• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Divyang couple ties nuptial knot in Odisha
ଶୁଭ ବିବାହ...ଆୟୁଷ୍ମାନ ମନୋଜଙ୍କ ସହିତ ଆୟୁଷ୍ମତୀ ନନ୍ଦିତା

ଶୁଭ ବିବାହ...ଆୟୁଷ୍ମାନ ମନୋଜଙ୍କ ସହିତ ଆୟୁଷ୍ମତୀ ନନ୍ଦିତା । ନନ୍ଦିତାଙ୍କ ମଥାରେ ଲାଗିଲା ମନୋଜଙ୍କ ସିନ୍ଦୁର । ସାକ୍ଷୀ ରହିଲେ ଦଧିବାମନ । ଭଦ୍ରକ ଦଧିବାମନ ମନ୍ଦିରରେ ହୋଇଥିବା ଏହି ବାହାଘର ଏବେ ବେଶ୍ ଚର୍ଚ୍ଚାରେ ।

Surat Diamond Bourse
ଉଦ୍‌ଘାଟନ ହେଲା ବିଶ୍ୱର ସର୍ବବୃହତ ଡାଇମଣ୍ଡ ବୁର୍ସ

ଭାରତର ଡାଇମଣ୍ଡ ସିଟି ବନିବ ବିଶ୍ବର ଡାଇମଣ୍ଡ୍ କ୍ୟାପିଟାଲ୍ । ଗୁଜରାଟର ସୁରତକୁ ମିଳିଲା ପୃଥିବୀର ସବୁଠୁ ବଡ଼ ହୀରା ବଜାର। ପେଣ୍ଟାଗନକୁ ପଛରେ ପକାଇ SDB ବନିଲା ବିଶ୍ୱର ସର୍ବବୃହତ ଅଫିସ୍ ବିଲଡିଂ।

Kashmiri Terrorist
ଫିଟୁଛି ଆତଙ୍କୀ ବୁଖାରୀର ଗୁମର; ISI ଏଜେଣ୍ଟ ଲିଙ୍କ୍‌ ନେଇ ମିଳିଛି ଚାଟିଂ

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଇଦ ଇଶାନ୍ ବୁଖାରୀର ଫିଟୁଛି ଆତଙ୍କୀ ଲିଙ୍କର ଗୁମର । ଆସିଛି ପାକିସ୍ତାନ ISI ଏଜେଣ୍ଟଙ୍କ ସଂସ୍ପର୍ଶରେ। ଦେଶ ଭିତରେ ଥାଇ କରିଛି ଇଣ୍ଟରନ୍ୟାସନାଲ୍ ଫୋନ କଲ୍। ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ସନ୍ଦେହଜନକ ଆର୍ଥିକ କାରବାର। ଦ୍ୱିତୀୟ ଦିନର ତଦନ୍ତ ଭିତରେ ଆଜି ସାମ୍ନାକୁ...

Odisha BJP MLAs to meet PM Modi & Amit Shah in New Delhi
ଓଡ଼ିଶା ଦଖଲ କରିବ ବିଜେପି; ଦିଲ୍ଲୀରେ ହେବ ଷ୍ଟ୍ରାଟେଜି

ଦିଲ୍ଲୀରେ ହେବ ବିଜେପିର ଓଡ଼ିଶା ଦଖଲ ଷ୍ଟ୍ରାଟେଜି । କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଏକାଠି ରଣନୀତି କରିବେ ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ ମୋଦି, ଶାହା, ନଡ୍ଡାଙ୍କଠୁ ନେବେ ୨୪ ବିଜୟ ଗୁରୁମନ୍ତ୍ର ।

Srimandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ; ୨୦ରୁ ଅତିଥି ନିମନ୍ତ୍ରଣ

ଅତିଥି ହେବେ ବହୁ ମାନ୍ୟଗଣ୍ୟ । ୮୫୭ ମନ୍ଦିରକୁ ବି ହେବ ସାଦର ନିମନ୍ତ୍ରଣ । ଜାନୁଆରୀ ୧୭, ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ବିଶ୍ୱ ଦେଖିବ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଖିଝଲସା ସୌନ୍ଦର୍ଯ୍ୟ ।

Diarrhoea claims 5 lives in Odisha’s Rourkela
ଡରାଉଛି ଡାଇରିଆ; ରାଉରକେଲାରେ ଗଲାଣି ୫ ଜୀବନ

ପୂରା ଇସ୍ପାତ ନଗରୀକୁ ମାଡ଼ି ବସିଲାଣି ଅଦିନିଆ ରୋଗ । ୫ ଜଣଙ୍କ ଜୀବନ ବି ଗଲାଣି । ଡେଲି ମାର୍କେଟ, ନାଲାରୋଡ୍, କିସାନଟୋଲା, ବାସନ୍ତୀ କଲୋନୀ, ଉଦିତ ନଗର ଓ ପାନପୋଷ ଅଞ୍ଚଳ ଡାଇରିଆ ହଟସ୍ପଟ ପାଲଟିଛି ।

Parliament security
ପାର୍ଲାମେଣ୍ଟ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ପ୍ରସଙ୍ଗରେ ସଂସଦରେ କିଛି ଆଲୋଚନା ଦରକାର ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ମୋଦି । ଗତ ବୁଧବାର ଦିନ ଗୃହ କାର୍ଯ୍ୟ ଚାଲିଥିବାବେଳେ ଦୁଇ ଜଣ ଯୁବକ ଭିଜିଟର୍ ଗ୍ୟାଲେରିରୁ ଗୃହର ମଧ୍ୟଭାଗକୁ ଡେଇଁ ପଡ଼ିଥିଲେ ।

Diarrhoea claims 5 lives in Odisha’s Rourkela
ରାଉରକେଲାରେ ବ୍ୟାପୁଛି ଡାଇରିଆ; ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପରେ ବଢ଼ିଲା ଚିନ୍ତା

ହଠାତ ରୋଗ ବ୍ୟାପିବାରୁ ପ୍ରଶାସନ ବି ଅକଳରେ । ହସପିଟାଲରେ ବେଡ୍ ମିଳୁନଥିବାରୁ ରୋଗୀଙ୍କୁ ତଳେ ରଖି ଚିକିତ୍ସା କରାଯାଉଥିବା ଅଭିଯୋଗ ବି ଉଠିଛି । ସ୍ମାର୍ଟସିଟି କାମବେଳେ ଫାଟିଥିବା ପାଣି ପାଇପର ଠିକ୍ରେ ମରାମତି ହୋଇନଥିବାରୁ ଏଥିରେ ଡ୍ରେନ୍ ପାଣି ମିଶି ପିଇବା ପାଣି ଦୂଷିତ ହୋଇଥିବା...

Srimandir
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ୨୦ରୁ ଅତିଥି ନିମନ୍ତ୍ରଣ, ୮୫୭ ମନ୍ଦିରକୁ ଯିବ ଇନଭିଟେସନ୍ କିଟ୍

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବି ହାତକୁ ନେଇଛନ୍ତି ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ- ବାହାରୁ ଭକ୍ତମାନେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠି ଏକ...

Girl severely injured as lover tries to mow down her in murderous attack in Maharashtra
ପ୍ରେମିକା ଉପରେ ଗାଡ଼ି ଚଢ଼ାଇ ପ୍ରେମିକର ହତ୍ୟା ଉଦ୍ୟମ; ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି ଯୁବତୀ

ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ ! ବିଚ୍ ରାସ୍ତାରେ ପ୍ରେମିକା ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି ଯୁବତୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଥାନେରେ ।

Shreemayee Mishra
ଶ୍ରୀମୟୀ ହେବେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ! ମୁହଁ ଖୋଲିନାହାନ୍ତି ସୁପ୍ରିମୋ, କହିଦେଲେ ଅଶୋକ

ବିଜେଡିର ଜନସଂପର୍କ ପଦଯାତ୍ରାରେ ଭୋଟ୍ ପ୍ରଚାର । ଭୁବନେଶ୍ୱରରେ ଶ୍ରୀମୟୀ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କହି ଭୋଟ୍ ମାଗିଲେଣି ମନ୍ତ୍ରୀ, ବିଧାୟକ । ପ୍ରଶ୍ନ ଉଠୁଛି ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣା ପୂର୍ବରୁ କେମିତି ଖୋଲାଖୋଲି ପ୍ରାର୍ଥୀ ଘୋଷଣା କରୁଛନ୍ତି ଜନପ୍ରତିନିଧି ଓ କର୍ମୀ ?

Dharmendra Pradhan
ମଦ ଟଙ୍କା ଘଟଣା; ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

କଂଗ୍ରେସ ଓ ଗାନ୍ଧି ପରିବାରର ଏଟିଏମ୍ ଥିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । ଦେଶୀ ମଦ ବ୍ୟବସାୟରେ ଆଇଟି ରେଡରୁ ଟଙ୍କାର ପାହାଡ଼ ଠାବ ହେବା ଘଟଣାର ସପ୍ତାହକ ପରେ ଧୀରଜଙ୍କ ସଫେଇ ଉପରେ ପ୍ରତିକ୍ରିୟା ରଖି ଆଜି ଏଭଳି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

Paddy Problem
ରାଜ୍ୟର ଅଧିକାଂଶ ସ୍ଥାନରେ ଖୋଲିନି ମଣ୍ଡି; ସରକାରୀ ବ୍ୟବସ୍ଥା ଉପରେ ଭରସା କରିପାରୁନି ଚାଷୀ

ଧାନ ଅମଳ ସରିଲାଣି, କିନ୍ତୁ ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି । ତାଛଡ଼ା ସରକାରୀ ବ୍ୟବସ୍ଥା ଓ ମଣ୍ଡିର ସ୍ୱଚ୍ଛତା ଉପରେ ମଧ୍ୟ ଚାଷୀ ଭରସା କରିପାରୁନି ।

Terrorist Arrested
୫ ବର୍ଷ ହେଲା ଲୁଚିଥିଲା, ପୋଲିସ କେମିତି ଜାଣିପାରୁନଥିଲା ?

ଆତଙ୍କୀ ରାଡାରରେ ରହିଛି କି ସାଂପ୍ରଦାୟିକ ଭେଦଭାବ ଶୂନ୍ୟ ଓଡ଼ିଶା ? ଶାନ୍ତିପ୍ରିୟ ରାଜ୍ୟ ବୋଲି ଏହାକୁ ସୁରକ୍ଷିତସ୍ଥଳ ବାଛିନେଇଛନ୍ତି କି ସନ୍ଦିଗ୍ଧ ବ୍ୟକ୍ତି ? କାରଣ ଗତକିଛି ବର୍ଷ ହେଲା ରାଜ୍ୟ ଭିତରୁ ଧରାହେଲେଣି ଅନେକ ସନ୍ଦିଗ୍ଧ ଆତଙ୍କୀ ।

Prasanna Patasani
‘BJD ଥରେ ଭୁଲ କରିଥିଲା, ଯେଉଁ ଅବସ୍ଥା ହେଲା... ଆଉ ଦୋହରାଇବନି’

ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

sudarsan pattnaik
ମୁଖ୍ୟମନ୍ତ୍ରୀଙ୍କୁ ସୁଦର୍ଶନଙ୍କ ଚିଠି; ଐତିହ୍ୟ କୀର୍ତ୍ତିରାଜି ନଭାଙ୍ଗିବାକୁ ଅପିଲ୍‌

ଶ୍ରୀକ୍ଷେତ୍ରରେ ମଠ ମନ୍ଦିରର ଐତିହ୍ୟ କୀର୍ତ୍ତିରାଜିକୁ ନଭାଙ୍ଗିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସୁଦର୍ଶନ । ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ପିଢ଼ି ପାଇଁ ଇତିହାସ ହୋଇ ରହିବ ।

Girl severely injured as lover tries to mow down her in murderous attack in Maharashtra
ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ ! ବିଚ୍ ରାସ୍ତାରେ ପ୍ରେମିକା ଉପରେ ଚଢ଼ାଇଦେଲା ଗାଡ଼ି

ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ ! ବିଚ୍ ରାସ୍ତାରେ ପ୍ରେମିକା ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି ଯୁବତୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଥାନେରେ । ବିଡମ୍ବନାର କଥା, ଘଟଣା ଗତ ସୋମବାରର ହୋଇଥିଲେ...

Paddy Problem
ଧାନ ଅମଳ ସରୁ ସରୁ ଚାଷୀ ଯନ୍ତ୍ରଣା; ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି

ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକରେ ଏବେ ଏଭଳି ଅବସ୍ଥା । ମଣ୍ଡି ଖୋଲିବାରେ ବିଳମ୍ବ, ଦିନ ଦିନ ଧରି ଖଳାରେ ପଡି ରହିବାର ଭୟ ଏବଂ ଅଭାବୀ ବିକ୍ରି ଆଶଙ୍କାରେ କମ୍ ଦାମରେ ଆନ୍ଧ୍ର ବେପାରୀଙ୍କୁ ଧାନ ଟେକି ଦେଉଛନ୍ତି ଚାଷୀ ।

Eyes missing from body
ଯୁବତୀଙ୍କ ମୃତଦେହରୁ କୁଆଡ଼େଗଲା ଆଖି ? CMO ସସ୍‌ପେଣ୍ଡ, ଦୁଇ ଡାକ୍ତର ଗିରଫ

ଜଣେ ମହିଳା ଡାକ୍ତରଙ୍କ ସମେତ ଅନ୍ୟ ତିନି ଜଣ ଡାକ୍ତର ସେଠାକୁ ଯାଇଥିଲେ । ହେଲେ ସେଠାରେ ପହଞ୍ଚିବା ପରେ ମୃତ ମହିଳାଙ୍କ ଆଖି ନଥିବା କଥା କହିଥିଲେ । ପରେ ପରେ ଘଟଣାଟି ଥାନାରେ ପହଞ୍ଚିବା ସହ ପୋଲିସ ଏହାର ତଦନ୍ତ କରିଥିଲା ।

what is smoke cans ?
୨୦୦୧ର ଆଟାକ୍, ୨୦୨୩ ବି ଆଟାକ୍; କେତେ ସୁରକ୍ଷିତ 'ସଂସଦ' ?

ଆଜିର ଘଟଣା ପରେ ଚର୍ଚ୍ଚାକୁ ଆସିଛି ଭିଜିଟର୍ସ ପାସ୍ ପ୍ରସଙ୍ଗ। କାରଣ ସାଂସଦଙ୍କ ଭିଜିଟର୍ସ ପାସ୍ ଜରିଆରେ ଯୁବକମାନେ ସଂସଦ ଭବନରେ ପ୍ରବେଶ କରିଥିଲେ। ତେବେ ଏହି ଭିଜିଟର୍ସ ପାସ୍ କ’ଣ ଓ ଏହା କିପରି ଦିଆଯାଇଥାଏ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।