• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

election commissioner of india
ନିର୍ବାଚନ ପାଇଁ ବାଜିଲା ପ୍ରାଥମିକ ବିଗୁଲ; ଗାଦି ମଡ଼ା ଅଫିସରଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶ

ଦୀର୍ଘ ଦିନ ଧରି ଗାଦି ମାଡି ବସିଛନ୍ତି ବାବୁ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି SPଙ୍କ ଯାଏ । ସବୁଠି ଯେମିତି କୋଳି ଖାଇ ମଞ୍ଜି ପୋତିଛନ୍ତି ଅଫିସର । ଗାଦି ମଡା ଅଧିକାରୀଙ୍କ ତାଲିକା ବି ରାଜ୍ୟରେ ବେଶ ଲମ୍ବା ।

Covid returns
ଓଡ଼ିଶାକୁ ପୁଣି ଫେରିଲା କରୋନା; ପଜିଟିଭ୍‌ ଚିହ୍ନଟ ପରେ ବଢ଼ିଲାଣି ଚିନ୍ତା

ଓଡ଼ିଶାକୁ ପୁଣି ଫେରିଲା କରୋନା । ତା’ ସାଙ୍ଗକୁ ଫେରିଲା ମାସ୍କ ପରିଧାନ ପରାମର୍ଶ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ଡ୍ୟାସବୋର୍ଡରେ ଅପଲୋଡ୍ ହୋଇଛି ଡାଟା । ଏଥିରେ ରାଜ୍ୟର ଜଣେ ବ୍ୟକ୍ତି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି ।

Politics heats up over Kamiya Jani's entry inside Puri Srimandir
ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦରେ ବଢ଼ୁଛି ସରକାରଙ୍କ ଅଡ଼ୁଆ

ତେଜିବାରେ ଲାଗିଛି ପାଣ୍ଡିଆନ- କାମିୟା ଜାନି ବିବାଦ । ଗୋଟେ ପଟେ ରାଜନୈତିକ ବୟାନ ବାଜି, ଅନ୍ୟ ପଟେ ବିକ୍ଷୋଭ, ପ୍ରତିବାଦ । ଘଟଣାକୁ ନେଇ ଆଜି ସିଧାସଳଖ ପାଣ୍ଡିଆନ ଆଉ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ।

Congress appoints Ajoy Kumar in-charge of Odisha
ଡକ୍ଟର ଅଜୟ କୁମାର ଓଡ଼ିଶା ପିସିସିର ନୂଆ ପ୍ରଭାରୀ

ପୂର୍ବରୁ ଚେଲ୍ଲା କୁମାର ଥିଲେ ଓଡ଼ିଶା ପିସିସି ପ୍ରଭାରୀ । ତାଙ୍କ ସ୍ଥାନରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତ କରିଛି କଂଗ୍ରେସ । ଅଜୟଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Drone Attack
ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଫସିଛନ୍ତି ୨୦ ଭାରତୀୟ

ଆକ୍ରମଣରେ ଜାହାଜଟିରେ ଆଂଶିକ ଭାବେ ନିଆଁ ଲାଗିଯାଇଥିଲା । ହେଲେ ପରେ ଏହାକୁ ଆୟତ୍ତ କରାଯାଇଛି । ଡ୍ରୋନ ଆକ୍ରମଣରେ କ୍ଷତିଗ୍ରସ୍ତ ଜାହାଜ ହେଉଛି ଏମଭି ଚେମ୍ ପ୍ଲଟୋ ।

Madhya Pradesh BJP
ପୂରଣ ହେଲା ମାନସିକ; କ୍ଷମତାକୁ ଫେରିଲା ବିଜେପି, ଜୋତା ପିନ୍ଧିଲେ ଜିଲ୍ଲା ସଭାପତି

ଖାଲିପାଦରେ ରହି ମାନସିକ ପୂରଣ ପାଇଁ ପ୍ରାର୍ଥନା କରୁଥିଲେ । ଏବେ ନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଆସିଛି ।

Digital Chit fund
ଦେଢ଼ କୋଟିର ଚିଟଫଣ୍ଡ ସ୍କାମ: ଦୋଷୀକୁ ୭ ବର୍ଷ ଜେଲ୍ ଦଣ୍ଡ

ଦୋଷୀ ବିରୋଧରେ ଆଇପିସିରେ ଠକେଇ, ଜାଲିଆତି, ଆଇ.ଟି ଆକ୍ଟ ସହ ଚିଟଫଣ୍ଡ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ପ୍ରିନସ ମେ ୨୦୨୨ରେ ଉତ୍ତର ପ୍ରଦେଶ ମଝୁରାରୁ ଗିରଫ୍ ହୋଇଥିଲା ।

Police held beggar looters gang in Bhadrak; forwarded to the court
ଭିକ ବାହାନାରେ ଘରକୁ କରୁଥିଲେ ଟାର୍ଗେଟ୍; ଲୁଟୁଥିଲେ ସୁନା, ବାନ୍ଧିଲା ପୋଲିସ

ଘଟଣାର ତଦନ୍ତ ପରେ ମୋଟ ୫ ଜଣ ଚୋରଙ୍କ ସହ ଜଣେ ଦୋକାନୀ ମାଲିକକୁ ଗିରଫ କରିଛି ପୋଲିସ । ଗିରଫ ହେଲେ ପଗଡ଼ ଗାଁର ଅଜୁ ଦାସ , ରାଜୁ ଦାସ ଓ ରାମ ଦାସ, କେନ୍ଦ୍ରାପଡା ଅଞ୍ଚଳର ବଳିଆ ଦାସ ଓ ତିହିଡି ଥାନା ଅଞ୍ଚଳର...

Credit card
କ୍ରେଡିଟ୍ କାର୍ଡରେ ୮ କୋଟି ଟଙ୍କା ଠକେଇ, ୫ଜଣଙ୍କୁ ବାନ୍ଧିଲା ପୋଲିସ

କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଠକେଇ ହୋଇଛି । ୫ ଜଣ ଠକଙ୍କୁ ବାନ୍ଧିଛି ସାଇବର ଥାନା ପୋଲିସ । ରାକେଶ କୁମାର ନାମକ ବ୍ୟକ୍ତି ଅଭିଯୋଗ କରିବା ପରେ ସାମ୍ନାକୁ ଆସିଲା ଏଭଳି ଠକେଇ ।

One more succumbs to Cholera, Unofficial Death toll rises to 15 in Rourkela
ହଇଜା ଛଡ଼ାଇନେଲା ତିନି ଭଉଣୀଙ୍କ ମୁଣ୍ଡ ଉପରୁ ମା’ର ହାତ

କିଛି ମାସ ତଳେ ବାପା ଚାଲିଗଲେ, କାଲି ମାଆକୁ ବି ଛଡ଼ାଇ ନେଲା ହଇଜା... ତିନି ଭଉଣୀଙ୍କ ମୁଣ୍ଡ ଉପରୁ ଛପର ଉଡ଼ିଯାଇଥିଲା, ଆଉ କାଲି ଭୁଶୁଡ଼ି ପଡ଼ିଲା ସୁରକ୍ଷାର ଚାରିକାନ୍ଥ... । ମଧୁସୂଦନପାଲିର ସାବିତ୍ରୀ ଗିରି ହଇଜାରେ ପ୍ରାଣ ହରାଇବା ପରେ, ଦୁନିଆ ଦୁଆରେ ବେସାହାରା ହୋଇଗଲେ...

HC puts stay order on new district
କାଠଗଡ଼ାରେ ରାଜ୍ୟ ସରକାର: ପଦ୍ମପୁର ଜିଲ୍ଲା ଗଠନକୁ ହାଇକୋର୍ଟ ଝଟ୍‌କା

ତେବେ ଏଠି ପ୍ରଶ୍ନ ବିନା ଗାଇଡ୍ ଲାଇନ କିମ୍ବା କମିଟି ବିନା ଜିଲ୍ଲା ଗଠନ ସମ୍ଭବ ନୁହେଁ ବୋଲି ଅବଗତ ନ ଥିଲେ କି ସରକାର ? ନା ସବୁ ଜାଣି କେବଳ ଭୋଟ୍ ଭେଳିକି ପାଇଁ ତରବରିଆ ଘୋଷଣା ହୋଇଥିଲା।

maoist
ପୁଣି ଲାଲବାହିନୀ ହାତକୁ ଚାଲିଯାଉଛି କି ଓଡ଼ିଶା ସୀମା ଇଲାକା ?

ଗତ କିଛିଦିନ ହେଲା, ଓଡ଼ିଶା ସୀମାନ୍ତ ରାଜ୍ୟ ଗୁଡ଼ିକରେ ହିଂସା ଭିଆଇ ନିଜର ଉପସ୍ଥିତି ଜାହିର କରିଆସୁଛନ୍ତି ମାଓବାଦୀ। ଛତିଶଗଡ଼ ସୁକମା ଅଞ୍ଚଳର ଚିତ୍ର ହିଁ ବୟାନ କରୁଛି ଓଡ଼ିଶା ସୀମାନ୍ତରେ କେତେ ସକ୍ରିୟ ମାଓବାଦୀ।

Car Scam
ଫିଟୁଛି ଡିସକାଉଣ୍ଟ ଗାଡ଼ି ରାକେଟର ଗୁମର; SI ନେଇଛନ୍ତି, କନେଷ୍ଟବଳ ଦେଇଛନ୍ତି

ଠକ ଦମ୍ପତିଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ନୟାପଲ୍ଲୀ ପୋଲିସ । ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି । ଠକେଇ ଟଙ୍କାରେ ଅଭିଯୁକ୍ତ ଅକ୍ଷୟ ବହୁ ମୂଲ୍ୟବାନ ଜମି କିଣିଥିବା ଜଣାପଡ଼ିଛି ।

Bhubaneswar Winter
ଜାଡ଼ରେ ଥରୁଛି ଓଡ଼ିଶା; ଫୁଟପାଥରେ ନିରାଶ୍ରୟର ଜୀବନ

କାଲୁଆ ରାତିରେ କେମିତି ଶୋଇଛି ସାହି ଗଳିର ସହର କଟକ । ଏଠି ବି ରାସ୍ତା କଡ଼, ଫୁଟଫାଥ୍ ସବୁଠି ସ୍ପଷ୍ଟ ନଜରକୁ ଆସିଥିଲେ ନିରାଶ୍ରୟ । ବୁଲି ବୁଲି ପହଞ୍ଚିଗଲୁ ବଡ଼ ମେଡିକାଲରେ । ଗଛ ମୂଳ, ପାର୍କିଂ ସ୍ଥଳ, ଡଷ୍ଟବିନ୍ ପାଖ । ଯୁଆଡ଼େ ଚାହିଁଲେ,...

19000 Km In 40 Days
ଟାଣି ଆଣିଲା ସ୍ୱଦେଶ ପ୍ରେମ; ୪୦ ଦିନରେ ୧୮ ଦେଶ ଡେଇଁ ପହଞ୍ଚିଲେ ଭାରତ

ଦୃଢ ଇଚ୍ଛାଶକ୍ତି ଆଉ ମନରେ ଉତ୍ସାହ ଥିଲେ ସବୁକିଛି ସମ୍ଭବ, ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜସମିତ ସିଂହ । ଜସମିତ ଜଣେ ନିର୍ଭିକ ଭ୍ରମଣକାରୀ । ସେ ନିଜ ଗାଡିରେ ବୁଲାବୁଲି କରିବାକୁ ଭଲ ପାଆନ୍ତି ।

Bhubaneswar Winter
ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା; ଫୁଟପାଥରେ ଶୀତ ସହ ଯୁଦ୍ଧ କରୁଛନ୍ତି ନିରାଶ୍ରୟ

କାଲୁଆ ରାତିରେ କେମିତି ଶୋଇଛି ସାହି ଗଳିର ସହର କଟକ । ଏଠି ବି ରାସ୍ତା କଡ଼, ଫୁଟଫାଥ୍ ସବୁଠି ସ୍ପଷ୍ଟ ନଜରକୁ ଆସିଥିଲେ ନିରାଶ୍ରୟ । ବୁଲି ବୁଲି ପହଞ୍ଚିଗଲୁ ବଡ଼ ମେଡିକାଲରେ । ଗଛ ମୂଳ, ପାର୍କିଂ ସ୍ଥଳ, ଡଷ୍ଟବିନ୍ ପାଖ । ଯୁଆଡ଼େ ଚାହିଁଲେ,...

One more succumbs to Cholera, Unofficial Death toll rises to 15 in Rourkela
ବେସାହାରା କରିଦେଲା ହଇଜା; ତିନି ଭଉଣୀଙ୍କ ମୁଣ୍ଡ ଉପରୁ ଛଡ଼ାଇନେଲା ମା’ର ହାତ

କିଛି ମାସ ତଳେ ବାପା ଚାଲିଗଲେ, କାଲି ମାଆକୁ ବି ଛଡ଼ାଇ ନେଲା ହଇଜା... ତିନି ଭଉଣୀଙ୍କ ମୁଣ୍ଡ ଉପରୁ ଛପର ଉଡ଼ିଯାଇଥିଲା, ଆଉ କାଲି ଭୁଶୁଡ଼ି ପଡ଼ିଲା ସୁରକ୍ଷାର ଚାରିକାନ୍ଥ... । ମଧୁସୂଦନପାଲିର ସାବିତ୍ରୀ ଗିରି ହଇଜାରେ ପ୍ରାଣ ହରାଇବା ପରେ, ଦୁନିଆ ଦୁଆରେ ବେସାହାରା ହୋଇଗଲେ...

Jacqueline Fernandez
ଜ୍ୟାକଲିନଙ୍କ ନିକଟକୁ ଜେଲରୁ ଆସିଲା ଧମକ୍‌: ଖୋଲିଦେବି ପୋଲ୍‌

ସୁକେଶ ନିଜକୁ ଡେଭିଲ୍ ବା ସଇତାନ ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ, ଅଭିନେତ୍ରୀ ଜ୍ୟାକଲିନଙ୍କ ପଦକ୍ଷେପ ତାଙ୍କୁ ଦାନବ ବା ବେଡ୍ ବୟ କରିଦେଇଛି । ଏହା ତାଙ୍କୁ ସତ୍ୟର ଖୁଲାସା କରିବା ବ୍ୟତୀତ ଆଉ କୌଣସି ବିକଳ୍ପ ଦେଉ ନାହିଁ ବୋଲି କହିଛନ୍ତି...

Odisha Teacher
ଆଶାୟୀଙ୍କ ପାଇଁ ଖୁସି ଖବର; ଖୁବ୍‌ଶୀଘ୍ର ପୂରଣ ହେବ ୧,୦୦୮ ଶିକ୍ଷକ ପଦବୀ

ପୂର୍ବରୁ ୫୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟରୁ ଉନ୍ନୀତ ହୋଇଥିବା ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ନିଯୁକ୍ତି କରାଯିବ ।

Doctors discover us man boston living with a wooden splinter in his eye for over 15 years
୧୫ ବର୍ଷ ଧରି ଆଖିରେ ପଶିଥିଲା କାଠଖଣ୍ଡ; ଅପରେସନ୍‌ ପରେ ସୁସ୍ଥ ହେଲେ ମହିଳା

ମହିଳାଙ୍କ ଆଖିରେ ୩ ମିଲିମିଟର ଲମ୍ବା କାଠଖଣ୍ଡ ରହିଥିଲା, ଯାହା ୧୫ ବର୍ଷରୁ ଅଧିକ ସମୟ ଧରି । ହେଲେ ସବୁଠାରୁ ବଡ଼ କଥା ହେଉଛି, ଆଖିରେ କାଠଖଣ୍ଡ ରହିଥିଲେ ସେ କେବେ ବି ତାଙ୍କ ଆଖିରେ ଯନ୍ତ୍ରଣା ଅନୁଭବ କରିନଥିଲେ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।