ଓଡ଼ିଶାର ପାରମ୍ପରିକ ପିଠାର ସ୍ୱତନ୍ତ୍ର ଷ୍ଟଲ୍ ରହିଛି ଏଥର ବାଲିଯାତ୍ରାରେ । ପିଠା ସହିତ ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହାକି ସମ୍ପୂର୍ଣ୍ଣ ଖାଣ୍ଟି ଓଡ଼ିଆ ଘରର ଖାଇବା ।
ଆଜି ସକାଳୁ ସକାଳୁ ଏହି ବଡ଼ ଦୁର୍ଘଟଣା ଘଟିଛି । ତେଲେଙ୍ଗାନାର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଟ୍ରେନିଂ ଚାଲିଥିବା ସମୟରେ ଏହି ଅଘଟଣ ହୋଇଛି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ଏହି ତିନି ରାଜ୍ୟର ଫଳାଫଳର ନିଶ୍ଚିତ ପ୍ରଭାବ ପଡ଼ିବ । ଭ୍ରଷ୍ଟ ବିଜେଡି ସରକାରକୁ ହଟାଇବାକୁ ରାଜ୍ୟ ବିଜେପି ଜୋରଦାର ପ୍ରୟାସ କରିବ ।
ଆଜି ଶ୍ରୀମନ୍ଦିରରେ ମାର୍ଗଶୀର- କୃଷ୍ଣ ସପ୍ତମୀ ପାଳନ କରାଯିବ । ଫଳରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ ।
ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ହେଉଛି । ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମିଛି । ସହରର ଅନେକ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମିଲାଣି ।
ଏସଏଟି ପ୍ରଶ୍ନପତ୍ର ସ୍ଥାନରେ ଏମଏଟି ପ୍ରଶ୍ନପତ୍ର ଭୁଲରେ ପହଁଞ୍ଚିବା ଯୋଗୁ ପରୀକ୍ଷା ହୋଇନପାରି ବିଳମ୍ବ ହୋଇଥିଲା । ଏ ନେଇ ଅଭିଭାବକ ମାନେ ସ୍କୁଲ ପରିସରରେ ଧାରଣା ଦେବା ସହ ପରୀକ୍ଷା ବାତିଲ କରିବାକୁ ଦାବି କରିଥିଲେ ।
୧୬୧୨ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା କରାଯାଇଥିଲା । ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । ଯୁଦ୍ଧ ସମୟରେ ପାକିସ୍ତାନ ଡିସେମ୍ବର ୩ରେ ଭାରତୀୟ ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା ।
ଆଜିଠୁ ଶୀତଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ । ଏଥିରେ ମୋଟ ୧୫ଟି ସିଟିଂରେ ୧୯ଟି କାର୍ଯ୍ୟଦିବସ ରହିଛି ।
ବାତ୍ୟା ମୁକାବିଲା ଲାଗି ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ବେଳେ ଏହାର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା ଲାଗି ବିଜେପି କର୍ମୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମିଜୋ ନ୍ୟାସନାଲ ଫ୍ରଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା । ଗଣତି ପାଇଁ ୪୦ଟି କାଉଣ୍ଟିଂ ହଲର ବ୍ୟବସ୍ଥା ହୋଇଥିବା ବେଳେ, ୪ହଜାର କାଉଣ୍ଟିଂ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି ।
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ରହିବେ ନା ଆଉ କିଏ ହେବେ ? ଶିବରାଜଙ୍କ ସହ କୈଳାସ ବିଜୟବର୍ଗିଆ, ଜ୍ୟୋତିରାଦିତ୍ୟା ସିନ୍ଧିଆ ଓ ନରେନ୍ଦ୍ର ସିଂ ତୋମର ନାଁକୁ ନେଇ ବି ଚର୍ଚ୍ଚା ଚାଲିଛି ।
ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଭେଦ୍ୟ ଦୁର୍ଗର ପତନ । ତେଲେଙ୍ଗାନା ଗଠନ ହେବା ପରେ ପ୍ରଥମ କରି ଉଡିଲା କଂଗ୍ରେସ ବାନା । ହାର୍ ସ୍ୱୀକାର କଲା ଭାରତ ରାଷ୍ଟ୍ର ସମିତି- ବିଆରସ୍ । ମାତ୍ର ୬ ମାସର ପୂର୍ବର କଥା । ଲାଗୁଥିଲା ତେଲେଙ୍ଗାନାର ଅପ୍ରତିନ୍ଦ୍ୱନ୍ଦ୍ୱୀ...
ଆଉ, କ୍ଷମତା ବଜାୟ ରଖିବ କଂଗ୍ରେସ । ହେଲେ ସକାଳୁ ଗଣତି ଯେତିକି ଆଗକୁ ବଢୁଥିଲା, କଂଗ୍ରେସ ହାତରୁ ଖସି ଖସି ଯାଉଥିଲା ସରକାର । କ୍ଲୋଜ୍ ଫାଇଟ୍ ଭିତରେ ଅପରାହ୍ଣ ବେଳକୁ ସ୍ପଷ୍ଟ ହୋଇଯାଇଥିଲା ଚିତ୍ର । ୧୫ ବର୍ଷ ଧରି ବିରୋଧୀ ଦଳରେ ରହିବା ପରେ...
ମରୁଭୂମିରେ ପୁଣି ଫୁଟିଲା ପଦ୍ମ... ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍... କଂଗ୍ରେସକୁ ଫେଲ୍ କରି ପୁଣି ବିଜେପିକୁ ପଗଡ଼ି ପିନ୍ଧାଇଲା ରାଜସ୍ଥାନ । ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ୧୦୦ ପାର୍ କରିବା ପରେ ପଦ୍ମ ଶିବିରରେ ଉତ୍ସବ ।
ତେଲେଙ୍ଗାନାରେ ବଦଳିଲା ସତ୍ତା । ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ହାତରୁ କ୍ଷମତା ଖସିଲା । ହେଲେ ମଧ୍ୟପ୍ରଦେଶରେ କିନ୍ତୁ ବିଜେପି ତା ଗଡ଼ ବଜାୟ ରଖିଲା । ଏକଜିଟ୍ ପୋଲ୍ ବି ଏଠି ଆକଳନ କରିଥିଲା ଟାଇଟ୍ ଫାଇଟ୍ । ହେଲେ ଫଳାଫଳରେ ବିଜେପିର ହେଲା ଲ୍ୟାଣ୍ଡସ୍ଲାଇଡ୍...
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ବିବାହ ଭୋଜିର ଭିଡିଓ । ଯେଉଁ ଭୋଜିରେ କିଛି ଅତିଥି ଯୋଗଦେଇଛନ୍ତି । ଅତିଥିମାନଙ୍କ ପାଇଁ ବଫେର ମଧ୍ୟ ବ୍ୟବସ୍ଥା ହୋଇଛି । ହେଲେ ବଫେରେ ଗେଷ୍ଟମାନେ ରୁଟି ପ୍ରସ୍ତୁତ କରି ଖାଉଥିବା ଦେଖିବାକୁ ମିଳୁଛି ।
ତେଲେଙ୍ଗାନାରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରହିଛି ରେଭନ୍ଥ ରେଡ୍ଡୀଙ୍କ ମୁଖ୍ୟ ଭୂମିକା । କାରଣ ପଲିଟିକାଲ ପସାପାଲିରେ ରେଭନ୍ଥଙ୍କ ଗୋଟି ଚାଳନା ଆଜି କଂଗ୍ରେସକୁ ସଫଳତା ଆଣିଦେବାକୁ ଯାଉଛି ।
ଚାରିଆଡ଼େ ଜଙ୍ଗଲ । ଆଉ ଏହାରି ଭିତରେ ବସବାସ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକେ । ୪୦ ପରିବାରର ପ୍ରାୟ ୨ଶହ ଲୋକ ଏଠି ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ନାହିଁ ସରକାରଙ୍କ କୌଣସି ସୁବିଧା ।
କାଶ୍ମୀର, ଗୁଜୁରାଟ, ଆସାମ, ଦିଲ୍ଲୀ, ପଞ୍ଜାବ, କୋଲକାତା ଆଦି ୨୨ଟି ରାଜ୍ୟର ବ୍ୟବସ୍ୟାୟୀ ଚଳିତ ବର୍ଷ ବାଲିଯାତ୍ରାକୁ ଆସିଛନ୍ତି । ଅନ୍ୟ ରାଜ୍ୟର ମେଳା ଅପେକ୍ଷା ବାଲିଯାତ୍ରାରେ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ମାନେ ଏଠାକୁ ଆସନ୍ତି ବୋଲି କହିଛନ୍ତି ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଆଛୁଲି ପଞ୍ଚାୟତରୁ ଆସିଛି ଅବ୍ୟବସ୍ଥାର ଭିନ୍ନ କାହାଣୀ । 5T ନାଁକୁ ନେଇ ନାନା ଅସୁଧା ଭୋଗୁଛନ୍ତି ଚଢ଼ିଆପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ।