• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

OSSSC CRE
OSSSCରେ ବାହାରିଲା ଚାକିରି; ଆଶାୟୀଙ୍କ ପାଇଁ ଓଡ଼ିଶାରେ ବଡ଼ ସୁଯୋଗ !

ଡିସେମ୍ବର ୨୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ସୂଚନା ରହିଛି । ଆଗ୍ରହୀ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବସାଇଟ୍ osssc.gov.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । 

Assam Forest Department Foils Massive Smuggling Attempt: Seizes ₹4.5 Crore Worth of Rare Fish
ଚାଲାଣ ହେଉଥିଲା ସାଢ଼େ ୪ କୋଟିର ଜୀଅନ୍ତା ବିରଳ ମାଛ; ମାଡ଼ିବସିଲା ବନବିଭାଗ

ଆନ୍ତର୍ଜାତୀୟ ବଜାରରେ ଏହି ବିରଳ ପ୍ରଜାତିର ମାଛର ମୂଲ୍ୟ ସାଢ଼େ ୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏହା ସବୁଠାରୁ ବଡ଼ ବିଦେଶୀ ମାଛ ଜବତ ବୋଲି କୁହାଯାଇଛି । ଚାନ୍ନା ବାର୍କା ମାଛକୁ ବାର୍କା ସ୍ନେକହେଡ୍ ମଧ୍ୟ କୁହାଯାଏ ।

Chief Supplies officer
ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା; ବାହାରୁଛି ପୁଳାପୁଳା ସୁନା ଆଉ ପ୍ଲଟ୍‌

ପ୍ରଶାନ୍ତଙ୍କ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍, ୫ଟି ପ୍ଲଟ, ୧ କୋଟି ୩୭ ଲକ୍ଷର ବ୍ୟାଙ୍କ ଜମା, ୫ଶହ ଗ୍ରାମରୁ ଅଧିକ ସୁନା ଓ ୧ ଲକ୍ଷ ୨୧ ହଜାର ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ ।

Parliament security
ପାର୍ଲାମେଣ୍ଟ ସୁରକ୍ଷାରେ ବଡ଼ ପରିବର୍ତ୍ତନ; ଏଣିକି ସଂସଦ ଜଗିବ CISF

ସଂସଦର ଭିତର ଓ ବାହାର ସବୁଠି ସୁରକ୍ଷା ଦାୟିତ୍ୱରେ ରହିବେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ । ସପ୍ତାହେ ତଳେ ଦର୍ଶକ ଗ୍ୟାଲେରିରୁ ଡେଇଁ ଦୁଇ ଜଣ ଯୁବକ ଲୋକସଭାରେ ସ୍ମୋକ ଆଟାକ କରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।

Surat: Man falls for nude woman on WhatsApp, extorted of Rs 6 lakh
ହ୍ୱାଟ୍‌ସଆପ୍‌କୁ ଆସିଲା ନ୍ୟୁଡ୍‌ କଲ୍‌; ଆକାଉଣ୍ଟରୁ ୬ ଲକ୍ଷ ଗାଏବ୍

ବ୍ୟକ୍ତି ଜଣକ ବାଥରୁମକୁ ଯାଇ ଶରୀରରୁ ପୋଷାକ ଖୋଲିବାର ମାତ୍ର କିଛି ସମୟ ପରେ ଭିଡିଓ କଲ୍‌ଟି କଟିଯାଇଥିଲା । ଅର୍ଥାତ୍‌ ମହିଳା ଜଣକ ଭିଡିଓ କଲ୍‌ଟିକୁ କାଟିଦେଇଥିଲେ ।

Anubhav-Varsha marital discord
ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା; ଡିଭୋର୍ସ ପାଇଁ ଅନୁମତି ଦେଲେ ହାଇକୋର୍ଟ

ପୂର୍ବରୁ ଦୁଇ ଓଲିଉଡ୍‌ ଷ୍ଟାରଙ୍କ ଘରକଳି ବାରମ୍ବାର ପଦାରେ ପଡ଼ିଛି । ଅନେକ ଥର ଦୁହେଁ ଦୁହିଁଙ୍କ ବିରୋଧରେ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Honey Trap
ବୁଖାରୀକୁ ଜେରା କରିବ କାଶ୍ମୀର ପୋଲିସ; ସାମ୍ନାକୁ ଆସିଲା ସାଂଘାତିକ ଷଡ଼ଯନ୍ତ୍ର !

ଯେଉଁମାନେ ନ୍ୟୁଡ କଲରେ ସାମିଲ ହେଉଥିଲେ ତାଙ୍କ ଠାରୁ ମୋଟା ଅଙ୍କର କମିଶନ ନେଉଥିଲା । ଓଡ଼ିଶାର ଦୁଇ ଜଣଙ୍କ ସହ ତାର ଥିଲା ସମ୍ପର୍କ । ୯ଟି ବ୍ୟାଙ୍କରେ ତାର ଆକାଉଣ୍ଟ ରହିଛି । ଇଣ୍ଡସ ଇଣ୍ଡ ବ୍ୟାଙ୍କ୍, IDBI Bank, ଏସବିଆଇ, Axis Bank, Central...

Truck Accident
ଡ୍ରାଇଭରଙ୍କ ଆଖିକୁ ଆଉ ଆସିବନି ନିଦ ; ଚା’ ପିଇ ସାରାରାତି ଚଲେଇବେ ଗାଡ଼ି !

କେବଳ ଚା’ ନୁହେଁ ବରଂ ନିଦ ଛଡାଇବା ଏବଂ ବିଶ୍ରାମ ପାଇଁ ସେହି ହୋଟେଲ ଓ ଢାବାରେ ଆଶ୍ରୟ ନେଇପାରିବେ ଡ୍ରାଇଭର । କାରଣ ରାତି ଅନିଦ୍ରା ହେଉଥିବାରୁ ଟ୍ରକ୍ ଚାଳକଙ୍କର ଭୋର୍ ସମୟରେ ଆଖି ଲାଗି ଯାଇଥାଏ ।

Russian Tourist
ବିଦେଶୀ ମହିଳାଙ୍କୁ ପେଟ୍ରୋଲ ପମ୍ପରେ ବାରମ୍ବାର ଅସଦାଚରଣ; ଭାଇରାଲ ହେଉଛି ଭିଡିଓ

ଋଷୀୟ ଯୁବତୀ ଜଣକ ତାଙ୍କ ବନ୍ଧୁଙ୍କ ବାଇକ୍‌ ପଛରେ ବସିଛନ୍ତି । ଆଉ ଯୁବତୀଙ୍କୁ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଖରାପ ବ୍ୟବହାର କରିବା ମାତ୍ରେ ସେ ଭିଡିଓ କରିବା ଆରମ୍ଭ କରୁଛନ୍ତି ।

Bonus
ମାସକୁ ଦୌଡ଼ିଲେ ୫୦ କିଲୋମିଟର; କମ୍ପାନୀ ଦେବ ମୋଟା ଅଙ୍କର ବୋନସ୍‌

ଏହି ପଦ୍ଧତିକୁ ଆଗକୁ ନେବାକୁ ଏକ ଚାଇନିଜ୍‌ କମ୍ପାନୀ ଏପରି ବ୍ୟବସ୍ଥା କରିଛି । ଖାଲି ସେତିକି ନୁହେଁ, ସେମାନଙ୍କ ଶାରୀରିକ ସୁସ୍ଥତା ଉପରେ ମଧ୍ୟ ପ୍ରାଧାନ୍ୟ ଦେଇଛି କମ୍ପାନୀ ।

Road Problen
ବିପଦପୂର୍ଣ୍ଣ ପାଲଟିଛି ପୋଲ; ମୃତ୍ୟୁକୁ କରିଛି ଅପେକ୍ଷା

ବିପଦପୂର୍ଣ୍ଣ ପାଲଟିଛି ପୋଲ । ମୃତ୍ୟୁକୁ କରିଛି ଅପେକ୍ଷା । ପୋଲରେ ଯାତାୟାତ ନକରିବାକୁ ବାରଣ କରିଛି ପୂର୍ତ୍ତ ବିଭାଗ । ହେଲେ ହେଉନି ନୂଆ ପୋଲ। ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ସୋମବାର ଯଇଦା ଗାଁର ଜଣେ ମହିଳା ଅସୁସ୍ଥ ହେବାପରେ ଚେତା ବୁଡ଼ିଯାଇଥିଲା ।

India Prime Ministers
ଭାରତର ୧୫ ପ୍ରଧାନମନ୍ତ୍ରୀ; ଜାଣନ୍ତୁ କିଏ ସମ୍ଭାଳିଛନ୍ତି କେତେ ଦିନ ଦାୟିତ୍ୱ

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୪୭ରୁ ୧୯୬୪ ଯାଏଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି । ସେହିପରି ଗୁଲଝାରୀ ଲାଲ ନନ୍ଦା ୧୯୬୪ରେ ମାତ୍ର ୧୩ ଦିନ ପାଇଁ ସମ୍ଭାଳିଛନ୍ତି ପ୍ରଧାନମନ୍ତ୍ରୀ ଦାୟିତ୍ୱ ।

Child porn videos
ସାଇକୋଲଜିରେ ପିଜି କରୁଥିଲେ ଯୁବତୀ; ଆସିଲା ଅଶ୍ଳୀଳ ଭିଡିଓ କଲ୍‌

ଗତ ୧୪ ତାରିଖରେ ଏପରି ଏକ ଅଦ୍ଭୁତଜନକ ଘଟଣା ସାମ୍‌ନାକୁ ଆସିଛି । ଜଣେ ୨୬ ବର୍ଷୀୟ ଯୁବତୀ ଜଣେ ଅଜଣା ଯୁବକଙ୍କ ଏପରି ବ୍ୟବହାରକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ।

Former planning member,
ବିଲ୍ଡିଂ ପ୍ଲାନ୍ ପାଇଁ କରୁଥିଲେ ଫେକ୍ ଚିଠି ଇସ୍ୟୁ; ଚଢ଼ାଉ କରୁଛି ଭିଜିଲାନ୍ସ

ଉଭୟଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଉଥିବାବେଳେ ଭୁବନେଶ୍ୱର, ସମ୍ବଲପୁର, ଅନୁଗୁଳ ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ଚଢ଼ାଉ ହେଉଛି ।

Winter Updates
କଲବଲ କରୁଛି ଜାଡ଼; ଜି. ଉଦୟଗିରି ସବୁଠୁ ଥଣ୍ଡା ସହର

କିରେଇ ୭, ଫୁଲବାଣୀ ୮.୫, କୋରାପୁଟ ୮.୭, କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ ୯, ଝାରସୁଗୁଡ଼ା ୯.୨, ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ, ଅନୁଗୁଳ ଓ ରାଉରକେଲା ତାପମାତ୍ରା ୯.୬ ଡିଗ୍ରୀ ସହ କଟକ ୧୩.୫ ଓ ଭୁବନେଶ୍ୱର ରାତ୍ରି ତାପମାତ୍ରା ୧୩.୮ ଡିଗ୍ରୀ ରହିଛି ।

Kashmiri Terror Suspect Ishan Bukhari
ଖୋଲିବ ଗୁମର: ଆଜିଠୁ ୫ ଦିନିଆ ରିମାଣ୍ଡରେ ବୁଖାରୀ

ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ STF ଆବେଦନ କରିଥିଲା । ହେଲେ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି । ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି ।

Post Office Kisan Vikas Patra Scheme
ଡାକଘରର ଏହି ଦମ୍‌ଦାର ସ୍କିମ୍‌... ଡବଲ କରିଦେବ ଆପଣଙ୍କ ଟଙ୍କା

ପୋଷ୍ଟାଲର କିସାନ ବିକାଶ ପତ୍ର ଯୋଜନା । ଯେଉଁ ଯୋଜନାରେ ଆପଣ ଭଲ ଫାଇଦା ଉଠାଇପାରିବେ । ଆପଣଙ୍କୁ ଏହି ଯୋଜନାରେ ୭ ପ୍ରତିଶତରୁ ଅଧିକ ସୁଧ ମିଳିବ । ଆର୍ଥାତ୍‌ ଆପଣ ୭.୫ ପ୍ରତିଶତ ସୁଧ ପାଇବେ । କିସାନ ବିକାଶ ପତ୍ର ଯୋଜନାରେ ଆପଣ ସର୍ବନିମ୍ନ...

Tourism Places in Odisha left with negligence as they lack basic facilities
ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି କୁଳଡିହା ଅଭୟାରଣ୍ୟ

ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି କୁଳଡିହା ଅଭୟାରଣ୍ୟ । ହେଲେ ଆଖିଦୃଶିଆ ବିକାଶ ହୋଇନଥିବାରୁ ବାଧ୍ୟହୋଇ ମନଉଣା କରି ଫେରୁଛନ୍ତି । ପର୍ଯ୍ୟଟନ ମନ୍ତ୍ରୀଙ୍କ ଜିଲ୍ଲା ହୋଇଥିଲେ ବି ପର୍ଯ୍ୟଟନସ୍ଥଳୀରେ ଏବେବି ଅନେକ ସମସ୍ୟା ।

 Balasore boy
ଜଗନ୍ନାଥଙ୍କୁ ସ୍ମରଣ କରି ଜୀବନ୍ତ ପ୍ରତିଛବି ଆଙ୍କୁଛନ୍ତି ଅବିନାଶ

ନା କୌଣସ ପ୍ରଶିକ୍ଷଣ ନା କିଛି ପ୍ରେରଣା । ବିନା ଗୁରୁରେ ଜଗନ୍ନାଥଙ୍କୁ ସ୍ମରଣ କରି ଜୀବନ୍ତ ପ୍ରତିଛବି ଆଙ୍କୁଛନ୍ତି ଅବିନାଶ । କେହି କେହି ଏହାକୁ ଚମତ୍କାର କହୁଥିବବେଳେ, ଅବିନାଶଙ୍କ ମା କହିଛନ୍ତି, ଜଗନ୍ନାଥଙ୍କ କୃପା ବିନା କେବେ ଏମିତି ସମ୍ଭବ ନୁହେଁ ।

Anganwadi centre runs from verandah in Jajpur
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଭଙ୍ଗା ଚାଳ ଛପର ଘରେ ଚାଲିଛି ଅଙ୍ଗନବାଡ଼ି

ଚାଳ ଛପର ଉଠି ଗଲାଣି । ଘର ଭିତରୁ ସୂର୍ଯ୍ୟ ଦିଶୁଛନ୍ତି । କାନ୍ଥରେ ମୂଷା ଗାତ ଆଉ ଉଇହୁଙ୍ଗା ଉଠିଲାଣି । ଏମିତି ଘରେ ପାଠ ପଢ଼ୁଛନ୍ତି ଅଙ୍ଗନବାଡ଼ି ପିଲାଏ । ଅନ୍ୟ କେଉଁଠି ନୁହେଁ, ଯାଜପୁର ଜିଲ୍ଲାର କୋରେଇ ବ୍ଲକ ସାଦକପୁର ପଞ୍ଚାୟତର ଏ ଦୃଶ୍ୟ...

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।