/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647238836.jpg)
vigilance raid
ଭିଜିଲାନ୍ସ ଜାଲରେ ପଡିଯାଇଛନ୍ତି ସହକାରୀ ଯନ୍ତ୍ରୀ । ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି ।
Advertisment
ଏକାକାଳୀନ ଭୁବନେଶ୍ୱର ପଟିଆ ସ୍ଥିତ ଭଡାଘର, ନନ୍ଦନକାନନସ୍ଥିତ ତିନି ମହଲା ଘର, ଅନୁଗୁଳ ତାଳଚେରରେ ଥିବା ପୈତୃକ ଘର ଓ ଢେଙ୍କାନାଳ ତାରିଣୀନଗର ସ୍ଥିତ ତିନିମହଲା ଘରେ ଚଢଉ ଚାଲିଛି । ଏଥିସହ ନିର୍ମାଣସୌଧରେ ଥିବା ସହକାରୀ କାର୍ଯ୍ୟା ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଅଫିସରେ ମଧ୍ୟ ଭିଜିଲାନ୍ସ ଟିମ୍ ରେଡ୍ କରୁଛି ।
ତେବେ ଏ ନେଇ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି ତାଙ୍କ ପାଖରେ ସମସ୍ତ ସଂପତ୍ତିର ଦସ୍ତାବିଜ୍ ରହିଛି । ଏହାଛଡା ସେ କହିଛନ୍ତି କିଏ ଅଭିଯୋଗ କରିଛି ମୁଁ ଜାଣିନାହି ଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)