• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Sudhakar Basant On Tutu Nayak
ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଭୁଲ ମାଗିବେ ଟୁଟୁ ନାୟକ: ସୁଧାକର ବସନ୍ତ

ମହିଳା ସାମ୍ବାଦିକାଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଗିରଫ ହୋଇଛନ୍ତି । ପ୍ରଯୋଜକ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଥିବା ଜୋନ୍ -୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି।

  • Saturday, 04 November 2023
  • Odisha
Snake Venom
ସାପ ଗରଳ ପିଇଲେ ନିଶା, ହେଲେ ଏହା ସମ୍ଭବ କେମିତି ?   

ସାପ ବିଷରେ ନିଶା। ଏ ପ୍ରଶ୍ନ ଆଉ ପ୍ରସଙ୍ଗ ଉଭୟ ଚକିତ କଲା ଭଳିଆ। ଆପଣ ଭାବୁଥାଇ ପାରନ୍ତି ଯେ, ଯଦି ସାପ କାମୁଡିଲେ ମଣିଷ ମରିଯାଉଛି ତ ରେଭ୍ ପାର୍ଟିରେ ସାପର ବିଷ କ’ଣ କରୁଛି ?

Producer Tutu Nayak Arrested
ପ୍ରଯୋଜକ ଟୁଟୁ ନାୟକ ଗିରଫ; ବାନ୍ଧିଲା ଖାରବେଳନଗର ପୋଲିସ

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିଲା ଖାରବେଳନଗର ଥାନା ପୋଲିସ ।ତାଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ ।

Tutu nayak
ମହିଳା ସାମ୍ବାଦିକଙ୍କୁ ମାଡ଼ ମାମଲା; ଟୁଟୁ ନାୟକଙ୍କୁ ଥାନାକୁ ଆଣିଲା ପୋଲିସ

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଲା ପୋଲିସ ।

Firing
ମୁଖା ପିନ୍ଧି ଆସିଲେ; ପେଟକୁ ଗୁଳି ଫୁଟାଇଲେ

ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Group Clash
ପୁରୁଷ-ମହିଳା ଗାଏବ, ଗାଁରେ ଖାଲି ବୁଢାବୁଢୀ ଓ ଛୋଟପିଲା

ଗାଁ ଜନଶୂନ୍ୟ। ଅଧିକାଂଶ ଘରେ ତାଲା। ରହି ଯାଇଛନ୍ତି କେବଳ କିଛି ବୟସ୍କ ଓ ଛୋଟ ଛୋଟ ପିଲା। କାହିଁକି ନା ଗୋଷ୍ଠୀ ସଂଘର୍ଷ ପରେ ଏବେ ବନ୍ଧା ହେବାର ଭୟ

Snake Venom
ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ରେଭ୍ ପାର୍ଟିରେ ସ୍ନେକ୍ ଭେନମ୍

ରେଭ୍ ପାର୍ଟିରେ ସାପ ଭେନମ୍ ର ନିଶା । ଏଭଳି କିଛି ଚାଞ୍ଚଲ୍ୟକର ମାମଲାରେ ଏବେ ଫସିଛନ୍ତି ବିଗ୍ ବସ୍ ବିଜେତା ତଥା ଚର୍ଚ୍ଚିତ ୟୁଟ୍ୟୁବର୍ ଏଲଭିସ୍ ଯାଦବ । ନୋଏଡ଼ାରେ ଚାଲିଥିବା ଏକ ରେଭ୍ ପାର୍ଟିରେ ୧୧ଟି ସାପର ଅର୍ଡର୍ ଦେଇଥିଲେ ଏଲଭିସ।

Accident
ରେଞ୍ଜରୋଭର ନେଇଗଲା ଜୀବନ

କାର୍‌ ଚଢ଼େଇ ମାରିଦେଲେ, ଏବେ କିଆଁ ଲୁଚିଲେ; ବିଶାଳଙ୍କୁ ଘଣ୍ଟ ଘୋଡ଼ାଉଛି କି ପୋଲିସ !

Snake Venom
କାମ ଦଉନି ଏଣୁତେଣୁ ନିଶା, ଦରକାର ସାପ ଗରଳ

ୟେ ଏମିତି ସେମିତିକା ନିଶା ନୁହେଁ । ଡ୍ରଗସ, ବ୍ରାଉନସୁଗାର ଆଉ ଏବେ ନୂଆ ମାର୍କେଟକୁ ଆସିଥିବା ସାପ ଭେନମ୍ । ସାରା ଦେଶରେ ଏବେ ଚହଳ ସୃଷ୍ଟି କରିଛି ଉତ୍ତରପ୍ରଦେଶ ନୋଏଡ଼ାର ରେଭ୍ ପାର୍ଟି ।

Group Clash
ଗିରଫ ଭୟରେ ପୁରୁଷଶୂନ୍ୟ ପଦ୍ମକେଶରପୁର

ଗୋଷ୍ଠୀ ସଂଘର୍ଷ ମାମଲାରେ ଘରେ ଘରେ ପଶି ପୁରୁଷ ଓ ମହିଳାଙ୍କୁ ଗିରଫ କରିବା ପରେ ଏବେ ପୁରା ଗାଁ ଏବେ ଶୂନଶାନ୍ ।

Accident
କାର୍‌ ଚଢ଼େଇ ମାରିଦେଲେ, ଏବେ କିଆଁ ଲୁଚିଲେ; ବିଶାଳଙ୍କୁ ଘଣ୍ଟ ଘୋଡ଼ାଉଛି କି ପୋଲିସ !

ଗୋଟିଏ ଜୀବନ ଯିବା ପରେ, ଗାଡ଼ି କାହାର ସବୁ କିଛି ସ୍ପଷ୍ଟ ହେବା ପରେ ବି କାହିଁକି ସାମ୍ନାକୁ ଆସୁନି ପୋଲିସ୍ ? କାହିଁକି ସାମ୍ନାକୁ ଆସୁନାହାନ୍ତି ଗାଡ଼ି ମାଲିକ ?

Cyber Fraud
ଆଧାର କାର୍ଡ ଓ ପାନ୍‌ କାର୍ଡ ନେଇ ଲୁଟିନେଲେ ୩୦ ହଜାର ଟଙ୍କା

ଲୋନ୍ ଲୋଭ ଦେଖାଇ ଲଗାଇଲେ ଚୂନ। ପ୍ରଥମେ ପ୍ରତିଶ୍ରୁତି ଦେଲେ ପରେ ପ୍ରତାରଣା କଲେ। ଆଧାର କାର୍ଡ ଓ ପାନ୍‌ କାର୍ଡ ନେଇ ଲୁଟିନେଲେ ୩୦ ହଜାର ଟଙ୍କା। ଲୋନ୍ କରାଇଦେବା ପାଇଁ ଆପଣଙ୍କୁ କିଏ ଆଧାର କାର୍ଡ ଓ ପାନ୍‌ କାର୍ଡ ମାଗୁଛନ୍ତି କି? ଏହି ଡିଟେଲ୍ସ ଦେବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ।

Attack On Lady Journalist
'ପଛପଟୁ ଆସି ମୋ ଗାଲକୁ ବାଡେଇଲେ, ତାଙ୍କୁ ଏ ଅଧିକାର କିଏ ଦେଲା'

ସର୍ବସମ୍ମୁଖରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଛନ୍ତି ଟୁଟୁ ନାୟକ । ତେବେ ଏନେଇ ସାମ୍ବାଦିକା ଜଣକ ଖାରବେଳ ନଗର ଥାନାରେ ମାମଲା ଦାୟର କରିଛନ୍ତି ।

EOW
RBIରେ ୨ ହଜାର ଟଙ୍କିଆ ନୋଟ୍ ବଦଳ ପ୍ରସଙ୍ଗ, EOW ନିଜ ତରଫରୁ ଚଳାଇଛି ତନାଘନା

ଭୁବନେଶ୍ୱର RBI ଆଗରେ ଦୁଇ ଦିନ ତଳେ ଇଓଡବ୍ଲୁ ଟିମ୍ ପହଞ୍ଚି ତନାଘନା କରିଥିଲା । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ବହୁ ସଂଖ୍ୟାରେ ଲୋକେ ଲାଇନରେ ରହୁଥିବାରୁ ଏହାକୁ ନେଇ ସନ୍ଦେହ ଦେଖାଦେଇଥିଲା ।

Tutu Nayak
ସୀମା ଲଙ୍ଘିଲେ ଟୁଟୁ ନାୟକ, ସମସ୍ତଙ୍କ ସାମ୍ନାରେ ମହିଳା ସାମ୍ବାଦିକାଙ୍କୁ ମାରିଲେ ମାଡ଼ !

ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ, ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କୁ ମାଡ଼ ମାରିଥିଲେ। କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି ।

Range Rover Accident
ଭୁବନେଶ୍ୱରରେ ରେଂଜରୋଭର ଦୁର୍ଘଟଣା: ଗୁରୁତର ଯୁବତୀଙ୍କ ମୃତ୍ୟୁ

ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ଯବାନଙ୍କ ଚିକିତ୍ସା ଭୁବନେଶ୍ୱର ଓ ଯୁବତୀଙ୍କ ଚିକିତ୍ସା କଟକରେ ଚାଲିଥିଲା। ଦାମୀ ରେଂଜରୋଭର ଗାଡ଼ିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଥିଲା।

Elvis Yadav
ରେଭ୍‌ ପାର୍ଟିରେ ସାପ ବିଷ ମାମଲା, ଗିରଫ ହୋଇପାରନ୍ତି ବିଗ୍ ବସ୍‌ ବିଜେତା ଏଲ୍‌ଭିସ୍‌ ଯାଦବ

ମେନକା ଗାନ୍ଧୀଙ୍କ ସହ ଜଡିତ ଏକ ସଂଗଠନ PFA (ପିପୁଲ୍ ଫର୍ ଆନିମଲ୍) ସୂଚନା ପାଇଥିଲା ଯେ ଏଲ୍‌ଭିସ୍‌ ଯାଦବ NCRରେ ଥିବା ଫାର୍ମ ହାଉସର ରେଭ୍‌ ପାର୍ଟିରେ ଜୀବନ୍ତ ସାପଙ୍କ ସହ ଭିଡିଓ ସୁଟିଂ କରୁଛନ୍ତି । ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ ଏବଂ ଏଲଭିସ୍‌ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ।

Range Rover
ଫେରିନି ଯୁବତୀଙ୍କ ଚେତା, ଦୁର୍ଘଟଣା ପଛରେ କିଏ ମିଳୁନି ପତ୍ତା

ଦୁର୍ଘଟଣାରେ ଅବସରପ୍ରାପ୍ତ ସିଆଇଏସଏଫ୍ ଯବାନ କାହ୍ନୁଚରଣ ନାୟକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ତାଙ୍କ ସମ୍ପର୍କୀୟ ଯୁବତୀ ଲୋପାମୁଦ୍ରା ସାହୁଙ୍କ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସା ଚାଲିଛି ।

Suicide
ମୋବାଇଲ ନେଇଗଲେ ପ୍ରିନ୍ସିପାଲ, ଗଛରେ ଝୁଲି ପଡ଼ିଲେ ଛାତ୍ର !

ମୃତ ଛାତ୍ର ଜଣଙ୍କ ଗଜପତି ଜିଲ୍ଲାର ଦଶମ ଶ୍ରେଣୀର ଛାତ୍ର। ଷଷ୍ଠ ଶ୍ରେଣୀରୁ ଗଜପତିରୁ ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ। ତେବେ ଗତକାଲି ରାତିରେ ସେହି ଛାତ୍ର ଜଣଙ୍କ ମୋବାଇଲକୁ ପ୍ରିନ୍ସିପାଲ ନେଇଯାଇଥିଲେ। ଯାହାପରେ ଛାତ୍ର ଜଣଙ୍କ ସ୍କୁଲ ପରିସରରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Range Rover Car
ବେପରୱା ଡ୍ରାଇଭିଂ ପଛରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ରାଜଧାନୀରେ ଦାମୀ ରେଞ୍ଜ ରୋଭର ଦୁର୍ଘଟଣା ମାମଲାରେ ପୋଲିସ ଗାଡ଼ିର ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ସାମ୍ନାକୁ ଆସିଛି ବଡ଼ ତଥ୍ୟ। ଏ ଗାଡ଼ିଟି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ନିର୍ଦ୍ଦେଶକ ଥିବା ଏକ ସଂସ୍ଥା ନାଁରେ ଅଛି।

Child Death Suspense
ଟ୍ୟୁସନ୍ ସାରଙ୍କ ପୁଅକୁ କାହିଁକି ମାରିଲା ପୂର୍ବତନ ଛାତ୍ର ?

ପୋଲିସର ଟ୍ୟୁସନ୍ ଫି’ ଥିଓରୀକୁ ନା ମୃତଛାତ୍ରର ପରିବାର ମାନୁଛନ୍ତି, ନା ଅଭିଯୁକ୍ତର ସମ୍ପର୍କିୟ। ଫଳରେ ଏହି ସମ୍ବେଦନଶୀଳ ମାମଲା ଏବେ ରହସ୍ୟର କାଠଗଡ଼ାରେ।

Child Death Suspense
ଟ୍ୟୁସନ୍‌ ଫି ହତ୍ୟାକାଣ୍ତ; ପୋଲିସ ଥିଓରୀକୁ ମାନିଲାନି ପରିବାର..ବାପା କହିଲେ CBI କାଢ଼ିବ ସତ..

ନିଷ୍ପାପ କିଶୋରଟିଏ..ହେଲେ ଏହି ନିରୀହ ପୁଅର କଅଁଳ ଦେହକୁ କିଏ ଯେ, ଖିନଭିନ୍ କରିଦେବ ତୀକ୍ଷ୍ଣଣ ଛୁରୀରେ, ଭାବିଲେ ଲୋମଟାଙ୍କୁରୀ ଉଠିଛି। ଜାଣିଲା ପରଠୁ ପାଦ ତଳୁ ଧସିଯାଇଛି ମାଟି, ମୁଣ୍ଡ ଉପରୁ ସତେଯେମିତି ଖସିପଡ଼ିଛି ଆକାଶ।

Range Rover Car
ରେଞ୍ଜ ରୋଭର୍‌ ଆକ୍ସିଡେଣ୍ଟର ପୋଲ୍‌ ଖୋଲିବାକୁ କାହିଁକି ଡରୁଛି ପୋଲିସ ?

ଭୁବନେଶ୍ୱର ରେଞ୍ଜ ରୋଭର ବେପରୱା ଡ୍ରାଇଭିଂ ଘଟଣା ପଛରେ ଅଛନ୍ତି କେଉଁ ପ୍ରଭାବଶାଳୀ। ଘଟଣାକୁ ନେଇ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡ଼ିର ନମ୍ବରକୁ ନେଇ ଏବେ ଚର୍ଚ୍ଚା।

Range Rover Car
ଦୁର୍ଘଟଣା ଘଟାଇଥିବା ଦାମୀ ଲ୍ୟାଣ୍ଡରୋଭର କାହାର ?

କାହିଁକି ଜବତ ଦାମୀ ଗାଡ଼ିର ନମ୍ବର ବଦଳାଇଥିଲା ପୋଲିସ ? ପ୍ରେସରିଲିଜରେ ଭୁଲ ନମ୍ବର ଦେବା ପଛରେ ଉଦ୍ଦେଶ୍ୟ କଣ ?

Class 9 student murder
ଟିଉସନ୍‌ ଫି’ ପାଇଁ ନାବାଳକକୁ କରାଯାଇଛି ହତ୍ୟା; ଡିସିପି

ପ୍ରେସମିଟରେ ଭୁବନେଶ୍ୱର ଡିସିପି ଆହୁରି କହିଛନ୍ତି ଯେ, ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ଟିଉସନ୍‌ ହେଉଥିଲେ । ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍‌ ଫି’ ବାକି ରହିଥିଲା ।