Advertisment

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଭଙ୍ଗା ଚାଳ ଛପର ଘରେ ଚାଲିଛି ଅଙ୍ଗନବାଡ଼ି

ଚାଳ ଛପର ଉଠି ଗଲାଣି । ଘର ଭିତରୁ ସୂର୍ଯ୍ୟ ଦିଶୁଛନ୍ତି । କାନ୍ଥରେ ମୂଷା ଗାତ ଆଉ ଉଇହୁଙ୍ଗା ଉଠିଲାଣି । ଏମିତି ଘରେ ପାଠ ପଢ଼ୁଛନ୍ତି ଅଙ୍ଗନବାଡ଼ି ପିଲାଏ । ଅନ୍ୟ କେଉଁଠି ନୁହେଁ, ଯାଜପୁର ଜିଲ୍ଲାର କୋରେଇ ବ୍ଲକ ସାଦକପୁର ପଞ୍ଚାୟତର ଏ ଦୃଶ୍ୟ । ଅଙ୍ଗନୱାଡି ଗୃହ ନଥିବାରୁ ବାରଣ୍ଡାରେ ଆଉ ଭଙ୍ଗା ଘରେ ପାଠ ପଢୁଛନ୍ତି ପିଲାଏ । ପଞ୍ଚାୟତରେ ୯ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୭ଟିର ନିଜସ୍ୱ ଘର ନାହିଁ l

author-image
Tanmay Kumar Mahalik

Balasore SpecialStory
Advertisment
Advertisment