• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Desi Liquor
ଦେଶୀ ମଦ କାରାବାରରେ ହେଉଛି କି ସ୍କାମ ?

ଓଡ଼ିଶାରେ ଦେଶୀ ମଦର ସାମ୍ରାଜ୍ୟ କେତେ ବଡ଼ ? ରାଜ୍ୟରେ କେତେ ଲୋକ ପିଉଛନ୍ତି ଦେଶୀ ? ଦେଶୀ ମଦ କାରାବାରରେ ହେଉଛି କି ସ୍କାମ ? ଅସାଧୁ ମଦ ବେପାରୀଙ୍କ ସାମ୍ରାଜ୍ୟ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ, ନା ଏହା କବଳରେ ସାରା ଓଡ଼ିଶା ? କେମିତି...

IT Raids
୫ ଦିନରେ ୩୩୦ କୋଟି ହାର୍ଡ କ୍ୟାସ୍ ସିଜ୍; ବ୍ୟାଙ୍କ ଲକରରୁ ମିଳିଲା ବ୍ୟାଗ୍ ଭର୍ତ୍ତି ଅଳଙ୍କାର

୫ଦିନର ରେଡ୍ ଓ ଗଣତିରୁ ମିଳିଛି ୩୩୦ କୋଟିରୁ ଅଧିକ ନଗଦ ଟଙ୍କା...ଆଉ ଷଷ୍ଠଦିନର ରେଡରେ ଆଜି ଧରାପଡ଼ିଛି ବ୍ୟାଙ୍କ ଲଙ୍କରରେ ଲୁଚାଇ ରଖାଯାଇଥିବା ପୁଳାପୁଳା ସୁନା । ସେହି ସମାନ ଅଞ୍ଚଳ, ସେହି ସମାନ ମାଲିକଙ୍କ ପାଖରୁ ଜବତ ହୋଇଛି ଏହି ଧନସମ୍ପତ୍ତି ।

Article 370 abrogation in J-K valid
ଇତିହାସ ପାଲଟିଲା ଧାରା ୩୭୦; କେନ୍ଦ୍ରର ଉଚ୍ଛେଦ ନିଷ୍ପତ୍ତିକୁ ସଠିକ୍ କହିଲେ ସୁପ୍ରିମକୋର୍ଟ

କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ନିଷ୍ପତ୍ତି ବୈଧ । କେନ୍ଦ୍ରର ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବିରୋଧୀଙ୍କ ପ୍ରଶ୍ନ ଭିତରେ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

Vishnu Deo Sai
ବାଜିଲା ମୋହର; ଛତିଶଗଡ଼ରେ ହେବ ବିଷ୍ଣୁଦେଓ ସରକାର

ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ।

Odisha Crime Rate
NCRB Report; ଦୋଷୀ ସାବ୍ୟସ୍ତ ହାରରେ ସବା ତଳେ ଓଡ଼ିଶା

୧୯୯୬ ଜୁଲାଇ ୧୧ । ଭୁବନେଶ୍ୱର ବରମୁଣ୍ଡାରେ ଘଟିଥିଲା ଟ୍ରିପଲ ମର୍ଡର । ଏ ଘଟଣାର ଦୀର୍ଘ ୨୭ ବର୍ଷ ପରେ, ଗତ ଅକ୍ଟୋବର ୨୦ରେ ମୃତକ ପରିବାରକୁ ମିଳିଲା ନ୍ୟାୟ । ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଏଡିଜେ କୋର୍ଟ। ହେଲେ ଅଧିକାଂଶ ମାମଲାରେ...

IT Raid
ଗଦା ଗଦା ଟଙ୍କା, ଯେତେ ଗଣିଲେ ସରୁନି

ଟଙ୍କାର ଦେଖି ଦେଖି ସେହି ଟଙ୍କା ଆଉ ଟଙ୍କା ଭଳି ଲାଗୁନି । ଯୁଆଡ଼େ ଚାହିଁବେ ସେଆଡ଼େ ଗଦା ଗଦା ନୋଟ୍, ଯାହାକୁ କ୍ରମାଗତ ଗଣିବା ପରେ ଓ ଦେଖିଲା ପରେ ଆଉ ଟଙ୍କା ନୁହେଁ, ବରଂ କାଗଜ ଭଳି ଫିଲ୍ ହେଉଛି । ଏଭଳି କହିଛନ୍ତି ବ୍ୟାଙ୍କ...

Odisha Politics
ଗେମ୍ ଚେଞ୍ଜର ବଦଳରେ ବୁମେରାଂ ହେବ କି ଆମ ଓଡ଼ିଶା ନବୀନ ଓଡ଼ିଶା ?

ଗେମ୍ ଚେଞ୍ଜର ବଦଳରେ ବୁମେରାଂ ହେବ କି ଆମ ଓଡ଼ିଶା ନବୀନ ଓଡ଼ିଶା ? ଯୋଜନା ଆଳରେ ମଇଦାନକୁ ପରୋକ୍ଷରେ ପ୍ରାର୍ଥୀଙ୍କୁ ଓହ୍ଲାଇଲା କି ବିଜେଡି? ସଂଯୋଜକ ପଦବି ପାଇଲେ ୨୪ ନିର୍ବାଚନ ପାଇଁ ଲବିରେ ଥିବା ନେତା। ଯୋଜନା ଆଳରେ କର୍ମୀ ଓ ଲୋକଙ୍କ ସହ ଆଗୁଆ...

Autonomous College
ପିଲାଙ୍କ ଭବିଷ୍ୟତ ସହ ଖେଳ; ବିନା ଅନୁମୋଦନରେ ଅଟୋନମସ୍ କଲେଜରେ ଚାଲିଛି ପ୍ରଫେସନାଲ କୋର୍ସ

ଛାତ୍ରଛାତ୍ରୀଙ୍କ କ୍ୟାରିଅର ପ୍ରଭାବିତ ହେବା ସହ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ବିଶ୍ୱସନୀୟତା ହରାଉଥିବା ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି । AICTE ଅନୁମୋଦନ ଲାଗି କଲେଜଗୁଡ଼ିକ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ।

illegal marriage
ବିବାହ ବେଦୀରେ ହଙ୍ଗାମା; ସ୍ୱାମୀ ବାହାଘରେ ଦୁଇ ଝିଅଙ୍କୁ ଧରି ପତ୍ନୀଙ୍କ ରେଡ୍

ସୁରେଶ ଆଜି ସଂପୃକ୍ତ ମହିଳାଙ୍କୁ ମନ୍ଦିରରେ ବାହା ହେଉଥିବା ଖବର ପାଇବା ପରେ ସିଧା ଦୁଇ ଝିଅଙ୍କ ସହ ସେଠି ପହଞ୍ଚିଯାଇଥିଲେ ଅହଲ୍ୟା । ଆଉ ସିଧା ବେଦୀରୁ ଟାଣି ଆଣି ସୁରେଶଙ୍କ ଉପରେ ଉତ୍ତମ ମଧ୍ୟମ ବର୍ଷା କରିଥିଲେ ଅହଲ୍ୟା ଓ ତାଙ୍କ ଝିଅ ।

Autonomous College
ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଅଟୋନମସ୍ କଲେଜ୍; ବିନା ଅନୁମୋଦନରେ ଚାଲିଛି ପ୍ରଫେସନାଲ କୋର୍ସ

ଛାତ୍ରଛାତ୍ରୀଙ୍କ କ୍ୟାରିଅର ପ୍ରଭାବିତ ହେବା ସହ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ବିଶ୍ୱସନୀୟତା ହରାଉଥିବା ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି । AICTE ଅନୁମୋଦନ ଲାଗି କଲେଜଗୁଡ଼ିକ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ।

Vishnu Deo Sai
ସରପଞ୍ଚରୁ CM; ଛତିଶଗଡ଼ରେ ହେବ ବିଷ୍ଣୁଦେଓ ସରକାର

ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ।

Balijatra
ଐତିହାସିକ ବାଲିଯାତ୍ରାରେ ହୋଇଛି କି ମାଳମାଳ ଦୁର୍ନୀତି ? ସଫେଇ କାର୍ଯ୍ୟରେ ଶହ ଶହ କଲେଜ ଛାତ୍ରଛାତ୍ରୀ

ଐତିହାସିକ ମେଳାରେ ମାଳ ମାଳ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବାଲିଯାତ୍ରା ସରିବାର ୩ ଦିନ ପରେ ବି ପଡ଼ିଆରେ ଆବର୍ଜନା ପଡ଼ି ରହିଥିବା ବେଳେ, ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଶହ ଶହ କଲେଜ ଛାତ୍ରଛାତ୍ରୀ।

BJP
ରାଜ୍ୟ ପାଇଁ ବିଜେପିର ମେଗା ପ୍ଲାନ୍; ଗାଁକୁ ଫୋକସ୍ କରୁଛି ଦଳ

୧୨ଶହ ପଞ୍ଚାୟତ ଗସ୍ତ ସରିଲାଣି। ବାକି ୫ ହଜାର ପଞ୍ଚାୟତକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା। ଶୀର୍ଷ ନେତୃତ୍ୱଙ୍କଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ।

Accident
ଜୀବନ ନେଉଛି ବେପରୁଆ ଗାଡ଼ି ଚାଳନା; ରିପୋର୍ଟ ଦେଲା NCRB 

ଓଭର ସ୍ପିଡିଂ, ବେପରୁଆ ଡ୍ରାଇଭିଂ, ମଦ୍ୟପାନ କରି ଗାଡ଼ି ଚାଳନା। ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ବଡ଼ କାରଣ। NCRB ଦ୍ବାରା ପ୍ରକାଶିତ ସଦ୍ୟତମ ରୋଡ୍ ଆକ୍ସିଡେଣ୍ଟସ୍ ଆଣ୍ଡ ସୁଇସାଇଡ୍ ଇନ୍ ଇଣ୍ଡିଆ ରିପୋର୍ଟରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ।

We have increased the number of machines and 50 staffs have been engaged: Bank Manager
ସରୁନି ଟଙ୍କା ଗଣା; ଟପିପାରେ ୫ଶହ କୋଟି

ଓଡ଼ିଶାର ପଛୁଆ ଜିଲ୍ଲାରେ ଠାବ ମଦ ଟଙ୍କାର ପାହାଡ଼କୁ ନେଇ ଦେଶବ୍ୟାପି ଚର୍ଚ୍ଚା । କୁହାଯାଉଛି, ଆୟକର ବିଭାଗର ଚଢ଼ାଉରେ ଏତେ ପରିମାଣର ନଗଦ ଅର୍ଥ ମିଳିବା ଏହା ଦେଶର ସର୍ବକାଳୀନ ରେକର୍ଡ ।

Manmohan Samal
ଆଇଟି ରେଡ୍‌; ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ସିଧା ନିଶାନା

କିଏ କହୁଛି ୨ ଶହ କୋଟି, କାହାର ଆକଳନ ୫ ଶହ କୋଟି । ରାଜ୍ୟର ଦେଶୀ ମଦଭାଟି ଉପରେ ଆଇଟି ରେଡରୁ ପ୍ରଥମ କରି ଏମିତି ଟଙ୍କାର ପାହାଡ଼ ଠାବ ହେବାକୁ ନେଇ ସାରା ଦେଶରେ ଚହଳ, ହୁଲସ୍ତୁଲ ରାଜ୍ୟ ରାଜନୀତି । ରାଜ୍ୟ ବିଜେପିର ସିଧା...

Manmohan Samal
ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ସିଧା ନିଶାନା; ଦେଶୀ ମଦଭାଟିରୁ କେମିତି ଅମଳ ହେଉଥିଲା ବ୍ଲାକ୍ ମନି ?

କୁଆଡୁ ଆସିଲା ଏ ବିପୁଳ କଳା ଟଙ୍କା ? ଦେଶୀ ମଦଭାଟିରୁ କେମିତି ଅମଳ ହେଉଥିଲା ବ୍ଲାକ୍ ମନି ? ନଗଦ ଟଙ୍କାର ଏ ପାହାଡ଼ରେ ଥିଲା କାହା କାହା ଭାଗ ? ଆଇଟି ରେଡ୍ ଓ ଟଙ୍କା ଗଣତି ସହ ତାଳ ଦେଇ ଏମିତି ସବୁ ପ୍ରଶ୍ନକୁ...

We have increased the number of machines and 50 staffs have been engaged: Bank Manager
ଓଡ଼ିଶାର ପଛୁଆ ଜିଲ୍ଲାରେ ମଦ ଟଙ୍କାର ପାହାଡ଼; ଲାଗିଛି ୨୫ ମେସିନ, ଗଣୁଛନ୍ତି ୫୦ କର୍ମଚାରୀ

ବଲାଙ୍ଗିର ଜିଲ୍ଲାରେ ହାଇଦ୍ରାବାଦରୁ ଆୟକର ବିଭାଗର ଏକ ୨୦ ଜଣିଆ ଆନାଲିସିସ୍ ଟିମ୍ ପହଞ୍ଚି ଖୋଳତାଡ଼ ଚଳାଇଛି । ଟିଟିଲାଗଡ଼ର ମଦ ବ୍ୟବସାୟୀ ରିତେଶ ସାହୁ, ବଲାଙ୍ଗିର ସୁଦପଡାର ମଦଭାଟି ମ୍ୟାନେଜର୍ ବଣ୍ଟି ସାହୁ ଏବଂ ରାଜେଶ ସାହୁଙ୍କୁ ସ୍କାନରରେ ରଖିଛି ଏହି ସ୍ୱତନ୍ତ୍ର ଟିମ୍ ।

Electric Vehicle
E-ଭେଇକିଲ ପାଇଁ ନୋ ଟେନ୍‌ସନ୍‌; କରିବାକୁ ପଡ଼ିବନି ଚାର୍ଜ, ଆପେ ଆପେ ଚାଲିବ ଗାଡ଼ି !

ମାର୍କେଟ୍‌ରେ E-ଭେଇକିଲର ଚାର୍ଜିଂ ପଏଣ୍ଟର କୌଣସି ସୁବିଧା ନଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି କାରଣରୁ E-ଭେଇକିଲ୍‌ ଉପରୁ ଲୋକମାନେ ମୁହଁ ଫେରାଇ ନେଉଛନ୍ତି ।

Three children burnt alive as hut catches fire in Firozabad, parents critical
ପୂରା ପରିବାରକୁ ଜାଳିଦେଲା ନିଆଁ; ୩ ଶିଶୁ ମୃତ, ବାପା-ମା’ ଗୁରୁତର

୩୦ ବର୍ଷୀୟ ସକିଲ ଜଣେ ଗରିବ ହୋଇଥିବାରୁ ସେ ତାଙ୍କ ପତ୍ନୀ ଓ ୩ ପିଲାଙ୍କୁ ଧରି ଏକ କୁଡ଼ିଆରେ ରହିଆସୁଥିଲେ । ନିକଟରେ ସକିଲଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଏକ ଘର ମଧ୍ୟ ମିଳିଥିଲା । ଘର କାମ ଶେଷ ହୋଇନଥିବାରୁ ସେମାନେ କୁଡ଼ିଆରେ ରହୁଥିଲେ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।