେରା କରିବ ଇଡି। ଚାକିରି କରାଇବା ନାଁରେ ଠକେଇ ନେଇ ହୋଇଥିଲା ଅଭିଯୋଗ। ଆକାଶ ପାଠକଙ୍କୁ ଆଜି ହେବ ଜେରା।

 OPHCW deputy manager Pratap Samal
ସରକାରୀ ଚାକିରି କରି କୋଟି କୋଟି ଟଙ୍କା ରଖିଥିଲେ, ଓଡ଼ିଆ ଫିଲ୍ମ କରିବାର ବି ସ୍ୱପ୍ନ ଦେଖୁଥିଲେ

ସରକାରୀ ବାବୁଙ୍କୁ ଭିଜିଲାନ୍ସ ଯେତେ ଘାଂଟୁଛି ସେତେ ତଥ୍ୟ ପାଉଛି। ଗୋଟିଏ ପରେ ଗୋଟିଏ ଲିଙ୍କ୍‌ର ଖୋଲୁଛି ଗୁମର

skin smuggling
ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ

ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ । ଦେବଗଡ ବନଖଣ୍ଡ ରିଆମାଳ ଫରେଷ୍ଟରେଂଜ ବ୍ରାହ୍ମଣିପାଲ ଗାଁ ନିକଟରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନ ବିଭାଗ ଚଢଉ କରିଥିଲା । ଘଟଣାସ୍ଥଳରୁ ବାଘଛାଲ ଜବତ ସହ ଦୁଇଜଣଙ୍କୁ ଗିରଫ କରାଯାଇଛି ।

Another Criminal Gang
ଭୁବନେଶ୍ୱରର KBN ଗ୍ରୁପ୍ ଭଳି କଟକରେ ବି ଯୁବ ଗୋଷ୍ଠୀଙ୍କ ମାରଣାସ୍ତ୍ର ସହ ଭିଡିଓ ସାମ୍ନାକୁ ଆସିଛି

ଭୁବନେଶ୍ୱରର କେବିଏନ୍ ଗ୍ରୁପ୍ ଭଳି କଟକରେ ବି ଯୁବ ଗୋଷ୍ଠୀଙ୍କ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହେଉଛି। ହାତରେ ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନରେ କରିଛନ୍ତି ସର୍ଟ ଭିଡିଓ। କେବଳ ବନ୍ଧୁକ ନୁହେଁ ଖଣ୍ଡା ଧରି ସର୍ବସାଧାରଣରେ ପ୍ରଦର୍ଶନ କରିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Balangir Gang war
ବଲାଙ୍ଗିରରେ ବଢୁଛି ଗ୍ୟାଙ୍ଗୱାର, ଚୁପ୍‌ ବସିଛି ପୋଲିସ୍‌

ବଲାଙ୍ଗିରବାସୀ ଆଉ ନିଜକ ସୁରକ୍ଷିତ ମଣୁନାହାନ୍ତି। କାରଣ ଏଠି କଥା କଥାକେ ମାରପିଟ୍‌ ହେଉଛି ତ ଗୋଷ୍ଠୀ କନ୍ଦଳ ବି ବଢୁଛି

Alike KBN Gang
ଭୁବନେଶ୍ୱର ପରେ ଏବେ କଟକର ଭାଇରାଲ ଭିଡ଼ିଓକୁ ନେଇ ପୋଲିସର ବଢୁଛି ମୁଣ୍ଡବିନ୍ଧା

ଭୁବନେଶ୍ୱର ପରେ ଏବେ କଟକର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ କମିଶନରେଟ୍‌ ପୋଲିସର ବଢୁଛି ଟେନସନ୍‌

KBN Group Bubu Jena
KBN ଗ୍ରୁପ୍‌ ପାଇଁ କାଳ କମିଶନରେଟ୍‌ ପୋଲିସ, ସମୂଳେ ଧ୍ୱଂସ ପାଇଁ ଆରମ୍ଭ କଲା ଅପରେସନ୍‌ ଦମନ୍‌

ପୋଲିସ୍ ପୁଅର ଡନ୍ ନିଶା । ଚେଙ୍ଗ, ସଂଜୟ  ପରେ ଏବେ ପୋଲିସ୍ ଟାର୍ଗେଟ୍‌ରେ KBN ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା । ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ ତିଆରି କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ବୁବୁ ଜେନା ଘରେ ଆଜି ପଡ଼ିଛି ପୋଲିସ ରେଡ୍ ।

Odisha Vigilance Arrests OPHWC Dy Manager
ଏବର୍ଷ ୧୬୦ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଲେଣି ୧୨୭ ମାଛ

ପ୍ରଶ୍ନ ଉଠୁଛି, ସେମାନେ ଏତେଦିନ ଯାଏଁ ଦୁର୍ନୀତି ନିବାରଣ ବିଭାଗ ଅଲକ୍ଷ୍ୟରେ ଥିଲେ କେମିତି ? ସେମାନେ ହିଁ କଣ ପୋଖରୀର ସବୁଠୁ ବଡ଼ ମାଛ ? ନା ତାଙ୍କଠୁ ଆହୁରି ବଡ଼ ବଡ଼ ମାଛ ଏତେ ଗଭୀର ଜଳରେ ଅଛନ୍ତି ଯେ, ଭିଜିଲାନ୍ସର ଜାଲ ତାଙ୍କ ଯାଏଁ ପହଞ୍ଚିପାରୁନି ?