• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Bahalda Bus stand
ପୂରିବ ୨୫ ବର୍ଷର ଶାସନ; କେବେ ହେବ ବହଳଦା ବସଷ୍ଟାଣ୍ଡ ?

ରାଜ୍ୟ ସରକାରଙ୍କ ୨୫ ବର୍ଷ ଶାସନରେ ବହଳଦାକୁ ମିଳିପାରିଲାନି ଗୋଟିଏ ବସ୍‌ଷ୍ଟାଣ୍ଡ । ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି ।

Road Problem
ରାସ୍ତା ନୁହେଁ ମରଣଯନ୍ତା; ଦେଖିକି ଯିବ ନହେଲେ ଜୀବନ ଯିବ

ଗଞ୍ଜାମ ଜିଲ୍ଲା କଣ୍ଟେଇପଲ୍ଲୀ ଠାରୁ ସୋରଡ଼ାକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତା ପାଲଟିଛି ମରଣଯନ୍ତା । ଲୋକଙ୍କ ଗମନାଗମନର ସୁବିଧା ଲାଗି ସରକାର ୨୦୨୧ ମସିହାରେ ୨୧ କିଲୋମିଟର ଯାଏଁ ରାସ୍ତା ନିର୍ମାଣ ପାଇଁ ୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିଲେ ।

 Road Problem
ସଜାଡ଼ି ହେଉଛି ଅସଜଡ଼ା ନଗଡ଼ା; ଏବେ ବି ଅବହେଳିତ ୩ ଗାଁ

ଗାଁକୁ ନାହିଁ ରାସ୍ତା... ପହଞ୍ଚିପାରୁନି ସୁବିଧା । ଗୁହିଆସାଳ, ତଳଡିହ ଓ ତୁମୁଣି ବନ୍ଧ ଭଳି ଗାଁ ଏବେ ବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ।

Uttarakhand tunnel rescue
୧୭ ଦିନର ସେହି ଅନ୍ଧାରୀ କାହାଣୀ; ଭାଇରାଲ ହେଲା ଟନେଲ ଭିତର ଭିଡିଓ

ବର୍ତ୍ତମାନ ଟନେଲ୍‌ ଭିତରେ ଶ୍ରମିକମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଟନେଲ ଭିତରେ ଫସି ରହିଥିବା ଜଣେ ଶ୍ରମିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

Road Problem
ବାଃ ବାଃରେ ସରକାର; ଶୁଣିଲାନି ପ୍ରଶାସନ, ଚାନ୍ଦାମାଗି କଲେ ରାସ୍ତା

ଗାଁରେ ପ୍ରାୟ ୪ଶହ ପରିବାର ବସବାସ କରନ୍ତି । ମୁଖ୍ୟ ରାସ୍ତା ନିକଟରେ ଗାଁ ରହିଥିଲେ ମଧ୍ୟ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ ।

Kunjan Yatra
ଉଠୁଛି ପଡ଼ୁଛି ଯାଜପୁରର ହରିପୁର; ରାହାସ ଯାତ୍ରା ପାଇଁ ଲାଗୁଛି ଗହଳି

ପବିତ୍ର କାର୍ତ୍ତିକ ମାସର ପଂଚୁକ ଆରମ୍ଭରୁ ଯାଜପୁର ଜିଲା ରସୁଲପୁର ବ୍ଲକର ହରିପୁର ରାହାସ ଯାତ୍ରା ପାଇଁ ହୋଇଉଠେ ଉତ୍ସବ ମୁଖର । ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଭିନ୍ନ ଭିନ୍ନ କୁଞ୍ଜ ତିଆରି ହୋଇ ପୂଜା ପାଇଥା’ନ୍ତି ରାଧାକୃଷ୍ଣ ଓ ମଦନମୋହନ ।

Ex block chairman
ଦୁଃଖ ଦେଇଛି ଦଇବ; ଦିନେ ଥିଲେ ବ୍ଲକ ଅଧ୍ୟକ୍ଷା, ଆଜି ଖଟୁଛନ୍ତି ଦାଦନ

ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ପୂର୍ବତନ ଅଧ୍ୟକ୍ଷା କାନ୍ତି କୁମ୍ଭାର । ଯିଏ ଦିନେ ଦୁଃଖୀଙ୍କ ଦୁଃଖରେ ଛିଡ଼ା ହେଉଥିଲେ । ଗରିବଙ୍କ ନିକଟରେ କିପରି ସରକାରଙ୍କ ଯୋଜନା ପହଞ୍ଚିବ ସେନେଇ ପ୍ରାଣପ୍ରଣେ ଚେଷ୍ଟା କରୁଥିଲେ ।

to suffer after no availability of roads since 50 years
ଧନ୍ୟ ସରକାର ! ୨୫ ବର୍ଷର ଶାସନ, ୫୦ ବର୍ଷର ଗାଁକୁ ନାହିଁ ରାସ୍ତା

ଠକିଦେଲେ ବିଧାୟକ । ଏଥର ଗାଁକୁ ଆସିଲେ ଭୋଟ ବର୍ଜନ କଥା ଶୁଣାଇଦେବୁ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ବଡମ୍ବା ବ୍ଲକ ମାନପୁର ପଂଚାୟତ କଦନା ଗାଁର ୮ନମ୍ବର ୱାର୍ଡ ଶବର ସାହି ଗ୍ରାମବାସୀମାନେ ।

Tunnel collapse
ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି; ଉଦ୍ଧାର ପଛର ପୂରା କାହାଣୀ

୧୭ ଦିନର ଅପେକ୍ଷା ପରେ ମିଳିଛି ମୁକ୍ତି । ୨୮ ନଭେମ୍ବରରେ ଉଦ୍ଧାର ହୋଇଛନ୍ତି ଟନେଲରେ ଫସିଥିବା ୪୧ ଶ୍ରମିକ । ଏହି ଉଦ୍ଧାର କାର୍ଯ୍ୟରେ ଅତି କମରେ ୬୫୨ଜଣ ସରକାରୀ କର୍ମଚାରୀ ନିୟୋଜିତ ଥିଲେ ।

Snake rescue
୧୭ ମହଲାରୁ ଉପରୁ ଉଦ୍ଧାର ହେଲା ସାପ

୧୭ ମହଲା ଉପରେ ସାପ ଦେଖିବା କଥା ଶୁଭେନ୍ଦୁଙ୍କୁ କହିଥିଲେ ଘରର ସଦସ୍ୟ । ତେବେ ଏତେ ଉଚ୍ଚରେ ସାପ ଚଢ଼ିବାକୁ ନେଇ ସ୍ନେକ୍‌ ହେଲ୍ପ ଲାଇନ୍‌ର ସଦସ୍ୟମାନେ ବିଶ୍ୱାସ କରିନଥିଲେ ।

Snakes Rescue
ଉଦ୍ଧାର ହେଲା ୩ ଫୁଟିଆ ନାଗ ସାପ

ବରଗଡ଼ ଜିଲ୍ଲା ଭେଡେନ ହସ୍ପିଟାଲ ରୋଡ ନିର୍ମଳ ମେହେରଙ୍କ ଘରୁ ଦୁଇଟି ସାପ ଉଦ୍ଧାର କରାଯାଇଛି । ଗୋଟିଏ ବିଷଧର ନାଗ ସାପ ହୋଇଥିବାବେଳେ ଅନ୍ୟଟି ବାଲି ଵୋଆ ସାପ ବୋଲି ଜଣାପଡ଼ିଛି ।

India’s first Rooftop sports complex
ଓଡିଶାରେ ଭାରତର ପ୍ରଥମ ରୁଫଟଫ ସ୍ପୋର୍ଟ୍ସ କମ୍ପ୍ଲେକ୍ସ

ଭାରତକୁ ପିକେଲ ବଲ ୧୦ବର୍ଷ ତଳେ ପ୍ରବେଶ କରିଥିଲା । ଓଡିଶାକୁ ଏହି ଖେଳ ଗତ ଦୁଇ ଦିନ ତଳେ ଆରମ୍ଭ ହେଲା । ଟେନିସ ଖେଳକୁ ଛାଡି ପିକେଲ ବଲ ଖେଳିବାକୁ ଖେଳାଳିଙ୍କ ଆଗ୍ରହ ବଢୁଛି ।

Alia Bhatt's deepfake video goes viral after Rashmika and Katrina
ଭାଇରାଲ ହେଲା ଆଲିଆଙ୍କ ଡିପ୍‌ଫେକ୍ ଭିଡିଓ

ଭଇରାଲ ହେଉଥିବା ଡିପ୍‌ଫେକ୍ ଭିଡିଓରେ ଆଲିଆଙ୍କୁ ଅଜବ ତରିକାରେ ପ୍ରସାରିତ କରାଯାଇଛି । ପୂର୍ବରୁ ଅଭିନେତ୍ରୀମାନଙ୍କ ଡିପ୍‌ଫେକ୍ ଭିଡିଓ ଭାଇରାଲ ହେବାପରେ କେନ୍ଦ୍ର ସରକାର ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।

Special Story
ପର କରିଦେଲା ଜନ୍ମକଲା ପୁଅ; କଟୁଛି ଯାଯାବର ଜୀବନ

ପୂର୍ବରୁ ବେଶ ଖୁସିରେ ରହୁଥିଲେ ବନମାଳୀ ମହାନ୍ତ । ପୁଅ ବଡ଼ ହେଲା ଆଉ ବିବାହ କଲା । ତା’ପରେ ବାପା, ମା’ ଓ କୁନି ଭଉଣୀକୁ ଘରୁ ତଡ଼ିଦେଲା । ଆଉ ଏବେ ଅସହାୟ ଅବସ୍ଥାରେ ବନମାଳୀ ।

Rairangpur Medical
ନାଁକୁ 5T, ନାହାନ୍ତି ଡାକ୍ତର... ନାହିଁ ବେଡ୍

ଡାକ୍ତରଖାନାରେ ସର୍ଜରୀ, ଅନେସ୍ଥେସିଆ, ଅର୍ଥୋପେଡିକ, ପେଡିଆଟ୍ରିକ ଓ ଚର୍ମ ରୋଗ ବିଶେଷଜ୍ଞ, ନାହାଁନ୍ତି । ଯାହାଫଳରେ ଦେହ ଖରାପ ହେଲେ ଗରିବ ଶ୍ରଣୀର ଲୋକ କଟକକୁ ଯାଉଛନ୍ତି । ଅନ୍ୟପଟେ ରାଜ୍ୟ ସରକାର 5T ଯୋଜନାରେ ଏହି ମେଡିକାଲକୁ ଅନ୍ତର୍ଭୁକ୍ତ କରି କେବଳ ବହାବାହା ନେଉଛନ୍ତି ।

Sarpanch in Nuapada district takes initiative to prevent water scarcity in summer
ଶୀତ ଆରମ୍ଭରୁ ଗ୍ରୀଷ୍ମ ଚିନ୍ତା; ଜଳ ସମସ୍ୟା ଦୂର ପାଇଁ ଲାଗିପଡ଼ିଛନ୍ତି ସରପଞ୍ଚ 

ନୂଆପଡା ଜିଲ୍ଲା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଗ୍ରୀଷ୍ମ ଋତୁରେ ଏହି ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କରିଥାଏ । ନଦୀରେ ପାଣିର ଧାରଟିଏ ବି ନଥାଏ । ତେଣୁ ଫେବ୍ରୁଆରୀ ପରେ ଏହି ନଦୀରେ ପାଣି ରହେ ନାହିଁ ।

Mandi issue haunts farmers in Balasore
ଖୋଲୁନି ମଣ୍ଡି; ଶାଗ ମାଛ ଦରରେ ବିକ୍ରି ହେଉଛି ବର୍ଷଯାକର ପରିଶ୍ରମ

ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ, ଖଇରା, ବାହାନଗା ଓ ଔପଦା ଅଞ୍ଚଳର ଚାଷୀମାନେ ଏବେ ଧାନ ବିକ୍ରିକୁ ନେଇ ଚିନ୍ତାରେ । କିଛି ଦିନ ପୂର୍ବରୁ ଧାନରେ ରୋଗ ପୋକ ଲାଗି ନଷ୍ଟ ହୋଇଥିଲା । ଆଉ ଯାହା ବାକି ରହିଥିଲା ତା’କୁ ଅମଳ ପରେ ଉଚିତ୍‌ ଦାମ୍‌ରେ...

Special story
ମିଳୁନି ମୌଳିକ ସୁବିଧା; ନାହିଁ ନାହିଁରେ କଟୁଛି ଦିନ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଖଡମବେଡ଼ା ପଞ୍ଚାୟତ ହେନ୍ଦେଦା ଓ ବୁରୁଡି ଗାଁରେ ରହିଛି ଏଭଳି ଅବସ୍ଥା । ଗାଁରେ ୧୮ ଟି ପରିବାରର ୬ଶହରୁ ଅଧିକ ଲୋକ ବସବାସ କରନ୍ତି ।

Power outage
କେବେ ସୁଧୁରିବ ବିଦ୍ୟୁତ ବ୍ୟବସ୍ଥା ? ଛତିଶଗଡ଼ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ କଟିଗଲା ଲାଇନ୍‌

କାହିଁକି ଓ କାହାଦ୍ୱାରା ଘଟିଲା ଏଭଳି ବିଭ୍ରାଟ୍ ? ତାହା ସ୍ପଷ୍ଟ ହୋଇନଥିବା ବେଳେ, କଳିଙ୍ଗ ପୁସ୍ତକ ମେଳା ଆୟୋଜିକା କହିଛନ୍ତି, ଜାତୀୟ ସଂଗୀତ ପରିବେଷଣ ବେଳେ ଲାଇନ୍ ଚାଲିଗଲା ଏବଂ ଜେନେରେଟର ଚାଲୁ କରିବା ସମୟରେ ପୁଣି ଆସିଗଲା ।

Dhabaleswar
ଭକ୍ତ-ଭଗବାନଙ୍କ ଆଗରେ ଭାଙ୍ଗିଗଲା ଜିଦ୍; ବଡ଼ଓଷାରେ ହାର୍ ମାନିଲେ ସେବାୟତ-ପ୍ରଶାସନ

ବଡ଼ ଓଷାରେ ଭକ୍ତ ଭଗବାନଙ୍କ ପ୍ରେମ ଆଗରେ ଫେଲ୍ ମାରିଲା ପ୍ରଶାସନ ଓ ପୂଜକ ସମିତିର ସବୁ ଜିଦି, ଅହଙ୍କାର...ପବିତ୍ର ବଡ଼ ଓଷାରେ ରାତି ତିନିଟା ବେଳେ ଦ୍ୱାର ଫିଟା ଯାଇ ଧବଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି ପରେ ପୁଣି ଦର୍ଶନ ଅପେକ୍ଷାରେ ଥିବା ଶ୍ରଦ୍ଧାଳୁଙ୍କ ଆଗରେ ମନ୍ଦିରରେ ତାଲା...

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।