• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Attack On Parliament
ସଂସଦ ଭବନ ସୁରକ୍ଷାରେ ବଡ଼ ତ୍ରୁଟି; ଦୁଇ ଯୁବକ ଖେଳାଇଲେ ଆତଙ୍କ

ଆଜି ଲୋକସଭା ଭିତରେ ପଶି ଦୁଇ ଯୁବକ ଖେଳାଇଥିଲେ ଆତଙ୍କ । ସ୍ମୋକ୍ ସ୍ପ୍ରେ କରି ସୃଷ୍ଟି କରିଥିଲେ ଭୟର ବାତାବରଣ। ସେମାନଙ୍କ ସହ ବାହାରେ ହଙ୍ଗାମା କରୁଥିବା ଦୁଇଜଣଙ୍କୁ କାବୁ କରି ଖୋଳତାଡ଼ କରୁଛି ଦିଲ୍ଲୀ ପୋଲିସ୍।

Who is behind this heinous act of throwing infant into borewell
ଜୀବନ କ’ଣ ଜାଣିବା ଆଗରୁ ଏତେ ଯେ ଯନ୍ତ୍ରଣା

କିଏ ସେହି ରାକ୍ଷସୀ ଯିଏ ଏତେଦିନ ଗର୍ଭଧାରଣ କରି ଜନ୍ମ ପରେ ଏତେ ଦଶାକଲା ପିଲାଟିକୁ ? କିଏ ସେହି ନୃଶଂସ ପୁରୁଷ, ଯିଏ ସୁଖ ଓ କାମନାରେ ଅନ୍ଧ ସାଜି ବାପ ବନିବା ପରେ ଆଜି ସେହି ରକ୍ତ ମାଂସର ପିଣ୍ଡୁଳାକୁ ଫିଙ୍ଗିଦେଇଥିଲା ଅନ୍ଧାରୀ ଗାତ ଭିତରେ...

 people demands raids in Ganjam
ଖାଲି ପଶ୍ଚିମ ନୁହେଁ, ଦକ୍ଷିଣ ଓଡ଼ିଶାରେ ବି ଦେଶୀ ମଦର ବିଶାଳ ସାମ୍ରାଜ୍ୟ

ଦେଶୀ ମଦ ଭାଟିଟି ଗତ ୩୦ ବର୍ଷ ହେଲା ଜଣେ ବ୍ୟକ୍ତିଙ୍କ ନାମରେ ରହିଛି । କେବେ ଟେଣ୍ଡର ହେଉଛି, କେବେ ପୁଣି ତାଙ୍କୁ ଲାଇସେନ୍ସ ମିଳିଯାଉଛି, ସର୍ବସାଧାରଣ ଜାଣିପାରୁନାହାନ୍ତି । ଏମିତିକି ଏଇ ମଦଭାଟି ମାଲିକ ନିର୍ବାଚନ ସମୟରେ ନିଜଆଡ଼ୁ ତାଙ୍କୁ ୭ ଲକ୍ଷ ଟଙ୍କା ଯାଚିଥିବା...

BJP target Naveen Patnaik
IT ରେଡ୍‌; ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି

ଏହାସହ ମେକ୍ ଇନ୍ ଓଡ଼ିଶାରେ ୨୦୧୮ରେ ଡିଷ୍ଟ୍ରିଲାରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା ଆଉ ତାକୁ ଅଗଷ୍ଟ ୨୦୧୯ ସୁଧା ସମସ୍ତ ପ୍ରକାର କ୍ଲିୟରାନ୍ସ ଦେଇ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟ ପ୍ରକଳ୍ପ ଅପେକ୍ଷା ଏହି ପ୍ରକଳ୍ପରେ କାହିଁକି ଏତେ ଦ୍ରୁତ ପଦକ୍ଷେପ ବୋଲି ପ୍ରଶ୍ନ କରିଛି ଦଳ।

Bhubaneswar Land
ବିପଦରେ ସରକାରୀ ଜମି; ଦଲାଲଙ୍କ ନଜରରେ ସରକାରୀ ସଂପତ୍ତି

ବିପଦରେ ସରକାରୀ ଜମି । ଜମି ଦଲାଲଙ୍କ ନଜରରେ ସରକାରୀ ସଂପତ୍ତି । ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଠି ଗୁଞ୍ଜି ବିକୁଛନ୍ତି ଦଲାଲ । ଦଲାଲଙ୍କ ହାତରେ ଫସୁଛନ୍ତି ନିରିହ ଲୋକ । ଭୁବନେଶ୍ୱର ଶାମପୁର ଅଞ୍ଚଳରେ କାହାକୁ ହଜାର ତ କାହାକୁ ଲକ୍ଷେରେ ବିକ୍ରି ହୋଇଛି ସରକାରୀ...

Bhubaneswar Land
ରାଜଧାନୀ ଦଲାଲଙ୍କ ନଜରରେ ସରକାରୀ ଜମି; ଟିକେ ସୁବିଧା ପାଇଲେ କରୁଛନ୍ତି ଜବରଦଖଲ

ବିପଦରେ ସରକାରୀ ଜମି । ଜମି ଦଲାଲଙ୍କ ନଜରରେ ସରକାରୀ ସଂପତ୍ତି । ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଠି ଗୁଞ୍ଜି ବିକୁଛନ୍ତି ଦଲାଲ । ଦଲାଲଙ୍କ ହାତରେ ଫସୁଛନ୍ତି ନିରିହ ଲୋକ । ଭୁବନେଶ୍ୱର ଶାମପୁର ଅଞ୍ଚଳରେ କାହାକୁ ହଜାର ତ କାହାକୁ ଲକ୍ଷେରେ ବିକ୍ରି ହୋଇଛି ସରକାରୀ...

Who is behind this heinous act of throwing infant into borewell
ଚର୍ଚ୍ଚାରେ ବୋରୱେଲରୁ ଉଦ୍ଧାର ନବଜାତ; କିଏ କହୁଛି ବିଜୁଳି କନ୍ୟା, ତ କିଏ କହୁଛି ଭାଗ୍ୟବତୀ

କିଏ ସେହି ରାକ୍ଷସୀ ଯିଏ ଏତେଦିନ ଗର୍ଭଧାରଣ କରି ଜନ୍ମ ପରେ ଏତେ ଦଶାକଲା ପିଲାଟିକୁ ? କିଏ ସେହି ନୃଶଂସ ପୁରୁଷ, ଯିଏ ସୁଖ ଓ କାମନାରେ ଅନ୍ଧ ସାଜି ବାପ ବନିବା ପରେ ଆଜି ସେହି ରକ୍ତ ମାଂସର ପିଣ୍ଡୁଳାକୁ ଫିଙ୍ଗିଦେଇଥିଲା ଅନ୍ଧାରୀ ଗାତ ଭିତରେ...

Matric Exams 2024
ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା

୨୦ ତାରିଖରେ ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପରେ ଫେବ୍ରୁଆରୀ ୨୩ ତାରିଖରେ ଇଂରାଜୀ ପରୀକ୍ଷା ହେବ ।

mohan yadav
ଝିଅ ହେବ ତ ଏମିତି: କର୍ତ୍ତବ୍ୟ ଆଗରେ ହାର୍‌ ମାନିଲା ବାପାଙ୍କ ମୁଖ୍ୟମନ୍ତ୍ରୀ ଖବର

ଯେତେବେଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁ ଘୋଷଣା କରାଗଲା, ସେତେବେଳେ ତାଙ୍କ ଡାକ୍ତରୀ ଝିଅ ଆକାଂକ୍ଷା ଡାକ୍ତରଖାନାରେ ଥିଲେ । ଆଉ ଅପରେସନ୍ ଥିଏଟରରେ ଅପରେସନ୍ ପାଇଁ ପ୍ରସ୍ତୁତ ହେଉଥିଲେ ।

Pakistan
ପାକିସ୍ତାନ ଆର୍ମିବେସ୍‌ରେ ଆତ୍ମଘାତୀ ବିସ୍ଫୋରଣ; ଚାଲିଗଲା ୨୩ ସୈନିକଙ୍କ ଜୀବନ

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ, ଶୋଇଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ତେଣୁ ସମସ୍ତେ ସାଧା ପୋଷାକ ପିନ୍ଧିଥିଲେ । ହେଲେ ସମସ୍ତ ମୃତକମାନେ ସାମରିକ କର୍ମଚାରୀ ବୋଲି ଅନୁମାନ କରାଯାଉଛି ।

Dheeraj Sahu
କିଏ ଏହି ଧୀରଜ ସାହୁ ? କେମିତି ରଖିଲେ ଶହ ଶହ କୋଟି ଟଙ୍କା ଜାଣନ୍ତୁ...

ଅନ୍ୟ ଜଣେ ଭାଇ ଗୋପାଳ ସାହୁ ୨୦୧୯ରେ ହଜାରିବାଗରୁ କଂଗ୍ରେସ ଟିକଟରେ ଏମପି ନିର୍ବାଚନ ଲଢ଼ିଥିଲେ । କିନ୍ତୁ ହାରି ଯାଇଥିଲେ । ଆଉ ଜଣେ ଭାଇ ଉଦୟ ସାହୁ ମଧ୍ୟ କଂଗ୍ରେସ ସହିତ ଜଡ଼ିତ । ଧୀରଜ ନିଜେ ଛତ୍ରା ସିଟରୁ ଲଢ଼ିଛନ୍ତି, କିନ୍ତୁ ହାରିଛନ୍ତି ।...

Old pension scheme
ଲୋକସଭାରେ ଉଠିଲା ପୁରୁଣା ପେନ୍‌ସନ୍‌ କଥା; ମନ୍ତ୍ରୀ କହିଲେ...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍‌ ସ୍କିମ୍‌ (OPS) ଫେରାଇ ଆଣିବା ପାଇଁ କୌଣସି ଯୋଜନା ହୋଇନାହିଁ କି ଏ ସମ୍ପର୍କରେ କିଛି ବିଚାର କରାଯାଇନାହିଁ ।

Bengaluru doctors
୧୮ ବର୍ଷ ହେଲା ମୁଣ୍ଡରେ ପଶିଥିଲା ଗୁଳି; ଅପରେସନ୍‌ କରି ବାହାରକଲେ ଡାକ୍ତର

ଗତ ସପ୍ତାହରେ ଏକ ଘରୋଇ ହସ୍ପିଟାଲରେ ଏହି ଅପରେସନ୍‌ କରାଯାଇଛି । ଅପରେସନ୍‌ ହୋଇଥିବା ଯୁବକଙ୍କ ବୟସ ୨୯ ବର୍ଷ । ଏହି କାରଣରୁ ତାଙ୍କ ମୁଣ୍ଡ ସବୁବେଳେ ବିନ୍ଧୁଥିଲା । ଏମିତିକି କାନରେ ମଧ୍ୟ ସେ ଯନ୍ତ୍ରଣା ଅନୁଭବ କରୁଥିଲେ ।

Chased by monkeys, 6 year old falls to death; 2nd death in 3 days
ମାତିଛନ୍ତି ମାଙ୍କଡ଼; ୩ ଦିନରେ ନେଲେଣି ୨ଜଣଙ୍କ ଜୀବନ

ଗତ ରବିବାର ଦିନ ଏହି ଘଟଣା ସାମ୍‌ନାକୁ ଆସିଛି । ଛୋଟ ପିଲାଟିର ମୃତ୍ୟୁକୁ ନେଇ ପରିବାରର ଜଣେ ସଦସ୍ୟଙ୍କ କହିବା ଅନୁସାରେ ମୃତ ଶିଶୁକନ୍ୟାଟିର ନାଁ ହେଉଛି କିର୍ତ୍ତୀ ।

PM Modi may visit Odisha this month: BJP's Mohan Majhi
ଡିସେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ !

ରାଜ୍ୟରେ ରାଜନୀତି ସରଗରମ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଆହୁରି ଦଳକୁ ଆକ୍ଟିଭ୍‌ କରାଇବ ବୋଲି ସାଧାରଣରେ କୁହାଯାଉଛି ।

Archana Nag
BIG Breaking: ଜେଲରୁ ମୁକୁଳିଲେ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ

ଗତ ୪ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେଣୁ ସେ ଆଜି ଜେଲରୁ ମୁକୁଳିଛନ୍ତି । ପୂର୍ବରୁ ୨ଟି ମାମଲାରେ ମଧ୍ୟ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ ।

Article 370 abrogation in J-K valid
ଧାରା ୩୭୦ ଉଚ୍ଛେଦ ଆଇନ ଅନୁସାରେ ଠିକ୍; ସୁପ୍ରିମକୋର୍ଟ

କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ନିଷ୍ପତ୍ତି ବୈଧ । କେନ୍ଦ୍ରର ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବିରୋଧୀଙ୍କ ପ୍ରଶ୍ନ ଭିତରେ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

IT Raids
ସରୁନି ଟଙ୍କା ଗଣତି କି ମିଳୁନି ହିସାବ; ପୁଣି ବ୍ୟାଙ୍କ ଲକରରୁ ମିଳିଲା ବ୍ୟାଗ୍ ଭର୍ତ୍ତି ଅଳଙ୍କାର

୫ଦିନର ରେଡ୍ ଓ ଗଣତିରୁ ମିଳିଛି ୩୩୦ କୋଟିରୁ ଅଧିକ ନଗଦ ଟଙ୍କା...ଆଉ ଷଷ୍ଠଦିନର ରେଡରେ ଆଜି ଧରାପଡ଼ିଛି ବ୍ୟାଙ୍କ ଲଙ୍କରରେ ଲୁଚାଇ ରଖାଯାଇଥିବା ପୁଳାପୁଳା ସୁନା । ସେହି ସମାନ ଅଞ୍ଚଳ, ସେହି ସମାନ ମାଲିକଙ୍କ ପାଖରୁ ଜବତ ହୋଇଛି ଏହି ଧନସମ୍ପତ୍ତି ।

Lootera
ATM କାଟି ଲୁଟିନେଲେ ସାଢ଼େ ୧୦ ଲକ୍ଷ ଟଙ୍କା

ରବିବାର ରାତିରେ ଲୁଟେରାଙ୍କ ନିଶାନା ପାଲଟିଛି ଲିଙ୍ଗରାଜ ଥାନା ଅଞ୍ଚଳ। ସ୍ଥାନୀୟ ହାଟସାହିର SBI ATMରୁ ଦୁର୍ବୃତ୍ତ ଲୁଟିନେଇଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା। ଗ୍ୟାସ୍ କଟରରେ ଏଟିଏମକୁ କାଟିବା ପରେ ପୁରା କ୍ୟାସ୍ ଚ୍ୟାମ୍ବରରେ କଳାକନା ବୁଲାଇ ଚଂପଟ୍ ମାରିଥିଲେ ଲୁଟେରା। ସିସିଟିଭିରୁ ବର୍ତ୍ତିବା ପାଇଁ ତା...

Satavaya
ମହାବାତ୍ୟା ପରଠୁ... ସାତଭାୟାର ଏ ଦାଦନ ଦୁଃଖ

୧୯୯୯ ମହାବାତ୍ୟା ପରଠୁ ଏମିତି ନିୟମିତ ଚାଲିଛି। ପରିବାର- ପିଲାଛୁଆ ଧରି ଦି ପଇସା କମେଇବାକୁ ଗାଁଠୁ ହଜାର ହଜାର କିଲୋମିଟର ଦୂର ଚେନ୍ନାଇ ଓ କେରଳ ଧାଉଁଥିବା ସାତଭାୟାର ଲୋକମାନେ କିଏ ଇଟା ଭାଟିରେ ତ କିଏ ସୂତାକଳରେ ତ ପୁଣି କିଏ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ...

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।