• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Bhubaneswar Encounter
ରାଜଧାନୀରେ ଏନ୍‌କାଉଣ୍ଟର; କୁଖ୍ୟାତ ଅପରାଧୀ ରଘୁ ଗୋଡରେ ବାଜିଛି ଗୁଳି

ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାର ଜଣେ ସହଯୋଗୀ ପୁନିଆ ନାୟକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ ।

Pulwama attack
ବିଚଳିତ କଲା ଯୁବକଙ୍କ ସୋସିଆଲ ମିଡିଆ ପୋଷ୍ଟ; ଖୁବ୍‌ଶୀଘ୍ର ପୁଲୱାମା ପରି ଆକ୍ରମଣ !

ଏପରି ଏକ ଘଟଣା ମଙ୍ଗଳବାର ଦିନ ସାମ୍ନାକୁ ଆସିଛି । ଜାମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ତିନି ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି । ସନ୍ଦିଗ୍ଧମାନଙ୍କୁ ସେନା ଏବଂ ପୋଲିସ ମିଳିତ ଭାବେ ପଚରାଉଚରା କରୁଛି ।

Sex education
ପିଲାଙ୍କ ପାଠ୍ୟକ୍ରମରେ ରହିବ ସେକ୍ସ ଏଜୁକେସନ୍ ! ବିଶେଷଜ୍ଞ ରଖିଲେ ମତ

ଅନେକ ସ୍ଥାନରେ ସେକ୍ସ ଏଜୁକେସନ୍ ନିଷେଧ ରହିଛି । ହେଲେ କର୍ଣ୍ଣାଟକର ଶିକ୍ଷାନୁଷ୍ଠାନଗୁଡ଼ିକ ଏକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁଛନ୍ତି । ଆଉ ପିଲାମାନଙ୍କ ପାଇଁ ନୂତନ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ।

Bandhu Mohanty
ମହାପ୍ରଭୁ ଜଗନ୍ନାଥଙ୍କ ବନ୍ଧୁଙ୍କୁ କାହିଁକି ଅବହେଳା ?

ଦାସିଆ ବାଉରି, ଭକ୍ତ ସାଲବେଗଙ୍କ ପରି ଯାଜପୁରର ବନ୍ଧୁ ମହାନ୍ତି ମଧ୍ୟ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ଥିଲେ.. ଭକ୍ତ ଓ ଭଗବାନଙ୍କ ଏ ସମ୍ପର୍କର କଥା ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ବର୍ଷର..ବନ୍ଧୁ ମହାନ୍ତି ଥିଲେ ପ୍ରଭୁ ଜଗନ୍ନାଥଙ୍କ ପରମ ବନ୍ଧୁ.. ଭକ୍ତିରେ ବନ୍ଧା ଜଗତର ନାଥ ଜଗନ୍ନାଥ ଭୋକିଲା...

winter visit
ବଣଭୋଜୀ କରିବାକୁ ଶାନ୍ତିଝର ଯିବା ?

ଦୁଇ ଶହ ପାହାଚ ବିଶିଷ୍ଟ ପର୍ବତ ଉପରେ ରହିଛି ହନୁମାନ ବାଟିକା.. ପର୍ବତ ମଝିରେ ପୂଜା ପାଉଛନ୍ତି ମାଆ ଗଡ଼ଚଣ୍ଡୀ ଆଉ ପାର୍ଶ୍ୱରେ କାଠୁଆଳି ଦେବୀ.. ଝରଣା ପାଣି ସତେ ଯେମିତି ଦେବା ଓ ଦେବୀଙ୍କ ପଦଧୌତ କରି ପାହାଡ଼ର ପାଦ ଦେଶରେ ବହିଯାଉଛି..

Water Problem
କିଛି ସୁବିଧା ଦିଅନି ପଛେ ଆମ ଗାଁକୁ ଆସିବନି..

ଏମାନେ ହେଉଛି ସଚେତନ ଭୋଟର.. କିନ୍ତୁ ଏମାନଙ୍କ ନେତା ହୁଏତ ସେତିକି ସଚେତନ ହୋଇପାରିନାହାନ୍ତି.. ଭୁଲିଯାଇଛନ୍ତି ନିର୍ବାଚନ ବେଳର ପ୍ରତିଶ୍ରୁତି.. ଭୁଲିଯାଇଛନ୍ତି ଏମାନେ ବି ମଣିଷ.. ଏସି ଅଫିସରେ ବସୁଥିବା ନେତା ହେଉ କି ପ୍ରଶାସନ ଏହି ଗାଁ ଲୋକଙ୍କ ଦୁଃଖକଷ୍ଟ ବୁଝିବାକୁ ବୋଧହୁଏ ଅଯୋଗ୍ୟ..

Let’s visit Udala this winter to enjoy vacation
କ୍ୟାମେରାରେ କଏଦ କରିବେ ନା କବିତାରେ.. ?

ଆଃ କେତେ ସୁନ୍ଦର.. ମନ କହୁଛି ଏଇଠି ଏଇ ପରିବେଶରେ ଜୀବନକୁ ମନଭରି ଜୀଇଁ ଯିବାକୁ.. ଡାଏରିରେ କବିତା କରି ବା କ୍ୟାମେରାର ଗ୍ୟାଲେରିରେ ଏଇ ସ୍ମୃତି ସବୁକୁ କ୍ୟାପଚର କରିଦେବାକୁ ଇଚ୍ଛା ହେଉଛି.. ଶୀତ ଆଉ ପ୍ରକୃତି, ଦୁହିଁଙ୍କ ମିଳନ ସତେ ଯେମିତି କ୍ଲାନ୍ତ ମନକୁ ଘଡ଼ିଏ...

Wedding
ବିବାହ ଭୋଜିରେ ନଥିଲା ମଟନ; ପ୍ରବଳ ପାଟିତୁଣ୍ଡ, ଥାନାରେ ପହଞ୍ଚିଲା ମାମଲା

ବରଯାତ୍ରୀମାନେ ମଟନ କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ । ପରେ ଧୀରେ ଧୀରେ ଏହା ବଚସାରେ ପରିଣତ ହୋଇଥିଲା । ବରପକ୍ଷର ଲୋକମାନଙ୍କୁ କନ୍ୟା ଘର ଲୋକ ବୁଝାଇବାକୁ ଚେଷ୍ଟା କରିଥିଲେ ।

Tiger Enjoys Winter Sun
ପାଚେରୀ ଉପରେ ମହାବଳ; ଗାଁ ଲୋକ କରୁଛନ୍ତି ଭିଡିଓ

ବାଘଟି ସାରାରାତି ପାଚେରୀ ଉପରେ ଶୋଇରହିଥିଲା । ସକାଳର ସୂର୍ଯ୍ୟ କିରଣ ପଡ଼ିବା ପରେ ମଧ୍ୟ ସେ ସେପରି ବିଶ୍ରାମ ନେଉଥିବା ଦେଖିବାକୁ ମିଳିଥିଲା ।

BJD Foundation Day
୨୭ ବର୍ଷରେ ପାଦ ଥାପିଲା ବିଜୁ ଜନତା ଦଳ

ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସାଇକେଲ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।

MP Aparajita Sarangi
ବୁଦ୍ଧେଶ୍ୱରୀ କଲୋନୀରେ ବିରୋଧ ଘଟଣା; କ୍ଷୋଭର ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ମୁଖ୍ୟମନ୍ତ୍ରୀଙ୍କୁ କ୍ଷୋଭର ସହ ଦେଇଥିବା ଚିଠିରେ ଅପରାଜିତା ଲେଖିଛନ୍ତି- ଲକ୍ଷ୍ମୀସାଗର ୪୩ ନଂ ୱାର୍ଡରେ ମୋତେ 'କିଛି ଅସାମାଜିକ ଲୋକଙ୍କ ଦ୍ୱାରା ୨ ଘଣ୍ଟା ଅଟକ ରଖାଯାଇଥିଲା ।

One more Covid positive case detected in Odisha, active tally at 3
ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ; ପୁଣି ଆସିଲା ପଜିଟିଭ୍‌ ମାମଲା

ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଦିନକରେ ୬୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଟପିଛି । କୋଭିଡରେ ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ଜଣଙ୍କର ମୃତ୍ୟୁ ହୋଇଛି ।

Drone strike
ଡ୍ରୋନ୍‌ ଆଟାକ୍‌ ପରେ ଆକ୍ସନ ମୋଡ୍‌ରେ ଭାରତ; ଆରବସାଗରରେ ୩ ଯୁଦ୍ଧ ଜାହାଜ

ଭାରତୀୟ ନୌସେନା ତାର P-8I ଦୂରଗାମୀ ପାଟ୍ରୋଲ ଏୟାରକ୍ରାଫଟ ସର୍ଭେଲାନସରେ ନିୟୋଜିତ ହୋଇଛି । ଆଉ ଏପଟେ ଯେଉଁ ଜାହାଜ ଉପରେ ଆକ୍ରମଣ ହୋଇଥିଲା, ନୌସେନାର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ତାର ତଦନ୍ତ କରୁଛି ।

Himachal Traffic Jam
Viral Video: ହଟହଟ୍ଟା କଲା ଟ୍ରାଫିକ୍‌ ସମସ୍ୟା; ନଦୀରେ ଗାଡ଼ି ପୂରାଇଦେଲେ ପର୍ଯ୍ୟଟକ

ଚନ୍ଦ୍ର ନଦୀରେ ଏକ ମହିନ୍ଦ୍ରା ଥର୍ ଏସୟୁଭି ଚଳାଉଥିବା ଦେଖିବାକୁ ମିଳୁଛି । ସୌଭାଗ୍ୟବଶତଃ, ନଦୀରେ ଜଳସ୍ତର ସେତେ ଅଧିକ ନଥିଲେ ବି ନଦୀରେ ସ୍ରୋତ ଥିଲା।

Parikrama Project
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ

ପ୍ରଥମେ ଶ୍ରୀଜିଉଙ୍କ କରାଯାଇଥିଲା ନିମନ୍ତ୍ରଣ । ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀମାନଙ୍କର ଏକ ଟିମ୍ ବାହାରିବ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଯାତ୍ରା କରିବେ ସେବାୟତ ଓ ଅଧିକାରୀ ।

Tollywood
ତେଲୁଗୁ ଫିଲ୍ମରେ ଓଡ଼ିଆ ଝିଅ; ସୁମନଙ୍କ ଅଭିନୟକୁ ସମସ୍ତଙ୍କ ପ୍ରଶଂସା

ସୁଟିଂ ସାରି ୬ ମାସ ପରେ ସେ ନିଜ ଘରକୁ ଫେରିବା ପରେ ଭବ୍ୟ ସ୍ୱାତ କରିଛନ୍ତି ଲୋକେ । ସୁମନ ସେମିଳିଗୁଡାରୁ ଦଶମ ପଢ଼ିବା ପରେ NIFTରୁ ଫ୍ୟାସନ୍ ଡିଜାଇନ ଓ ମଡେଲିଂ ଶିକ୍ଷା ଲାଭ କରିଛନ୍ତି ।

Mumbai airport
ମୁମ୍ବାଇରେ ପହଞ୍ଚିଲା ଫ୍ରାନ୍ସ ବିମାନ; ୨୭୬ ଜଣଙ୍କୁ ଧରି ଆସିଲା ଭାରତ

ସମସ୍ତ ୩୦୩ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଫ୍ରାନ୍ସର ଶରଣ ନେଇଥିବାବେଳେ, ୨୭୬ ଜଣଙ୍କୁ ଧରି ବିମାନଟି ଭାରତ ଅଭିମୁଖେ ଆସିଛି । ସେଥିରେ ଅଭିଭାବକ ବିହୀନ ୧୧ ନାବାଳକ ଥିବା ମଧ୍ୟ ସୂଚନା ମିଳିଛି ।

Criminal Code bills
ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ; ଆଇନରେ ପରିଣତ ହେଲା ୩ ନୂଆ ଅପରାଧିକ ବିଲ୍

ବ୍ରିଟିଶ୍ ଅମଳର indian penal code-IPC, Code of Criminal Procedure-CRPC ଏବଂ Indian Evidence Act ରେ ବିରାମ ଲାଗିଛି । ଗତ ବୁଧବାର ଓ ଗୁରୁବାର ଏହାକୁ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Man drives car with doors open in Manali
କାର୍‌ ଡୋର୍‌ ଖୋଲି ମାରୁଥିଲେ ଷ୍ଟାଇଲ୍‌; ପୋଲିସ କାଟିଲା ଚାଲାଣ

ଜଣେ ବ୍ୟକ୍ତି ମନାଲିର ବ୍ୟସ୍ତ ବହୁଳ ରାସ୍ତାରେ କାର୍‌ର ଡୋର ଖୋଲି ମସ୍ତି କରୁଛନ୍ତି । ଡ୍ରାଇଭ୍‌ କରୁଥିବା ବ୍ୟକ୍ତି ଜଣକ ଡୋର୍‌ ଖୋଲିଥିବାବେଳେ ଅନ୍ୟଜଣେ ଯୁବକ କାର୍‌ର ଆନ୍ୟ ଡୋରଟି ଖୋଲି ବାହାରକୁ ଝଲିରହୁଥିବା ଦେଖିବାକୁ ମିଳୁଛି ।

Apana Eka Nuhanti
ଭଲରେ ନ ହେଲେ ବି, ଏବେ ନିଜେ ଚାଲୁଛନ୍ତି ଭବାନିଶଙ୍କର

ଜଣଙ୍କ କାନ୍ଧରେ ହାତ ରଖିଲେ ଚାଲୁଥିଲେ ବିନିକା ଅଞ୍ଚଳର ଭବାନିଶଙ୍କର ବେହେରା। ଓଟିଭି ରେ ଖବର ପ୍ରସାରଣ ଭତ୍ତା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ସୁବିଧା ସୁଯୋଗ ପାଇଲେ ଭବାନିଶଙ୍କର।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।