ରାଜ୍ୟର ମହିଳା ଓ ଯୁବକ ବିଜେପି ସପକ୍ଷରେ ଅଛନ୍ତି । ଏଠି ଜଣେ ସୁପର୍ ସିଏମ୍ ସରକାର ଚଳାଉଥିବା ଲୋକେ ଜାଣିଲେଣି ବୋଲି କହିଛନ୍ତି ବିଜୟପାଲ ସିଂ ।
ଭାରସାମ୍ୟ ହରାଇ ଘାଟିରୁ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଜିରାଙ୍ଗରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା ବସ । ଏହି ଦୁର୍ଘଟଣାଗ୍ରସ୍ତ ବସ୍ରେ ମୋଟ୍ ୬୦ଜଣ ଥିଲେ ।
ବର୍ତ୍ତମାନର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆଜି ସରିଥିବାବେଳେ ୧୯୯୦ ବ୍ୟାଚ୍ର IPS ଅରୁଣ ଷଡ଼ଙ୍ଗୀଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
କେନ୍ଦ୍ର ସରକାର ନୂଆବର୍ଷରୁ ଅର୍ଥାତ୍ ୨୦୨୪ରୁ ଏହି ଯୋଜନାରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ଯାହାକି ଉପଭୋକ୍ତା ବା ହିତାଧିକାରୀମାନଙ୍କୁ ବେଶ୍ ଲାଭ ଦେବ ।
ଭୁବନେଶ୍ୱର ୧ନଂ ହାଟ ଭିତରେ ତାଙ୍କର ଦୋକାନ । ତେଲ ଲୁଣର ସଂସାର ଚଳେଇବାକୁ ସିଏ ପରିବା ବିକନ୍ତି । ତଟକା ପରିବାର ରଙ୍ଗକୁ ଦେଖି, ଆମେ ସିନା ପରିବା କିଣୁ; ହେଲେ ସିଏ କିନ୍ତୁ ଏ ରଙ୍ଗର ଅର୍ଥ ବୁଝନ୍ତିନି । ତାଙ୍କ ଚାରି ପାଖରେ ଖାଲି...
ଦିନ କେଇଟା ପରେ ସରିଯିବ 2023 । ପୁରୁଣା ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ୱାଗତ ପାଇଁ ଛୁଟିବ ଶୁଭେଚ୍ଛାର ସୁଅ । ହେଲେ ପୂର୍ବରୁ ଏହି ଶୁଭେଚ୍ଛାର ବାର୍ତ୍ତାବହ ସାଜିଥିବା ଗ୍ରିଟିଙ୍ଗସ୍ ଏବେ ଅଲୋଡ଼ା ପ୍ରାୟ । ଡିଜିଟାଲ୍ ଯୁଗର ଆରମ୍ଭ ପରେ ଧୀରେ ଧୀରେ...
ଘଣ୍ଟ ଘଣ୍ଟା ମୃଦଙ୍ଗ ଧ୍ୱନିରେ ଉଛୁଳି ପଡ଼ୁଛି ସାରା ପରିବେଶ । ଶହଶହ ସଂଖ୍ୟାରେ ଲୋକ ନାଚୁଛନ୍ତି ଗାଉଛନ୍ତି ଓ ଝୁମୁଛନ୍ତି । ପରମ୍ପରା ପାଳନ ପାଇଁ ସମସ୍ତେ ଏକାକାର । ମାର୍ଗଶିର ମାସର ପୂର୍ଣ୍ଣିମା ତିଥିରେ ଏହି ଯାତ୍ରା ପାଳନ କରାଯାଉଥିବା ବେଳେ ଢୋଲ ନିଶାନର ତାଳେ...
ଚାଲିଛି ପର୍ଯ୍ୟଟନ ଋତୁ....ଅବକାଶ ଛୁଟି କାଟିବାକୁ ସମସ୍ତେ ବ୍ୟସ୍ତ । ମାଛକାନ୍ଦଣା ଜଳପ୍ରପାତରେ କିଏ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି । କିଏ ସେଲ୍ଫି ନେଉଛି ତ...ଆଉ କିଏ ସୁଆଦିଆ ଖାଦ୍ୟ ତିଆରିରେ ବ୍ୟସ୍ତ । । ହେଲେ ଜଳପ୍ରପାତ ପାଖକୁ ଯିବା ରାସ୍ତା ଖରାପ...
ନାଁକୁ ଷ୍ଟାଡ଼ିୟମ....ନା ଅଛି ଖେଳିବାକୁ ସୁବିଧା....ନା କ୍ରୀଡ଼ା ଉପକରଣ । ଚାରିଆଡ଼େ ଅନାବନା ଘାସ, କୋଉଠି ପାଚେରି ଫାଟି ଆଁ କଲାଣି ତ କୋଉଠି ପଡ଼ି ରହିଛି ମଦ ବୋତଲ । ମିନି ଷ୍ଟାଡିୟମ କହିଲେ କେବଳ ପାଚେରିରେ ହିଁ ରହିଛି ସୀମିତ ।
ବହୁ ବାଧାବିଘ୍ନକୁ ଅତିକ୍ରମ କରି ସେ ଆଜି ସବୁଠି ସୃଷ୍ଟି କରିପାରିଛନ୍ତି ନିଜର ପରିଚୟ । ଭାରତରେ ରତନଙ୍କ ଅନେକ ବ୍ୟବସାୟ ରହିଛି । ଯେଉଁଥିରୁ ସେ ଶହ ଶହ କୋଟି ଟଙ୍କାର ଲାଭ କରିଥା’ନ୍ତି ।
୨୦୦୬ ମସିହାରେ ପ୍ରିୟଙ୍କା ଗାନ୍ଧୀ ଏଚ.ଏଲ. ପାହୱା ନାମକ ଜଣେ ବ୍ୟକ୍ତିଙ୍କଠାରୁ ୫ ଏକର ଜମି କିଣିଥିଲେ । ସେହି ଜମିକୁ ୨୦୧୦ ମସିହାରେ ସେହି ଏଚ.ଏଲ. ପାହୱାଙ୍କୁ ବିକିଥିଲେ ।
୩ ଜଣ ମହିଳା ଜଙ୍ଗଲକୁ ଯାଇଥିଲେ । ସେଠାରେ କିଛି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସମୟରେ ବାଘ ହାବୁଡ଼ରେ ପଡ଼ିଯାଇଥିଲେ ।
ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ । ଏଥିପାଇଁ ଭେଣ୍ଟିଲେଟରରେ ରଖାଯାଇଥିଲା ।
ଆଲଫାବେଟିକ କୋଡ୍ ପୂର୍ବଭଳି ‘AY’ ହିଁ ରହିବ । ସୂଚନା ଯୋଗ୍ୟରେ ଉତ୍ତରପ୍ରଦେଶ ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଏହି ରେଳ ଷ୍ଟେସନର ନବକଳେବର ହୋଇଛି ।
କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଅଧିକ ଅନୂଭବ ହେଉଛି ।
ଦୁର୍ଘଟଣା କିପରି ଘଟିଲା ତାହା ଜଣାପଡ଼ିନାହିଁ । କୁହୁଡ଼ି ନା ଅନ୍ୟ କିଛି କାରଣରୁ ଏପରି ଘଟିଲା ତା’ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।
ତ୍ରିଶୂଳିଆ ନୁହେଁ, ଆଉ ଟିକେ ଆଗକୁ, ଅର୍ଥାତ୍ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ଗଡ଼ିବ ମେଟ୍ରୋ ଟ୍ରେନ । ଏଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରୁଛନ୍ତି ରାଜ୍ୟ ସରକାର ।
ୟୁଜିସି ସଚିବ ମନୀଷ ଯୋଷୀ କହିଛନ୍ତି କିଛି ବିଶ୍ୱବିଦ୍ୟାଳୟ ମାଷ୍ଟର୍ ଅଫ୍ ଫିଲୋସଫି ତଥା ଏମ୍.ଫିଲ୍ ପାଇଁ ନୂଆ ଆବେଦନ କରୁଥିବା ୟୁଜିସି ନଜରକୁ ଆସିଛି ।
ଦୁର୍ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମସ୍ତ ମୃତଦେହକୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନାହିଁ । ବର୍ତ୍ତମାନ ଏନେଇ ତଦନ୍ତ ଜାରି ରହିଛି ।